October 16, 2024

Odia Express

Here, There and Everywhere

Odia GK Question : ସେ କଣ ଅଟେ ଯାହାର ଅଛି ସେ ଦେଖିପାରିବ, ଓ କେବଳ ଗୋଟେ ଥର ହିଁ ଦେଖିପାରିବ,ବୁଦ୍ଧିମାନ ହେଇଥିଲେ ଥରକେ ଉତ୍ତର ଦେଇଦେବେ..

1 min read

ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା  । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ ।

୧)  ଭାରତ ବିଭାଜନ ସିଦ୍ଧାନ୍ତକୁ ସର୍ବପ୍ରଥମେ କେଉଁ ନେତା ସ୍ୱୀକାର କରିଥିଲେ ? ଉତ୍ତର- ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ।

୨) ସବର୍ଣ୍ଣ ହିନ୍ଦୁଙ୍କୁ ଫାସିବାଦୀ କଂଗ୍ରେସ କହିକରି କଂଗ୍ରେସର ଚରିତ୍ର ନିରୁପଣ କିଏ କରିଥିଲେ ? ଉତ୍ତର- ମହମ୍ମଦ ଅଲ୍ଳୀ ଜିନ୍ନା ।

୩) ଗାନ୍ଧିଜୀ ଭାରତରେ ପ୍ରଥମ ଉପବାସ କେଉଁ ଘଟଣା ସଂବନ୍ଧରେ ରଖିଥିଲେ ? ଉତ୍ତର- ଅହମଦାବାଦରେ ମିଲ୍ ହଡତାଲ୍ ବିରୋଧରେ ।

୪) ଭାରତରେ ରବିବାରକୁ ଛୁଟି ମିଳିବାର ପଛରେ କାହାର ସଂଘର୍ଷ ଅଟେ ? ଉତ୍ତର- ରାଓ ବାହାଦୁର ନାରାୟଣ ମେଘାଜୀ ଲୋଖଣ୍ତେ ।

୫) କାମନବିଲ୍ ପତ୍ରିକା ପ୍ରକାଶନ କିଏ କରିଥିଲେ ? ଉତ୍ତର- ଏନି ବେସେଣ୍ଟ୍

୬) ଅସହଯୋଗ ଆନ୍ଦୋଳନର ସମୟରେ ଅଲିଗଢରେ କେଉଁ ରାଷ୍ଟ୍ରିୟ ଶିକ୍ଷା ସଂସ୍ଥାକୁ ସ୍ଥାପନା କରାଯାଇଥିଲା? ଉତ୍ତର- ଜାମିଆ ମିଲିଆ ଇସ୍ଲେମିୟା ।

୭) ମତାଧିକାର ଉପରେ ମହାଭିଯୋଗ ଆରୋପ ସଂସଦର କେଉଁ ସଦନ ଦ୍ୱାରା ଲଗାଯାଇପାରିବ ? ଉତ୍ତର- ସଂସଦର କେଉଁ ବି ସଦନ ଦ୍ୱାରା

୮) ସଂବିଧାନର ସଭାର ଅସ୍ଥାୟୀ ଅଧ୍ୟକ୍ଷ୍ୟ କିଏ ନିଯୁକ୍ତ କରାଯାଇଥିଲା ? ଉତ୍ତର- ଡାକ୍ତର- ସଚ୍ଚିଦାନନ୍ଦ ସିହ୍ନା

୯) କାବିନେଟ୍ ମିଶନ ର ତିନି ସଦସ୍ୟ କିଏ କିଏ ଥିଲେ ? ଉତ୍ତର- ପୋଥିକ୍ ଲରେନ୍ସ, ଷ୍ଟେଫାର୍ଡ୍ କ୍ରିପ୍ସ, ଏବି ଅଲେକଜାଣ୍ତର

୧୦) ସଂବିଧାନର ରକ୍ଷକ କିଏ ବନାଇଥିଲେ ? ଉତ୍ତର- ଉଚ୍ଚତମ ନ୍ୟାୟାଳୟ ।

୧୧) ସଂବିଧାନରେ ସଂଶୋଧନ ପ୍ରକିୟା ଉଲ୍ଲେଖ କେଉଁ ଅନୁଚ୍ଛେଦରେ କରାଯାଇଛି ? ଉତ୍ତର- ଅନୁଚ୍ଛେଦ ୩୬୮

୧୨) ଅନୁଚ୍ଛେଦ ୩ ଅନ୍ତର୍ଗତ ସଂସଦକୁ କାହାର ଅଧିକାର ମିଳିଛି ? ଉତ୍ତର- ନୁଆ ରାଜ୍ୟର ନିର୍ମାଣ ଓ ବର୍ତ୍ତମାନ ରାଜ୍ୟର କ୍ଷେତ୍ର, ସୀମା କିମ୍ବା ନାମରେ ପରିବର୍ତ୍ତନ ।

୧୩) ଭାରତରେ ପଞ୍ଚ ବର୍ଷୀୟ ଯୋଜନା ଅନୁମୋଦନ କରିବା ବାଲା ସର୍ବୋଚ୍ଚ ନିକାୟ କେଉଁଟା ଅଟେ ? ଉତ୍ତର- ରାଷ୍ଟ୍ରିୟ ବିକାଶ ପରିଷଦ

୧୪) ବି ଆର୍ ଆମ୍ବେଦକର୍ ଓ ମହାତ୍ମା ଗାନ୍ଧୀ ସନ୍ ୧୯୩୨ ରେ ହସ୍ତାକ୍ଷରିତ ପୁନେ ବୁଝାମଣାରେ କେଉଁ ପ୍ରାବଧାନ ଥିଲା ? ଉତ୍ତର- ହରିଜନ ପାଇଁ ଆରକ୍ଷଣ ସହିତ୍ ସଂଯୁକ୍ତ ନିର୍ବାଚନ କ୍ଷେତ୍ର

୧୫) ରାଜ୍ୟପାଳ ମୁଖ୍ୟ ଉପଦେଶକର୍ତ୍ତା କିଏ ରହିଥାନ୍ତି ? ଉତ୍ତର- ଭାରତର ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ନ୍ୟାୟମୁର୍ତ୍ତି ।

୧୬) ସଂବିଧାନର କେଉଁ ଅନୁଚ୍ଛେଦର ଆଧାରରେ ରାଜ୍ୟରେ ସଂବିଧାନିକ ତନ୍ତ୍ରର ବିଫଳତା ଉପରେ ରାଷ୍ଟ୍ରପତି ଶାସନ ଲାଗିପାରିବ ? ଉତ୍ତର- ଅନୁଚ୍ଚେଦ ୩୫୬

୧୭) ବର୍ତ୍ତମାନ ସମୟରେ ଭାରତୀୟ ସଂବିଧାନ ଅନ୍ତର୍ଗତ ସଂମ୍ପତ୍ତି ର ଅଧିକାର କେଉଁ ପ୍ରକାରର୍ ଅଟେ ? ଉତ୍ତର- ବୈଧାନିକ ଅଧିକାର ।

୧୮) ସେ କଣ ଅଟେ ଯାହା ଯାହାର ଅଟେ ସେ ଦେଖିପାରିବ, ଓ କେବଳ ଗୋଟିଏ ଥର୍ ଦେଖିପାରିବ ? ଉତ୍ତର- ସ୍ୱପ୍ନ ।

Leave a Reply

Your email address will not be published. Required fields are marked *