October 22, 2024

Odia Express

Here, There and Everywhere

Health Tips – ଔଷଧୀୟ ଗୁଣରେ ଭରପୁର୍ ଅଟେ ପିଜୁଳି, ଜାଣନ୍ତୁ ପିଜୁଳି ଖାଇବାର ଫାଇଦା, ଯାହା ବୋଧେ ଆପଣ ଏବେ ପର୍ଯ୍ୟନ୍ତ ଅଜଣା ଅଛନ୍ତି

ଏମିତି ତ ପିଜୁଳି ଏମିତି ଏକ ଫଳ ଅଟେ, ଯାହାର ନାଁ ନେଲେ ସମସ୍ତଙ୍କ ମୁହଁରେ ଲାଳ ଆସିଯାଏ , କିନ୍ତୁ ଏହାର ଫାଇଦା ବିଷୟରେ ବହୁତ କମ୍ ଲୋକ ଜାଣିଛନ୍ତି, ହଁ ଆଜ୍ଞା ପିଜୁଳି କୁ କେବଳ କଞ୍ଚା ହିଁ ନୁହେଁ ବରଂ ଏବେ ଶେକ୍ ରୁପରେ ବି ଏହାର ସେବନ କରାଯାଏ , ସେମିତି ଆପଣଙ୍କୁ ଜଣେଇଦେବୁ କି ପିଜୂଳି ଖାଇବା ଦ୍ୱାରା ପେଟର ସମସ୍ୟା ହେବ କମ୍, କାରାଣ ଆୟୁର୍ବେଦରେ ପିଜୁଳି ସେବନ କରିବା ବହୁତ ଫାଇଦାଦାୟକ କୁହାଯାଇଛି, ହଁ ଆଜ୍ଞା, ପିଜୁଳିରେ ଭିଟାମିନ୍ ସି, କ୍ୟାଲସିୟମ୍, ଫସଫରସ୍, ଆଇରନ୍ ଆଦି ନାନାପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ , ତେବେ ଆସନ୍ତୁ ଏବେ ଏହାର ଫାଇଦା ବିଷୟରେ ଆପଣଙ୍କୁ କହିବୁ ।

ବହୁତଥର ଭୁଲ୍ ଖାଦ୍ୟପେୟ କାରଣରୁ ପେଟ ପିଡା ହେବାର ସମସ୍ୟା ଆସେ, ଏମିତି ସ୍ଥିତିରେ ପାଚିଯାଇଥିବା ପିଜୁଳି ସେବନ ସହ ଲୁଣ ସହ କରିବା ଉଚିତ୍, ଏଥିରେ ପେଟ ପୀଡା ସମସ୍ୟା କମ୍ ହୋଇଯିବ, ଏହା ସହ ଆପଣଙ୍କୁ କହିଦେବୁ କି ପିଜୁଳିର୍ ମଞ୍ଜି ପେଟ ସଫା କରିବାରେ ସହାୟକ ହୋଇଥାଏ , କହିଦେବୁ କି ଯେଉଁ ଲୋକଙ୍କର କବଜ୍ ସମସ୍ୟା ଅଛି, ସେମାନେ ପିଜୁଳି ସେବନ କରିବା ଉଚିତ୍, ଏହାକୁ ସକାଳୁ ଆପଣ ଜଳଖିଆ ଭାବି କରିପାରିବେ, ଓ କବଜ୍ ସମସ୍ୟା ଅଧିକା ହୋଇଥିଲେ ସକାଳ ଓ ସଂନ୍ଧ୍ୟା ସମୟରେ ପିଜୁଳିର ସେବନ ନିଶ୍ଚିତ କରନ୍ତୁ ।

ଯେବେ କେବେ ଛୁଆଙ୍କୁ ଡିସେଣ୍ଟ୍ରି ହୋଈଯାଏ , ତେବେ ଗୋଟେ ଗିଲାସ ପାଣିରେ ପନ୍ଦର ଗ୍ରାମ ପିଜୁଳିର ଜଡକୁ ସିଝାନ୍ତୁ, ଓ ତେବେ ପର୍ଯ୍ୟନ୍ତ ସିଝାନ୍ତୁ ଯେବେ ଏହାର ପାଣି ଅଧା ନହୋଇଯାଉ, ଏହାପରେ ଟିକିଏ ମାତ୍ରାରେ ଦୁଇ ତିନି ଥର ଏହି ଛୁଆଙ୍କୁ ଦେଉଥାନ୍ତୁ, ଏହି ସମସ୍ୟାର ଫାଇଦା ନିଶ୍ଚିତ ହେବ, ଏହାର ଛଡା ହଇଜା ହେବାର ସ୍ଥିତିରେ ପିଜୁଳିର ଚୋପା ଓ ଏହାର ପତ୍ରକୁ ପାଣିରେ ସିଝାଇକରି କାଢା ବନାଇକରି ପିଇଲେ ଆଶ୍ୱସ୍ତି ମିଳିଥାଏ ।

କହିଦେବୁ କି ପିଜୁଳିରେ ଆଇରନ୍ ଓ ଭିଟାମିନ୍ ସି ବହୁତ ଅଧିକା ମାତ୍ରାରେ ମିଳିଥାଏ, ତେବେ ଏମିତିରେ ଆଇରନ୍ ହିମୋଗ୍ଲୋବି କୁ ବଢାଇବାରେ କାମ କରେଓ ଭିଟାମିନ୍ ସି ଆଇରନ୍ କୁ ଅବଶୋଷିତ କରେ, ଏଥିପାଇଁ ଯେଉଁ ଲୋକ ଆମୋନିଆରେ ପିଡିତ ଅଛନ୍ତି ତାଙ୍କୁ ପିଜୁଳି ସେବନ କରିବା ଉଚିତ୍ ।

ଏବେ ଯଦି ପିଜୁଳିର ମଞ୍ଜିବିଷୟରେ କଥାହେବା ତେବେ ପିଜୂଲିର ମଞ୍ଜିକୁ ବାହାରକରି ତାକୁ ଗୋଲାପ ଜଳ ଓ ମିଶ୍ରୀ ମିଶାଇଦିଅନ୍ତୁ, ତାପରେଏହାର ସେବନ କରନ୍ତୁ, ଏଥିରେ ଏସିଡିଟି ସମସ୍ୟା ଦୁର ହୋଇଯିବ ।

କହିଦେବୁ କି ରକ୍ତ ପଡୁଥିବା ପାଇଲ୍ସରେ ପିଜୁଳିର ଚୋପା ବହୁତ ଫାଇଦାଦାୟକ ଅଟେ, ମାନେ ଯେଉଁ ଲୋକ ପାଇଲ୍ସ ଯୋଗୁଁ ଚିନ୍ତିତ ଅଛନ୍ତି , ସେ ପିଜୁଳିର ଛାଲକୁ ଚୁର୍ଣ୍ଣ ବନାଇକରି ପାଞ୍ଚ କିମ୍ବା ଦଶ ଗ୍ରାମ କାଢାର ସେବନ କରନ୍ତୁ, ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଲଗାତାର ଏହାକୁ ପିଇଲେ ପାଇଲ୍ସ ସମସ୍ୟା ଦୁର ହୋଇଯାଏ , ଏହା ଛଡା ଯଦି ଜ୍ୱର ହୋଈଯାଏ , ତେବେ ପିଜୁଳିର ପତ୍ରକୁ ପେଷିକରି ତାହାର ରସ ବାହାର କରିଦିଅନ୍ତୁ, ଏହି ରସକୁ ଜ୍ୱର ହୋଇଥିବା ରୋଗିଉ ଦେଇଦିଅନ୍ତୁ, ଜ୍ୱର କମିଯିବ।

Leave a Reply

Your email address will not be published. Required fields are marked *