October 17, 2024

Odia Express

Here, There and Everywhere

ଝିଅମାନଙ୍କର ମନରେ Pua ହେବା ପାଇଁ ଇଚ୍ଛା କଣ ପାଇଁ ହୋଇଥାଏ ଜାଣନ୍ତୁ – ଏହି କାରଣ ଜାଣିଲେ ଆପଣ ମଧ୍ୟ କହିବେ..

ଯଦି ଆମେ ପୁରୁଣା ଜମାନା ବିଷୟରେ କଥା ହେବା ତେବେ ସେହି ଜମାନାରେ ଝିଅମାନଙ୍କୁ ଏତେ ମହତ୍ତ୍ୱ ଦିଆଯାଉନଥିଲା, ଯେତେ ଆଜିର ସମୟରେ ଦିଆଯାଉଛି, ସେମିତି ପାଠପଢାର୍ ମାମଲାରେ ହେଉ କିମ୍ବା ନିଜ ପାର୍ଟନର୍ ବାଛିବାର ହେଉ, ଆଜିର ସମୟରେ ଝିଅଙ୍କୁ ସବୁ କଥାରେ ସ୍ୱାଧିନତା ମିଳିଛି, ଏହି କାରଣରୁ ଆଧୁନିକ ସମୟରେ ଝିଅମାନେ ପୁଅଙ୍କ ଠାରୁ ଆଗକୁ ଚାଲିଯାଇଛନ୍ତି, କିନ୍ତୁ ବେଳେ ବେଳେ ଝିଅମାନଙ୍କରମନରେ ବି ଏହି ପ୍ରଶ୍ନ ଆସେ କି ଭଗବାନ ଆମକୁ ପୁଅ କରିଥାନ୍ତେ ହେଲେ ।

ହଁ ଆଜ୍ଞା, ବିଲକୁଲ୍ ସତ ଅଟେ ଯଦି ଆପଣ ଏକ ଝିଅ ଅଟନ୍ତି ତେବେ ନିଶ୍ଚିତ ଆପଣ ଏହି କଥାରେ ସହମତି ହେବେ, ଜୀବନରେ ଏତେ ସଫଳତା ହାସିଲ୍ କରିବାପରେ ବି ଝିଅଙ୍କର ଜୀବନରେ କିଛି ଏମିତି ଅସୁବିଧା ହୋଇଥାଏ ଯାହା ଭାବିବାକୁ ବାଧ୍ୟ କରିଦିଏ, ଆମେ ଆପଣଙ୍କୁ ଝିଅଙ୍କର ସେହି ଅସୁବିଧା ସହ ଜଣାଇବାକୁ ଚାହିଁବୁ।

ସବୁଠାରୁ ପ୍ରଥମେ ଯେବେ କେଉଁ ଝିଅ ଘର ବାହାରକୁ ଯାଇ କାମ କରିଥାଏ ତେବେ ତାର ଘର୍ ଲୋକେ ତାଙ୍କୁ ବାରମ୍ବାର କହନ୍ତି କି ଜଲଦି ଘରକୁ ଚାଲି ଆସେ , କିନ୍ତୁ ଏହା ପୁଅମାନଙ୍କର କ୍ଷେତ୍ରରେ ବହୁତ କମ୍ ଦେଖିବାକୁ ମିଳେ, ସେମିତି ଘର ଲୋକନକୁ ବି ପୁଅର ଓ ଝିଅର ଦୁହେଁଙ୍କର ଚିନ୍ତା ହୋଇଥାଏ, କିନ୍ତୁ ତା ସତ୍ତ୍ୱେ ବି କେବଳ ଝିଅମାନଙ୍କୁ କଣପାଇଁ କୁହାଯାଏ । କହିଦେବୁ କି ଝିଅମାନେ ବହୁତଥର କେଉଁ ଆଡେ ବୁଲିବା କିମ୍ବା ନିଜ ସାଙ୍ଗମାନଙ୍କ ସହ ଗଲାବେଳେ ଘର ଲୋକଙ୍କର ଠାରୁ ପରମିଶନ୍ ନେବାକୁ ପଡିଥଏ, କିନ୍ତୁ ପୁଅଙ୍କୁ ଏହା ଦରକାରପଡେନି, ହଁ ଆଜ୍ଞା, କେବେ କେବେ ତ ଝିଅଙ୍କୁ ଏହାପାଇଁ କେବେ ଅନୁମତି ମିଳେ ହିଁ ନାହିଁ, କିନ୍ତୁ ପୁଅଙ୍କୁ ଅନୁମତି ମାଗିବାକୁ ଦରକାର୍ ପଡେନି ।

ସାଧାରଣତଃ କୁହାଯାଏ କି ଝିଅମାନେ ଘରର ଇଜ୍ଜତ, ଏଥିପାଇଁ କିଛି ଏମିତି କାମ ନ କରନ୍ତୁ ଯାହାଦ୍ୱାରା ପରିବାରର ବଦନାମୀ ହେଉ, ସେମିତି ଅନ୍ୟ ପଟେ ପୁଅ ଘରର ଇଜ୍ଜତକୁ ଯେତେ ହେବ ବଦନାମ୍ କରୁଥାଆନ୍ତୁ, ସେଥିରେ କୌଣସି ଅସୁବିଧା ନାହିଁ, ବରଂ ତାଙ୍କ ଭୁଲ୍ କୁ ଲୁଚାଇବାକୁ ଚେଷ୍ଟା କରାଯାଏ ।

ଏଠାରେ ଧ୍ୟାନ ଦେଲାଭଳି କଥା ଏହା କି ଅଧିକାଂଶ ଘରେ ଝିଅମାନେ ନିଜ କଥାକୁ କହିବାକୁ ମଉକା ମିଳେ ନାହିଁ, ମାନେ ଯାହା ବି ତାଙ୍କୁ କୁହାଯାଏ ସେ ଜିନିଷ ଝିଅଙ୍କୁ ମାନିବାକୁ ପଡେ, ବହୁତ୍ ଘରରେ ଝିଅଙ୍କ ବିବାହ ବି ବିନା ପଚାରି ତୟ କରିଦିଆଯାଏ , ତାଙ୍କ ନିଜ ପାର୍ଟନର ମିଳିବାର ମଉକା ବି ମିଳେ ନାହିଁ ।

ଏବେ ସେମିତି ଝିଅଙ୍କର ସବୁ ଠାରୁ ବଡ ସମସ୍ୟା ହେଲା ମାସିକ ଧର୍ମ, ବା ପିରିୟର୍ଡସ୍ , ଯାହାର ପୀଡା ତାଙ୍କୁ ପ୍ରତ୍ୟେକ ମାସ ସହ୍ୟ କରିବାକୁ ପଡେ, ଯେବେ କି ପୁଅମାନଙ୍କର ଏମିତି କିଛି ଶାରରିକ ଅସୁବିଧା ହୁଏ ନାହିଁ, ଏମିତି କି ପିରିୟର୍ଡସ୍ ସମୟରେ ବହୁତଥର ଝିଅମାନଙ୍କର ମୁଡ୍ ବଦଳିଯାଇଥାଏ, ଓ ତାଙ୍କୁ ବହୁତ ରାଗ ବି ଆସିଯାଏ , ଯାହାର କାରଣରୁ ତାଙ୍କ ମନରେ ଏହା ପ୍ରଶ୍ନ ଆସେ କି ଭଗବାନ ମୋତେ ପୁଅ କାହିଁକି କଲେ ନାହିଁ ।

ତେବେ ଏମିତି କିଛି ଖାସ୍ କାରଣ ଯାହା ପୁଅମାନଙ୍କୁ ଭାବିବାକୁ ବାଧ୍ୟ କରିଦିଏ, ସେ ଭାବନ୍ତି ସେ କଣପାଇଁ ଝିଅ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *