February 12, 2025

Odia Express

Here, There and Everywhere

Odia Jokes : ଭିକାରୀ- ଭଉଣୀ କିଛି ଖାଇବାକୁ ଦିଅ, ଝିଅ- ନିଅ ଟମାଟର୍ ଖାଅ, ଭିକାରୀ-ରୁଟି ଦେଇଦିଅ ତାପରେ ଝିଅ ଯାହା କହିଲା ଶୁଣିକି ଭିକାରି ବେହୋସ..

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଜଣେ ବ୍ୟକ୍ତି ଶ୍ମଶାନ ଘାଟରେ ୱାଇଫାଇ ସିଗନାଲ୍ ମିଳିବାପରେ ପାଖରେ ଠିଆ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ପଚାରିଳା- ୱାଇ ଫାଇ ପାସୱାର୍ଡ କଣ ଅଛି ? ଭାଇ କହିଲେ- ମୈୟତରେ ଆସିଛ କିଛି ତ ଭାବ ଚିନ୍ତି କୁହ । ବ୍ୟକ୍ତି- ଭାଇ M କ୍ୟାପିଟାଲ୍ ନା ସ୍ମଲ୍ ।

୨) ଚିଣ୍ଟୁ- ପପୁ ଜଲଦି ଉଠ, ଭୁକମ୍ପ ଆସିଛି, ସାରା ଘର ଦୋହଲିଯାଉଛି, ପପୁ- ଆରେ ଚୁପ୍ ଚାପ୍ ଯାଇକି ଶୋଇଯା, ଘରପଡିବ ତ ଆମର କଣ ଯିବ, ଆମେ ତ ଭଡାଟିଆ ଅଟୁ ।

୩) ନୁଆ ସାର୍ କ୍ଲାସରେ ଏକ ଛୁଆକୁ ପଚାରିଲେ- ଏକ ମହାନ୍ ବୈଜ୍ଞାନିକଙ୍କ ନାଁ କୁହ, ଜଣେ ଛାତ୍ର- ଆଲିଆଭଟ୍ଟ, ସାର୍ ବାଡିନେଇକରି ହାତରେ, ଏହା ଶିଖିଛ ? ଦ୍ୱିତୀୟ ଛାତ୍ର- ଇଏ ତ ତୋତଲା ସାର୍, ଆର୍ଯ୍ୟଭଟ୍ଟ କହୁଛି ।

୪) ସାନ୍ତା- ତୁମେ ଅପରେସନ ନ କରି କେମିତି ମେଡିକାଲ୍ ରୁ ପଳାଇଆସିଲ, ବାନ୍ତା- ନର୍ସ ବାରମ୍ବାର କହୁଥିଲା ଡର ନାହିଁ , ସାହାସ ରଖ କିଛି ହେବନାହିଁ । ଏହା ତ ଏକ ଛୋଟ ଅପରେସନ୍ ଅଛି, ସାନ୍ତା- ତେବେ ଏଥିରେ ଡରିବାର କଥା କଣ ? ଠିକ୍ ତ କହୁଥିଲା ନର୍ସ, ବାନ୍ତା- ସେ ଏହି କଥା ମୋତେ ନୁହଁ ଡାକ୍ତରକୁ କହୁଥିଲା ।

୫) ବାପା- ପଢିବୁ ନାହିଁ ତ କଣ କରିବୁ ? ପୁଅ- ବସ୍ ଚଲାଇବି, ତାପରେ ବସ୍ ନେବି, ଆମ୍ବର ବଗିଚା କିଣିବି, ସ୍ତ୍ରୀକୁ ପଢାଇବି, ତାକୁ କଲେକ୍ଟର୍ କରାଇବି, ଆପଣଙ୍କ ନାଁରେ ମେଡିକାଲ୍ ଖୋଲିବି, ବାପା ଚପଲ ବାହାରକଲେ ଓ କହିଲେ- ତୁ ଆଜି ପୁଣି ସୁର୍ଯ୍ୟବଂଶମ ଦେଖିକରି ଆସିଛୁ ।

୬) ସେହି ଦିନ ତ ଉଡୁଥିବା ପକ୍ଷୀ ତ ଚକିତ ହୋଇ ପବନରେ ରହିଗଲେ, ଯେବେ ମୋର ସ୍ତ୍ରୀ କହିଲେ- ଶୁଣ, ଏଇ ତୁମେ ଯେଉଁ ଏସି କାର୍ ଚଲାଉଛ, ଏହାର ବିଲ୍ ଘରକୁ ଆସୁଛି କି ଦୋକାନକୁ ?

୭) ଏକ ପ୍ରତିଯୋଗିତାରେ ପ୍ରତିଯୋଗୀକୁ ପଚାରାଗଲା କି କୁହ ଏମିତି ବାକ୍ୟ, ଯେଉଁଥିରେ ଦୁବିଧା, ଜିଜ୍ଞାସା, ଡର ଶାନ୍ତି କ୍ରୋଧ, ଓ ଖୁସିର ଆଭାସ ହେଉଥିବ, ପୁରସ୍କୃତ ବାକ୍ୟ ଥିଲା- ମୋର ସ୍ତ୍ରୀ ମୋତେ କଥା ହେଉ ନାହିଂ ।

୮) ପରମ ସତ୍ୟଜ୍ଞାନ- କୁହନ୍ତି କି ସ୍ୱାମୀ ପରିବାରର ହେଡ୍ ହୋଇଥାଏ , କିନ୍ତୁ ଲୋକେ ଭୁଲିଯାଆନ୍ତି କି ସ୍ତ୍ରୀ ପରିବାରର ଗର୍ଦନ ହୋଇଥାଏ, ଓ ଗର୍ଦନ ଯେଉଁଆଡେ ମୋଡିହେବ, ହେଡ୍ ତ ସେପଟେ ମୋଡିହେବ ନା ।

୯) ଜଣେ ବ୍ୟକ୍ତି କହୁଥିଲେ କି ଗତ ୨୦ ବର୍ଷରୁ ଗୀତାର ଉପଦେଶ ଶୁଣୁଛନ୍ତି । ପତ୍ତା କରିବାପରେ ଜଣାଗଲା କି ଗୀତା ତାଙ୍କ ଧର୍ମପତ୍ନୀଙ୍କ ନାଁ ଥିଲା ।

୧୦) ଭିକାରୀ- କିଛି ଖାଇବାକୁ ଦେଇଦିଅ, ଝିଅ- ନିଅ ଟମାଟର ଖାଅ, ଭିକାରୀ-ରୁଟିଦେଇଦିଅ, ଝିଅ- ଟମାଟର ଖାଅ, ଭିକାରୀ –ଆଚ୍ଛା ଆଣ ଟମାଟର ହିଁ ଦେଇଦିଅ, ଝିଅର ମା- ଆରେ ତୁମେ ଯାଅ ବାବା, ଇଏ ତୋତଲି ଅଟେ, କହୁଛି କି କମାଇକରି ଖାଅ,

Leave a Reply

Your email address will not be published. Required fields are marked *