June 25, 2025

Odia Express

Here, There and Everywhere

କୁମ୍ଭୀର କଲା Divyanka Tripathy ଙ୍କ ଉପରେ ଜବରଦସ୍ତ ଆକ୍ରମଣ, ଅଭିନେତ୍ରୀଙ୍କ ଚେହେରା ଓ ଆଙ୍ଗୁଠିରେ ଆସିଲା ଗମ୍ଭୀର ଆଘାତ ତାପରେ ଯାହା ହେଲା

ଟିଭି ର ସବୁଠାରୁ ଲୋକପ୍ରିୟ ରିୟାଲିଟି ଶୋ ଖତରୋଁ କେ ଖିଲାଡି ସିଜିନ୍ ୧୧ ର ସୁଟିଙ୍ଗ୍ ପ୍ରାୟ ପୁରା ହୋଇସାରିଛି, ଓ ଜଲଦି ହିଁ ଏହି ଶୋ ଅନ୍ ଏୟାର୍ ହେବାକୁ ଯାଉଛି, ଓ ସେମିତି ଦର୍ଶକ ଏହି ଆକ୍ସନ୍ ରିୟାଲିଟି ଶୋ କୁ ବହୁତ ପ୍ରତିକ୍ଷିତ କରି ଅପେକ୍ଷା କରିଛନ୍ତି । ତେବେ ସେମିତି ଶୋର ପ୍ରତିଯୋଗୀ ବି ଧିରେ ଧୀରେ ଶୋର ପରସ୍ତ ଖୋଲୁଥିବାର ନଜର ଆସିଛନ୍ତି, କହିଦେବୁ କି ଟିଭି ଜଗତର ଜଣାଶୁଣା ଅଭିନେତ୍ରୀ ଦିବ୍ୟାଂକା ତ୍ରିପାଠି ଏହି ଥର ଖତରୋଁ କେ ଖିଲାଡି ସିଜିନ୍ ୧୧ ରେ ଭାଗ ନେଇଛନ୍ତି, ଓ ଏହି ଶୋକୁ ନେଇ ଦିବ୍ୟଂକା ତ୍ରିପାଠି ଲଗାତାର ଚର୍ଚ୍ଚାରେ ଅଛନ୍ତି, ଓ ବହୁତଥର ତାଙ୍କ ସହ ଯୋଡି ହୋଇଥିବା କିଛି ଭିଡିଓ ନିଜ ସୋସିଆଲ୍ ମିଡିଆ ଏକାଉଣ୍ଟରେ ଦିବ୍ୟଂକା ନିଜ ଫ୍ୟାନ୍ସଙ୍କ ସହ ସେୟାର୍ କରନ୍ତି ।

ଏହି ମଧ୍ୟରେ ଶୋର ପ୍ରତିଯୋଗୀ ଦିବ୍ୟଂକା ତ୍ରିପାଠି ନିଜ ଇନଷ୍ଟାଗ୍ରାମ୍ ଏକାଉଣ୍ଟ ରେ ଏକ ଫଟୋ ସେୟାର୍ କରିଥିଲେ ଏହି ଫଟୋରେ ଦିବ୍ୟଂକାଙ୍କ ହାତରେ ଆଘାତ ହୋଇଥିବାର ଚିହ୍ନ ନଜର ଆସୁଛି ଓ ଏହି ଫଟୋ ଦେଖିବା ପରେ ଦିବ୍ୟଂକାଙ୍କ ଫ୍ୟାନ୍ସ ବହୁତ ଚିନ୍ତିତ ନଜର ଆସିଛନ୍ତି, ଓ ତାଙ୍କ ଫ୍ୟାନ୍ସ ତାଙ୍କୁ ଲଗାତାର ପଚାରୁଛନ୍ତି କି ଦିବ୍ୟଂକାଙ୍କୁ ଏହି ଆଘାତ କିପରି ଲାଗିଲା ତେବେ ଆସନ୍ତୁ ଜାଣିବା ଏହି ପୁରା ମାମଲା । କହିଦେବୁ କି ଦିବ୍ୟଂକା ତ୍ରୀପାଠିଙ୍କ ଚେହେରା ଓ ହାତରେ ଯେଉଁ ଆଘାତ ଚିହ୍ନ ନଜର ଆସୁଛି ତାହା ରିୟାଲିଟି ଶୋ ଖତରୋଁ କେ ଖିଲାଡିର ଏକ ଷ୍ଟଣ୍ଟ ସମୟରେ ଲାଗିଥିଲା । ଯାହା ବିଷୟରେ ଦିବ୍ୟଂକା ତ୍ରିପାଠି ନିଜ ସୋସିଆଲ୍ ମିଡିଆର ପୋଷ୍ଟରେ ସେୟାର୍ କରି ନିଜ ଫ୍ୟାନ୍ସଙ୍କୁ ସୁଚନା ଦେଇଥିଲେ ।

କହିଦେବୁ କି ଦିବ୍ୟଂକା ତ୍ରୀପାଠି ନିଜ ସୋସିଆଲ୍ ମିଡିଆ ଏକାଉଣ୍ଟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର୍ କରିଥିଲେ, ଏହି ପୋଷ୍ଟର କ୍ୟାପସନ୍ ରେ ଦିବ୍ୟଂକା ତ୍ରିପାଠି ଏହା ଲେଖିଥିଲେ କି ମୁଁ ନେଚରରୁ ଏତେ ଅଧିକା ଭଲ ପାଉଛି କି କ୍ରୋକୋଡାଇଲ୍ ଲେଦର୍ ବ୍ୟବହାର ବି କରୁନାହିଁ, ବରଂ କୁମ୍ଭୀର ଦାନ୍ତର ଚିହ୍ନ ନିଜ ଥୋଡି ଓ ତାହାର ପଞ୍ଜା ଦାଗ ମୋର ହାତରେ ନେଇ ବୁଲୁଛି ।

ଦିବ୍ୟଂକାଙ୍କ ଏହି ପୋଷ୍ଟ ଦେଖିବାପରେ ବୁଝିପାରିଥିବେ କି ଦିବ୍ୟଂକା ଏହି ଆଘାତ ପୁର୍ବରୁ ଏକ ଷ୍ଟଣ୍ଟ ସମୟରେ ଲାଗିଥିଲା, ଓ ଏହି ଦିନ ଦିବ୍ୟଂକା ଏହି ଫଟୋ ବେଶୀ ଚର୍ଚ୍ଚାରେ ଅଛି, ଯାହାକି ବହୁ ଦିନରୁ ଭାଇରାଲ୍ ହେଉଛି, ଓ ଫ୍ୟାନ୍ସ ଲଗାତାର ଦିବଂକା ତ୍ରିପାଠିଙ୍କ ବାହାଦୁରୀ ପାଇଁ ତାରିଫ୍ କରୁଛନ୍ତି । କଥା ହେବା ଦିବ୍ୟକା ତ୍ରିପାଠିଙ୍କ ପ୍ରଫେସନାଲ୍ ଲାଇଫ୍ ର ତ ଦିବ୍ୟଂକା ତ୍ରୀପାଠି ଟିଭି ଇଣ୍ତଷ୍ଟ୍ରିର ଏକ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି, ସେ ସବୁଠାରୁ ଅଧିକା ଲୋକପ୍ରିୟ ଏକତା କାପୁରଙ୍କ ସିରିୟାଲ୍ ୟେ ହେଁ ମୋହାବତେଁରେ ଇଶିତା ଅଭିନୟରୁ ଚର୍ଚ୍ଚିତ ହୋଇଥିଲେ, ଓ ସେ ଛୋଟ ପର୍ଦାର ଛଡା ୱେବ୍ ସିରିଜ୍ କୋଲଡ୍ ଲସି ଓ ଚିକେନ୍ ମସଲାରେ ନଜର ଆସିଛନ୍ତି, ସେମିତି କଥା ହେବା ଦିବ୍ୟ୍ଂକା ତ୍ରିପାଠିଙ୍କ ପର୍ସନାଲ୍ ଲାଇଫ୍ ବିଷୟରେ ତେବେ ଦିବ୍ୟଂକା ଷ୍ଟାର୍ ବିବେକ୍ ଦାହିକାଙ୍କ ସହ ବିବାହ କରିଛନ୍ତି, ଓ ଆଜି ଦିବ୍ୟଂଙ୍କା ତ୍ରୀପାଠି ନିଜ ବୈବାହିକ ଜୀବନରେ ଖୁସି ଅଛନ୍ତି ।

ସେମିତି ଦିବ୍ୟଂକା ଓ ବିବେକ ଦାହିଆଙ୍କ ଯୋଡି ଆଜିର ସମୟରେ ଟିଭି ଇଣ୍ତଷ୍ଟ୍ରିରେ ସବୁଠାରୁ ପପୁଲାର୍ ରୋମାଣ୍ଟିକ୍ ଯୋଡିରୁ ଗୋଟେ ଜଣାଯାଏ , ସେମିତି ବିବେକ ଦାହିଆ ଓ ଦିବ୍ୟଂକା ତ୍ରୀପାଠି ଦୁହେଁ ସୋସିଆଲ୍ ମିଡୀଆରେ ବହୁତ ଆକ୍ଟିଭ୍ ରୁହନ୍ତି, ଓ ବହୁତଥର ଏ ଦୁହେଁ ଜଣେ ଅନ୍ୟଙ୍କ ସହ ରୋମାଣ୍ଟିକ୍ ଫଟୋ ସେୟାର୍ କରନ୍ତି, ଓ ଏହି ଯୋଡିକୁ ଫ୍ୟାନ୍ସ ବହୁତ ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *