June 22, 2025

Odia Express

Here, There and Everywhere

Odia Jokes : ସ୍ୱାମୀ ତୁମେ ନିଜ ଜୀବନରେ କଣ ଦରକାର ? ସ୍ତ୍ରୀ- ମୋତେ ବହୁତ ସାରା ପଇସା ସ୍ୱାମୀ- ପଇସାକୁ ସାଇଡ୍ ରେ ରଖିଦିଅ,ସ୍ତ୍ରୀ ତାପରେ ଯାହା ଉତ୍ତର ଦେଲେ ଶୁଣିକି ସ୍ୱାମୀ ବେହୋସ..

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଭିଣେଇ- ଆରେ ଶାଳି ସାହିବା, ଗୋଟେ ପ୍ରଶ୍ନର ଉତ୍ତର କୁହ, ଯଦି ଝିଅମାନେ ପର ଘରର ହୋଇଥାନ୍ତି ତେବେ ପୁଅମାନେ କଣ ହେବେ ? ଶାଳୀ- ଗୋଟେ ନମ୍ବରର ଚୋର, ଯିଏ ସବୁବେଳେ ପର ଧନ ଉପରେ ନିଜ ନଜର ପକାଇ ରହିଥାଏ ।

୨) ଦୁଇ କାଲା ବନ୍ଧୁ ଅଚାନକ ରାସ୍ତାରେ ଦେଖାହେଲେ, ପ୍ରଥମଜଣଙ୍କ କହିଲା- ଆରେ ଶର୍ମାଜୀ- ସିନେମା ଦେଖିବାକୁ ଯାଊଛ କି ? ଦ୍ୱିତୀୟଜଣଙ୍କ କହିଲା- ନା ବର୍ମାଜୀ- ମୁଁ ତ ସିନେମା ଦେଖିବାକୁ ଯାଉଛି, ପ୍ରଥମଜଣଙ୍କ କହିଲେ- ଓହ ମୁଁ ବୁଝିପାରିଲି କି ଆପଣ ସିନେମା ଦେଖିବାକୁ ଯାଊଛନ୍ତି ।

୩) ଭିଣେଇଶାଳୀକୁ ରୋମାଣ୍ଟିକ୍ ହୋଇକି କହେ ଶାଳୀ ସାହିବା ଯଦି ମୁଁ ତୁମକୁ କିସ୍ କରିଦେବି ତୁମେ କଣ ବୁଝିବ, ଶାଳୀ –ମୁଁ ବୁଝିବି ମୋର ପାଗଳ ଭିଣେଇ ଏୟାରପୋର୍ଟରୁ ଫେରି ଆସିଛି ।

୪) ରାମୁର ପୁଅ ଗୋଡ ମେଲାଇ ଶୋଇଥିଲା, ରାମୁ- ଉଠ୍ ବେ, ପୁଅ- କଣ ହେଲା? ରାମୁ- ସ୍କୁଲ୍ କଣ ପାଇଁ ଯାଇନୁ ? ପୁଅ- ତୁମେ ତ କହିଥିଲ, ଗୋଟେ ଜାଗାରେ ବାରମ୍ବାର ଗଲେ ଇଜ୍ଜତକମ୍ ହୋଇଯାଏ, ରାମୁ-ବେହୋସ୍

୫) ଡାକ୍ତର- ତୁମର କାନ କିପରି ଜଳିଗଲା? ପପୁ- ମୁଁ ମୋରଡ୍ରେସ୍ ଆଇରନ୍ କରୁଥିଇ ତେବେ ଫୋନ୍ ଆସିଗଲା, ମୁଁ ଜଲଦିରେ ଆଇରନ୍ କୁ ଫୋନ୍ ଭାବି କାନରେ ଲଗାଇଦେଲି, ଡାକ୍ତର- ତେବେ ଦିତୀୟକାନ କିପରି ଜଳିଲା? ପପୁ- ଏବେ ଆମ୍ବୁଲାନ୍ସକୁ ଫୋନ୍ କରିବାର ଥିଲା ନା ।

୬) ଅଧ୍ୟାପକ ଛାତ୍ରଙ୍କୁ –ପିଲେ ଯଦି ମହିଳା ବିବାହିତ ହୋଇଥିବ ତେବେ ତାହାର ଚିହ୍ନ କଣ? ଛାତ୍ର- ମଥାରେ ସିନ୍ଦୁର, ଅଧ୍ୟାପକ ଯଦି ପୁରୁଷ ବିବାହିତ ହୋଇଥିବ କିପରି ଜାଣିବ ? ଛାତ୍ର- ତାର ଗୁମ୍ ସୁମ୍ ଚେହେରାକୁ ଦେଖି ।

୭) ସ୍ତ୍ରୀ-ରଇସ୍ ଫିଲ୍ମ ଦେଖିବାକୁ ଯିବା ? ସ୍ୱାମୀ- ମୁଁ ତାପାଇଁ କାବିଲ୍ ନାହିଁ, ସ୍ତ୍ରୀ- ତେବେ କାବିଲ୍ ଦେଖିବାକୁ ଯିବା, ସ୍ୱାମୀ- ମୁଁ ଏତେ ରଇସ୍ ନୁହେଁ ପରେ ତାର ଛୁଆମାନେ ଘରେ ଦଙ୍ଗଲ୍ ଦେଖାଇଲେ ।

୮) ଏଲ୍ କେଜି ଛୁଆଙ୍କର ପେପରରେ ୦ଆସିଲା, ରାଗରେ ବାପା- ଏଇଟା କଣ ? ଛୁଆ-ବାପା, ମ୍ୟାଡ୍ୟାମ୍ ଙ୍କ ପାଖରେ ଷ୍ଟାର୍ ଶେଷ ହୋଇଯାଇଥିଲା, ଏଥିପାଇଁ ମୋତେ ମୁନ୍ ଦେଇଦେଲେ ।

୯) ସ୍ତ୍ରୀ ଦେଖ ଆମର ପଡୋଶୀ ସବୁ ରବିବାର ନିଜ ସ୍ୱାମୀ ଶ ବୁଲିବାକୁ ବାହାରକୁ ନେଉଛି, କିନ୍ତୁ ତୁମେ କେବେ ନେଇକରି ଯାଇନ୍, ସ୍ୱାମୀ- ମୁଁ ତ ତାକୁ ୪-୫ ଥର ପଚାରିଥିଲି ସେ ସବୁଥର ମନା କରିଦେଉଛି।

୧୦)ସ୍ୱାମୀ ତୁମ ଜୀବନରେ କଣ ଦରକାର? ସ୍ତ୍ରୀ-ବହୁତ ସାରା ପଇସା,  ସ୍ୱାମୀ- ପଇସାକୁ ସାଇଡ୍ ରେ ରଖିଦିଅ, ଓ ମୋତେ କୁହ ଜୀବନରେ କଣ ଦରକାର, ସ୍ତ୍ରୀ- ସାଇଡ୍ ରେ ରଖିଥିବା ପଇସା, ସ୍ୱାମୀ-ବେହୋସ୍ ।

Leave a Reply

Your email address will not be published. Required fields are marked *