ଅମିତାଭ ବଚ୍ଚନ କେବେ କରୁଥିଲେ Koyel ଖାଦାନରେ କାମ,ଖୁଲାସା କରି କହିଥିଲେ ପୁରା ସତ କଥା
ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ ଙ୍କ ନାଁ ଦେଶ ଓ ବିଦେଶରେ ଖ୍ୟାତି ପାଇଛି, ସେ ନିଜ ଶାନଦାର୍ ଅଭିନୟରୁ ଭରପୁର୍ ଇଣ୍ତଷ୍ଟ୍ରିକୁ ଗୋଟେରୁ ବଳି ଗୋଟେ ସୁପରହିଟ୍ ଫିଲ୍ମ ଦେଇଥିଲେ, ଆଜି ସେ କେଉଁ ପରିଚୟର ଦରକାର୍ କରନ୍ତି ନାହିଁ, କହିଦେବୁ କି ଏବେ ବଲିଉଡ୍ ଶେହଶାହ୍ ଫିଲ୍ମ କଳା ପଥର ନିଜ ୪୨ ବର୍ଷ ପୁରା କରିଛନ୍ତି, ମାଲୁମ୍ ଥିବ କି ଫିଲ୍ମ ଧନବାଦ ଚାସନାଲା କୋଇଲା ଖାଦାନରେ ୧୯୭୫ ରେ ହୋଇଥିବା ଦୁର୍ଘଟଣା ଉପରେ ଆଧାରିତ ଅଛି ଏହି ବଡ ଦୁର୍ଘଟଣାରେ ପ୍ରାୟ ୩୫୦ ଜଣ ମୁଲିଆ ନିଜ୍ ଜୀବନ ହରାଇବସିଥିଲେ, ଏହି ଫିଲ୍ମ ସୁଟିଙ୍ଗ୍ ସମୟରେ ଝାରଖଣ୍ତର ଗିଦ୍ଧି ଖାଦାନରେ ହୋଇଥିଲା, ଆଜି ଆମେ ଆପଣଙ୍କୁ ଅମିତାଭ ବଚ୍ଚନଙ୍କ ଜୀବନ ସହ ଯୋଡି ହୋଇଥିବା କିଛି ଅଜଣା କାହାଣୀ ବିଷୟରେ କହିବୁ ।
କହିଦେବୁ କି ୨୪ ଅଗଷ୍ଟ ୧୯୭୯ କୁ ରିଲିଜ୍ ହୋଇଥିବା ଫିଲ୍ମ୍ କଳାପଥର୍ ସୁଟିଙ୍ଗ୍ ଝାରଖଣ୍ତର ଗିଦି ଖାଦାନରେ ହୋଇଥିଲା, ଅମିତାଭ ଏହି ଫିଲ୍ମ ସହ ଯୋଡି ହୋଇଥିବା ଖାସ୍ କଥାକୁ ନିଜ୍ ସୋସିଆଲ୍ ମିଡିଆ ଏକାଉଣ୍ଟରେ ସେୟାର୍ କରିଥିଲେ, ଏହା ସହ ସେ ଏକ ଆଶ୍ଚର୍ଯ୍ୟକରିଦେଲା ଭଳି ଖୁଲାସା କରିଥିଲେ, ସେ ଖୋଲିକରି କହିଲେ କି ସେ ଏହି ଫିଲ୍ମରୁ ପ୍ରଥମେ କୋଇଲା ଖାଦାନରେ ଚାକିରି କରୁଥିଲେ । ସେ ଖୁଲାସା କରି କହିଲେ କି ସେ ସମୟ ଏବେ ଚାଲିଯାଇଛି, କିନ୍ତୁ ଫିଲ୍ମରେ ମୋର ବ୍ୟକ୍ତିଗତ ଅନୁଭବ ସହ ଯୋଡି ହୋଇଥିବା ବହୁତ ସାରା ଘଟଣା ଯୋଡି ହୋଇଛି,
ସେ ଖୋଲିକରି କହିଲେ କି ମୁଁ କୋଲକାତା କମ୍ପାନୀର କୋଇଲା ବିଭାଗରେ କାମ କରିଥିଲି, ଫିଲ୍ମ ଇଣ୍ତଷ୍ଟ୍ରିରେ ପାଦ ରଖିବା ପୁର୍ବରୁ ଅମିତାଭ ବଚ୍ଚନ ପ୍ରଥମ ଚାକିରି ଧାନବାଦୋ ଆସନସୋଲ୍ ର କୋଇଲା ଖାଦାନ୍ ରୁ କରିଥିଲେ, ଫିଲ୍ମ କାଲା ପଥରରେ ବଲିଉଡ୍ ଶେହନଶାହ୍ ଆଙ୍ଗ୍ରୀ ୟଙ୍ଗ୍ ମ୍ୟଆନ୍ ଭୁମିକାରେ ନଜର ଆସିଥିଲେ, ଏହି ଫିଲ୍ମରେ ସେ ମଚେଣ୍ଟ ନେଭି କ୍ୟାପଟେନ୍ ବିଜୟ ପାଳ ସିଂଙ୍କ ଦମଦାର୍ ଭୁମିକା ନିଭାଇଥିଲେ, ଯାହା ପରିଶେଷରେ କୋଇଲା ଖାଦାନ୍ ରେ କର୍ମଚାରି ହୋଇଯାଏ ।
ଫିଲ୍ମ କଳାପଥରରେ କୋଇଲା ଖାଦାନରେ କାମ କରୁଥିବା ମୁଲିଆ କଡା ସଂଘର୍ଷ କୁ ଦେଖାଯାଇଥିଲା, ଏହି ଫିଲ୍ମରେ ଅମିତାଭ ବଚ୍ଚନ ଛଡା ଅଭିନେତା ଶଶି କପୁର, ଶତ୍ରୁଘ୍ନ ସିହ୍ନା, ସଂଞ୍ଜିବ କାପୁର, ରାକ୍ଷୀ, ପରବିନ୍ ବିବି, ନିତୁ ସିଂ, ପ୍ରେମ ଚୋପ୍ରା ସହିତ ବହୁତ ଅନ୍ୟ କଳାକାର ଦମଦାର୍ ଭୁମିକା ନିଭାଇଥିଲେ, ୟଶ ଚୋପ୍ରା ନିର୍ଦେଶନା ରେ ହୋଇଥିବା ଏହି ଫିଲ୍ମ ସ୍କ୍ରିଫ୍ ସଲିମ୍ ଖାନ୍ ଓ ଜାଭେଦ୍ ଅଖତାର୍ ଲେଖିଥିଲେ ।
ଏହି ଫିଲ୍ମର୍ ଗୀତ ଲୋକପ୍ରିୟ ଗିତିକାର ସାହିର୍ ଲୁଧିୟାନବୀ ଲେଖିଥିଲେ, ଫିଲ୍ମର୍ ଷ୍ଟାର୍ କାଷ୍ଟ ଓ ସଂଗୀତ କୁ ନେଇ ଚର୍ଚ୍ଚିତ ହୋଇଥିଲା, କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସ୍ ରେ ହିଟ୍ ହୋଇପାରିନଥିଲା, ଫିଲ୍ମର ଗିତରେ ଦର୍ଶକଙ୍କ ହୃଦୟରେ ଏକ ଅଲଗା ଛାପ ଛାଡିଥିଲା । କହିଦେବୁ କି ଅମିତାଭ ବଚ୍ଚନ ବହୁତ ଜଲଦି ବଡ ଫିଲ୍ମ ଚେହେରେରେ ନଜର ଆସିବାକୁ ଯାଉଛନ୍ତି, ଏହି ଫିଲ୍ମରେ ଅମିତାଭ ବଚ୍ଚନଙ୍କ ଛଡ ଇମରାନ୍ ହାସମି, ରିୟା ଚକ୍ରବର୍ତ୍ତି, ଓ କ୍ରିଷ୍ଟଲ୍ ଡିସୁଜା ମୁଖ୍ୟ ଭୁମିକାରେ ନଜର ଆସିବେ, ଏହି ଫିଲ୍ମ ୨୭ ଅଗଷ୍ଟକୁ ରିଲିଜ୍ ହୋଇଛି, ଅମିତାଭ ବଚ୍ଚନ ସେହି ଷ୍ଟାରଙ୍କ ମଧ୍ୟରେ ଲୋକପ୍ରିୟ ଅଟନ୍ତି ଯିଏକି ୭୮ ବର୍ଷ ହେବା ପରେ ବି ଫିଲ୍ମର ସହ ନିଜ ସୋସିଆଲ୍ ମିଡିଆ ଏକାଉଣ୍ଟରେ ସବୁବେଳେ ସକ୍ରିୟ ରହୁଛନ୍ତି ।