October 22, 2024

Odia Express

Here, There and Everywhere

ମଜାଳିଆ ଜୋକ୍ସ : ସୋଫାରେ ବସିଥିବା ଚମେଲି ଯେପରି ନିଜ ସ୍ୱାମୀ ଆଡକୁ ଟିକିଲେ ଗଲା ତେବେ ସ୍ୱାମୀ ତୁରନ୍ତ ଚଷମା ଲଗାଇଦେଲା

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ବ୍ୟକ୍ତି- ବାବା କେବେ କେବେ ରାତିରେ ଅଚାନକ ନିଦ ଭାଙ୍ଗିଯାଉଛି , ତେବେ ଦେଖୁଛି କି ସ୍ତ୍ରୀର ଚେହେରା ନୁର୍ ପରି ଚମକୁଛି, ଆଲୁଅ ଏତେ ହୋଇଥାଏ କି ଚାଦର ଉପରେ ତାର କିରଣ ଦେଖାଯାଉଛି, ଏହା କେମିତିକା ନୁର୍ ଅଟେ ବାବା, ବାବା- ଆରେ ମୁର୍ଖ , ନିଜ ମୋବାଇଲ୍ ରେ ପାସୱାର୍ଡ ପକାଇ ରଖ, ଫୋନ୍ ଚେକ୍ କରୁଛି ତୋର ।

୨) ପପୁ ପିଜୁଳି ନେଲା ତ ସେଥିରୁ ପୋକ ବାହାରିଲା, ପପୁ ପିଜୁଳି ବାଲାକୁ- ଏଥିରେ ତ ପୋକ ବାହାରୁଛି ପିଜୁଳି ବାଲା- ଏହା ତ ଭାଗ୍ୟର କଥା କଣ ଜଣା ଆଉଥରେ ମୋଟରସାଇକେଲ୍ ବାହାରିଯିବ , ପପୁ- ୨ କିଲୋ ଆଉ ଦେଇଦିଅ ତାହାଲେ

୩) ଯାତ୍ରୀ ଟ୍ରେନରୁ ଓହ୍ଲାଇଲା ଓ ସାନ୍ତାକୁ ପଚାରିଲା । ଏଇଟାକେଉଁ ଷ୍ଟେସନ, ସାନ୍ତା ହସିଲା ଆହୁରି ଜୋରରେ ହସିଲା, ଓ ହସି ହସି ବେଦମ୍ ହୋଇଗଲା, ଓ ବହୁତ ହସି ହସି ନିଜକୁ ସଂମ୍ଭାଳିକରି କହିଲା ଆରେ ପାଗଳ ଏଇଟା ରେଲୱେ ଷ୍ଟେସନ ବୋକା ।

୪) ସ୍ତ୍ରୀ- ହେ ଭଗବାନ ତୁମ ମୁଣ୍ତରୁ ରକ୍ତ ବାହାରୁଛି, ସ୍ୱାମୀ- ଆରେ ମୋର ସାଙ୍ଗ ମୋତେ ଇଟା ମାରିଦେଇଛି, ସ୍ତ୍ରୀ- ତୁମେ ବି ମାରିଦେଇଥାନ୍ତ, ତୁମ ହାତରେ କିଛି ନଥିଲା କି ? ସ୍ୱାମୀ- ହଁ ମୋର ହାତରେ ତାର ସ୍ତ୍ରୀର ହାତ ଥିଲା । ଏବେ ସ୍ତ୍ରୀର ହେଲା ସ୍ୱାମୀ ଉପରେ ପ୍ରହାର ।

୫) ଦୁଇଟି ଝିଅ ପରସ୍ପର କଥା ହେଉଥିଲେ, ପ୍ରଥମ ଝିଅ- ସାଙ୍ଗ ମୋର ବାପା କହିଛନ୍ତି କି ଏହିଥର ପରିକ୍ଷାରେ ଫେଲ୍ ହେଲେ ତୋର ବାହାଘର କରାଇଦେବି, ଦ୍ୱିତୀୟ ଝିଅ- ତେବେ ତୁ କେତିକି ପ୍ରସ୍ତୁତ କରିଛୁ, ପ୍ରଥମ ଝିଅ- ଖାଲି ରିସେସ୍ପନ୍ ଡ୍ରେସ୍ ପିନ୍ଧିବାର ବାକି ଅଛି ।

୬) ପପୁ- ମା ତୁମେ ସବୁ ପଇସା ନିଜ ପଣତକାନିରେ ବାନ୍ଧିକି ରଖୁଛ ? ମା- ପୁଅ ଏଥିପାଇଁ ରଖୁଛି ଯେମିତି ତୋ ବାପା ଜାଣିପାରିବେ ନାହିଁ, ପପୁ- ଓହଃ ସେଥିପାଇଁ ବାବା ଟେନସନ୍ ରେ ଲାଗୁଥିଲେ ମା-କଣ ହେଲା ? ପପୁ- ତୁମେ ସବୁ ପଇସା ନିଜ କାନିରେ ଲୁଚାଉଛ , ବିଚରା ବାପା କାମବାଲି ବାଇର କାନି କାଢୁଛନ୍ତି । ମା- ବେହୋସ୍

୭) ସ୍ତ୍ରୀ ନୁଆ ଶାଢୀ ନେଇକି ଆସିଲା , ସ୍ତ୍ରୀ- ଜାନୁ କୁଆଡେ ଯିବନି, ଏବେ ନୁଆ ଶାଢୀ ପିନ୍ଧିକରି ଆସୁଛି, ସ୍ୱାମୀ- ଆରେ ଠିକ୍ ଅଛି ଜଲଦି ଆସ, ସ୍ତ୍ରୀ-ଦେଖ କେମିତି ଲାଗୁଛି ମୁଁ , ସ୍ୱାମୀ-ଆରେ ବାଃ ବହୁତ ସୁନ୍ଦର କିସ୍ କରିବାକୁ ମନ ହଉଛି, ସ୍ତ୍ରୀ-ହଁ ସେ ଦୋକାନୀ ଏହା କହୁଥିଲା ।

୮) ପପୁ ନିଜ ପାଖ ପଡୋଶୀକୁ ଭଲ ପାଉଥିଲା, ଦିନେ ପପୁ ନିଜ ପଡୋଶୀଘର ଝିଅକୁ ଦେଖାକରିବାକୁ ଡକାଇଲା, ପପୁ ରୋମାଣ୍ଟିକ୍ ମୁଡ୍ ରେ କହିଲା- ଆଜି କିଛି କରିବାକୁ ମନ ହେଉଛି, ପଡୋଶୀ ଝିଅ- ନା ଏବେ ନୁହଁ ବାହାଘର ପରେ କରିବ , ପପୁ- ଆରେ ତୁ ଡରନି, ମୁଁ ପୁର୍ବରୁ ବାହା ହୋଇଛି ।

୯) ସ୍ତ୍ରୀ ଭୟଭୀତ ହୋଇ ସ୍ୱାମୀର ଅଫିସ୍ କୁ ଫୋନ୍ କରି ପଚାରେ, ସ୍ତ୍ରୀ-ଆରେ ଶୁଣୁଛ, କେଉଁଠି ଅଛ ତୁମେ ? ସ୍ୱାମୀ-ଆରେ ବାବା ଅଫିସ୍ ରେ ଅଛି, କଣ ହେଲା କୁହ ? ସ୍ତ୍ରୀ-କିଛି ନାହିଁ ମୋର ଭଉଣୀ ପଳେଇଛି କୁଆଡେ, କାହାସହ ସେଥିପାଇଁ ପଚାରିଲି ।

୧୦) ସୋଫାରେ ବସିଥିବା ଚମେଲି ଯେମିତି ନିଜ ସ୍ୱାମୀ ପାଖକୁ ଆସିଲା ସ୍ୱାମୀ ତୁରନ୍ତ ଚଷମା ଲଗାଇଦେଲା, ଚମେଲି- ତୁମେ ସବୁବେଳେ ଏମିତି କଣପାଇଁ କରୁଛ ? ଚଷମା ବିନା ମୋତେ ଦେଖିପାରୁନ କି ? ସ୍ୱାମୀ-ଏମିତି ନୁହେଁ ଡାକ୍ତର ଚଷମା ଦେଲାବେଳେ କହିଥିଲା କି ଯେବେ ମୁଣ୍ତବିନ୍ଧା ପାଖକୁ ଆସିଲେ ଚଷମା ଲଗାଇଦେବ ।

Leave a Reply

Your email address will not be published. Required fields are marked *