January 21, 2025

Odia Express

Here, There and Everywhere

ବିରାଟ କୋହଲିଙ୍କ ପ୍ରଥମ Audi car ପୋଲିସ୍ ଷ୍ଟେସନରେ ପଡି ପଡି ଖାଉଛି ଖତ, କାରଣ ଅଟେ ଆଚମ୍ବିତ କରିଦେଲା ଭଳି

1 min read

ଏଥିରେ କୌଣସି ସନ୍ଦେହ ନାହିଁ କି ଭାରତୀୟ କ୍ରିକେଟ୍ ଟିମ୍ ର ଅଧିନାୟକ ବିରାଟ କୋହଲି ଦୁନିଆଁର ସବୁଠାରୁ ଧନୀ କ୍ରିକେଟିୟର୍ ଭାବେ ଜଣାଯାଆନ୍ତି, ହଁ ଆଜ୍ଞା ସେ କେବଲ ଭଲ ପ୍ରଦର୍ଶନ କରିନଥାନ୍ତି ବରଂ ବିଜ୍ଞାପନ ଦୁନିଆଁରେ ବି ତାଙ୍କର ଲୋକପ୍ରିୟତା ବହୁତ୍ ଅଧିକା । ଏମିତିରେ ଏହା କହିବା ଭୁଲ୍ ହେବ ନାହିଁ କି ବିରାଟଙ୍କ ପର୍ସନାଲିଟୀ କେଉଁ ହିରୋରୁ କମ୍ ଅଟେ ଓ ଏହି କାରଣରୁ ତାଙ୍କୁ ବହୁତ ଲୋକପ୍ରିୟ ବିଜ୍ଞାପନରେ ନିଆଯାଏ , ଏହା ଛଡା ବିରାଟ କୋହଲି ଙ୍କ ଲୋକପ୍ରିୟତା ଦର୍ଜନ ବ୍ରାଣ୍ତ ପାଇଁ ପୋଷ୍ଟର୍ ବୟ ହୋଇଥାନ୍ତି , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ବିରାଟ କୋହଲିଙ୍କ ପ୍ରଥମ ଅଡି କାର୍ ଏହି ସମୟରେ ପୋଲିସ୍ ଷ୍ଟେସନରେ ଅଛି ଏହାର ପଛରେ କାରଣ କଣ  ଆସନ୍ତୁ ଆପଣଙ୍କୁ ଜଣାଇବୁ ।

ଏବେ ଏମିତି ସମସ୍ତଙ୍କୁ ଜଣାଅଛି କି ବିରାଟ କୋହଲିଙ୍କୁ ଗାଡିଗୁଡିକର କେତେ ସଉକ ଅଛି, ଓ ତାଙ୍କ ପାଖରେ ବର୍ତ୍ତମାନ ବହୁତ ଲକ୍ଜୁରୀ ଗାଡି ଅଛି, କହିଦେବୁ କି ବିରାଟ କୋହଲି ବହୁତ ଲମ୍ବା ସମୟରୁ ଅଡି ଇଣ୍ତିଆର ବ୍ରାଣ୍ତ ଆମ୍ବାସଡର୍ ବି ଅଛନ୍ତି ଏମିତିରେ ବିରାଟ୍ କୋହଲି ଅଡି ଇଣ୍ତିଆର ସବୁ ନୁଆ ଲଞ୍ଚ କାର୍ ହେବା ପରେ ନଜର ଆସନ୍ତି, ଏହି ସମୟରେ ସମସ୍ତଙ୍କ ଦିମାଗରେ ଏହି ପ୍ରଶ୍ନ ଆସେ କି ଯଦି ବିରାଟଙ୍କୁ ସବୁ ଥର ନୁଆ ଅଡି କାର୍ ମିଳିଥାଏ ତେବେ ପୁରୁଣା କାର୍ କଣ କରନ୍ତି, ବିରାଟ କୋହଲିଙ୍କ ଏକ ପୁରୁଣା କାର୍ ଏହି ସମୟରେ ମହାରାଷ୍ଟ୍ର ପୋଲିସ୍ ଷ୍ଟେସନରେ ପଡିଛି, ହ୍ଁ ଆଜ୍ଞା ପୋଲିସ୍ ଷ୍ଟେସନ ବାହାରେ ପଡୀଥିବା ସେହି କାର୍ ଅଳିଆ ଓ ଧୁଳି ମାଟିରେ ଜମା ହୋଇପଡିଛି ।

ସେମିତି ଏଠାରେ ଧ୍ୟାନ ଦେଲା ବାଲା କଥା ଏହା କି ବିରାଟ କୋହଲି କେଉଁ ଅପରାଧରେ ସାମିଲ୍ ନାହାନ୍ତି, କିନ୍ତୁ ସେମିତି ବିରାଟଙ୍କ ପୁରୁଣା କାର୍ ହେବା କାରଣରୁ ସୋସିଆଲ୍ ମିଡିଆରେ ଏହି କାର୍ କୁ ନେଇ ବିରାଟଙ୍କ ବହୁତ ଚର୍ଚ୍ଚା ହେଉଛି, କଥା ଏହା କି ଯେବେ ଅଡି ଇଣ୍ତି ନୁଆ R*  ଲଞ୍ଚ କରିଥିଲା ତେବେ ଭାରତୀୟ ଅଧିନାୟକଙ୍କ ଦ୍ୱାରା ବ୍ୟବହାର କରାଯାଇଥିବା ପୁରୁଣା ମଡେଲ୍ କୁ ବିକ୍ରି କରିବାକୁ ଫଇସଲା କଲେ, ଏହି କାର୍ ଯାହା ପୋଲିସ୍ ଷ୍ଟେସନ ବାହାରେ ଠିଆ ହୋଇଛି

ସେ ଅସଲରେ ୨୦୧୨ ମଡେଲର ଅଟେ, ଓ ବର୍ତ୍ତମାନ ସମୟରେ ଏହି କାର୍ ବିରାଟଙ୍କ ସହ କୌଣସି ସଂମ୍ପର୍କ ନାହିଁ, ମାନେ ଏହା ବିରାଟଙ୍କ ପ୍ରଥମ ଅଡି କାର୍ ଥିଲା ଯାହା ୨୦୧୬ ରେ ବିରାଟ୍ କୋହଲି ଏକ୍ ବ୍ରୋକର ସାଗର ଠକରଙ୍କୁ ନିଜ ଅଡି କାର୍ ବିକ୍ରି କରିଦେଇଥିଲେ ।ସେମିତି ଖବରରୁ ଜଣାଯାଏ ଯେ ସାଗର ଠକରଙ୍କ ପରେ କେଉଁ ଘୋଟାଲାରେ ସାମିଲ୍ ହୋଇଥିଲେ , ଏହାକୁ ନେଇ ତାଙ୍କ ଗାଡି ପୋଲିସ୍ ଦ୍ୱାରା ଜବତ ହୋଇଥିଲା

କହିଦେବୁ କି ସାଗର୍ ଠକର ନିଜ ଗାର୍ଲଫ୍ରେଣ୍ତକୁ ଗିଫ୍ଟ ଦେବାପାଇଁ ଏହି ଅଡି କାର୍ କିଣିଥିଲେ, ଓ  ଏବେ ଏହି କାର୍ ପୋଲିସ୍ ଷ୍ଟେସନ ବାହାରେ ରହିକରି ଧୁଳି ମାଟି ଖାଉଛି, ଏହା ଭଲ କଥା କି ବିରାଟ କୋହଲି ପୁରା କାଗଜପତ୍ର କରିଥିଲେ ଯାହାକୁ ନେଇ ତାଙ୍କୁ କେଉଁ ଅସୁବିଧାର୍ ସାମ୍ନା କରିବାକୁ ପଡିନଥିଲା, ଏହାର ମତଲବ ଏହା କି ବିରାଟ କୋହଲିଙ୍କ ପ୍ରଥମ ଅଡି କାର୍ କୁ ଯିଏବି କିଣୀଥିଲେ, ସେହି ବ୍ୟକ୍ତିର ଭୁଲ୍ କାମ କାରଣରୁ ଆଜି ଏଇ କାର୍ ପୋଲିସ୍ ଷ୍ଟେସନରେ ଠିଆ ହୋଇଛି ।

Leave a Reply

Your email address will not be published. Required fields are marked *