October 18, 2024

Odia Express

Here, There and Everywhere

Sunil Shetty ଙ୍କ ସ୍ତ୍ରୀ କମାନ୍ତି ତାଙ୍କ ଠାରୁ ଅଧିକା ପଇସା, ଲେଡି ଅମ୍ବାନୀ ନାଁରେ ଲୋକପ୍ରିୟ

ବଲିଉଡ୍ ସିନେମା ଜଗତରେ ଅଭିନେତା ସୁନିଲ୍ ସେଟ୍ଟିଙ୍କ ଷ୍ଟାଇଲ୍ ସମସ୍ତଙ୍କ ଠାରୁ ଅଲଗା ଅଟେ, ସେ ୮୦ ଦଶକରୁ ନେଇକରି ୯୦ ଦଶକ ପର୍ଯ୍ୟନ୍ତ ଫିଲ୍ମ ଇଣ୍ତଷ୍ଟ୍ରିରେ ଗୋଟେ ରୁ ବଳି ଗୋଟେ ସୁପରହିଟ୍ ଫିଲ୍ମ ଦେଇଛନ୍ତି, ଖାସ୍ କଥା ଏହା କି ଭିଲେନ୍ ରୁ ନେଇକରି ସିରିୟସ୍ କିମ୍ବା କମେଡି ଭୁମିକା ସହ ତାଙ୍କୁ ଦର୍ଶକମାନେ ବହୁତ ସାରା ଭଲ ପାଇବା ଦେଇଥିଲେ, ତାଙ୍କ ନାଁ ବଲିଉଡ୍ ସିନେମା ଜଗତରେ ଟପ୍ ଅଭିନେତାଙ୍କ ମଧ୍ୟରେ ଲୋକପ୍ରିୟତା ଅଛି, କିନ୍ତୁ ଆଜି ଆମେ ଆପଣଙ୍କୁ ସୁନିଲ୍ ସେଟ୍ଟିଙ୍କ ସ୍ତ୍ରୀ ମାନା ସେଟ୍ଟିଙ୍କ ବିଷୟରେ କହିବୁ, ମାନା ସେଟ୍ଟିଙ୍କୁ ଲେଡି ଅମ୍ବାନୀ ବି କୁହାଯାଏ , କଣ ଆପଣ ଜାଣିଛନ୍ତି କି ମାନା ସେଟ୍ଟିଙ୍କ ଇନକମ୍ କେତେ ଅଛି , କହିଦେବୁ କି ତାଙ୍କ ଇନକମ୍ ତାଙ୍କ ସ୍ୱାମୀ ସୁନିଲ୍ ସେଟ୍ଟିଙ୍କ ଠାରୁ ଅଧିକା ଅଛି ।

ଅଭିନେତ୍ରୀ ସୁନିଲ୍ ସେଟ୍ଟି ନିଜ ଫିଲ୍ମ କ୍ୟାରିୟରରେ ବହୁତ ନାଁ କମାଇଥିଲେ । ସେ ନା କେବଳ ଜଣେ ଭଲ ଅଭିନେତା ବରଂ ଜଣେ ନିର୍ମାତା ଥିଲେ, ସେ ନିଜ ୨୫ ରୁ ଅଧିକା ବର୍ଷର ଫିଲ୍ମ କ୍ୟାରିୟରରେ ୧୦୦ ରୁ ଅଧିକା ଫିଲ୍ମରେ ଶାନଦାର୍ ଅଭିନୟ କରିଥିଲେ , ସେ ଆକ୍ସନ୍ ଓ କମେଡି ଫିଲ୍ମରେ ଖୁବ୍ ନାଁ କମାଇଥିଲେ, ସୁନିଲ୍ ସେଟ୍ଟି ସବୁ ଭୁମିକାକୁ ଭଲରେ କରିଥିଲେ, କହିଦେବୁ କି ସୁନିଲ୍ ଙ୍କୁ ସୁପରହିଟ୍ ଫିଲ୍ମ ଧଡକନ୍ ପାଇଁ ୫ ନାମାଙ୍କନ ରେ ଫିଲ୍ମଫେୟାର୍ ପୁରସ୍କାର୍ ମିଳିସାରିଛି, କହିଦେବୁ କି ତାଙ୍କ ସ୍ତ୍ରୀ ମାନାଙ୍କ ବିଷୟରେ କହିଲେ ସେ କାହାଠାରୁ କମ୍ ନୁହନ୍ତି ।

ମାନା ସେଟ୍ଟି ଏକ ଭଲ ସ୍ତ୍ରୀ ଓ ମା ହେବା ସହ ଏକ ସଫଳ ବିଜନେସ୍ ୱୁମେନ୍ ଅଟନ୍ତି , ତାଙ୍କର କାର୍ଯ୍ୟଶୈଳୀ ଓ କମାଇ କାରଣରୁ ତାଙ୍କୁ ଲେଡି ଅମ୍ବାନୀ କୁହାଯାଏ ,କହିଦେବୁ କି ମାନା ରିୟେଲ୍ ଇଷ୍ଟେଟ୍ କାରୋବାରରେ ବହୁତ ଆକ୍ଟିଭ୍ ରୁହନ୍ତି, ସେ ଏସ୍ ୨ ନାମରେ ଏକ ପ୍ରୋଜେକ୍ଟର ଆରମ୍ଭ କରିଥିଲେ, ଏହାପୁର୍ବରୁ ସେ ୨୧ ଲକ୍ଜୁରୀ ବିଲା ନେଇଥିଲେ, ଓ ସେ ଭଲ କମାଇଥିଲେ, ଏହା ସବୁ ଛାଡିଲେ ମାନା ନିଜ ଲାଇଫ୍ ଷ୍ଟାଇଲ୍ ଷ୍ଟୋର୍ ବି ଅଛି, ଯେଉଁଠି ଆପଣ ସହଜରେ ସବୁ ସାଜସଜ୍ଜା ରୁ ନେଇକରି ନିତ୍ୟଦିନର ଜିନିଷ କିଣିପାରିବେ ।

କହିଦେବୁ କି ମାନା ସେଟ୍ଟି ଏକ ସଫଳ ବିଜନେସ୍ ୱୁମେନ୍ ହେବା ସହ ସାମାଜିକ କାର୍ଯ୍ୟରେ ବି ଆଗରେ ଅଛନ୍ତି, ସେ ସବୁବେଳେ ଆକ୍ଟିଭ୍ ରୁହନ୍ତି, ଅସଲରେ ମାନା ସେବ୍ ଦି ଚିଲଡ୍ରେନ୍ ଇଣ୍ତିଆ ନାଁରେ ଏକ ଏନ୍ ଜିଓ ସହ ଯୋଡି ହୋଇଛନ୍ତି ।

ଏକ ଖାସ୍ ରିପୋର୍ଟ ମୁତାବିକ ସୁନିଲ୍ ସେଟ୍ଟି ବାର୍ଷିକ ଆୟ ପ୍ରାୟ ୧୦୦ କୋଟି ଟଙ୍କା ଅଟେ, ଅଭିନେତାଙ୍କ ପାଖରେ ବହୁତ ସାରା ଫ୍ଲାଟ୍ ଓ ଭଲ ଲୋକେସନ୍ ବାଲା ଟୟଲେଟ୍ ଅଛି, ଏହା ଛଡା ତାଙ୍କ ପାଖରେ ଗାଡି ଓ ମୋଟରସାଇକେଲ୍ ବହୁତ ବଡ କଲେକ୍ସନ୍ ଅଛି, ସେ ପପକର୍ଣ୍ଣ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ପ୍ରଡକ୍ସନ୍ ହାଉସ୍ ମାଲିକ ଅଟନ୍ତି, ସେ ପପକର୍ଣ୍ଣ ମୋଶନ୍ ପିକ୍ଚର ବ୍ୟାନର ତଳେ ଫିଲ୍ମ ବନାଇଛନ୍ତି, ଯେଉଁଥିରେ ଖେଲ୍, ନୋ ଅଡିନାରି ଗେମ୍, ଶକ୍ତି, ଓ ଭାଗମ୍ ଭାଗ୍,ସାମିଲ୍ ଅଛି, ସେ ୧୯୯୧ ରେ ନିଜ ଗାର୍ଲଫ୍ରେଣ୍ତ ମାନା ସେଟ୍ଟିଙ୍କ ସହ ବିବାହ କରିଥିଲେ, ଏବେ ସୁନିଲ୍ ସେଟ୍ଟି ଫିଲ୍ମ ଲାଇମ୍ ଲାଇଟ୍ ରୁ ଦୁରେଇଯାଇଛନ୍ତି, ସେ ନିଜ ସୋସିଆଲ୍ ମିଡୀଆ ଏକାଉଣ୍ଟ ଜରିଆରେ ସବୁବେଳେ ଫ୍ୟାନ୍ସଙ୍କ ମଧ୍ୟରେ ଆକ୍ଟିଭ୍ ରୁହନ୍ତି ।

Leave a Reply

Your email address will not be published. Required fields are marked *