ଧୋନୀ ଙ୍କ ଠାରୁ ଡରିଗଲେ ବଲିଉଡ୍ ର ବ୍ୟାଡ୍ ମ୍ୟାନ୍ Gulsan Grover, କହିଲେ ମାହି ମୋର ଧନ୍ଧାରେ ଗୋଇଁଠା ମାରିବ ନାହିଁ । ଜାଣନ୍ତୁ ପୁରା ମାମଲା

ବଲିଉଡ୍ ଇଣ୍ତଷ୍ଟ୍ରିରେ ବ୍ୟାଡମ୍ୟାନ୍ ନାଁରେ ଲୋକପ୍ରିୟ ଅଭିନେତା ଗୁଲଶନ୍ ଗ୍ରୋଭର୍ ନିଜ ବଢିଆ ଅଭିନୟ ଦ୍ୱାରା ଦେଶ ଦୁନିଆଁରେ ଭଲ ପରିଚୟ ବନାଇଥିଲେ , ଆଜି କେଉଁ ପରିଚୟର ଆବଶ୍ୟକତା ପଡେ ନାହିଁ, ଗୁଲଶନ୍ ଗ୍ରୋଭର୍ ଅଧିକାଂଶ ସବୁ ଫିଲ୍ମରେ ଖତରନାକ୍ ଭିଲେନ୍ ଭାବେ ନିଭାଇଥିଲେ, ଓ ଦର୍ଶକଙ୍କୁ ତାଙ୍କ ଅଭିନୟ ବହୁତ ପସନ୍ଦ ଆସିଥିଲା, ଗୁଲଶନ୍ ଗ୍ରୋଭର୍ ନିଜ ଅଭିନୟରେ ଭିଲେନ୍ ଭୁମିକା ରୁ ଲୋକଙ୍କ ହୃଦୟରେ ଏକ ଭୟ ସୃଷ୍ଟି କରିଦେଇଥିଲେ , କିନ୍ତୁ ଏହି ମଧ୍ୟରେ ଫିଲ୍ମରେ ଭିଲେନ୍ ହୋଇକରି ଡରିକରି ଗୁଲଶନ୍ ଗ୍ରୋଭର୍ କ୍ରିକେଟିୟର୍ ମହେନ୍ଦ୍ର ସିଂ ଧୋନୀ ବହୁତ ଡରୁଛନ୍ତି, ହଁ ଆଜ୍ଞା ଏବେ ଗୁଲଶନ୍ ଗ୍ରୋଭର୍ ଏକ ଏମିତି ବୟାନ୍ ଆସିଥିଲା, ଯେଉଁଥିରେ ସେ ମହେନ୍ଦ୍ର ସିଂ ଧୋନୀଙ୍କୁ ବହୁତ ଡରୁଛନ୍ତି ।
ଆପଣଙ୍କ ମନରେ ଏହି ପ୍ରଶ୍ନ ଆସୁଥିବ କି ସେମିତି ଗୁଲଶନ୍ ଗ୍ରୋଭର୍ କ୍ରିକେଟିୟର ମହେନ୍ଦ୍ର ସିଂ ଧୋନୀଙ୍କୁ କାହିଁକି ଡରିବେ ? ବହୁତ ଲୋକ ଏହି କଥା ଶୁଣିକରି ଟିକିଏ ଆଶ୍ଚର୍ଯ୍ୟ ହେବେ କିନ୍ତୁ ଆପଣଙ୍କୁ କହିଦେବୁ କି ମହେନ୍ଦ୍ର ସିଂ ଧୋନୀ ଏବେ ନିଜ ଲୁକ୍ ଚେଞ୍ଜ କରିଥିଲେ, ଯେଉଁଥିରେ ସେ ବହୁତ କୁଲ୍ ଲାଗୁଛନ୍ତି, ମହେନ୍ଦ୍ର ସିଂ ଧୋନୀ ଏହି ଫଟୋକୁ ଫ୍ୟାନ୍ସ୍ ବହୁତ ପସନ୍ଦ କରୁଛନ୍ତି, ଏହି ମଧ୍ୟରେ ଅଭିନେତା ଗୁଲଶନ୍ ଗ୍ରୋଭର୍ ବି ଧୋନୀଙ୍କ ଏହି ଲୁକ୍ କୁ ବହୁତ ପସନ୍ଦକରିଥିଲେ, ଓ ତାଙ୍କ ପ୍ରଶଂସା କରିଥିଲେ, କିନ୍ତୁ ଗୁଲଶନ୍ ଗ୍ରୋଭର୍ ଏମିତି ମାନିବା କଥା କି ଧୋନୀ ଏହି ନୁଆ ଲୁକ୍ କାରଣରୁ ତାଙ୍କ କ୍ୟାରିୟର ପାଇଁ ବିପଦ ଆସିପାରେ ।
ଯେପରି ଆମେ ମାନେ ସବୁ ଜାଣିଛନ୍ତି କି ମହେନ୍ଦ୍ର ସିଂ ଧୋନୀ କିଛି ଦିନ ପୁର୍ବରୁ ନିଜର ନୁଆ ନୁଆ ହେୟାର୍ କଟ୍ କାରାଣରୁ ଚର୍ଚ୍ଚାରେ ହୋଇଥିଲେ, ମହେନ୍ଦ୍ର ସିଂ ଧୋନୀ ହେୟାର୍ ଷ୍ଟାଇଲ୍ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଥିଲା, ସେମିତି ବଲିଉଡ୍ ରେ ବ୍ୟାଡମ୍ୟାନ୍ ନାଁରେ ଲୋକପ୍ରିୟ ଅଭିନେତା ଗୁଲଶନ୍ ଗ୍ରୋଭର୍ ମହେନ୍ଦ୍ର ସିଂ ଧୋନୀ ହେୟାର୍ କଟ୍ ରୁ ବହୁତ ପ୍ରଭାବିତ ହୋଇଥିଲେ, ଓ ସେ ଗତ ଦିନରେ ସୋସିଆଲ୍ ମିଡିଆରେ ମହେନ୍ଦ୍ର ସିଂ ଧୋନୀ ନୁଆ ଲୁକ୍ ଫଟୋ ସେୟାର୍ କରିଛନ୍ତି ଯାହାକି ବହୁତ ଭାଇରାଲ୍ ହେଉଛି ।
ଲୋକପ୍ରିୟ ଖଳନାୟକ ଗୁଲଶନ୍ ଗ୍ରୋଭର୍ ମହେନ୍ଦ୍ର ସିଂ ଧୋନୀ ଫଟୋକୁ ସେୟାର୍ କରି କ୍ୟାପସନ୍ ରେ ଏହା ଲେଖିଥିଲେ କି ମାହି ଭାଇ ଶାନଦାର୍ ଲୁକ୍, ପ୍ଲିଜ୍ କେଉଁ ବି ଡନ୍ ରୋଲ୍ ଗ୍ରହଣ କରିବ ନାହିଁ ନହେଲେ ମୋର ଧନ୍ଦାରେ ଗୋଇଁଠା ମାରିଲା ଭଳି ହେବ, ପୁର୍ବରୁ ମୋର ଭାଇ ସଞ୍ଜୟ ଦତ୍ତ,ସୁନିଲ୍ ସେଟ୍ଟି, ଓ ଜ୍ୟାକି ଶ୍ରଫ୍ ମୋତେ ଏହି ବିଜନେସ୍ ରୁ ବାହାର କରୁଛନ୍ତି, ଆଲିମ୍ ହାକିମ୍ ବ୍ୟାଡମ୍ୟାନ୍ ତୁମର ପାଖକୁ ଆସୁଛି, ଅଭିନେତାଙ୍କ ଏହି ପୋଷ୍ଟ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି, ଓ ଲୋକ ବହୁତ ପସନ୍ଦ କରୁଛନ୍ତି, ଲୋକେ କମେଣ୍ଟ ବକ୍ସରେ ନିଜ ନିଜ ପ୍ରତିକ୍ରିୟା ଦେଉଛନ୍ତି
ସୋସିଆଲ୍ ମିଡିଆରେ ଏକ ୟୁଜର୍ ପୋଷ୍ଟ କରି କମେଣ୍ଟରେ ଲେଖିଥିଲେ କି ବ୍ୟାଡ୍ ମ୍ୟାନ୍ ସବୁବେଳେ ଏକ ଭଲ ବ୍ୟାଡ୍ ମ୍ୟାନ୍ ରହିବେ, ତାଙ୍କ ଛଡା ଆଉ ଏକ ୟୁଜର୍ ଲେଖିଥିଲେ କି ଆଦରଣୀୟ ଗୁଲଶନ୍ ଗ୍ରୋଭର୍ ସାର୍, ଆପଣଙ୍କ ଜାଗା କେହି ବି ନେଇପାରିବେ ନାହିଁ, ଅଲଗା ଅଲଗା ସମୟରେ ବହୁତ ସାରା ଡନ୍ ଆସିପାରନ୍ତି କିନ୍ତୁ ବ୍ୟାଡ୍ ମ୍ୟାନ୍ କେବଳ ଗୋଟିଏ ହିଁ ରହିବ
ଏହି ପ୍ରକାରରେ ଲୋକେ ଲଗାତାର୍ ଫ୍ୟାନ୍ସ ନିଜ ପ୍ରତିକ୍ରିୟା ଦେଉଛନ୍ତି, ଯଦି ଆମେ ୱାର୍କଫ୍ରଣ୍ତ କଥା କହିବା ଗୁଲଶନ୍ ଗ୍ରୋଭର୍ ଗତ ଥର ଡାଇରେକ୍ଟର ସଞ୍ଜୟ ଗୁପ୍ତାଙ୍କ ଫିଲ୍ମ ମୁମ୍ବାଇ ସାଗାରେ ନଜର ଆସିଥିଲେ, ଏହି ଫିଲ୍ମରେ ଅଭିନେତା ଜନ୍ ଆବ୍ରାହମ୍, ଇମରାମ୍ ହାସମୀ, ସୁନିଲ୍ ସେଟ୍ଟି, କାଜଲ୍ ଅଗ୍ରୱାଲ୍, ଓ ମହେଶ ମାଞ୍ଜେକର୍ ମୁଖ୍ୟ ଭୁମିକାରେ ନଜର ଆସିଥିଲେ ।