October 22, 2024

Odia Express

Here, There and Everywhere

ୟୁପିଏସ୍ ପରୀକ୍ଷାର ପ୍ରଶ୍ନ : – ସେ କେଉଁ ଜିନିଷ ଅଟେ ଯାହାକୁ ପିନ୍ଧିବା ବାଲା କିଣିପାରିବ ନାହିଁ ଓ କିଣିଲା ବାଲା ନିଜେ ପିନ୍ଧିପାରିବ ନାହିଁ – ଉତର ଜଣାଥିଲେ ଏବେ ଉତ୍ତର କୁହନ୍ତୁ

1 min read

ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା  । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ ।

୧) ଗ୍ରୀନ୍ ହାଉସ୍ ଗ୍ୟାସର ତୃତିୟ ସବୁଠାରୁ ବଡ ଉତ୍ସେର୍ଜକ କିଏ ଅଟେ ? ଉତ୍ତର- ଭାରତ ସଂଯୁକ୍ତ ରାଜ୍ୟ ଆମେରିକା ଓ ଚିନ୍ ପରେ ଗ୍ରୀନ୍ ହାଉସ୍ ଗ୍ୟାସର ତୃତୀୟ ସବୁଠାରୁ ବଡ ଉତ୍ସେର୍ଜକ ଅଟେ ।

୨) ଭାରତରେ ସର୍ବୋଚ୍ଚ ନ୍ୟାୟାଳୟର କୃତିମ ବୁଦ୍ଧିମତା ସମିତି ପୁର୍ବରୁ ଅଧ୍ୟକ୍ଷ୍ୟ କିଏ ଥିଲେ ? ଉତ୍ତର- CJI SA Bobde କୃତିମ ବୁଦ୍ଧିମତା ସମିତିର ପ୍ରଥମ ଅଧ୍ୟକ୍ଷ୍ୟ ଥିଲେ ।

୩) ଏହି ବର୍ଷ ୪ ଦଶକର ପରେ କେଉଁଠି ସୁପ୍ତ ଜ୍ୱାଳାମୁଖୀ ଫାଟିଲା ? ଉତ୍ତର- ଚାରି ଦଶକରୁ ଅଧିକା ସମୟ ସୁପ୍ତ ରହିବାବାଲା La soufriere ୯ ଅପ୍ରେଲ୍ ୨୦୨୧ କୁ ପ୍ରଥମଥର ତିନି ଦିନ ପୁର୍ବରୁ ଫାଟିଯାଇଥିଲା, ଓ ତେବେ ଠାରୁ ଏହି ବିସ୍ପୋଟକ ରୁପରେ ନଷ୍ଟ୍ ହେଉଛି ।

୪) ଦାଣ୍ତି ମାର୍ଚ୍ଚ ୨୦୨୧ ର ପଦଯାତ୍ରା ସ୍ଥାନ କେଉଁଟା ? ଉତ୍ତର- ଅହମଦାବାଦ୍ ରେ ସାବରମତୀ ଆଶ୍ରମରୁ ୨୪୧ ମିଲ୍ ଦୁରରେ ନବସାରୀ ଦାଣ୍ତି ପର୍ଯ୍ୟନ୍ତ ଯିବ ।

୫) ବ୍ଲୁ ଜେଟ୍ ଲାଇଟ୍ ନିଙ୍ଗ୍ କଣ ଅଟେ ? ଉତ୍ତର- ଗରଜୁଥିବା ବାଦଲ ଉପରେ ଓ ଉଠୁଥିବା ରଶ୍ମୀ ।

୬) କେଉଁ ରାଜ୍ୟରେ ଏକ ବହୁଉଦ୍ଧେଶୀୟ ସମୁଦ୍ରୀ ଶୈବାଳ ପାର୍କ ସ୍ଥାପିତ କରାଯିବ ? ଉତ୍ତର- କେନ୍ଦ୍ରୀୟ ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟ୍ ପ୍ରସ୍ତୁତି ରେ ତାମିଲ୍ ନାଡୁ ରେ ବହୁ ଉଦ୍ଧେଶୀୟ ସମୁଦ୍ରୀ ଶୈବାଳ ପାର୍କ ସ୍ଥାପିତ୍ କରିବାପାଈଁ ପ୍ରସ୍ତାବ ରଖିଥିଲେ ।

୭) ଭୈସା ସିଙ୍ଗି ନାମକ ଜନଜାତି ଭାରତର କେଉଁ ରାଜ୍ୟରେ ମିଳିଥାନ୍ତି ? ଉତ୍ତର- ନାଗାଲାଣ୍ତରେ

୮) ଭାରତର ଏକ ରାଜ୍ୟ ମଣିପୁର୍ କେଉଁ ଦେଶର ସୀମାରେ ଅଛି ? ଉତ୍ତର- ମିଆଁମାର୍

୯) ଭାରତରେ ସର୍ବାଧିକ ବର୍ଷା ହେଉଥିବା ସ୍ଥାନ ମାସିନ୍ ରାମ୍ କେଉଁ ରାଜ୍ୟରେ ଅଛି ? ଉତ୍ତର- ମେଘାଳୟ

୧୦) ଦଣ୍ତକାରଣ୍ୟ ପ୍ରୋଜେକ୍ଟ ମଧ୍ୟପ୍ରଦେଶର କେଉଁ ଜିଲ୍ଲାରେ ଅଛି ? ଉତ୍ତର- ବସ୍ତର ଜିଲ୍ଲାରେ

୧୧ ) ରାଜସ୍ଥାନର ଗଙ୍ଗ ନହର ପାଣି କେଉଁ ନଦୀରୁ ମିଳିଥାଏ ? ଉତ୍ତର- ସତଲଜ ରୁ

୧୨) ବିଜୟ ନଗର ସାମ୍ରାଜ୍ୟ ର ରାଜଧାନୀ ହମ୍ପି କେଉଁ ନଦୀ ତଟରେ ଅଛି ? ଉତ୍ତର- ତୁଙ୍ଗଭଦ୍ରା ନଦୀ ତଟରେ

୧୩) ସର୍ଦାର୍ ସରୋବନ କେଉଁ ରାଜ୍ୟରେ ଅଛି ? ଉତ୍ତର- ଗୁଜୁରାଟରେ

୧୪) ବରୌନୀ ତୈଳଶୋଧନ କାରାଖାନା କେଉଁ ରାଜ୍ୟରେ ଅଛି ? ଉତ୍ତର- ବିହାରରେ

୧୫) ବ୍ରାଜିଲ୍ ସ୍ଥିତ ଆମେଜନ୍ ବେସିନ୍ ବନ କଣ କୁହାଯାଏ ? ଉତ୍ତର- ସେଲଭାସ୍

୧୬) ଆଫ୍ରିକାରେ ଆଶ୍ୱାନ ବନ୍ଧ କେଉଁ ନଦୀରେ ଅଛି ?ଉତ୍ତର- ନିଳ ନଦୀରେ

୧୭) ରବାତ କେଉଁ ଦେଶର ରାଜଧାନୀ ଅଟେ ? ଉତ୍ତର- ମୋସ୍କୋ

୧୮) ଭାରତର କେତେ କ୍ଷେତ୍ର ବନରେ ଆଚ୍ଛାଦିତ ହୋଇଛି ? ଉତ୍ତର- ୭୫୨,୩ ଲକ୍ଷ ହେକ୍ଟର

୧୯) ଦେଶରେ କେତେ ବାଘ୍ୟ ପରିଯୋଜନା କାର୍ଯ୍ୟରତ ଅଛି ? ଉତ୍ତର- ୨୩ ଟି

୨୦) ସେ ଏମିତି କେଉଁ ଜିନିଷ ଅଛି ଯାହା ପିନ୍ଧିବା ଲୋକ କିଣିପାରିବ ନାହିଁ ଓ କିଣିବା ଲୋକ ନିଜେ ପିନ୍ଧିପାରିବ ନାହିଁ ? ଉତ୍ତର- ଏହାର ଉତ୍ତର କଫନ୍ , ବ୍ୟକ୍ତି ନିଜ ପାଇଁ କଫନ୍ କେବେ କିଣିପାରିବ ନାହିଁ  ଯାହା ବ୍ୟକ୍ତି କିଣିଥାଏ କିନ୍ତୁ ପିନ୍ଧିପାରେ ନାହିଁ ।

Leave a Reply

Your email address will not be published. Required fields are marked *