December 26, 2024

Odia Express

Here, There and Everywhere

ଦାନ୍ତ ଜନିତ ସମସ୍ୟାରୁ ମୁକ୍ତି ପାଇବାର ଉପାୟ – ଦାନ୍ତ ବିନ୍ଧା ହେଉଥିଲେ ଏହି ଉପାୟ କରନ୍ତୁ – ସଂଗେ ସଂଗେ ଆରାମ ମିଳିବ

1 min read

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଆମେ ଦାନ୍ତର ପୋକ କିପରି ଦୂର କରିବେ।ଶରୀରର ସବୁ ଅଙ୍ଗ ଭଳି ଦାନ୍ତ ଏବଂ ମୁହଁର ଧ୍ୟାନ ରଖିବା ଆମପାଇଁ ବହୁତ ଜରୁରୀ ହୋଇଥାଏ।ଜାନକାରୀ ଅଭାବରୁ ମଣିଷମାନେ ନିଜ ଦାନ୍ତର ଏବଂ ମୁହଁର ଯତ୍ନ ନେଇ ନଥାନ୍ତି।ଏବଂ ଏପରି କରିବା ଦ୍ୱାରା ଦାନ୍ତ ଏବଂ ମୁହଁ ସହିତ ଯୋଡିହୋଇଥିବା ଅନେକ ସମସ୍ୟା ଦେଖିବାକୁ ମିଳିଥାଏ।ଦାନ୍ତ ଏବଂ ମୁହଁକୁ ସଫା ରଖିବାପାଇଁ ନିୟମିତ ରୂପରେ ସଫା କରିବା ଏବଂ ଧ୍ୟାନ ଦେବା ଉଚିତ।ଏହାର ଧ୍ୟାନ ନରଖିବା ଦ୍ୱାରା ମୁହଁ ଏବଂ ଦାନ୍ତ ଜନିତ ସମସ୍ୟା।ଏହାର ସଠିକ ଧ୍ୟାନ ନରଖିବାଦ୍ୱାରା ପାଟି ଏବଂ ଦାନ୍ତ ଜନିତ ସମସ୍ୟା ଯେପରି ପାଟିରୁ ଦୁର୍ଗନ୍ଧ ଆସିବା, ମାଡ଼ିରେ ଦରଜ ,ଦାନ୍ତରେ ଦରଜ,ଦାନ୍ତରେ ପୋକ ଲାଗିବା, ମାଢ଼ିରୁ ରକ୍ତ ବାହାରିବା ଭଳି ଅନେକ ସମସ୍ୟା ଆସିଥାଏ।

ମୁହଁର ସଫା ନକରିବା ଦ୍ୱାରା ଏବଂ ସ୍ୱାସ୍ଥ୍ୟର ଧ୍ୟାନ ନରଖିବାଦ୍ୱାରା ପାଚନ ତନ୍ତ୍ର ଜନିତ ସମସ୍ୟା ହୋଇଥାଏ।ପାଟି ଏବଂ ଦାନ୍ତର ଉଚିତ ଧ୍ୟାନ ନରଖିବାଦ୍ୱାରା ହେଉଥିବା ଅସୁବିଧା ଗୁଡିକ ହେଉଛି ପ୍ରଥମେ ଦାନ୍ତର ଦରଜ।ପାଟି ଏବଂ ଦାନ୍ତର ଧ୍ୟାନ ନଦେବାଦ୍ୱାରା ଦାନ୍ତରେ ଦରଜ ହେବାର ସମସ୍ୟା ସବୁଠାରୁ ସାଧାରଣ ମାନଯାଇଥାଏ।ଦାନ୍ତରେ ଦରଜ ହେବାର ଅନେକ କାରଣ ଥାଏ।କିନ୍ତୁ ଦାନ୍ତର ଠିକ ଭାବରେ ଧ୍ୟାନ ନରଖିବା କାରଣରୁ ଏହି ସମସ୍ୟା ନିଶ୍ଚିତ ଦେଖିବାକୁ ମିଳିଥାଏ।ଦାନ୍ତରେ ସମ୍ବେଦନଶୀଳତା ଜନିତ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ।ଏହାର ପ୍ରମୁଖ କାରଣ ଦାନ୍ତ ଏବଂ ପାଟିର ଧ୍ୟାନ ନରଖିବା ହୋଇଥାଏ।

ଏବେ ଆସନ୍ତୁ ଜାଣିବା ପାଟି ଏବଂ ଦାନ୍ତର ଧ୍ୟାନ ରଖିବା ପାଇଁ କିଛି ବିଶେଷ ଘରୋଇ ଉପାୟ।ପ୍ରଥମ ହେଉଛି ଭିଟାମିନ Cର ପ୍ରୟୋଗ।ଭିଟାମିନ Cରେ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଏଥିପାଇଁ ଏହା ଦାନ୍ତର ସ୍ୱାସ୍ଥ୍ୟ ପାଇଁ ବହୁତ ଉପଯୋଗୀ ହୋଇଥାଏ।ଫଳ ଏବଂ ପରିବାର ଭିଟାମିନ Cର ମାତ୍ରା ଅଧିକ ଥାଏ ଏଥିପାଇଁ ଏହାର ସେବନ କରିବା ଦ୍ୱାରା ଦାନ୍ତ ଏବଂ ମାଢ଼ି ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।

ଦ୍ୱିତୀୟରେ ହେଉଛି ଲୁଣପାଣିର ବ୍ୟବହାର।ଦାନ୍ତର ଦରଜ ଏବଂ ସମ୍ବେଦନଶୀଳତାରେ ଲୁଣ ଏବଂ ପାଣିର ବ୍ୟବହାର ବହୁତ ଉପଯୋଗୀ ମାନଯାଇଥାଏ।ଏହା ଲୁଣ ପାଣିର ବ୍ୟବହାର ଦ୍ୱାରା ଏଥିରୁ ଆରାମ ମିଳିଥାଏ।ଏବଂ ଏହାଦ୍ୱାରା ମୁହଁରେ ଥିବା କିଟାଣୁର ମଧ୍ୟ ନାସ ହୋଇଥାଏ।

Cloves closeup

ତୃତୀୟରେ ଲବଙ୍ଗର ବ୍ୟବହାର।ଲବଙ୍ଗର ବ୍ୟବହାର ଦ୍ୱାରା ଦାନ୍ତର ଦରଜରୁ ମୁକ୍ତି ମିଳିଥାଏ।ମୁହଁରୁ ଗନ୍ଧ ଆସିବା ସ୍ଥିତିରେ ମଧ୍ୟ ଲବଙ୍ଗ ବହୁତ ଲାଭଦାୟୀ ହୋଇଥାଏ।ଏହାର ବ୍ୟବହାର ଦ୍ୱାରା ପାଟିରୁ ଗନ୍ଧ ବାହାରିବା ବନ୍ଦ ହୋଇଯାଇଥାଏ।ଦାନ୍ତ ଦରଜ ସ୍ଥିତିରେ ରସୁଣ ମଧ୍ୟ ବହୁତ ଲାଭଦାୟୀ ହୋଇଥାଏ।ଏଥିରେ ଥିବା ଆଣ୍ଟିବ୍ୟାକଟେରିଆଲ ଗୁଣ ଦାନ୍ତର ଦରଜ କମ କରିବାରେ ସାହାଯ୍ୟ କରିଥାଏ।

ଦାନ୍ତର ଦରଜ ହେବା ସ୍ଥିତିରେ ରସୁଣର ଏକ କୋଲାକୁ ଦାନ୍ତ ତଳେ ରଖିବା ଦ୍ୱାରା ବହୁତ ଆରାମ ମିଳିଥାଏ।ସୁସ୍ଥ ଏବଂ ମଜବୁତ ଦାନ୍ତ ପାଇଁ ତୁଳସୀର ଉପଯୋଗ ବହୁତ ଲାଭଦାୟୀ ହୋଇଥାଏ।ତୁଳସୀ ପତ୍ରର ବ୍ୟବହାର କରିବାଦ୍ୱାରା ମଧ୍ୟ ଦାନ୍ତ ମଜବୁତ ହୋଇଥାଏ।ଦାନ୍ତ ଏବଂ ମାଢ଼ିରୁ ରକ୍ତ ବାହାରିବା ସ୍ଥିତିରେ ମଧ୍ୟ ତୁଳସୀର ବ୍ୟବହାର କରାଯାଇଥାଏ।ତୁଳସୀର କିଛି ପତ୍ର ଚୋବାଇବା ଦ୍ୱାରା ମଧ୍ୟ ଦାନ୍ତକୁ ଲାଭ ମିଳିଥାଏ।

Leave a Reply

Your email address will not be published. Required fields are marked *