October 22, 2024

Odia Express

Here, There and Everywhere

ଏହି ଗାଁର ମହିଳାମାନେ ୭୦ ବର୍ଷ ବୟସରେ ଏତେ ଜବାନ୍ ଓ ସୁନ୍ଦର ଦେଖାଯାଆନ୍ତି – ସୁନ୍ଦରତା ରେ ବଲିଉଡ ହିରୋଇନ ଏମାନଙ୍କ ଆଗେ ଫେଲ – ଏହାର୍ ପଛରେ ବହୁତ ରହସ୍ୟ ଜାଣିଲେ ଆପଣ ବି ଚକିତ ହୋଈଯିବେ

1 min read

ଆଜିର ସମୟରେ ମହିଳା ପୁରୁଷଙ୍କ ସବୁ କାମରେ କାନ୍ଧକୁ କାନ୍ଧ ମିଳାଇ କାମ କରୁଛନ୍ତି, ଓ ଦେଖିବାକୁ ଗଲେ ଏହି ସମୟରେ ସବୁ କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ଅଧିକା ଅଛି, କାରଣ ବର୍ତ୍ତମାନ ସମୟରେ ମହିଳାଙ୍କ ଶିକ୍ଷା କ୍ଷେତ୍ର୍ ପ୍ରତି ଭଲ ପ୍ରଗତି ନିଜ ନାଁରେ କରୁଛନ୍ତି, କିନ୍ତୁ ବହୁତ୍ ଏମିତି ଜିନିଷ ଅଛି ଯାହା ମହିଳାଙ୍କ ସମ୍ମାନ ମିଳିଥାଏ ଯାହା ସେ ଚାହଁନ୍ତି , ଓ ତାଙ୍କୁ ବହୁତଥର ସମାଜରୁ ଅଲଗା ଦେଖାଯାଏ , କିଛି ଲୋକ କେବଳ ବିବାହ କରିବାପାଈଁ ସୁନ୍ଦର ଝିଅଙ୍କୁ ଖୋଜିଥାନ୍ତି, କିନ୍ତୁ ତାଙ୍କ ଭାଗ୍ୟ ଅଲଗା ହୋଇଥାଏ, ଓ ଯେଉଁ ଜିନିଷ ଭାଙ୍ଗିଥାଏ ସେ ହେଲା ନିରାଶା, ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହିବୁ, ଯେଉଁଠି ୬୫-୭୦ ବର୍ଷର ମହିଳାମାନେ ଏତେ ସୁନ୍ଦର ଦେଖାଯାଆନ୍ତି, କି ଆପଣ ନିଜ ଆଖିରେ ବିଶ୍ୱାସ୍ କରିପାରିବେ ନାହିଁ ।

ଏହି ଗାଁ ବିଷୟରେ କୁହାଯାଏ କି ଏଠାକାର ମହିଳାମାନେ ବହୁତ ଦିନ ଯାଏଁ ଜବାନ୍ ରହିଥାନ୍ତି, ଏହି ଗାଁ କାଶ୍ମୀରର ଗିଲଗିତ୍- ବାଲିସ୍ତାନର ପାହାଡରେ ଅଛି,  ଗାଁକୁ ଓଁଜା କୁହାଯାଏ, ଓ ଏଠାରେ ଭାରତ-ପାକିସ୍ଥାନ ସୀମା ପାଖାପାଖି ଅଛି, ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏଠାରେ ରହୁଥିବା କିଛି ଲୋକଙ୍କ ବୟସ ୧୧୦ ରୁ ୧୨୦ ମଧ୍ୟରେ ଦେଖିବାକୁ ମିଳେ, ଏହି ଗାଁଙ୍କ ଲୋକଙ୍କ ବିଷେଷତା ଏହା କି ଏମାନେ ବହୁତ ଦିନ ଯାଏଁ ଜବାନ୍ ଓ ସୁନ୍ଦର ରହନ୍ତି

ଏହି ବିଶେଷତା ବିଶେଷ ରୁପରେ ମହିଳାଙ୍କ ମଧ୍ୟରେ ଦେଖାଯାଏ , ଏଠାରେ ଲୋକଙ୍କ ଜୀବନକାଳ ୧୬୫ ବର୍ଷ ଅଟେ, ତାଙ୍କର ଏହି ବିଶେଷତା ଅଛି କି ଓଁଜାତି ସମୁଦାୟର ଲୋକ ସବୁବେଳେ ଥଣ୍ତା ପାଣିରେ ଗାଧୋଇଥାନ୍ତି, ଏହି ଜନଜାତିର୍ ଅଧିକାଂଶ ଲୋକ ୧୬୫ ବର୍ଷ ପର୍ଯ୍ୟନ୍ତ ଜିବିତ ରୁହନ୍ତି, ଓ ଏହି ଲୋକ ବିନା କେଉଁ ଅସୁବିଧାରେ ଲମ୍ବା ସମୟ ଯାଏଁ ସୁସ୍ଥ ବି ରୁହନ୍ତି, ଏହି ଲୋକ ନିଜ ଖାଦ୍ୟ ନିଜେ ଖାଆନ୍ତି, ଏହା ଛଡା ଏହି ଲୋକ ନିଜ ଶରୀରକୁ ସୁସ୍ଥ୍ୟ ରଖିବାପାଇଁ ୧୫-୨୦ କିମି ପାଦରେ ଚାଲିଥାନ୍ତି, ତାଙ୍କ ବୟସର ଅସଲି ରହସ୍ୟ ତାଙ୍କ ଜୀବନଶୈଳୀ ଅଟେ

ଏହି ଲୋକଙ୍କ ଜୀବନ ବଞ୍ଚିବାର ତରିକା ବହୁତ ସରଳ ଓ ସହଜ ହେବା ସହ ପ୍ରକୃତିର ବହୁତ୍ ପାଖାପାଖି ହୋଇଥାଏ, କାରଣ ଏମାନେ ଗାଁର୍ ପାହାଡରେ ଥାଆନ୍ତି, ଏଠାକାର ବାତାବାରଣ ମାନବ ଶରୀର୍ ପାଇଁ ଫାଇଦାଦାୟକ ହୋଇଥାଏ, ସେମିତି ଏହି ଜାଗାର ବାତାବରଣ ସବୁବେଳେ ପ୍ରଦୁଷଣ ମୁକ୍ତ ହୋଇଥାଏ ,ଓ ଏଠାକାର ଥଣ୍ତା ପବନ ପ୍ରାକୃତିକ ତରିକାର୍ ଏହି ଜାଗାରେ ଏହି ମହିଳାଙ୍କ ପାଇଁ ଓ ସୁନ୍ଦର ଓ ସେକ୍ସି ବନାଇଥାଏ, ଏହି ଜାଗାରେ ପୁରୁଷଙ୍କ ଅପେକ୍ଷା ଅଧିକା ମହିଳା ଅଛନ୍ତି, ଓ ମହିଳା ମାନେ ବହୁତ ସୁନ୍ଦର ଦେଖାଯାଆନ୍ତି ।

Leave a Reply

Your email address will not be published. Required fields are marked *