October 17, 2024

Odia Express

Here, There and Everywhere

କ୍ରିକେଟ୍ ଜଗତରେ ନାଁ କମାଇବାପରେ ଏବେ MS Dhoni ହୋଇଯାଇଛନ୍ତି ଚାଷୀ, କ୍ଷେତି ବାଡି କରି ବିତାଉଛନ୍ତି ଜୀବନ

ଭାରତୀୟ ଲୋକଙ୍କୁ କ୍ରିକେଟ୍ ସହ ବହୁତ୍ ପୁରୁଣା ସଂମ୍ପର୍କ । ଦେଶରେ ବହୁତ ମହାନ୍ କ୍ରିକେଟ୍ ଖେଳାଳୀ ଜନ୍ମ ନେଇଛନ୍ତି ସେଥିରୁ ସବୁଠାରୁ ସଫଳ ଖେଳାଳୀ ଟିମ୍ ଅଧିନାୟକ ଟ୍ୟାଗ୍ ହାସିଲ୍ କରୁଥିବା ମହେନ୍ଦ୍ର ସିଂ ଧୋନୀରୁ ଜଣେ ଅଟନ୍ତି । ସେମିତି ଧୋନୀ ଏବେ କ୍ରିକେଟ୍ ଜଗତରୁ ସନ୍ୟାସ ନେଇଛନ୍ତି । କିନ୍ତୁ ଆଜି ତାଙ୍କ ଖେଳିବାର ତରିକା ଓ ହାଇ ସ୍କୋର ଫ୍ୟାନ୍ସଙ୍କୁ ତାଙ୍କ ମନେ ପକାଇଦିଏ , ଆପଣଙ୍କୁ ଜଣେଇଦେବୁ କି କ୍ରିକେଟ୍ ଛାଡିବାପରେ ମହେନ୍ଦ୍ର ସିଂ ଧୋନୀ ଏବେ କ୍ଷେତିବାଡିରେ ଯୋଡି ହୋଇଯାଇଛନ୍ତି । ହଁ ଆଜ୍ଞା ସେ ଏବେ ଚାଷ କରିବା ଆରମ୍ଭ କରିଦେଇଛନ୍ତି ସେ ନିଜ ଫାର୍ମହାଉସ୍ ରେ ନାନାପ୍ରକାରର ଫଳ ଓ ପରିବା ଲଗାଇଛନ୍ତି

ତାଙ୍କର ଅଧିକାଂଶ ସମୟରେ ଏହି ବିଜନେସ୍ ରେ ହିଁ ଯାଇଥାଏ , ଆସିବା ଦିନରୁ ସୋସିଆଲ୍ ମିଡିଆରେ ତାଙ୍କ ଫାର୍ମ୍ ହାଉସ୍ ର ଫଟୋ ଭାଇରାଲ୍ ହେବାକୁ ଦେଖିବାକୁ ମିଳେ , ଯାହାକି ଫ୍ୟାନ୍ସ ଙ୍କୁ ବହୁତ ପସନ୍ଦ ଆସୁଛି, ସେମିତି ନିଜ ଫାର୍ମ ହାଉସ୍ ରେ କେବଳ ଅର୍ଗାନିକ ଚାଷ କରୁଛନ୍ତି, ଏହା ସହ ସେ ଡେୟରୀ ଫାର୍ମ ଖୋଲିଛନ୍ତି, ଧୋନୀଙ୍କ ଫାର୍ମ ହାଉସ୍ ର ଏହା ଖାସିୟତ୍ ଏହା କି ଏଠାରେ ସବୁ ପ୍ରକାରର ପରିବା ଓ ଫଳ ପ୍ରାକୃତିକ ତରିକାରେ ଉତ୍ପାଦନ କରାଯାଏ ।

କହିଦେବୁ କି ଧୋନୀଙ୍କ ଏହି ଫାର୍ମ ହାଉସ୍ ରାଞ୍ଚିର ଘରବାରେ ସ୍ଥିତ ଅଛି, ଯାହା ପ୍ରାୟ ୫୫ ଏକର କ୍ଷେତ୍ରରେ ବ୍ୟାପିଛି, ଏହି ଫାର୍ମ ହାଉସ୍ ରେ ନାନାପ୍ରକାରର ପରିବା ଓ ଫଳର ଉତ୍ପାଦନ କରାଯାଏ , ଧୋନୀଙ୍କ ଏହି କ୍ଷେତରେ ସାଧାରଣତଃ ଟମାଟର,ଫୁଲକୋବି, ପତ୍ରକୋବି ବ୍ରୋକଲି ଶିମଲା ମିର୍ଚ୍ଚ ଆଜି ଯେପରି ପରିବା ଉତ୍ପାଦନ ଦିଆଯାଏ , ଖବରରୁ ମାନିଲେ ପ୍ରତିଦିନ ତାଙ୍କ କ୍ଷେତରେ ପ୍ରାୟ ୮୦ କିଲୋ ଟମାଟର ଉତ୍ପାଦନ ହେଉଛି, ଏହି ଟମାଟର୍ ମାର୍କେଟ୍ ରେ ଅଧିକା ଡିମାଣ୍ତ ହୋଇଛି, କାରଣ ଏହା ସବୁ ନ୍ୟାଚୁରାଲ୍ ତରିକାରେ ଉତ୍ପାଦନ କରାଯାଉଛି, ଓ ବହୁତ ସତେଜ ହୋଇଥାଏ, ଏହାର ମଣ୍ତିରେ ପୁର୍ବରୁ ଆଡଭାନ୍ସ ଅର୍ଡର୍ ବୁକ୍ କରାଯାଏ , ଓ ଏହା ହାତାହାତି ବିକ୍ରି ହୁଏ ।

ଖବରରୁ ଜଣାଯାଏ କି ତାଙ୍କ ଫାର୍ମ ହାଉସ୍ ରେ ଉତ୍ପାଦନ ହୋଇଥିବା ଟମାଟର ପ୍ରତି ୪୦ ଟଙ୍କା କିଲୋ ହିସାବରେ ଲେଖନ୍ତି , ଏହା ଛଡା ତାଙ୍କ ଫାର୍ମହାଉସ୍ ରେ ଉତ୍ପାଦିତ ହୋଇଥିବା କୋବି ବହୁତ ସ୍ୱାଦିଷ୍ଟ ହୋଇଥାଏ, ଯାହା ଲୋକଙ୍କୁ ନିଜ ଆଡକୁ ଆକର୍ଷିତ୍ କରେ, ଏହି କୋବିର ଖାସ୍ କଥା ଏହା କି ଏହା ବହୁତ କମ୍ ରେଟ୍ ରେ ବିକ୍ରି ହୁଏ , ସେମିତି ଧୋନୀଙ୍କ ଡେରି ଫାର୍ମର କଥା କହିଲେ ତେବେ ଏଠାରେ ସେ ବହୁତ ପ୍ରକାରର ଗାଇ ପାଳିଛନ୍ତି, ତାଙ୍କ ଡେରି ଫାର୍ମରେ ପ୍ରାୟ ୩୦୦ ଲିଟର କ୍ଷୀର୍ ପ୍ରତିଦିନ ଉତ୍ପାଦନ କରାଯାଏ , ଯାହା ମାର୍କେଟ୍ ରେ ଭଲ ଦାମରେ ବିକ୍ରି ହୁଏ ।

ଏବେ ମହେନ୍ଦ୍ର ସିଂ ଧୋନୀ ଙ୍କୁ ସର୍ବଶ୍ରେଷ୍ଠ ପଶୁପାଳକ ସମ୍ମାନ ମିଳିଛି, ତାଙ୍କ ପାଖରେ ପ୍ରାୟ ୭୦ ରୁ ଅଧିକା ଗାଇ ଅଛନ୍ତି, ଯାହା ଅଲଗା ଅଲଗା ପ୍ରଜାତିର ଅଟନ୍ତି, ତାଙ୍କର ଫାର୍ମହାଉସ୍ ର ପୁରା ଦାୟିତ୍ୱ ଶିବାନନ୍ଦ ଓ ତାଙ୍କ ସ୍ତ୍ରୀ ସୁମନ୍ ଯାଦବ ସଂମ୍ଭାଳନ୍ତି, ଦୁହେଁ ସ୍ୱାମୀ ସ୍ତ୍ରୀ ମିଶିକରି ଡେୟରି ଫାର୍ମ ଓ ଫାର୍ମହାଉସ୍ ରକ୍ଷଣାବେକ୍ଷଣ କରନ୍ତି, ଗୋଟେ ଇଣ୍ଟରଭ୍ୟୁ ସମୟରେ ଶିବାନନ୍ଦ କହିଲେ କି ଧୋନୀଙ୍କ କ୍ଷେତରେ ହେଉଥିବା ସବୁ ପରିବା ଓ ଡେୟରି ଫାର୍ମରେ ମିଳୁଥିବା କ୍ଷୀରକୁ ବିକ୍ରି କରି ତାଙ୍କୁ ଲକ୍ଷେ ଟଙ୍କାର ଲାଭ ହୋଇଥାଏ , ଶିବାନନ୍ଦଙ୍କ ଅନୁସାରେ ଯେପରି ପରିବା ଓ ଫଳ ବିକ୍ରି ହୁଏ ତେବେ ଆୟର ସବୁ ପଇସା ଧୋନୀଙ୍କ ଏକାଉଣ୍ଟରେ ଟ୍ରାନ୍ସଫର୍ ହୋଇଯାଏ , ଶିବାନନ୍ଦଙ୍କ ଅନୁସାରେ ସେ ଧୋନୀଙ୍କ ଡେୟରୀ ଫାର୍ମରେ ରଖା ହୋଇଥିବା ଗାଁର ସହ ସମୟ ବିତାଇବା ପସନ୍ଦ କରୁଛନ୍ତି ।

Leave a Reply

Your email address will not be published. Required fields are marked *