October 16, 2024

Odia Express

Here, There and Everywhere

Odia Funny Jokes : ଶିକ୍ଷୟତ୍ରୀ :- କୁହ ୪ ଓ ୪ ଯୋଡିଲେ କେତେ ହେବ, ପପୁ- ମ୍ୟାଡାମ୍ ଚାରି ଓ ଚାରି ତ ୧୦ ,କିପରି ବୋଲି ପଚାରିବାରୁ ଏପରି କହିଲା ଶୁଣିକି ମ୍ୟାଡ଼ାମ ବେହୋସ

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ପପୁ ନିଜ ଜେଜେବାପାଙ୍କୁ- ଜେଜେବାପା, ଏହି ପରିବାର ନିୟୋଜନ କଣ ଅଟେ ? ଜେଜେବାପା- ପଳା ଏଠୁ ମୋତେ ଜଣାନାହିଁ । ପପୁ- ମୋତେ ତ ପୁର୍ବରୁ ଜଣାଥିଲା କି ତୁମକୁ ଜଣାନାହିଁ, ଯଦି ଜଣାଥାନ୍ତା ତ ଆମର ସଂମ୍ପତ୍ତିର ନଅଟି ଭାଗିଦାରୀ ହୋଇନଥାନ୍ତେ ।

୨) ସ୍ତ୍ରୀ- ଚାଲ ଏକ ଖେଳ ଖେଳିବା, ମୁଁ ଲୁଚୁଛି ଓ ତୁମେ ମୋତେ ଖୋଜିବ । ଯଦି ତୁମେ ଖୋଜିଦେଲ ତେବେ ମୁଁ ତୁମ ସହ ସପିଙ୍ଗ୍ କରିବାକୁ ଯିବି, ସ୍ୱାମୀ _ ଯଦି ଖୋଜିପାରିଲିଣି ତ ? ସ୍ତ୍ରୀ-ଏମିତି କୁହ ନି ଜାନୁ, ଖାଲି କବାଟ ପଛକଡେ ହିଁ ଲୁଚିବି ।

୩) ସ୍ତ୍ରୀ ରୋମାଣ୍ଟିକ୍ ମୁଡ୍ ରେ ନିଜ ସ୍ୱାମୀକୁ କହେ , ମୁଁ ବାପଘର ତେବେ ଯିବି ଯେବେ ତୁମେ ମୋତେ ଛାଡିବାକୁ ଯିବ, ସ୍ୱାମୀ ଶୁଣିକରି ଖୁସି ହୋଇଯାଏ ଓ କହିଥାଏ, ରାଜି ଅଛି ମୁଁ, କିନ୍ତୁ କଥା ଦିଅ ଘରକୁ ତେବେ ଆସିବ, ଯେବେ ମୁଁ ତୁମକୁ ନେବାକୁ ଆସିବି ।

୪) ସାନ୍ତା ଚିଡିଆଖାନାରେ ଚାକିରି କଲା, ସେ ବାଘର ପିଞ୍ଜରାରେ ତାଲା ଲଗାଇଲା ନାହିଁ । ଅଫିସର୍- ତୁମେ ବାଘର ପିଞ୍ଜରାରେ ତାଲା କଣପାଇଁ ଲଗାଇଲ ନାହିଁ ? ସାନ୍ତା- କଣ ଦରକାର ଅଛି କି ? ଏତେ ଖତରନାକ୍ ପଶୁକୁ କିଏ ଚୋରି କରିବ , ଅଫିସର୍ ବେହୋସ୍

୫) ଏକ ଚୋର ଚୋରି କରିବାକୁ ଘରକୁ ଯାଉଥିଲା, ତେବେ ଗୋଟେ ଛୁଆ ଆଖି ଖୋଲିଗଲା, ଛୁଆ- ସ୍କୁଲ୍ ବ୍ୟାଗ୍ ବି ନେଇଯା କମିନା, ନହେଲେ ଚିଲ୍ଲାଇବି ଏବେ ।

୬) ୨୦୧୦ କଣ ତୁମ ଟୁଥପେଷ୍ଟରେ ଲୁଣ ଅଛି ? ୨୦୧୩- କଣ ଆପଣଙ୍କ ଟୁଥପେଷ୍ତରେ ଲୁଣ ଓ ଲେମ୍ବୁ ଅଛି ? ୨୦୧୬- କଣ ଆପଣଙ୍କ ଟୁଥପେଷ୍ଟରେ ଲୁଣ, ଲେମ୍ବୁ ଓ ଚାଟ୍ ମସଲା ଅଛି ? ୨୦୧୯- କଣ ତୁମ ଟୁଥପେଷ୍ଟରେ ଲୁଣ, ଲେମ୍ବୁ ଚାଟ୍ ମସଲା ଓ ଚାହାର ପତ୍ତି ଅଛି ? ୨୦୨୧ କଣ ଆପଣଙ୍କ ମୁହଁରେ ଦାନ୍ତ ଅଛି ? ନାହିଁ ତେବେ ନେଇଯାଆନ୍ତୁ ରେଡିମେଡ୍ କୋଲଗେଟ୍ ର ଦାନ୍ତ

୭) ସ୍ତ୍ରୀ କହିଲା-ତୁମ ପାଖରେ ମଉକା ନାହିଁ ଚାଲ ମାର୍କେଟ୍ । ଫେରିବା ବେଳେ ସ୍ୱାମୀ ହାତରେ ତିନୋଟି ସାଲୱାର୍ ସୁଟ୍ ଓ ଦୁଇଟି ଶାଢୀ ଓ ଚାରିଟି ଲେଗିନ୍ସ ଥିଲା ।ତାହା ସହ ସ୍ୱାମୀକୁ ଏହା ଆଶ୍ୱସନା ମିଳିଲା କି ଏହି ମାର୍କେଟ୍ ରେ ମୋଜା ଭଲ ନାହିଁ, ଅଲଗା ଦିନ ଭଲ ମଲରୁ ନେଇକରି ଆସିବା ।

୮) କାଲି ରାତିରେ ସ୍ୱୟଂ ଯମରାଜ ମୋର ସ୍ୱପ୍ନରେ ଆସିଲେ ଓ କହିଲେ ତୋର ଜୀବନନେବାକୁ ଆସିଛି, ମୁଁ ବି କହିଦେଲି ନେଇଯାଆନ୍ତୁ, ପଡୋଶୀରେ ହିଁ ରହୁଛି ସେ ।

୯) ପୁଅ ଦୁଇ ବର୍ଷ ପରେ ଘରକୁ ଫେରିଲୁ କଣପାଇଁ ? ପୁଅ- ମୁଁ କହିଥିଲି ନା କିଛି ହୋଇକି ଘରକୁ ଫେରିବି, ବାପା-କଣ ହେଲୁ ? ପୁଅ- ବାପା ହେଲି , ତାପରେ ବାପାଙ୍କ ହାତରେ ଜୋତା ମାଡ ଉପରେ ମାଡ ପୁଅ ଉପରେ ।

୧୦) ଶିକ୍ଷୟତ୍ରୀ କ୍ଲାସରେ ପପୁ କୁ ପଚାରନ୍ତି କି କହ ୪ ଓ ୪ ମିଶିଲେ କେତେ ହୋଇଥାଏ ? ପପୁ- ଚାରି ଓ ଚାରି ମିଶିଲେ ୧୦ ହୋଇଥାଏ, ଶିକ୍ଷକ- ଏତେ ବି ଜଣାନାହିଁ ମୁର୍ଖ, ଚାରି ଓ ଚାରି ମିଶିଲେ ୮ ହୋଇଥାଏ , ପପୁ- ଆମେ ଦିଲଦାର୍ ଘରୁ ଅଟୁ ମ୍ୟାଡାମ୍, ୨ ମୁଁ ନିଜର ବି ପକାଇଛି ।

Leave a Reply

Your email address will not be published. Required fields are marked *