October 25, 2024

Odia Express

Here, There and Everywhere

Home Tips – ଘରେ ଦେଖାଦେବେ ନାହିଁ ଝିଟିପିଟି , ଖାଲି କରନ୍ତୁ ଏହି ଛୋଟ ଉପାୟ ଆପଣଙ୍କ ଅଂଚଳ ମାଡ଼ିବେ ନାହିଁ ଝିଟିପିଟି

1 min read

ସାଧାରଣତଃ ଯେବେ ଖରା ଦିନର ଆରମ୍ଭ ହୋଇଥାଏ ତେବେ ଘରେ ସବୁ ଜାଗାରେ ଝିଟିପିଟିର ଆଗମନ ହେବାକୁ ଲାଗେ ହଁ ଆଜ୍ଞା ଥଣ୍ତା ଦିନରେ ସେମିତି ଝିଟିପିଟି କମ୍ ଦେଖାଯାଉଥିବେ କିନ୍ତୁ ଖରାର ଦିନରେ ଏହାର ଫେବରାଇଟ୍ ସିଜିନ୍ ହୋଇଥାଏ, ବୋଧେ ଏହି କାରଣରୁ ଝିଟିପିଟି ଅଧିକାଂଶ ଖରା ଦିନରେ ହିଁ ବାହାରକୁ ବାହାରନ୍ତି, ଏମିତିରେ ଘରେ ଝିଟିପିଟି ଭଗାଇବାର ସମସ୍ତେ ନାନାଦି ତରିକା ଆପଣାନ୍ତି ।

ଏବେ ଜାହିର୍ କଥା କି ଯେଉଁ ଘରେ ଛୋଟ ଛୋଟ ଛୁଆ ଥିବେ ସେହି ଘରରେ ତ ଝିଟିପିଟିଙ୍କୁ ଦୁର କରିବା ଉଚିତ୍ , ଏହା ଛଡା ଝିଅଙ୍କୁ ଓ ମହିଳାଙ୍କୁ ଝିଟିପିଟି ଦେଖିକରି ଭୟଭୀତ ହୋଇଯାଆନ୍ତି, ଯଦି କେଉଁ ଝିଟିପିଟି ତାଙ୍କ ପାଖରେ ଥିବ ତେବେ ସେ କେଉଁ ବି ଅନ୍ୟ ଜିନିଷକୁ ଧ୍ୟାନ ଦିଅନ୍ତି ନାହିଁ, ଏମିତିରେ ଆମେ ଆପଣଙ୍କୁ କିଛି ସହଜ ତରିକା ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣାଇ ଆପଣ ଘରୁ ଝିଟିପିଟିକୁଦୁର କରିପାରିବେ ।

୧) କଳା ଲଙ୍କାର ସ୍ପ୍ରେ- କହିଦେବୁ କି ଏହି ସ୍ପ୍ରେକୁ ବନାଇବା ବହୁତ ସହଜ ହୋଇଥାଏ,  ହଁ ଆଜ୍ଞା ଏହି ସ୍ପ୍ରେକୁ ବନାଇବା ପାଇଁ ଆପଣଙ୍କୁ କେବଲ କଳା ଲଙ୍କାର ପାଉଡର୍ ପାଣି ସହ ମିଶାଇବାର ଅଛି, ଏହାପରେ ଏହି ମିଶ୍ରଣକୁ ଏକ ସ୍ପ୍ରେର ବୋତଲରେ ଭରିକରି ସବୁ କୋଣରେ ଯେଊଁ ଜାଗାରେ ଝିଟିପିଟି ଅଛନ୍ତିଇ ସେଠାରେ ଛିଞ୍ଚନ କରିବାର ଅଛି, ଏହାର ବ୍ୟବହାର କରିବା ପୁର୍ବରୁ ଭଲ ଭାବରେ ହଲାଇଦିଅନ୍ତୁ, ଓ ଘରର ଅଲଗା ଅଲଗା ଜାଗାରେ ଛିଞ୍ଚନ କରନ୍ତୁ, ଏହାର ଦୁର୍ଗନ୍ଧରେ ଝିଟିପିଟି ଆପେ ଆପେ ଘରୁ ପଳେଇବେ ।

୨) ରସୁଣ ଓ ପିଆଜ- ଏବେ ଏମିତି ଏହି ଦୁହେଁ ଜିନିଷର ବ୍ୟବହାର ଆମେ ସ୍ୱାଦିଷ୍ଟ ଖାଦ୍ୟ ବନାଇବାରେ କରିଥାଉ, କିନ୍ତୁ ଆପଣ ଝିଟିପିଟିରୁ ମୁକ୍ତି ପାଇପାରିବେ, ଏହି ତରିକା ଅନୁସାରେ ଏକ ସ୍ପ୍ରେ ବୋତଲରେ ପିଆଜର ରସ ଓ ପାଣି ମିଶାଇଦିଅନ୍ତୁ, ତାପରେ କିଛି ବୁନ୍ଧା ରସୁଣର୍ ପକାଇଦିଅନ୍ତୁ, ଓ ଭଲ ଭାବରେ ସେକ୍ କରି ମିକ୍ସ କରିଦିଅନ୍ତୁ, ଏବେ ଏହି ପାଣିକୁ ଘରର କୋଣରେ ଛିଞ୍ଚନ କରନ୍ତୁ, ଯେଉଁଠି ଝିଟିପିଟି ଅଧିକା ଦେଖାଯାଉଥିବେ, ଯଦି ଆପଣ ଚାହିଁବେ ତେବେ ରସୁଣର ପାଖୁଡା ରଖିପାରିବେ, ପିଆଜ ଓ ରସୁଣ ଦୁହେଁଙ୍କ ଗନ୍ଧ ଅଧିକା ହୋଇଥାଏ , ଏହାର ଗନ୍ଧରୁ ଝିଟିପିଟି ପଳେଇଯାଆନ୍ତି ।

୩) ବରଫ ବାଲା ଥଣ୍ତା ପାଣି- ସେମିତି ଆପଣ ଖରାର ଦିନରେ ସବୁଦିନ ବରଫ ଥଣ୍ତା ପାଣି ବ୍ୟବହାର କରୁଥିବେ, କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ଥଣ୍ତା ପାଣି ଝିଟିପିଟିଙ୍କୁ ଥଣ୍ତା ଜ୍ୱର୍ କରିବାରେ ବହୁତ ପ୍ରମାଣିତ ହେବ, ଥଣ୍ତାର ମୌସୁମରେ ଝିଟିପିଟି ବଞ୍ଚିବାପାଇଁ ଅନୁକୁଳ ହୋଇନଥାଏ, ଓ ଏହି କାରଣରୁ ଥଣ୍ତା ଦିନରେ ସେମାନେ ବାହାରକୁ ବାହାରନ୍ତି ନାହିଁ ତେବେ ଏମିତିରେ ଯଦି ତାଙ୍କ ଉପରେ ବରଫ ବାଲା ପାଣି ସ୍ପ୍ରେ କରିବେ ତେବେ ସେ ତୁରନ୍ତ ଜାଗା ଛାଡିପଳାଇବେ, ମାନେ ଏବେ ଠାରୁ ଯେଉଁଠି ଝିଟିପିଟି ଦେଖାଦେବ, ତେବେ ସେଠାରେ ବରଫ ବାଲା ଥଣ୍ତା ପାଣି ସ୍ପ୍ରେ କରିଦିଅନ୍ତୁ, ଓ ବହୁତ ଦିନ ପର୍ଯ୍ୟନ୍ତ ଲଗାତାର ଏମିତି କରୁଥାନ୍ତୁ, ଏଥିରେ ଝିଟିପିଟି ଆପଣଙ୍କ ଘରୁ ଦୁରେଇଯିବେ ।

୪) ଫିନାଇଲ୍ ର ଗୋଲି- କହିଦେବୁ କି ଯେଉଁ ପରି ଆପଣ କପଡାରୁ ପୋକ ଦାଉରୁ ରକ୍ଷା ପାଇବାପାଈଁ ଫିନାଇଲ୍ ଗୋଲି ବ୍ୟବହାର କରନ୍ତି, ସେମିତି ଯେଉଁଠି ଝିଟିପିଟୀ ଦେଖାଦେବ, ସେଠାରେ ଫିନାଇଲ୍ ର ଦୁଇଟି ଗୋଲି ରଖିଦେବେ, ଏହାର ଗନ୍ଧରେ ଝିଟିପିଟି ଘରୁ ଦୁରେଇ ଯାଆନ୍ତି ।

Leave a Reply

Your email address will not be published. Required fields are marked *