October 22, 2024

Odia Express

Here, There and Everywhere

ଆପଣ ଜାଣିଛନ୍ତି କି କଣ ପାଇଁ Train ପଛ ପଟେ “X” ଚିହ୍ନ କେଉଁ କଥାର ସଙ୍କେତ ଦେଇଥାଏ,ଆଜି ହିଁ ଜାଣିନିଅନ୍ତୁ ଏହି ବିଷୟରେ

ଜଣେଇଦେବୁ କି ଏକ୍ସ ଚିହ୍ନ ସହ ଏକ ବୋର୍ଡ ବି ଲଗା ହୋଇଥାଏ କି ଯେଉଁଠି ଏଲ୍ ବି ଲେଖା ହୋଇଥାଏ, କହିଦେବୁ କି ଏହି ଏଲ୍ ବି ଫୁଲ ଫର୍ମ ଲାଷ୍ଟ ଭେଇକିଲ୍ ଅଟେ, ଯଦି ଆମେ ଏହାର ହିନ୍ଦୀରେ ମତଲବ କହିବୁ ତେବେ ଏହାର୍ ମତଲବ ହେଲା ଶେଷ ଡବା, ଏହି ଚିହ୍ନର ସହ ଏଲ୍ ବି ବୋର୍ଡରେ ରେଳ କର୍ମଚାରୀଙ୍କୁ ଏହି କଥାରେ ଜଣାଯାଏ କି ଏହା ଶେଷ ଡବା ବୋଲି, ଏହା ଛଡା ଯଦି କେଉଁ କାରଣରୁ ଟ୍ରେନ୍ ଶେଷ ଡବାରେ ଏହି ଦୁହେଁରେ କିଛି ବି ଚିହ୍ନ ନାହିଁ ତେବେ ଏହାର ମତଲବ ଏହା କୌଣସି ସନ୍ଦେହ ଜନକ ସ୍ଥିତି ଅଛି, ଯାହାପରେ ଶେଷର କିଛି ଡବା ଟ୍ରେନରୁ ଅଲଗା ହୋଈଯାଆନ୍ତି, ଓ ତାପରେ ରେଳ କର୍ମଚାରୀ ନିଜ ନିଜ କାମରେ ଲାଗିଯାଆନ୍ତି ।

ଏହାପରେ ଯଦି ଆମେ ଆଗକୁ ଯାତ୍ରା କଥା କହିବା ତେବେ ଟ୍ରେନ୍ ପଛରେ ଲାଗିଥିବା ଲାଲ୍ ରଙ୍ଗର ଲାଇଟ୍ ସବୁବେଳେ ବ୍ଲିଙ୍କ୍ କରୁଥିବାର ଦେଖାଯାଏ ,ଯାହାଦ୍ୱାରା କାମ କରୁଥିବା କର୍ମଚାରୀଙ୍କୁ ଏହି କଥାର ସଙ୍କେତ ଦିଏ କି ଟ୍ରେନ୍ ସେହି ଜାଗାରୁ ବାହାରି ସାରିଛି, ଯେଉଁଠି ସେ କାମ କରୁଛନ୍ତି, ଏଠାରେ ଆଶ୍ଚର୍ଯ୍ୟ କଲା ଭଳି କଥା ଏହା କି ଯେ ବହୁତଥର ମୌସୁମ ଖରାପ ହେବା କାରଣରୁ ଟ୍ରେନ୍ କୁ ଠିକ୍ ରେ ଦେଖିପାରିବା ମୁସକିଲ୍ ହୋଇଯାଏ ।

ତେବେ ଏମିତିରେ ଲାଇଟ୍ କର୍ମଚାରୀ ସାହାଯ୍ୟ କରନ୍ତି, ଏହା ସହ ସେ ଲାଇଟ୍ ପଛରୁ ଆସୁଥିବା ଟ୍ରେନ୍ ଆଡକୁ ଇସାରା କରି ତାଙ୍କୁ ବିଏହା ସଙ୍କେତ ଦିଅନ୍ତି କି ଆଗରେ ଆଉ ଏକ ଟ୍ରେନ୍ ଅଛି, ସେମିତି ଏବେ ତ ଆପଣ ଜାଣିପାରିଥିବେ କି ଟ୍ରେନ୍ ପଛରେ ଏହି ଏକ୍ସ ଚିହ୍ନ କଣପାଇଁ ଥାଏ, ଓ ଏହାର ମତଲବ କଣ, ସେମିତି ଆମେ ରେଳ ନିୟମଗୁଡୀକ ପାଳନ କରିବା ଜରୁରୀ ହୋଇଥାଏ ।

Leave a Reply

Your email address will not be published. Required fields are marked *