October 20, 2024

Odia Express

Here, There and Everywhere

ମଜାଦାର୍ ଜୋକ୍ସ : ଟିନା ନିଜ ଶିକ୍ଷକଙ୍କୁ କହିଲା, Sir ମୋତେ Class ରେ ସବୁ ପୁଅପିଲା ପିଉସି ପିଉସି କହୁଛନ୍ତି କାରଣ ଜାଣିଲେ ଆପଣ ମଧ୍ୟ ହସି ହସି ବେଦମ ହେବେ

1 min read

ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହା ଆଜିକାଲି ସୋସିଆଲ୍ ମିଡିଆରେ ବହୁତ୍ ଟ୍ରେଣ୍ତିଙ୍ଗ୍ କରୁଛି, ଆମେ ବିଶ୍ୱାସ କରୁଛୁ କି ଏହି ଜୋକ୍ସଗୁଡିକ ପଢିକରି ଆପଣଙ୍କ ହସ ଅଟକିବ ନାହିଁ । ତେବେ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା।

୧) ସ୍ୱାମୀ- ଏତେ ଜଲଦି ଚଟଣି କେମିତି ବନାଇନେଉଛ ? ସ୍ତ୍ରୀ- ବନାଇବା ସମୟରେ ତୁମକୁ ମନେ ପକାଉଛି ନା । ତାପରେ କୁଟିବାରେ ସହଜ ହୋଇଯାଉଛି ।

୨) ଶିକ୍ଷକ- ରାମୁ କାଲି ସ୍କୁଲ୍ କଣ ପାଇଁ ଆସିନଥିଲୁ ?ରାମୁ- ସାର୍ କାଲି ପଡିଯାଇଥିଲି ଓ ଲାଗିଗଲା, ଶିକ୍ଷକ- କେଉଁଠି ପଡିଲୁ ଓ କଣ ଲାଗିଗଲା, ରାମୁ- ସାର୍ ବେଡ୍ ରେ ପଡିଗଲି ଓ ଆଖି ଲାଗିଗଲା,

୩) କଞ୍ଜୁସ୍ ର ହନିମୁନ୍ , କଞ୍ଜୁସ୍ ର ସ୍ୱାମୀ- ମୁଁ ଏତେ କଞ୍ଜୁସ୍ କି ମୋର ବାହାଘର ପରେ ପଇସା ବଞ୍ଚାଇବାପାଈଁ ହନିମୁନ୍ ଏକେଲା ଚାଲିଯାଇଥିଲି ।

୪) ମହାକଞ୍ଜୁସ୍ ସାଙ୍ଗ- ଏଇଟା ତ କିଛି ବି ନୁହେଁ, ମୁଁ ତ ପଇସା ବଞ୍ଚାଇବା ପାଇଁ ନିଜ ସ୍ତ୍ରୀକୁ ନିଜ ସାଙ୍ଗର ସହ ହନିମୁନ୍ ପଠାଇଦେଇଛି ।

୫) ଝିଅ- କଣ କରୁଛ ? ପୁଅ-ମଶା ମାରୁଛି, ଝିଅ-କେତେ ମାରିଲ ? ପୁଅ- ପାଞ୍ଚଟି ମାରିଲି, ତିନୋଟି ଫିମେଲ୍ ଓ ଦୁଇଟି ମେଲ୍ , ଝିଅ- କେମିତି ଜାଣିଲ କି ମେଲ୍ କିଏ ଫିମେଲ୍ କିଏ ବୋଲି ? ପୁଅ- ତିନିଜଣ ଆଇନା ପାଖରେ ବସିଥିଲେ ଓ ଦୁଇଟି ବିୟର୍ ଗ୍ଲାସ ଉପରେ ।

୬)ବିବାହ ପୁର୍ବରୁ ବାବୁ ବାହାଘର ପରେ କେବେ ବାବୁଲାଲ୍ ହୋଇଯାଏ ଜଣାପଡେ ନାହିଁ,

୭) ବାପା- ପୁଅ ଗୋଟେ ଜମାନା ଥିଲା ଯେବେ ମୁଁ ୧୦ ଟଙ୍କା ନେଇକରି ବଜାର ଯାଉଥିଲି ଓ ସଉଦା, ପରିବା କ୍ଷୀର ସବୁ ନେଇକରି ଆସୁଥିଲି, ପୁଅ- ବାପାଏବେ ଜମାନା ବଦଳିଯାଇଛି, ଆଜିକାଲି ସବୁ ଦୋକାନରେ ସିସିଟିଭି କ୍ୟାମେରା ଲାଗିଯାଇଛି ।

୮) ଏକ ଛାତ୍ର ଭଗବାନଙ୍କୁ କହିଲା- ଟଙ୍କାର ଦାମ୍ ୭୩ ଟଙ୍କା ଯାଏଁ ପହଞ୍ଚିଲା, ପେଟ୍ରୋଲ୍ ୧୦୩ କ୍ଷୀର ୫୦ ଟଙ୍କା ଓ ପିଆଜ ୧୦୦ ଟଙ୍କା ତାପରେ ବି ଆପଣଙ୍କୁ ବହୁତ ବହୁତ୍ ଧନ୍ୟବାଦ ପାଶିଙ୍ଗ୍ ମାର୍କ ବି ଆଜି ଯାଏଁ ୩୫ ପ୍ରତିଶତ ରଖିଛ ।

୯) ଏକ ଛାତ୍ର ଫେସବୁକ୍ ରେ ଷ୍ଟାଟସ୍ ଅପଡେଟ୍ କଲା ଏଠାରେ କ୍ଲାସ୍ ଚାଲୁଛି ଓ ମୁଁ ଅନଲାଇନ୍ ଅଛି, ହା ହା ହା, ଶିକ୍ଷକ- ଆଗକୁ କମେଣ୍ଟ କଲେ, ପୁଅ ଟେଷ୍ଟ୍ ରେ ଜିରୋ ମିଳିଛି, ଆସିକରି ଦେଖିବ କି ମୁଁ ଟ୍ୟାଗ୍ କରିବି ।

୧୦) କ୍ଲାସରେ ସବୁ ପୁଅ ପିଉସି ପିଉସି କହୁଥିଲେ ଦିନେ ଟିନା ଏହାର ଅଭିଯୋଗ ଶିକ୍ଷକଙ୍କୁ କରିଦେଲା, ଶିକ୍ଷକ ସବୁ ପୁଅମାନଙ୍କୁ ପଚାରିଲେ ଯେଉଁମାନେ ଟିନାକୁ ପିଉସି ପିଉସି କହି ଚିଡାଉଛ ସିଏ ଠିଆ ହୋଇଯାଅ, ଗୋଟେ ପୁଅକୁ ଛାଡିକରି ସବୁ ଠିଆ ହୋଇଗଲେ, ଶିକ୍ଷକ ପଚାରିଲେ- କଣ ତୁମେ ଏହି ଝିଅକୁ ପିଉସି କହୁନ ? ପୁଅ- ସାର୍ ,ମୁଁ ତ ପିଉସା ଅଟେ ନା ।

Leave a Reply

Your email address will not be published. Required fields are marked *