February 9, 2025

Odia Express

Here, There and Everywhere

Rohit ଶର୍ମା ଯୁବରାଜ ସିଂଙ୍କ ଭଉଣୀଙ୍କ ସହ କରୁଥିଲେ ପ୍ରେମ, ଯେବେ Yuvraj ଙ୍କୁ ଜଣାପଡିଲା ସେ ଧମକ ଦେବାରୁ ରୋହିତ୍ କରିଥିଲେ ରିତିକାଙ୍କୁ ବିବାହ

ଭାରତୀୟ କ୍ରିକେଟ୍ ଟିମ୍ ର ଦିଗଜ୍ଜ ଖେଳାଳୀ ରୋହିତ୍ ଶର୍ମା ନିଜ ଭଲ ପରଫରମାନ୍ସରୁ ଇଣ୍ତିଆନ୍ କ୍ରିକେଟ୍ ଟିମ୍ କୁ ଏକ ସ୍ଥାନରେ ପହଞ୍ଚାଇବାରେ ଯୋଗଦାନ ଦେଇଛନ୍ତି, ସେ ବହୁତ ଦିନରୁ ଇଣ୍ତିଆନ୍ କ୍ରିକେଟ୍ ଟିମ୍ ର ଇଂଲଣ୍ତ ଗ୍ରସ୍ତରେ ଅଛନ୍ତି, ଓ ସେଠାରେ ଆମର ଭାରତୀୟ ଟିମ୍ ୱାର୍ଲଡ୍ କପ୍ କ୍ରିକେଟ୍ ରେ ନିଜର ଏକ ଖାସ୍ ପରିଚୟ ବନାଇଛି, ଓ ପାଞ୍ଚଟି ଟେଷ୍ଟ ମ୍ୟାଚର ସିରିଜ୍ ପରେ ଭାରତ ଚତୁର୍ଥ ମ୍ୟାଚରେ ନିଜ ଦମଦାର୍ ପରଫରମାନ୍ସ ସହ ଇଂଲଣ୍ତକୁ ହରାଈଛି, ଏହି ମ୍ୟାଚର ସେ ବିଜୟ ଲାଭ କରିଛି, ଭାରତୀୟ କ୍ରିକେଟ୍ ଟିମ୍ ର ହିଟମ୍ୟାନ୍ ରୋହିତ୍ ଶର୍ମା ଯିଏକି ଧମାକାଦାର୍ ବ୍ୟାଟିଙ୍ଗ୍ ରୁ ଭାରତକୁ ଜିତ୍ ହାସିଲ୍ କରାଇବାରେ ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକା ନିଭାଇଛନ୍ତି ।

ରୋହିତ୍ ଶର୍ମାଙ୍କ ଏହି ମ୍ୟାଚ ପାଈଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଆୱାର୍ଡରେ ସମ୍ମାନିତ କରାଯାଇଛି, ଓ ଏବେ ରୋହିତ୍ ଶର୍ମା ଲଗାତାର ନିଜ ଭଲ ପରଫରମ୍ୟାନ୍ସ ରୁ ଭଲ ପ୍ରଦର୍ଶନ କରୁଛନ୍ତି, ଆଜି ଆମେ ଏହି ଲେଖ ମାଧ୍ୟମରେ ଆପଣଙ୍କୁ ଇଣ୍ତିଆନ୍ କ୍ରିକେଟିୟର୍ ରୋହିତ୍ ଶର୍ମାଙ୍କ ନିଜ ଜୀବନୀ ସହ ଜୋଡି ହୋଇଥିବା କିଛି ଖାସ୍ କଥା ବିଷୟରେ କହିବାକୁ ଯାଉଛୁ । ଇଣ୍ତିଆନ୍ କ୍ରିକେଟିୟର୍ ରୋହିତ୍ ଶର୍ମା ଙ୍କ ଲଭ୍ ଷ୍ଟୋରୀ ମଜାଦାର୍ ରହିଥିଲା

ସେ ୧୩ ଡିସେମ୍ବର ୨୦୧୫ କୁ ରିତିକା ସଜଦେହଙ୍କୁ ବିବାହ କରିଥିଲେ, ଓ ସେମିତି ରୋହିତ୍ ଓ ରିତିକାଙ୍କ ଲଭ୍ ଷ୍ଟୋରୀ କେଉଁ ଫିଲ୍ମର ପ୍ରେମ କାହାଣୀରୁ କମ୍ ନୁହେଁ, କହିଦେବୁ କି ରୋହିତ୍ ଶର୍ମା ଓ ରିତିକାଙ୍କ ପ୍ରେମ କାହାଣୀର ଆରମ୍ଭ ବିବାହର ୬ ବର୍ଷର ପୁର୍ବରୁ ଆରମ୍ଭ ହୋଇଥିଲା, ସେହି ଦିନ ଯେଉଁଠି ରିତିକା ଏକ ସପୋର୍ଟ ମ୍ୟାନେଜର୍ ଥିଲେ ତେବେ ରୋହିତ୍ ଶର୍ମା ଇଣ୍ତିଆନ୍ କ୍ରିକେଟ୍ ଟିମ୍ ର ଖେଲାଳୀ ଥିଲେ, ଓ ସେ ନିଜ ଖେଲରେ ବହୁତ ବ୍ୟସ୍ତ ରହୁଥିଲେ, ଏହି ସମୟରେ ରୋହିତ୍ ଶର୍ମା ଙ୍କ ସାକ୍ଷାତ ରିତିକାଙ୍କ ସହ ହୋଇଥିଲା ।

ଆପଣଙ୍କୁ କହିଦେବୁ କି ରୋହିତ୍ ଶର୍ମାଙ୍କ ସ୍ତ୍ରୀ ରିତିକା ସଜଦେହ ଭାରତୀୟ କ୍ରିକେଟିୟର ଯୁବରାଜ୍ ସିଂଙ୍କ ରାକ୍ଷୀ ଭଉଣୀ ଅଟନ୍ତି, ରୋହିତ୍ ଶର୍ମାଙ୍କୁ ନିଜ ଭଉଣୀଙ୍କ ସାକ୍ଷାତ ଯୁବରାଜ ସିଂ କରାଈଥିଲେ, ଓ ସେହି ସମୟରେ କାମର ସିଲସିଲାରେ ଏହି ଦୁହେଁ ପ୍ରଥମଥର ଦେଖା ହୋଇଥିଲେ, ଓ ଏହି ଦୁହେଁଙ୍କ ପ୍ରଥମ ସାକ୍ଷାତ ପ୍ରୋଫେସନାଲ୍ ଥିଲା , ଧିରେ ଧିରେ ଏହି ଦୁହେଁଙ୍କ ମଧ୍ୟରେ ବନ୍ଧୁତା ହୋଇଗଲା, ଓ ଏମାନେ ଘନିଷ୍ଠ ହେବାକୁ ଲାଗିଲେ

ତାପରେ ରୋହିତ୍ ଶର୍ମା ଫିଲ୍ମ ଷ୍ଟାଇଲ୍ ରେ ରିତିକାଙ୍କୁ ବାହାହେବାପାଇଁ ପ୍ରପୋଜ୍ କଲେ  । ରୋହିତ୍ ଶର୍ମା ମୁମ୍ବାଇର ବୋରିବଲି ସ୍ପୋର୍ଟସ୍ କ୍ଲବରେ ହାତରେ ମୁଦି ନେଇ ଆଣ୍ଠେଇ ରିତିକାଙ୍କୁ ବାହାହେବାପାଇଁ ପ୍ରପୋଜ୍ କଲେ, ରୋହିତ୍ ଏହି ଶାନଦାର୍ ପ୍ରପୋଜାଲ୍ ରିତିକା ତୁରନ୍ତ ରାଜି ହୋଇଯାଇଥିଲେ, ଯାହାପରେ ରିତିକା ରୋହିତ୍ ଶର୍ମା ୧୩ ଡିସେମ୍ବର ୨୦୧୫ କୁ ବିବାହ ବନ୍ଧନରେ ଆବଦ୍ଧ ହୋଇଗଲେ

ଓ ଏହି ଦୁହେଁ ଙ୍କ ବିବାହ ବଲିଉଡ୍ ଓ ଖେଳ ଜଗତର ସବୁ କଳାକାର ସାମିଲ୍ ହୋଇଥିଲେ, ସେହି ବିବାହର ୩ ବର୍ଷ ପରେ ରିତିକା ଓ ରୋହିତ୍ ଙ୍କ ଝିଅ ଏହି ଦୁନିଆଁକୁ ଆସିଥିଲା, ଓ ଏହି କପଲ୍ ଙ୍କ ଝିଅର ନାଁ ସମାୟରା ରଖିଛନ୍ତି, ରୋହିତ୍ ଶର୍ମା ଏକ ଇଣ୍ଟରଭ୍ୟୁରେ ଏହି କଥା ଖୁଲାସା କରିଥିଲେ କି ଯେବେ ଯୁବରାଜ୍ ସିଂ ମୋର ରିତିକାଙ୍କ ଲଭ୍ ଆଫେୟାର୍ ବିଷୟରେ ଜାଣିପାରିଲେ ତେବେ ମୋତେ ପାଖକୁ ଡକାଇକରି ମୋତେ ସିଧା ସିଧା କହିଦେଲେ କି କିଛି ବି କରିବାପୁର୍ବରୁ ଏହି କଥା ମନେ ରଖିବୁ କି ରିତିକା ମୋର ଭଉଣୀ ବୋଲି

ଏହାପରେ ଯୁବରାଜଙ୍କୁ ଏହି କଥାର ବିଶ୍ୱାସ ଦେଲେ କି ମୁଁ ଓ ରିତିକାପରସ୍ପର ବହୁତ ଭଲ ପାଉଛୁ, ଓ ଦୁହେଁ ବିବାହ କରିବାକୁ ଇଚ୍ଛା ରଖୁଛୁ , କହିଦେବୁ କି ରିତିକା ଓ ରୋହିତ୍ ଶର୍ମାଙ୍କ ବିବାହର ୬ ବର୍ଷ ହୋଇସାରିଛି, ଓ ବିବାହର ଏତେ ବର୍ଷ ପରେ ବି ଦୁହେଁଙ୍କ ମଧ୍ୟରେ ଭଲ ପାଇବା ଅଛି, ଓ ଏହି ଦୁହେଁ ନିଜ ବୈବାହିକ ଜୀବନରେ ବହୁତ ଖୁସିରେ ଅଛନ୍ତି ।

Leave a Reply

Your email address will not be published. Required fields are marked *