October 2, 2024

Odia Express

Here, There and Everywhere

ମଜାଦାର ଓଡ଼ିଆ ନୂଆ ଜୋକ୍ସ : ପପୁ- ସାଙ୍ଗ ତୋର ଜନ୍ମଦିନ କେବେ ଆସିବ ? ସୋନୁ- ୯ ଅକ୍ଟୋବରକୁ, କିନ୍ତୁ କଣ ପାଇଁ ? ପପୁ- ତୋତେ ମୁଁ ଏହିଥର ପରଦା ଗିଫ୍ଟ କରିବି କାରଣ ଜାଣି ବେହୋସ ହେଇଗଲା ତ ସାଙ୍ଗ..

1 min read

କହନ୍ତି କି ହସିବା ହେଉଛି ସବୁଠାରୁ ଭଲ ମେଡିସିନ୍ ଓ ହସିବା ହସାଇବା ଜୀବନରେ ଖୁସି ରହିବା ଆମ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଉତ୍ତମ ମାନାଯାଏ , ଓ ସେମିତି ଆପଣ ନିଜକୁ ଖୁସି ରଖିବା ପାଇଁ ଜୋକ୍ସ କେଉଁ ମେଡିସିନ୍ ରୁ କମ୍ ନୁହେଁ ଓ ଆଜି ଆମେ ଆପଣଙ୍କ ପାଇଁ ଆଉଥରେ କିଛି ମଜାଦାର୍ ଜୋକ୍ସ ନେଇକରି ଆସୁଛୁ, ଯାହାକୁ ପଢିବା ପରେ ଆପଣ ହସି ହସି ବେଦମ୍ ହୋଇଯିବେ । ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୨) ଗୋଟେ ପାର୍ଟିରେ ସ୍ତ୍ରୀ ସ୍ୱାମୀକୁ କହେ ,ସ୍ତ୍ରୀ-ଦେଖ, ସେ ପୁଅ ମୋତେ କେତେବେଳରୁ ବୁଲି ବୁଲି ଅନାଉଛି, ସ୍ୱାମୀ ସେହି ପିଲାର ପାଖକୁ ଯାଇକରି ତାକୁ ଚାପୁଡା ଦେଲା ଓ କହିଲା-୩ ବର୍ଷ ପୁର୍ବରୁ ତୁ ଏମିତି ଯଦି ଚାହୁଁଥାନ୍ତୁ ତ ଆଜି ମୋର ଜୀବନ ବଞ୍ଚିଯାଇଥାନ୍ତା ।

୩) ଛୋଟୁ- ତୋର ବାପା କେତେ ବୟସର ଅଟନ୍ତି ? ମୋଟୁ- ଯେତିକି ମୋ ବୟସ , ଛୋଟୁ-କେମିତି? ମୋଟୁ- ଆବେ ଯେଉଁଦିନ ମୁଁ ଜନ୍ମ ହୋଇଥିଲି, ସେହି ଦିନ ସେ ବାପା ହେଲେ ।

୪) ଜଣେ ଡାକ୍ତର ଗୋଟେ କ୍ଲିନିକ୍ ଖୋଲିଲା, ଟିକିଏ ସମୟ ପରେ ଜଣେ ବ୍ୟକ୍ତି ଆସିଲା ,ଡାକ୍ତର ନିଜକୁ ବ୍ୟସ୍ତ ଦେଖାଇ ହୋଇ ଫୋନ୍ ଉଠାଇଲା, ଓ ଆପୋଇଟମେଣ୍ଟ ଦେବାର ଅନ୍ଦାଜରେ କହିବାକୁ ଲାଗିଲା , ତାପରେ ଫୋନ୍ ରଖିବା ପରେ- ଡାକ୍ତର ବ୍ୟକ୍ତିକୁ- ହଁ କୁହନ୍ତୁ କଣ ହେଲା? ବ୍ୟକ୍ତି- ବିଏସ୍ ଏନ୍ ଏଲ୍ ରୁ ଆସିଛି? ଟେଲିଫୋନ୍ ଆକ୍ଟିଭେଟ୍ କରିବାପାଇଁ ।

୫) ପୁଅ- ମା ମୋତେ ୧୦୦ ଟଙ୍କା ଦରକାର କାମ ଅଛି, ମା କଣ ପାଇଁ ? ଏବେ ପରଦିନ ତ ଦେଇଥିଲି, ପ୍ରଥମେ ତାର ହିସାବ ଦେ , ପୁଅ- ମା ଯଦି ହିସାବ ହେବ ତେବେ ତାର ହେଉ ଯେବେ ଛୁଆବେଳେ ସଂମ୍ପର୍କୀୟ ମୋତେ ଦେଇଯାଉଥିଲେ ଓ ତୁମେ ରଖିନେଉଥିଲ , ଏହାପରେ ମା ମାରି ମାରିକରି ମୁହଁ ଲାଲ୍ କରିଦେଲା ।

୬) ଶର୍ମାଜୀଙ୍କ ମୁଣ୍ତ ବିନ୍ଧା ପ୍ରବଳ ହେଉଥିଲା,  ଶର୍ମାଜୀ ଡାକ୍ତରଙ୍କ ପାଖକୁ ଗଲେ , ଓ ଡାକ୍ତରଙ୍କୁ କିଛି ଭଲ ମେଡିସିନ୍ ଦେବାକୁ କହିଲେ, ଡାକ୍ତର କହିଲେ- ଶର୍ମାଜୀ ଏହି ସମୟରେ ଆପଣଙ୍କୁ ଆରାମ କରିବାର ଅଧିକା ଦରକାର, ମୁଁ ଆପଣଙ୍କୁ ନିଦ ଟାବଲେଟ୍ ଦେଇଦେଉଛି, ଏହାକୁ ରାତିରେ ନିଜ ସ୍ତ୍ରୀକୁ ଖୁଆଇଦେବ ।

୭) ଓକିଲ- ଛାଡ ପତ୍ର କରାଇବା ପାଇଁ ୫୦ ହଜାର ଲାଗିବ । ବ୍ୟକ୍ତି- ପାଗଳ କି ? ବ୍ରାହ୍ମଣ ତ ୧୧୦୦ ଟଙ୍କା ବାହାଘର କରାଇବାପାଇଁ ନେଇଥିଲେ , ଓକିଲ- ଦେଖିନେଲ ଶସ୍ତା କାମର ଫଳ ।

୮) ବାନ୍ତା ଦୋକାନରେ ଅଣ୍ତରୱେର୍ କିଣିବାକୁ ଗଲା , ଦୋକାନୀକୁ ବାନ୍ତା କହିଲା –ଅଣ୍ତରୱେର୍ ଦେଖାଇଲା ବାନ୍ତା- ଦୋକାନୀକୁ ଅଣ୍ତରୱେର୍ ର ଦାମ୍ ପଚାରିଲା, ଦୋକାନୀ ଅଣ୍ତରୱେର୍ ଦାମ୍ ୬୦୦ ଟଙ୍କା କହିଲା- ଦାମ୍ ଶୁଣିକରି ବାନ୍ତା କହିଲା ଭାଇ ପାର୍ଟିୱେର୍ ନେବାର ନାହିଁ , ଘରେ ପିନ୍ଧିବା ହିସାବରେ ଦେଖାଅ ।

୯) ପପୁ –ସାଙ୍ଗ ତୋର ଜନ୍ମଦିନ କେବେ ଆସେ ? ସୋନୁ- ୯ ଅକ୍ଟୋବରକୁ କିନ୍ତୁ କଣପାଇଁ ? ପପୁ- ସାଙ୍ଗ ତୋତେ ଗିଫ୍ଟରେ ପରଦା ଦେବି, ଝରକାରୁ ତୋର ସ୍ତ୍ରୀକୁ କିସ୍ କରୁଥିବା ବେଳେ ଦେଖିକରି ବୋର୍ ହୋଇଗଲାଣି , ସୋନୁ- ତୋର ଜନ୍ମଦିନ କେବେ ଆସୁଚି ? ପପୁ- ୨୫ ଅକ୍ଟୋବରକୁ କଣ ପାଇଁ ପଚାରୁଛୁ? ସୋନୁ- ତୋତେ ଦୂରବୀକ୍ଷଣ ଯନ୍ତ୍ର ଗିଫ୍ଟ କରିବି, ଯାହାଦ୍ୱାରା ତୁ ଦେଖିପାରିବୁ କି ସ୍ତ୍ରୀ କାହାର ।

୧୦) ଜଣେ ମହିଳା ବ୍ରାହ୍ମଣକୁ ଘର ସୁଖ ସମୃଦ୍ଧି ବୃଦ୍ଧି କରିବାର ଉପାୟ ପଚାରିଲା, ବ୍ରାହ୍ମଣ- ଝିଅ ପ୍ରଥମ ରୁଟି ଗାଇକୁ ଖୁଆଇବ, ଓ ଶେଷ ରୁଟି କୁକୁରକୁ, ମହିଳା- କିନ୍ତୁ ପଣ୍ତିତଜୀ- ମୁଁ ତ ଏମିତି କରୁଛି, ପ୍ରଥମ ରୁଟି ନିଜେ ଖାଉଛି,  ଓ ଶେଷ ରୁଟି ନିଜ ସ୍ୱାମୀକୁ ଖୁଆଉଛି, ପଣ୍ତିତଜୀ ବେହୋସ୍ ।

Leave a Reply

Your email address will not be published. Required fields are marked *