October 17, 2024

Odia Express

Here, There and Everywhere

ମଜାଦାର୍ ଜୋକ୍ସ : ହାଇ ସ୍କୁଲରେ ପଢୁଥିବା ଦୁଇଜଣ ସାଙ୍ଗ ପରସ୍ପର କଥା ହେଉଥିଲେ, ପ୍ରଥମ ସାଙ୍ଗ- ସାଙ୍ଗ, ମୋର ବାପା କହିଛନ୍ତି କି ଯଦି ଏଥର ଫେଲ୍ ହେଲି ତ

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲିଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଦିନ ଗଣିତ ଶିକ୍ଷକ ନିଜ କ୍ଲାସରେ ଛୁଆଙ୍କୁ ପାଟି କରୁଥିଲେ, ଶିକ୍ଷକ ଛୁଆଙ୍କୁ- କାଲି ଯେଉଁ ଗୁଣନ ମନେ ରଖି ଆସିନି ତାକୁ ଆଜି ଛାଡିବିନି, ଚମ୍ପୁ- ଠିକ୍ ଅଛି ସାର୍, କାଲିର କଥା କାଲି ଦେଖିବା, ଆଗାମୀ ଦିନ, ଶିକ୍ଷକ-ଯିଏ ଗୁଣନ ମନେ ରଖିନ ସେ ମୁର୍ଗା ହୋଇଯାଅ, ଚମ୍ପୁ- ସାର୍- ସୁଖିଲା ମୁର୍ଗା ନା ତରି ବାଲା ? ଏହା କହିବାପରେ ବିଚରା ଚମ୍ପୁ ଏବେ ପର୍ଯ୍ୟନ୍ତ ଶିକ୍ଷକଙ୍କ ହାତରୁ ମାଡ ଖାଉଛି ।

୨) ପପୁ- ପୁଅରେ ଦୁଇଟି ବିଛଣା କଣପାଇଁ ପକାଇଲୁ? ପୁଅ- ଘରେ ଦୁଇ ଅତିଥି ଆସିବାର ଅଛନ୍ତି, ପପୁ-କିଏ କିଏ ? ପୁଅ – ମାଙ୍କ ଭାଇ ଓ ମୋର୍ ମାମୁଁ , ପପୁ –ତାହାଲେ ଗୋଟେ ପକାନା, ମୋର ଶଳା ବି ଆସୁଛି ।

୩) କାଲି ପରିବା କିଣୁଥିଲି ,ଅଚାନକ ପୁରୁଣା ପ୍ରେମିକା ଉପରେ ମୋର ନଜର ପଡିଲା, ସେ ହସିଲା ଓ କହିଲା ହ୍ୟାଲୋ, ତାପରେ ମୋର ଛୁଆକୁ କହିଲି ପୁଅ- ମାଙ୍କୁ ନମସ୍କାର କରନ୍ତୁ, ଛୁଆ ମୋର ନିରିହ ଥିଲା, କହିଲା- ମା ଏତେ ତ ତୁମେ ଆଳୁ କିଣିନ ଯେତେ ମା ଗଣିଦେଇଛନ୍ତି ।

୪) ପ୍ରଥମେ ଜଣେ ଗାଡିବାଲା ରେଡ୍ ଲାଇଟ୍ ଡେଇଁଲା, ପଛରୁ ଆଉ ପାଞ୍ଚଜଣ, ବାକି ମାନେ ପଚାରିଲେ –ଇଏ କଣ ପାଇଂ ଛାଡିଦେଲା? ଇନସିପେକ୍ଟର୍ ଇଏ ଆମର ଲୋକ, ସେ ଫେରିଯିବ, ରେଡ୍ ଲାଇଟ୍ ଡେଇଁବ, ଓ ତୁମେ ୪-୫ ଜଣଙ୍କୁ ଫସେଇବ, ଶେଷରେ ଆମେ ବି ଟାର୍ଗେଟ୍ ପୁରା କରୁଛୁ ।

୫) ୪-୪ ବର୍ଷର ଛୁଆ ଗିତ ଗାଇ ବୁଲୁ ଛନ୍ତି, ଛୋଟି ଡ୍ରେସ୍ ମେଁ ବମ୍ ଲଗଦି ମେନୁ ଶଳା ଯେବେ ଆମେ ୪ ବର୍ଷର ଥିଲୁ ତେବେ ଗୋଟେ ଶବ୍ଦ ମନେଥିଲା, ଓ ତାହା ଥିଲା ଶକ୍ତି ଶକ୍ତି ଶକ୍ତିମାନ ।

୬) ଗୋଟେ ଝିଅ ଓ ଗୋଟେ ପୁଅ ବସ୍ ଷ୍ଟପ୍ ରେ ଠିଆ ହୋଇଥିଲେ, ପୁଅ- ଭଲ ଲିପିଷ୍ଟିକ୍ , ଝିଅ- ଥ୍ୟାଙ୍କ୍ସ ପୁଅ- ଚୁଡି ବି ଭଲ ହେଇଛି, ଝିଅ- ଥ୍ୟାଙ୍କ୍ସ ପୁଅ- ନେକଲେସ୍ ବି ବହୁତ ଭଲ ହେଇଛି, ଝିଅ- ଥ୍ୟାଙ୍କ୍ସ ଭାଇ ପୁଅ- କମାଲ୍ କରୁଛ, ତାପରେ ବି ଅସୁରୁଣି ଦେଖାଯାଉଛ ।

୭) ସ୍ତ୍ରୀ ସ୍ୱାମୀକୁ- ଜାଣିଛ ମୁଁ ତୁମକୁ ବାହା କାହିଁକି କଲି, ସ୍ୱାମୀ –କଣପାଇଁ ? ସ୍ତ୍ରୀ ସ୍ୱାମୀକୁ- ଯାହାଦ୍ୱାରା ମୁଁ ଜାଣିପାରିବି ତୁମେ କେତେ ମୁର୍ଖ ଅଟ, ସ୍ୱାମୀ ସ୍ତ୍ରୀକୁ- ତୋ ବାହା ହେବାର କଣ ଦରକାର ଥିଲା ? ଏହା ତ ତୁମେ ଏମିତି ଜାଣିପାରିଥାନ୍ତ ଯେବେ ମୁଁ ତୁମକୁ ବିବାହ କରିବାର ଇଚ୍ଛା ଜାହିର୍ କରିଥିଲି ।

୮) ନୁଆ ନୁଆ ବାହାଘର୍ ହୋଇଥିଲା, ବିବାହର ଆଗାମୀ ଦିନ ସ୍ୱାମୀ ସକାଳୁ ସକାଳୁ ନିଜ ସ୍ତ୍ରୀ ଉପରେ ପାଣି ପକାଇଦିଏ, ସ୍ତ୍ରୀ ନିଦରୁ ଉଠେ ରାଗିକରି କହେ- ପାଣି କଣପାଇଁ ପକାଇଲ, ସ୍ୱାମୀ- ତୋର ବାପା କହିଥିଲେ ଜ୍ୱାଇଁପୁଅ ମୋର ଫୁଲ ପରି ଝିଅକୁ କେବେ ମଉଁଳିବାକୁ ଦେବନାହିଁ ଏଥିପାଇଁ ପକେଇଲି ।

୯) ସାନ୍ତା- ଡାକ୍ତରଙ୍କୁ- ଚଷମା ଲଗାଇବା ପରେ ପଢିପାରିବି ନା ? ଡାକ୍ତର- ହଁ ନିଶ୍ଚିତ, ସାନ୍ତା- ତାହେଲେ ଠିକ୍ ଅଛି ଡାକ୍ତର- ନହେଲେ ଅଶିକ୍ଷିତ ଲୋକ ଙ୍କ ଜୀବନ ବି କେଉଁ ଜୀବନ କି ?

୧୦) ହାଇ ସ୍କୁଲରେ ପଢୁଥିବା ଦୁଇ ଝିଅ ପରସ୍ପରକଥା ହେଉଥିଲେ, ପ୍ରଥମ ସାଙ୍ଗ- ସାଙ୍ଗ ମୋର ବାପା କହିଛନ୍ତି କି ଏହିଥର ପରୀକ୍ଷାରେ ଫେଲ୍ ହେଲେ ତୋର ବାହାଘର କରାଇଦେବି, ଦ୍ୱିତୀୟ ସାଙ୍ଗ- ତାପରେ ତୁ କଣ ପ୍ରସ୍ତୁତି କରିଛୁ? ପ୍ରଥମ୍ ସାଙ୍ଗ- ଛାଡ୍ ଖାଲି ରିସେପ୍ସନର ଡ୍ରେସ୍ ନେବାର ଅଛି ।

Leave a Reply

Your email address will not be published. Required fields are marked *