October 24, 2024

Odia Express

Here, There and Everywhere

ଯେତେ ପିତା ଅଟେ , ଶରୀର ପାଇଁ ସେତିକି ଗୁଣକାରୀ ହୋଇଥାଏ Nimba, ଜାଣନ୍ତୁ ନିମ୍ବର ଜୁସ୍ ପିଇବାର ଫାଇଦା ବିଷୟରେ

1 min read

ସେମିତି ନିମ୍ବର ସ୍ୱାଦ ସମସ୍ତଙ୍କୁ ପିତା ଲାଗିଥାଏ, କିନ୍ତୁ ଆୟୁର୍ବେଦ ଅନୁସାରେ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ୍ ମାନାଯାଏ , ଏହା ସହ ନିମ୍ବର ବ୍ୟବହାର ଆୟୁର୍ବେଦ ମେଡିସିନ୍ ରେ କରାଯାଏ , ତେବେ ଏମିତି ସମସ୍ତଙ୍କୁ ନିମ୍ବ ସେବନ କରିବା ଉଚିତ୍ ,ହଁ ଆଜ୍ଞା ନିମ୍ବର ରସକୁ ଏକ ଗିଲାସରେ ପକାଇ ମେଡିସିନ୍ ଭାବି ପିଇଦିଅନ୍ତୁ, ଏଥିରେ ଆପଣଙ୍କୁ କେତେ ଲାଭ ମିଳିବ, ଯେଉଁ ଲୋକଙ୍କୁ ନିମ୍ବ ପିତା ଲାଗେ ସେ ନିମ୍ବର ରସରେ ଟିକିଏ ମସଲା ପକାଇପାରିବେ, କାରଣ ନିମ୍ବ ସ୍ୱାସ୍ଥ୍ୟ ପାଇଁ ଫାଇଦାଦାୟକ ହୋଇଥାଏ, ଏଥିପାଇଁ ପିତା ସ୍ୱାଦରୁ ବଞ୍ଚିବାପାଇଁ ଏଥିରେ ଲୁଣ କିମ୍ବା କଳା ମରିଚ ଗୁଣ୍ତ ପକାଇକରି ଏହାର ସେବନ କରିପାରିବେ । ନିମ୍ବକୁ ତିନି ମିନିଟ୍ ରୁ ଅଧିକା ଷ୍ଟୋର୍ କରି ରଖିବା ଉଚିତ୍ ନୁହେଁ , ଏହାକୁ ପିଇବା ସମୟରେ ନାକକୁ ବନ୍ଦ କରିଦିଅନ୍ତୁ, ଏଥିରେ ନିମ୍ବର ରସ ପିଇଲେ ସହଜ ହେବ, କହିଦେବୁ କି ନିମ୍ବର ରସ ସେବନ ଯଦି ସକାଳୁ କରିବେ ତେବେ ଅଧିକା ଫାଇଦା ହେବ, ଆପଣ ଚାହିଁଲେ ନିମ୍ବର ଜୁସ୍ ବନାଇକରି ତାହାର ସେବନ କରିପାରିବେ, ଏଥିରେ ଆପଣଙ୍କ ଓଜନ କମ୍ ହେବ ଚାଲନ୍ତୁ ଆପଣଙ୍କୁ କହିବୁ ନିମ୍ବର ଜୁସ୍ କିପରି ବନାଇବେ , ଏଥିପାଇଁ ଦୁଇଶହ ପଚାଶଗ୍ରାମ ନିମ୍ବର୍ ପତ୍ର, ଏକ ଲିଟର ପାଣି ଓ ସ୍ୱାଦ ଅନୁସାରେ ଲେମ୍ବୁର ରସ ନିଅନ୍ତୁ । ଏହାକୁ ବନାଇବାପାଇଁ ନିମ୍ବର ପତ୍ରକୁ ଧୋଇକରି ଏଥିରେ ଦରକାର ମୁତାବିକ ପାଣି ପକାଇ ରାତିସାରା ବତୁରାଇଦିଅନ୍ତୁ, ଏହାପରେ ସକାଳୁ ଏହାକୁ ଏକ ଗ୍ରାଇଣ୍ତିଙ୍ଗ୍ କରି ପେଷ୍ଟକୁ ପାଣି ତଥା ଲେମ୍ବୁର ରସରେ ପକାଇ ତାକୁ ଛାଣିଦିଅନ୍ତୁ, ଓବୋତଲରେ ଭରି କରି ରଖିଦିଅନ୍ତୁ, ଏହି ଜୁସ୍ କୁ ଆପଣ ଦୁଇ ତିନି ଦିନ ଯାଏଁ ପିଇପାରିବେ ,ଓ ଏଥିରେ ଆପଣଙ୍କ ଓଜନ କମ୍ ହେବ , ଯଦି ଆମେ ଏହାର ବାକି ଫାଇଦା ବିଷୟରେ କହିବୁ ତେବେ କିଛି ଏହିପ୍ରକାରର ଅଟେ ।

‘୧) ବ୍ରଣରୁ ଦେଇଥାଏ ମୁକ୍ତି- କହିଦେବୁ କି ନିମ୍ବରେ ଆଣ୍ଟି ଇମ୍ପ୍ଲାମେଣ୍ଟାରି ତତ୍ତ୍ୱ୍ ମିଳିଥାଏ, ଯାହା ତ୍ୱଚାକୁ ଚମକ ଦେବାରେ କାମ କରେ ଓ ବ୍ରଣ ଦୁର କରିଥାଏ ।

୨) ପିଲିଆ ରୋଗ ପାଇଁ ଫାଇଦାଦାୟକ- କହିଦେବୁ କି ନିମ୍ବର୍ ପତ୍ରର ରସରେ ମହୁ ମିଶାଇକରି ଅଧା ଚାମଚ ପିଇଲେ ପିଲିଆ ପାଇଁ ଫାଇଦା ହୋଇଥାଏ, ଓ ଏହାକୁ କାନରେ ପକାଇଲେ କାନ ସଂବନ୍ଧିତ ସବୁ ରୋଗରୁ ମୁକ୍ତି ମିଳିଥାଏ ।

୩) ମଇଳାକୁ କରେ ସଫା- ନିମ୍ବର୍ ରସ ଶରୀର ଭିତରେ ମଇଳାକୁ ସଫା କରିବାରେ ସାହାଯ୍ୟ କରେ ଏହା ନା କେବଳ ତ୍ୱଚାକୁ ସଫାକରେ , ବରଂ ବାଳକୁ ଚମକ ଦେଇଥାଏ, ଓ ପାଚନକ୍ରିୟାକୁ ବି ସୃଦୃଢ କରେ ।

୪) ସୁଗର୍ ବା ଡାଇବେଟିଜ୍ ରୋଗୀ ନିଶ୍ଚିତ ପିଅନ୍ତୁ- କହିଦେବୁ କି ଯେଉଁ ଲୋକଙ୍କୁ ସୁଗର୍ ହୋଇଛି, ସେମାନେ ନିମ୍ବର ରସ ନିଶ୍ଚିତ ପିଇବା ଉଚିତ୍, ଏହା ତାଙ୍କର ବ୍ଲଡ୍ ସୁଗର୍ ଲେବୁଲ୍ କଣ୍ଟ୍ରୋଲ୍ କରିଦେବ ।

୫) ଦୃଷ୍ଟିଶକ୍ତିକୁ ବଢାଏ- କହିଦେବୁ କି ନିମ୍ବର ରସ ଦୁଇ ବୁନ୍ଦା ଆଖିରେ ପକାଇଲେ ଆଖିର ରଶ୍ମୀ ଅଧିକା ତେଜ୍ ହୋଇଥାଏ, ଯଦି ଆପଣଙ୍କୁ କଞ୍ଜକଟବାଇଟିସ୍ ହୋଇଯାଏ ତେବେ ଏହା ଠିକ୍ କରିଦିଏ ।

୬)ରକ୍ତକୁ କରେ ସଫା- କହିଦେବୁ କି ନିମ୍ବ ରକ୍ତ ଶୋଧକ ମେଡିସିନ୍ ଅଟେ, ଯାହା ଖରାପ କୋଲେଷ୍ଟ୍ରୋଲ୍ କୁ ନଷ୍ଟ କରି ଦେଇଥାଏ, ଏମିତିରେ ନିମ୍ବ ମାସରେ ଦଶଦିନପର୍ଯ୍ୟନ୍ତ ସେବନ କଲେ ହାର୍ଟ ସଂବନ୍ଧିତ ଅସୁବିଧାରୁ ମୁକ୍ତିପାଇପାରିବେ ।

୭) ପାଇଇରିଆ ପାଇଁ ଅଟେ ଲାଭକାରୀ- ଯେଉଁ ଲୋକଙ୍କର ମାଢୀରେ ରକ୍ତ ଆସିବାର ସମସ୍ୟା ଅଛି ତାଙ୍କୁ ନିମ୍ବର ଭିତରି ଛାଲ ଓ ପତ୍ରକୁ ପାଣିରେ ବତୁରାଇ କୁଳି କରିବା ଉଚିତ୍, ଏଥିରେ ବହୁତ ଲାଭ ମିଳିବ, ଏହା ଛଡା ନିମ୍ବର ଫୁଲକୁ କାଢା ବନାଇକରି ପିଇଲେ ବି ଲାଭ ହୋଇଥାଏ, ଓ ସବୁଦିନ ନିମ୍ବ ଦାନ୍ତକାଠିରେ ଦାନ୍ତ ଘସିଲେ ଦାନ୍ତରେ ଥିବା କିଟାଣୁ ନଷ୍ଟ ହୋଇଯାଆନ୍ତି, ଓ ଦାନ୍ତ ମାଢି ମଜବୁତ୍ ହୋଇଯାଏ ।

୮) ମାଲେରିଆ ପାଇଁ ଫାଇଦାଦାୟକ- କହିଦେବୁ କି ନିମ୍ବ ଭାଇରସ୍ ବିକାଶକୁ ରୋକିଥା, ଓ ଲିଭର୍ କାର୍ଯ୍ୟ କରିବାର କ୍ଷମତାକୁ ମଜବୁତ୍ କରେ, ଏଥିପାଇଁ ଏହା ମାଲେରିଆ ରୋଗରୁ ମୁକ୍ତି ଦେବାରେ ଫାଇଦାଦାୟକ ହୋଇଥାଏ ।

୯) ଗର୍ଭାବସ୍ଥା ସମୟରେ ଅଟେ ସାହାଯ୍ୟକାରୀ- କହିଦେବୁ କି ଗର୍ଭାବସ୍ଥା ସମୟରେ ନିମ୍ବର ରସ ପ୍ରାଇଭେଟ୍ ପାର୍ଟରେ ହେଉଥିବା ପୀଡାକୁ କମ୍ କରିଥାଏ, ଓ ବହୁତ ମହିଳାଙ୍କ ତ ଡେଲିଭରି ସମୟରେ ହେଉଥିବା ପୀଡାରୁ ମୁକ୍ତି ଦେଇଥାଏ, ନିମ୍ବର ରସ ମସାଜ୍ କଲେ ଉପଶମ ମିଳିଥାଏ , ଏହା ଛଡା ଛୁଆ ଜନ୍ମ ଦେବା ବାଲା ମହିଳା ଛୁଆ ଜନ୍ମ ହେବାପରେ ନିମ୍ବରପତ୍ରର ରସକୁ କିଛି ଦିନ ନିୟମିତ ପିଇଲେ ଗର୍ଭାଶୟ ସଙ୍କୋଚନ ଓ ରକ୍ତ ସଫା ହୋଇଥାଏ, ଏହା ସହ ଗର୍ଭାଶୟ ଓ ତାହାର ଆଖପାଖ ଅଙ୍ଗକୁ ଫୁଲିବା କମ୍ ହୋଇଯାଏ , ଓ ଭୋକ ଲାଗିଥାଏ ।

ଏହା ସହ ଏହା ପତଳାଝାଡାକୁ କମ୍ କରେ, ଓ ଜ୍ୱର ହୁଏ ନାହିଁ, ଯଦି ଆସେ ବି ତେବେ ଅଧିକା ହୁଏନାହିଁ, ଏବେ ଆପଣ ବୁଝିପାରିଥିବେ କି ନିମ୍ବ ସ୍ୱାସ୍ଥ୍ୟ ପାଇଁ କେତେ ହିତକାରୀ ଓ ଏହାର ଗୁଣକାରି ଫାଇଦା ହାସିଲ୍ କରିବାପାଇଁ ଆପଣଙ୍କୁ ଏହାର ସେବନ କରିବା ଉଚିତ୍ ।

Leave a Reply

Your email address will not be published. Required fields are marked *