July 14, 2025

Odia Express

Here, There and Everywhere

ଜ୍ୱରକୁ ତୁରନ୍ତ ଠିକ କରିବାର ଘରୋଇ ଉପାୟ – ପିଲାଠାରୁ ବୁଢା ଏହି ଉପାୟ କୁ ଆପଣେଇ ଜ୍ୱର ଭଲ କରିପାରିବେ..

1 min read

ଯଦି ଆପଣଙ୍କ ପରିବାରରେ କାହାକୁ ଜ୍ୱର ଅଛି କିମ୍ବା ତଣ୍ଟି ବଥା ରହିଛି,ଖାଇବାର ମନ ହେଉନାହିଁ,ମୁହଁର ସ୍ୱାଦ ଠିକ ନାହିଁ,ଭୋକ ଲାଗୁନାହିଁ ଏବଂ ଜ୍ୱର କାରଣରୁ ଦୁର୍ବଳ ଲାଗୁଛି ତାହେଲେ ଯେବେ ଆପଣ ଏହାପାଇ ଡାକ୍ତରଙ୍କ ପକାହାକୁ ଯାଇଥାନ୍ତି ତାହେଲେ ସେ ଏହାପାଇ ଅଲଗା ଅଲଗା ଔଷଧ ଲେଖିଦିଆନ୍ତି।ତାହାମଧ୍ୟରୁ କାହାକୁ ଦିନରେ ୨ ଥର କାହାକୁ ଦିନରେ ୩ ଥାଏ ଖାଇବାକୁ ହୋଇଥାଏ।ଏହାସହିତ ଏତେ ଔଷଧର ସାଇଡଇଫେକ୍ଟ ମଧ୍ୟ ହୋଇଥାଏ।ଏହାଉପରେ କମସେ କମ ୭୦୦-୧୦୦୦ ମଧ୍ୟ ଖର୍ଚ୍ଚ ହୋଇଯାଏ।ତ ଏମିତିରେ ଏହି ନୁଷ୍କା ବହୁତ ସହଜ ଅଟେ ଏବଂ ଆପଣ ଏହାକୁ ଘରେ ମଧ୍ୟ ତିଆରି କରିପାରିବେ ଯାହା ଏହି ସବୁ ରୋଗ ପାଇଁ ଠିକ ହୋଇଥାଏ।

ଆପଣ ଏହି ନୁଷ୍କାକୁ ନିଜ ହାତରେ ହି ତିଆରି କରିପାରିବେ।ଏହା ଏକ ବହୁତ ସହଜ ଉପାୟ ଅଟେ ଗ୍ୟାସ,ଏସିଡିଟି ଏବଂ ବଦହଜମକୁ ଦୁର କରିବା ପାଇଁ।ତ ଆସନ୍ତୁ ଆରମ୍ଭ କରିବା।ତ ସବୁଠୁ ପ୍ରଥମେ ଆପଣ ଗୋଟେ ଜାଗାରେ ପାଣି ନେବେ।ଏହାପରେ ସେଥିରେ ପନମହୁରୀ ନିଅନ୍ତୁ।ଏହାପରେ ଗୁଜୁରାତି ନିଅନ୍ତୁ।ଏହାକୁ ପୁରା କୁଟିକରି ସେଥିରେ ପକାନ୍ତୁ କିନ୍ତୁ ପାଉଡର ବ୍ୟବହାର କରନ୍ତୁ ନାହିଁ।ଏହାପରେ ଏକ ଛୋଟ ଅଦା ସେଥିରେ ପକାନ୍ତୁ।ଏହାକୁ ପୁରା ଛୋଟ ଛୋଟ କରି ପକାନ୍ତୁ ଯେମିତି ସବୁ ରସ ଆସିଯିବ।ଏହାପରେ ଆମେ ନବା ତୁଳସୀ ପତ୍ର ଯାହା ଆଣ୍ଟି ଅକ୍ସୀଡେଣ୍ଟରେ ଭରପୁର ରହିଥାଏ ଏବଂ ସବୁପ୍ରକାର ରୋଗରୁ ମୁକ୍ତି ପାଇଁ ଲାଭଦାୟକ ହୋଇଥାଏ।ତେବେ ୫ ରୁ ୬ଟି ତୁଳସୀ ପତ୍ର ଏଥିରେ ପକାନ୍ତୁ।

ଏହାପରେ ଆମେ ନେବା ଡାଲଚିନି।ଏହାଗୋଟେ ପ୍ରକାରର ଗରମ ମସଲା ଅଟେ ଯାହା ଆପଣଙ୍କୁ ସହଜରେ ତେଜରାତି ଦୋକାନରେ ମିଳିଯିବ।ଏକ ବହୁତ ଛୋଟ ଡାଲଚିନକୁ ବ୍ୟବହାର କରନ୍ତୁ ଏବଂ ଏହାକୁ ପୁରା ଭାଙ୍ଗି ଭାଙ୍ଗି ପକାନ୍ତୁ ଯେମିତି ସବୁ ରସ ଆସିଯିବ।ଏହାକୁ ଆପଣ ବର୍ଷା ସମୟରେ କିମ୍ବା ଖରା ସମୟରେ ମଧ୍ୟ ବ୍ୟବହାର କରିପାରିବେ।ଶେଷରେ ସବୁଠୁ ମୁଖ୍ୟ ଜିନିଷ ହେଉଛି ମୁଲେଠି।ଏହା ଆପଣଙ୍କୁ ବହୁତ ସହଜରେ ଜାଡ଼ିବୁଟି ଦୋକାନରେ ମିଳିଯିବ।ଆପଣ ଯାହା ବ୍ୟବହାର କରିବେ ତାହା ହେଉଛି ମୁଲେଠି ପାଉଡର।ଆପଣ ପାଉଡର ବ୍ୟବହାର କରିପାରିବେ କିମ୍ବା ଏହାର କାଠ ମଧ୍ୟ ବ୍ୟବହାର କରିପାରିବେ।ଦୁଇଟି ହି ଲାଭଦାୟକ ଅଟେ।ଏଠି ପାଖାପାଖି ୧ ଚାମଚ ପାଉଡରର ବ୍ୟବହାର କରିବେ ଏବଂ ଏହାପରେ ଏହାର କାଢା ତିଆରି କରନ୍ତୁ।

ଏହି ପାଉଡର ଟିକେ ମିଠାଳିଆ ମଧ୍ୟ ହୋଇଥାଏ ତେଣୁ ଛୋଟ ଛୁଆ ଏହାକୁ ବହୁତ ଭଲ ଭାବରେ ପିଇ ପାରିବେ।ଏହାର ସବୁଠୁ ମୁଖ୍ୟ କାମ ହେଉଛି ଏହା ଶରୀରରେ ଅମ୍ଳଜାନର ସ୍ତର କେବେ କମାଇବାକୁ ଦିଏ ନାହିଁ ସବୁବେଳେ ତାହାକୁ ସ୍ଥିର ରଖିଥାଏ।ଏହାପରେ ଆପଣ ଏହାକୁ ଛାଣି ନିଅନ୍ତୁ ଏବଂ ସକାଳେ ଏବଂ ସନ୍ଧ୍ୟାରେ ଠିକ ଏକ କପ କରି ପିଇବା ଆରମ୍ଭ କରନ୍ତୁ।ଆପଣ ଖାଲି ପେଟରେ ମଧ୍ୟ ପିଇପାରିବେ କିମ୍ବା ଖାଇବା ଖାଇବାର ୧ ରୁ ୨ ଘଣ୍ଟା ପରେ ମଧ୍ୟ ପିଇପାରିବେ।ଯଦି ଛୋଟ ଛୁଆଙ୍କୁ ଦେଉଛନ୍ତି ତାହେଲେ ଗୋଟେ ଚାମଚ ହି ଠିକ ହୋଇଥାଏ।ଏହା ମିଠା ହୋଇଥାଏ ତେଣୁ ଆପଣଙ୍କୁ ଏଥିରେ ଗୁଡ଼ କିମ୍ବା ମହୁ ମିସାଇବାକୁ ପଡେନାହିଁ।

Leave a Reply

Your email address will not be published. Required fields are marked *