October 28, 2024

Odia Express

Here, There and Everywhere

ଫାଟି ଯାଇଥିବା ନୋଟ୍ କୁ କଣ କରିବେ ? ଏହାକୁ ଆଉଥରେ ବ୍ୟବହାର କରିବା ପାଇଁ କିଛି ଆଇନଗତ ତରିକା ବିଷୟରେ ଜାଣିନିଅନ୍ତୁ

ଆମ ସମସ୍ତଙ୍କ ଜୀବନରେ ପଇସାର ଦାମ୍ ଅଧିକା ହୋଇଥାଏ, ତେବେ ଆମେ ଏହାକୁ ସଂମ୍ଭାଳିକରି ଓ ଭାବିଚିନ୍ତି କରି ଖର୍ଚ୍ଚ କରିବାରେ ବିଶ୍ୱାସ ରଖନ୍ତି । ବଜାରରୁ ପରିବା ନେବାରେ କିମ୍ବା କେବେ କେବେ ବ୍ୟସ୍ତତା ଭିତରେ କିମ୍ବା ଅଟୋ ବାଲା ଖୁଚୁରା ପଇସା ନେବାର ସମୟରେ ଆମେ ପଇସାକୁ ଯାଞ୍ଚ କରିନଥାଉ, ଯାହାକି ସେ ଫଟୋ ନୋଟ୍ ବି ହୋଇପାରେ, ଆମେ ବିନା ଯାଞ୍ଚରେ ସେଇ ନୋଟ୍ କୁ ରଖିଦେଉ । ତାପରେ ସେହି ନୋଟ୍ କୁ ଯେବେ ଆମେ ଖର୍ଚ୍ଚ କରିବା ସମୟରେ ଦେଖୁ ତେବେ ଆମକୁ ଜଣାପଡେ କି ନୋଟ୍ ଫଟା ଅଛି, ତାପରେ ଆମେ ସେଇ ନୋଟ୍ କୁ କେଉଁ ଅନ୍ୟ ଜାଗାରେ ବ୍ୟବହାରକରିପାରିନଥାଉ । ତାହା ଅଚଳ ହୋଇଯାଏ ।

ସମସ୍ତେ ତାହାକୁ ନେବାପାଇଁ ମନା କରିଦିଅନ୍ତି । କିନ୍ତୁ ଏହି ଫଟୋ ନୋଟ୍ କୁ ବ୍ୟାଙ୍କରେ ଜମା କରି ଏହା ବଦଳରେ ନୁଆ ନୋଟ୍ ପାଇପାରିବା, କିନ୍ତୁ ଏମିତି କରିବା ସମୟରେ ସେହି ନୋଟ୍ କୁ ଜାରି କରିଥିବା ସଂସ୍ଥା,ଗ୍ୟାରେଣ୍ଟି, ପ୍ରମିସ୍ କ୍ଲଜ୍, ଗର୍ଭର୍ଣ୍ଣର ହସ୍ତାକ୍ଷର, ଅଶୋକସ୍ତମ୍ଭ କିମ୍ବା ମହାତ୍ମା ଗାନ୍ଧୀଙ୍କ ଫଟୋ ଓ ୱାଟର ମାର୍କ ରହିବା ଜରୁରୀ ହୋଇଥାଏ, କିଛି ଦୋକାନରେ ଏମିତି ଫଟା ନୋଟ୍ ରେ ବଦଳାଯାଇପାରିବ, କିନ୍ତୁ ଏହାର ବଦଳରେ ଆପଣ ୫୦୦ କିମ୍ବା ୧୦୦୦ ଟଙ୍କା ବଦଳିବା ପାଇଁ ୧୦୦ ରୁ ୨୦୦ ଟଙ୍କା ଦେବାକୁ ପଡିଥାଏ ।

ଏହାକୁ ନେଇ ସରକାର ସର୍ବଜନିନ ବ୍ୟାଙ୍କ୍ ଙ୍କୁ ଏହି ଫଟା ନୋଟ୍ ବଦଳାଇବାର ସୁବିଧା ଦେଇଛନ୍ତି, କେଉଁ ବି ନୋଟ୍ ଅଚଳ ଅଛି ତେବେ ବ୍ୟାଙ୍କରେ ବଦଳାଇପାରିବେ , କିନ୍ତୁ ସେହି ନୋଟ୍ ଆଗରେ ଓ ପଛର ଭାଗରେ ସବୁ ଅଙ୍କ ମହଜୁଦ୍ ଥିବା ଦରକାର, ତେବେ ଏମିତି ନୋଟ୍ କେଉଁ ବ୍ୟାଙ୍କର କାଉଣ୍ଟରରେ ନିଜ କରେନ୍ସି ଚେଷ୍ଟ୍ କାଉଣ୍ଟର୍ ତଥା ଆର୍ ବି ଆଇ ର ରିଜିଓନାଲ୍ ଅଫିସ୍ ରେ ବିନା କୌଣସି କାର୍ଯ୍ୟନୁଷ୍ଠାନ ବିନା ଫର୍ମ ଭରି ବଦଳାଇପାରିବେ ।ଭାରତୀୟ ରିଜର୍ଭ ବ୍ୟାଙ୍କ୍ ନିୟମାବଳୀ ୨୦୦୯ କୁ ଜାରି କରି ଆର୍ ବିଆଇ ଭାରତୀୟ ନାଗରିକଙ୍କୁ ଖରାପ ଓ ପୁରୁଣା ନୋଟ୍ କୁ ବଦଳାଇବାର ସୁବିଧା ଦେଇଥିଲେ

ଏହି ନିୟମାବଳୀରେ ଲେଖାଯାଇଥିଲା କି ଖରାପ୍ କିମ୍ବା ଫଟା ହୋଇଯାଇଥିବା ନୋଟ୍ ଯାହା ଅଧିକାରୁ ଅଧିକା ଦୁଇ ଅଙ୍କ କୁ ଯୋଡିକରି ବନା ହୋଇଥିବ, କିମ୍ବା ଯାହାର ଗୋଟେ ଭାଗ ପୁରା ଫାଟିଯାଇଥିବ, ତଥା ଏହି ନିୟମାବଳୀରେ ଗୋଟେ ମୁଦ୍ଦା ସାମିଲ୍ କରାଯିବ, ଯିଏ କହେ କି ଯଦି ୧,୨,୫,୧୦ ଓ ୨୦ ଟଙ୍କାର ନୋଟ୍ ରେ କେଉଁ ବି ନୋଟ୍ ପଚାଶ ପ୍ରତିଶତ କମ୍ ଫାଟିଥିବ ତେବେ ସେହି ନୋଟ୍ ବଦଳାଇଲେ ପୁରା ପଇସା ଦିଆଯିବ । ୫୦ ଓ ତାହାଠାରୁ ଅଧିକା ଦାମ୍ ବାଲା ନୋଟ୍ କୁ ଆଣିକରି ଠିକ୍ ୬୫ ପ୍ରତିଶତ ହେଲେ ଏହି ଚଳନକୁ ବଦଳାଇପାରିବ, ଯଦି ଏହି ନୋଟ୍ ନିଜ ବାସ୍ତବିକ ଆକର ତୁଳନାରେ ୪୦ ପ୍ରତିଶତ ଅଧିକା ତଥା ୬୫ ପ୍ରତିଶତ କମ୍ ଏହି ଦାୟରାରେ ଫଟା କିମ୍ବା ଖରାପ ହୋଇଯାଏ

ତେବେ ତାହାକୁ ବଦଳାଇଲେ ସେହି ନୋଟ୍ ଦାମ୍ କେବଳ ଅଧା ପଇସା ବ୍ୟାଙ୍କ୍ ଦେବ, ଯଦି ଆପଣଙ୍କ ପାଖରେ କିଛି ଏମିତି ନୋଟ୍ ଆସେ ଯାହା ଉପରେ କିଛି ଲେଖା ହୋଇଥିବ, ତେବେ ବ୍ୟାଙ୍କ୍ ପଇସା ଦେବନାହିଁ ସେହି ମୁଲ୍ୟର ପଇସା ଆପଣଙ୍କ ଏକାଉଣ୍ଟରେ ଜମା କରିଦେବ । କିନ୍ତୁ ଏବେ ମନରେ ପ୍ରଶ୍ନ ଆସୁଥିବ କି ବ୍ୟାଙ୍କ୍ ଏହି ଖରାପ ନୋଟ୍ କୁ ନେଇ କଣ କରେ ? ସବୁ ବର୍ଷ ପ୍ରାୟ କୋଟିଏ ଟଙ୍କା ଫଟା ଆସେ , କିମ୍ବା ଖରାପ ବା ଅଚଳ ହୋଇଥାଏ , ତେବେ ଆର୍ ବିଆଇ ପାଖରେ ଏମିତି ଚଳନର ଭଣ୍ତାର୍ ଅଛି, କାରଣ ଏହି ଖରାପ ଓ ଫଟା ନୋଟ୍ କୁ ବହୁତଥର୍ ନାଗରିକ ବ୍ୟାଙ୍କ୍ ଯାଇକରି ବଦଳାଇନିଅନ୍ତି, ଏହି ଚଲନକୁ ଆଉଥରେ ବ୍ୟବହାର କରାଯାଇପାରିବ ନାହିଁ, ଏଥିପାଇଁ ଏହି ଚଳନକୁ ନଷ୍ଟ କରିଦିଆଯାଏ ।

ଆର୍ ବିଆଇ ପାଖରେ ଲକ୍ଷାଧିକ ସଂଖ୍ୟାରେ ଏମିତି ନୋଟ୍ ଜମା କରାଯାଏ , ଏହି ନୋଟ୍ ଏକ ରୁମ୍ ରେ ରଖିଦିଆଯାଏ ,ଓ ତାପରେ ସବୁ ବର୍ଷ ଏହି ଖରାପ ନୋଟ୍ କୁ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ତିଆ ଜଳାଇଦିଏ , ଏହି ଚଳନକୁ ବନାଇବାପାଇଁ ବିଶିଷ୍ଟ ପ୍ରକାରର କାଗଜ ଓ ସ୍ୟାହି ବ୍ୟବହାର କରାଯାଏ , ଯାହାର କାରଣରୁ ଏତେ ବଡ ସଂଖ୍ୟାରେ ମହଜୁଦ୍ ଏହି ଖରାପ୍ ନୋଟ୍ ଜଳାଇବା ସମୟରେ ବଡ ପରିମାଣର ଧୁଆଁ ହୋଇଥାଏ, ଯାହାର କାରାଣରୁ ପର୍ଯ୍ୟାବରଣ କ୍ଷତି ପହଞ୍ଚାଇଥାଏ, ଖରାପ ଓ ଫଟା ପୁରୁଣା ନୋଟ୍ କାରଣରୁ ପର୍ଯ୍ୟାବରଣରେ ପ୍ରଦୁଷିତ ହୋଇଥାଏ, ଏବେ ସରକାର ପ୍ଲାଷ୍ଟିକ୍ ନୋଟ୍ ବନାଇବାର ବିଚାର କରିଛନ୍ତି, ଯାହା କେବେ ଖରାପ୍ ହେବ ନାହିଁଓ ଫାଟିବ ବି ନାହିଁ, ପ୍ଲାଷ୍ଟିକ୍ ବାଳା ଚଳଣ କେବେ ତିଆରି ହେବ, ଏହାର ଏବେ କିଛି ଆଧିକାରିକ ଘୋଷଣା ହୋଇନାହିଁ, ଯଦି ବର୍ତ୍ତମାନ ସମୟରେ କିଛି ଏହି ପ୍ରକାର ଚଳନ କୁ ଜଳାଇକରି ତାଙ୍କୁ ନଷ୍ଟ୍ କରାଯାଉଛି ।

Leave a Reply

Your email address will not be published. Required fields are marked *