October 24, 2024

Odia Express

Here, There and Everywhere

Rani ମୁଖାର୍ଜୀ କିଣିଲେ କୋଟିଏ ଟଙ୍କାର ଲକ୍ଜୁରୀ Home, ବହୁତ ଆଲିଶାନ୍ ଓ ସୁନ୍ଦର ଅଟେ ରାଣୀଙ୍କ ଏହି ସ୍ୱପ୍ନର ଘର

ବଲିଉଡ୍ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ରାଣୀ ମୁଖାର୍ଜୀ ଏବେ ନିଜର ଏକ ଆଲିଶାନ୍ ଘର କିଣିଛନ୍ତି, ଯେଉଁଥିରେ ସ୍ୱିମିଙ୍ଗ୍ ପୁଲ୍ ଓ ଗେମିଙ୍ଗ୍ ଏରିଆ ପରି ସୁଖ ସୁବିଧା ଉପଲ୍ଲବ୍ଧ ଅଛି, ଏହି ଘରକୁ କିଣିବାପରେ ରାଣୀ ମୁଖାର୍ଜୀଙ୍କ ନାଁ ବଲିଉଡ୍ ର ସେହି ୫ ଜଣ ସେଲିବ୍ରେଟିଙ୍କ ଲିଷ୍ଟରେ ଆସିଛି ଯିଏକି ମୁମ୍ବାଇର ରୁସ୍ତମଜୀ ପେରାମାଉଣ୍ତରେ ଲକଜୁରୀ ଘରର ମାଲିକାଣୀ ହୋଇଛନ୍ତି । ରାଣୀମୁଖାର୍ଜି ନିଜର ଏହି ଆଲିଶାନ୍ ଘରକୁ କିଣିବାପାଇଁ କୋଟିଏ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି, ଓ ଏହି ଦିନରେ ରାଣୀ ମୁଖାର୍ଜୀ ନିଜର ଏହି ସୁନ୍ଦର ଆଲିଶାନ୍ ଘରର କିଛି ଫଟୋ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି, ଆଜି ଆମେ ଆପଣଙ୍କୁ ରାଣୀମୁଖାର୍ଜୀଙ୍କ ଏହି ନୁଆ ଘରର ଏକ ଝଲକ ଦେଖାଇବାକୁ ଯାଉଛୁ, ତେବେ ଆସନ୍ତୁ ପକାଇବା ଏକ ନଜର ।

ବଲିଉଡ୍ ଅଭିନେତ୍ରୀ ରାଣୀ ମୁଖାର୍ଜୀ ରୁସ୍ତମଜୀ ପେରାମାଉଣ୍ତରେ ଲକଜୁରୀ ଘର କିଣିଛନ୍ତି, ଓ ରାଣୀ ମୁଖାର୍ଜୀ ଏହି ଘରର ମୁଲ୍ୟ ୭,୧୨ କୋଟୀ ଟଙ୍କା କୁହାଯାଉଛି, ଓ ରାଣୀଙ୍କ ଏହି ଘର ସି ଫିସିଙ୍ଗ୍ ଅଛି ଯେଉଁଠି ସମୁଦ୍ରର ନଜାରା ବହୁତ ସୁନ୍ଦର ଦେଖାଯାଏ ରାଣୀ ମୁଖାର୍ଜୀ ଯେଉଁ କମ୍ପପ୍ଲେକ୍ସରେ ନିଜ ଆପାର୍ଟମେଣ୍ଟ ନେଇଛନ୍ତି ସେହି କମ୍ପପ୍ଲେକ୍ସରେ ବଲିଉଡ୍ ର ଜଣାଶୁଣା ଅଭିନେତ୍ରୀ ଦିଶା ପଠାନୀ ୬ କୋଟି ଟଙ୍କାରେ ଏକ ଆଲିଶାନ୍ ଆପାର୍ଟମେଣ୍ଟ କିଣିଥିଲେ, ଓ ଏବେ ରାଣୀ ମୁଖାର୍ଜୀ ଓ ଦିଶା ପଠାନୀ ଜଣେ ଅନ୍ୟଜଣଙ୍କ ପଡୋଶୀ ହୋଇସାରିଛନ୍ତି । ସେମିତି ଦିଶା ପଠାନୀଙ୍କ ଛଡା ଏହି କମ୍ପ୍ଲେକ୍ସରେ ବଲିଉଡ୍ ଅଭିନେତା ଟାଇଗର୍ ଶ୍ରଫ୍ , ଇଣ୍ତିଆନ୍ କ୍ରିକେଟିୟର୍ ହାର୍ଦିକ୍ ପାଣ୍ତିଆ ଓ କୁର୍ଣ୍ଣାଲ୍ ପାଣ୍ତିଆ ବି ଆପାର୍ଟମେଣ୍ଟ କିଣିଛନ୍ତି, ଓ ଏବେ ଏହି ୫ ଜଣ ସେଲିବ୍ରେଟିରେ ରାଣୀ ମୁଖାର୍ଜୀଙ୍କ ନାଁ ବି ସାମିଲ୍ ହୋଇଛି ।

ମିଡିଆ ରିପୋର୍ଟ୍ସ୍ ଅନୁସାରେ ରାଣି ମୁଖାର୍ଜୀଙ୍କ ଏହି ଘର ୨୨ ଟି ଫ୍ଲୋର୍ ଅଛି, ଓ ସେମିତି ରାଣୀ ମୁଖାର୍ଜୀଙ୍କ ଏହି ଆଲିଶାନ୍ ଘର ପ୍ରାୟ ୩୩୪୫ ସ୍କେୟାର୍ ଫିଟ୍ ଅଛି, ରାଣୀଙ୍କ ଏହି ଘର ସି ଫିସିଙ୍ଗ୍ ଅଛି, ଯାହାଦ୍ୱାରା ସେ ସମୁଦ୍ରର ନଜାରା ଦେଖିପାରିବେ, ତାଙ୍କର ଏହି ଘର ୪+୩ ବିଏଚ୍ କେ ର ଅଛି, ସେମିତି ଏହି ଦିନରେ ସୋସିଆଲ୍ ମିଡିଆର୍ ରାଣୀ ମୁଖାର୍ଜୀଙ୍କ ଏହି ଘରର ଫଟୋ ଅଧିକା ଭାଇରାଲ୍ ହେଉଛି ଓ ଫଟୋରେ ଏହି ସୁନ୍ଦର ଘର ଶାନଦାର୍ ଝଲକ୍ ଦେଖିବାକୁ ମିଳୁଛି ।

ରାଣୀ ମୁଖାର୍ଜୀଙ୍କ ୱାର୍କଫ୍ରଣ୍ତ କଥା କହିଲେ ରାଣୀ ମୁଖାର୍ଜୀ ଏବେ ଜଲଦି ହିଁ ମିସେସ୍ ଚାଟାର୍ଜୀ ଭର୍ସେସ୍ ନର୍ବେ ରେ ନଜର ଆସିବାକୁ ଯାଉଛନ୍ତି  ଓ ନିଜର ଅପକମିଙ୍ଗ୍ ଫିଲ୍ମ ସୁଟିଙ୍ଗ୍ ପାଇଁ ରାଣୀ ଜଲଦି ବିଦେଶ ପାଇଁ ବାହାରିପାରନ୍ତି, କହିଦେବୁ କି ପୁର୍ବରୁ ରାଣୀ ମୁଖାର୍ଜୀଙ୍କୁ ଫିଲ୍ମ ମର୍ଦାନୀ ୨ ରେ ଦେଖାଯାଇଥିଲା, ଏହି ଫିଲ୍ମରେ ରାଣୀ ମୁଖାର୍ଜୀଙ୍କ ଅଭିନୟ ବହୁତ ପସନ୍ଦ କରାଯାଇଥିଲା ।

କଥା ହେବା ରାଣୀଙ୍କର ପର୍ସନାଲ୍ ଲାଇଫ୍ ବିଷୟରେ ତେବେ ରାଣୀ ମୁଖାର୍ଜୀ ବଲିଉଡ୍ ର ଜଣାଶୁଣା ଫିଲ୍ମ ଡାଇରେକ୍ଟର ଆଦିତ୍ୟ ଚୋପ୍ରାଙ୍କୁ ୨୦୧୪ ରେ ବିବାହ କରିଥିଲେ, ଓ ଏବେ ଆଦିତ୍ୟ ଚୋପ୍ରା ଓ ରାଣୀ ଏକ ଝିଅର ମା ବାପା ହୋଇସାରିଲେଣି, ରାଣୀ ମୁଖାର୍ଜୀଙ୍କ ଝିଅର ନାଁ ଆଦିରା ଚୋପ୍ରା ଅଟ୍,ଏ ଓ ରାଣୀଙ୍କ ଝିଅ ଦେଖିବାଉ ପୁରା କ୍ୟୁଟ୍ ଲାଗୁଛନ୍ତି ।

Leave a Reply

Your email address will not be published. Required fields are marked *