October 22, 2024

Odia Express

Here, There and Everywhere

ବାସ୍ତୁ ଶାସ୍ତ୍ର, ଏହି ଫଟୋକୁ ନିଜ ଘରେ ସ୍ଥାପନା କରିଲେ ଆପଣଙ୍କ ଘରେ ଆଣିପାରିବେ ସୁଖ ଓ ସମୃଦ୍ଧି

ଫଟୋ ଆମ ଜୀବନରେ ବହୁତ୍ ଅଲଗା ମହତ୍ତ୍ୱ ରଖିଥାଏ । କେବେ ଏହା ସ୍ମୃତି ରୁପରେ ହୋଇଥାଏ । ବହୁତ ଲୋକ ନିଜର ପରିବାର ଫଟୋ ଲଗାନ୍ତି ଯାହା ସେ କ୍ଷଣକୁ ତାଙ୍କୁ ସ୍ମରଣ ରହିବ । ଜୀବନରେ ସବୁବ୍ୟକ୍ତି ନିଜ ଘର୍କୁ ସୁନ୍ଦର୍ ବନାଇକରି ରଖିବାକୁ ଚାହେଁ, ଏଥିପାଇଁ ଲୋକ ନିଜ ଘରର ସାଜସଜ୍ଜା କରିବାକୁ ପାଇଁ ନାନାପ୍ରକାରର ଶୋ ପିସ୍ ବାଲା ଫଟୋ ଆଦି ଲଗାନ୍ତି, ରଙ୍ଗ ଓ ଚିତ୍ରର କାରଣରୁ ବ୍ୟକ୍ତି ଉପରେ ପ୍ରଭାବ ପକାଏ , ବାସ୍ତୁ ଅନୁସାରେ ଘର କିମ୍ବା କେଉଁ କାର୍ଯ୍ୟକ୍ଷେତ୍ରରେ ଲଗାଯାଇଥିବା ଫଟୋ ଆପଣଙ୍କ ଘରେ ଉର୍ଜାର ସଂଚାର କରିଥାଏ, ଘରେ ଲଗାଯାଉଥିବା ଫଟୋ ଆପଣଙ୍କ ଉପରେ ନକରାତ୍ମକ ଓ ସକରାତ୍ମକ ପ୍ରଭାବ ପକାଏ , ଆପଣ ନିଜ ଘରେ କିଛି ଏମିତି ଫଟୋ ଲଗାଇପାରିବେ ଯେଉଁଥିରେ ନକରାତ୍ମକ ଉର୍ଜା ସଂଚାର ହେବ ,ମାନ୍ୟତା ଅଛି କି ଏହି ଫଟୋକୁ ଲଗାଈଲା ପରେ ଭାଗ୍ୟଦୋୟ ହୋଇଥାଏ, ଓ ଘରେ ସୁଖ ଓ ସମୃଦ୍ଧି ଆସିଥାଏ ।

ଆର୍ଥିକ ସଂପନ୍ନତା ପାଇଁ ଲୋକେ ନିଜ ଘରର ମନ୍ଦିରରେ କମଳରେ ବିରାଜମାନ ଲକ୍ଷ୍ମୀଙ୍କ ଫଟୋ ଲଗାଇବା ଉଚିତ୍ , ଏହା ଛଡା ଘରର୍ ଉତ୍ତର ଦିଗରେ କୁବେର କିମ୍ବା ମା ଲକ୍ଷ୍ମୀଙ୍କର ଫଟୋ ଲଗାଇବା ଉଚିତ୍, ଯେଉଁଥିରେ ମା ଲକ୍ଷ୍ମୀ ବସିଥିବେ, ତାଙ୍କ ହାତରେ ଧନ ବର୍ଷା ହେଉଥିବ, ମାନ୍ୟତା ଅଛି କି ଏହି ଘରେ କେବେ ପଇସାର ଅଭାବ ଦେଖାଯାଏ ନାହିଁ । ଘରର ମୁଖ୍ୟଦ୍ୱାରରେ ଓ ଡ୍ରଇଂଙ୍ଗ୍ ରୁମରେ ଫୁଲର ଫଟୋ ଲଗାଇବା ଉଚିତ୍

ଏହା ଛଡା କାର୍ଯ୍ୟକ୍ଷେତ୍ରରେ ସୁର୍ଯ୍ୟୋଦୟର ଫଟୋ ଲଗାଇବା ଉଚିତ୍ , ମାନ୍ୟତା ଅଛି କି ଏହା ଦ୍ୱାରା ଘରୁ କଳହ ଦୁର ହୋଇଯାଏ , ଓ କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଆସିବାରେ ଲାଗେ । ସନ୍ତାନ ସୁଖ ଯେ କୌଣସି ସୁଖରୁ ବଳି ହୋଇଥାଏ,  ସନ୍ତାନ ପ୍ରାପ୍ତି କାମନା କରୁଥିବା ଦମ୍ପତିଙ୍କୁ ନିଜ ଘରେ କମଳର ଫଟୋ ଲଗାଇବା ଉଚିତ୍ , ଏହା ଛଡା ଗାଇର ଫଟୋ ସହ ବାଛୁରୀ ଥିବା ଦରକାର, ଘରର୍ ମନ୍ଦିରରେ କୃଷ୍ଣଜୀଙ୍କର ବାଳ ସ୍ୱରୁପ ଫଟୋ ଲଗାଇବା ଉଚିତ୍  ।

ଘରେ ଭଗବାନ କୃଷ୍ଣଙ୍କର ଏମିତି ଫଟୋ ଲଗାଇବା ଜରୁରୀ ଯେଉଁଥିରେ ସେ ଆଶିର୍ବାଦ ଦେଉଥିବେ , ଏହା ସହ ମନ୍ଦିରରେ ଭଗବାନ ଶିବଙ୍କର ପ୍ରସନ୍ନ ଚିତ୍ତ , ଆଶିର୍ବାଦ ମୁଦ୍ରାରେ ଫଟୋ ଲଗାଇବା ଉଚିତ୍ , ଏଥିରେ ଆପଣଙ୍କ ଘରର କଳହ ଦୁର ହୋଇଯାଏ , ଓ ଜୀବନରେ ସବୁ ଅସୁବିଧା ଦୁର ହୋଇଯାଏ , ଘରେ ଅଧିକା ଫଟୋ ଲଗାଇବା ଉଚିତ୍ ନୁହେଁ, ଏହା ସହ ଏହି ଫଟୋକୁ ନିୟମିତ ସଫା କରିବା ଉଚିତ୍, ଘରେ କଣ୍ଟା, ଆକ୍ରାମକ ପଶୁ, ଓ ହିଂସାତ୍ମକ ପଶୁଙ୍କ ଫଟୋ ଲଗାଇବା ଅନୁଚିତ୍, ଏଥିରେ ନକରାତ୍ମକତା ଭାବନା ସୃଷ୍ଟି ହୁଏ, ଏହି କାରଣରୁ ଏହି ପ୍ରକାରର ଲଗାଇବା ଉଚିତ୍ ନୁହେଁ , ଏହି ପ୍ରକାରର ଫଟୋ ନକରାତ୍ମକ ମାନସିକତା ଭାବନା ସୃଷ୍ଟି କରିଥାନ୍ତି ।

Leave a Reply

Your email address will not be published. Required fields are marked *