October 19, 2024

Odia Express

Here, There and Everywhere

IAS Interview Question : ଭାରତୀୟ ସଂସଦ ଭବନରେ କଣପାଇଁ ଲଗାଯାଇଛି ସବୁ ପଙ୍ଖା ଓଲଟା,ଉତ୍ତର ଶୁଣିଲେ ତାଯୁବ ହେଇଯିବେ

1 min read

ସଂଘ ଲୋକସେବା ଆୟୋଗ ୟୁପିଏସ୍ ସି ଦ୍ୱାରା ଆୟୋଜିତ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଅଧିକାଂଶ କ୍ୟାଣ୍ତିଡେଟ୍ ସ ପ୍ରୀଲିମ୍ସ ଓ ମେନ୍ସ ପରୀକ୍ଷା ତ କ୍ଲିଅର୍ କରିଦିଅନ୍ତି, କିନ୍ତୁ ଏହାର ଅନ୍ତିମ ଚରଣରେ ହେଉଥିବା ଇଣ୍ଟରଭ୍ୟୁ ରାଉଣ୍ତରେ ସବୁଠାରୁ କଠିନ ହୋଇଥାଏ, ଓ ଏହି ଇଣ୍ଟରଭ୍ୟୁରେ ଏମିତି ବହୁତ ପ୍ରଶ୍ନ ପଚାରାଯାଇଥାଏ ଯାହାର ଜବାବ୍ ଦେବା କ୍ୟାଣ୍ତିଡେଟ୍ସଙ୍କ ପାଇଁ ମୁସକିଲ୍ ହୋଇଥାଏ, ୟୁପିଏସ୍ ସି ଇଣ୍ଟରଭ୍ୟୁରେ କ୍ୟାଣ୍ତିଡେଟ୍ କୁ ଜେନେରାଲ୍ ନଲେଜ୍ ସହ ତାର ଆତ୍ମବିଶ୍ୱାସକୁ ପରଖିବାପାଈଁ ନାନାପ୍ରକାରର ଟ୍ରିକି ପ୍ରଶ୍ନ ପଚାରାଯାଇଥାଏ, ଯାହାର ଜବାବ୍ ଦେବା ବହୁତ କଷ୍ଟକର, ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ, ଯାହା ଉପରେ ଆସନ୍ତୁ ପକାଇବା ଏକ ନଜର ।

୧) ଦୁଇଥର ଉପରାଷ୍ଟ୍ରପତି ତଥା ଥରେ ରାଷ୍ଟ୍ରପତି ହେବା ବ୍ୟକ୍ତିଙ୍କ ନାଁ କଣ ଅଟେ ? ଉତ୍ତର- ଡାକ୍ତର ଏସ୍ ରାଧାକୃଷ୍ଣନ

୨) କେଉଁ ରାଷ୍ଟ୍ରପତି ନିର୍ବାଚନର ସମୟରେ ଦ୍ୱିତୀୟ ଚକ୍ର ମତଗଣନା କରିବାକୁ ପଡିଥିଲା ? ଉତ୍ତର- ବି ବି ଗିରି

୩) ସେହି ରାଷ୍ଟ୍ରପତିଙ୍କ ନାଁ କଣ ଥିଲା ଯିଏ ନିର୍ବାଚନ ହାରିଥିଲେ ତାପରେ ନିର୍ବିରୋଧ ଭାବେ ବଛା ହୋଇଥିଲେ ? ଉତ୍ତର- ନିଲମ ସଞ୍ଜିବ ରେଡ୍ଡି ।

୪) ଭାରତର ପ୍ରଥମ ମହିଳା ରାଷ୍ଟ୍ରପତିଙ୍କ ନାଁ କଣ ? ଉତ୍ତର- ପ୍ରତିଭା ଦେବୀ ସିଂ ପାଟିଲ୍ ।

୫) ଭାରତୀୟ ସଂବିଧାନର କେଉଁ ଅନୁଚ୍ଛେଦରେ କୁହାଯାଇଛି କି ରାଷ୍ଟ୍ରପତି ଭାରତର ରାଷ୍ଟ୍ରଦକ୍ଷ ଅଟନ୍ତି ? ଉତ୍ତର- ଅନୁଚ୍ଛେଦ ୫୨

୬) ଭାରତର ପ୍ରଥମ ନାଗରିକ କାହାକୁ କୁହାଯାଇଥାଏ ? ଉତ୍ତର- ରାଷ୍ଟ୍ରପତି

୭) ପବନର ମୌସୁମ ରିଭର୍ସ ସାଧାରଣତଃ କାହାର ବିଶେଷତା ଅଟେ ? ଉତ୍ତର- ମନସୁନ୍ ଜଳବାୟୁ  ।

୮)କେଉଁ ଅଣବ୍ୟାଙ୍କିଙ୍ଗ୍ ବିତ୍ତ କମ୍ପାନୀ ନାଁ ଏକ ବିଜ୍ଞପ୍ତି ଜାରି କରିଲା ଯାହା ନାବାର୍ଡ ରୁ ୬୯୫ କୋଟିଟଙ୍କା ରୁଣ ବିତ୍ତପୋଷଣ ସଂବନ୍ଧରେ ପୁର୍ବରୁ ଜାରି କରାଯାଇଛି ? ଉତ୍ତର- ମଣପୁରମ୍ ବିତ୍ତ

୯) କେନ୍ଦ୍ରିୟ ପର୍ଯ୍ୟାବରଣ , ବନ ଓ ଜଲବାୟୁ ପରିବର୍ତ୍ତନ ମନ୍ତ୍ରଳାୟ ଏବେ କେଉଁ ଦ୍ୱିପକୁ ଦ୍ୱିପ ସଂରକ୍ଷଣ କ୍ଷେତ୍ର ୨୦୧୯ ରୁପରେ ଅଧିସୁଚିତ କରିଥିଲା ? ଉତ୍ତର- ଆଣ୍ତାମାନ୍ ଓ ନିକୋବର ଦ୍ୱିପପୁଞ୍ଜ ।

୧୦) ଇଟି ପ୍ରାଇମ୍ ଗ୍ଲୋବାଲ୍ ଇଣ୍ତିଆନ୍ ୱୁମେନ୍ ଅଫ୍ ଦି ଇୟର୍ କିଏ ଜିତିଥିଲେ ? ଉତ୍ତର- ଇନ୍ଦ୍ର ନୁୟି

୧୧) ଭାରତୀୟ ସେନାର କେତେ ଜଣ ସଦସ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧର ଆମେରିକା ବାୟୁ ସେନାର ବିମାନ ଖୋଜ୍ କରିଥିଲେ ? ଉତ୍ତର- ୧୨ ଜଣ ସଦସ୍ୟ

୧୨) ଆମାଜନ୍ ଇଣ୍ତିଆ ଛୋଟ ବ୍ୟବସାୟୀ ଓ ଉଦ୍ୟୋଗୀଙ୍କୁ କ୍ରାଉଡ୍ ଫଣ୍ତିଙ୍ଗ୍ ପ୍ଲାଟଫର୍ମ ମାଧ୍ୟମରେ ଧନ ଯୋଡିବାପାଇଁ ସାହାଜ୍ୟ କରିବାପାଇଁ ଏକ ନୁଆ ବିକ୍ରେତା ବିତ୍ତପୋଷଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା, ଏହାର କଣ ନାଁ ଦିଆଗଲା ? ଉତ୍ତର- ଆମାଜନ୍ ୱିଙ୍ଗ୍ସ

୧୩) କେଉଁ ଦେଶ ସହ , ଭାରତୀୟ କେନ୍ଦ୍ରିୟ ମନ୍ତ୍ରିମଣ୍ତଳ ଅପତଟିୟ ପବନ ଉର୍ଜା ଉପରେ ଧ୍ୟାନ ଦେବା ସହ ନବିକରଣୀୟ ଉର୍ଜା କ୍ଷେତ୍ରରେ ଏକ ବୁଝାମଣାକୁ ମଞ୍ଜୁରୀ ଦେଇଥାଏ ? ଉତ୍ତର- ଡେନମାର୍କ

୧୪) ସଂସଦ ଭବନରେ ପଙ୍ଖାଗୁଡିକ ଓଲଟା କଣପାଇଁ ଲଗାଯାଏ ?

ଉତ୍ତର- ଇତିହାସକାରଙ୍କ ମୁତାବିକ ଭାରତୀୟ ସଂସଦରେ ସେଣ୍ଟ୍ରାଲ୍ ହଲ୍ ରେ ଯେଉଁ ବଡ ବଡ ପଙ୍ଖା ଓଲଟା ଲାଗିଛି ତାହା ସବୁ ଓଲଟା ଦିଗରେ ଲଗାଯାଇଛି, ଏହାର ପଛରେ କାରଣ କୁହାଯାଏ କି ସଂସଦ ଯେବେ ତିଆରି ହୋଇଥିଲା ତେବେଏହାର ଗୁଂବଦ ଗୁଡିକ ବହୁତ ଉଚ୍ଚା ହୋଇଥିଲା, ଓ ସେଣ୍ଟ୍ରାଲ୍ ହଲ୍ ଗୁଂବନ୍ଦ ପୁରା ସଂସଦର ସେଣ୍ଟରରେ ଅଛି, ସେହି ସମୟରେ ଯେଉଁ ପଙ୍ଖା ଲଗାଇବାର କଥା ଆସିଲା ତେବେ ଛାତ ଉଚ୍ଚା ହେବା କାରଣରୁ ସିଲିଙ୍ଗ୍ ଫ୍ୟାନ୍ ଲାଗିବା ମୁସକିଲ୍ ହୋଇଗଲା, ଓ ତେବେ ଲମ୍ବା ବାଡିର ଜରିଆରେ ପଙ୍ଖା ଲଗାଇବାର୍ ଯୋଜନା ହେଲା କିନ୍ତୁ ଏମିତି ହୋଇପାରିଲାନାହିଁ, ଓ ବହୁତ ଅଧିକା ଲମ୍ବା ବାଡି ଲଗାଇବା ସଠିକ୍ ହୋଇପାରୁନଥିଲା, ଏଥିପାଇଁ ସେଣ୍ଟ୍ରାଲ୍ ହଲର ଛାତର ଉଚ୍ଚତାକୁ ଧ୍ୟାନରେ ରଖି ଅଲଗା ଅଲଗା ଖମ୍ବ ଲଗାଗଲା, ଓ ତାଉପରେ ଓଲଟା ପଙ୍ଖା ଲଗାଇଦିଆଗଲା ।

Leave a Reply

Your email address will not be published. Required fields are marked *