July 19, 2025

Odia Express

Here, There and Everywhere

ଜୀବନରେ ଦ୍ଵିତୀୟ ଥର ପାଇଁ ହେବ ନାହିଁ ବ୍ଳଡପ୍ରେସର ,ଯଦି ଆଜିଠୁ ଏହି ଦୁଇଟି ଉପାୟ ଆପଣେଇବେ ତ..

ସାଙ୍ଗ ମାନେ ରିସର୍ଚ୍ଚ ଏହା କହେ ଯେ ଭାରତ ରେ ୫୦ ପ୍ରତିଶତ ଲୋକ ମାନଙ୍କ ଠାରେ ହାଇ ବିପି ଦେଖାଯାଏ।ଏପରି ଅବସ୍ଥା ରେ ଆମେ ବିଭିନ୍ନ ପ୍ରକାର ଔଷଧ ଖାଇଥାଉ।ହାର୍ଟ ଏମିତି ଏକ ଅଙ୍ଗ ଯାହା ନିଜକୁ ନିଜେ ମରାମତି କରିଥାଏ।କିନ୍ତୁ ଲୋକ ମାନେ ମଦ,ସିଗାରେଟ୍, ଚା ଆଦି ବିଷାକ୍ତ ଜିନିଷ ଖାଇ ନିଜ ହାର୍ଟକୁ ଖରାପ କରିବାରେ ଲାଗିଛନ୍ତି।ବିଭିନ୍ନ ପ୍ରକାର ଔଷଧ ଖାଇକୀ ନିଜ ହାର୍ଟ ଖରାପ କରୁଛନ୍ତି।ଯଦି ଆପଣ ନିଜ ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତ ଆପଣ ଏହି ନିଶା ଜିନିଷ ରୁ ଦୂରରେ ରୁହନ୍ତୁ।ଫାଲତୁ ମେଡ଼ିସିନ୍ ଖାଇବା ପୂର୍ବରୁ ତାର ପାର୍ଶ୍ଵ ପ୍ରତିକ୍ରିୟା ଥରେ ଜାଣି ରଖନ୍ତୁ।

ଆମଠାରେ ଯେଉଁ ବିପି ଦେଖାଯାଏ,ତାର କାରଣ ହେଉଛି ଆମର ଖରାପ ଖାଦ୍ୟ ବ୍ୟବସ୍ଥା ,ଜୀବନ ଚର୍ଯା।ଆଉ ଏକ କାରଣ ହେଉଛି ଚିନ୍ତା।ଆମେ ମାନେ ଛୋଟ ଛୋଟ କଥାକୁ ନେଇ ଅଧିକ ଚିନ୍ତା ପ୍ରକାଶ କରିଥାଏ ଯାହାଦ୍ଵାରା ଆମ ଚେହେରା ଶୁଷ୍କ ପଡ଼ିଯାଏ,ଆମ ଆଭ୍ୟନ୍ତରୀଣ ଅଙ୍ଗ ଉପରେ ପ୍ରଭାବ ପଡିଥାଏ।ଓ ତୃତୀୟ କାରଣ ହେଉଛି ହରମୋନ ଅସନ୍ତୁଳତା।ଆଜି ମୁଁ ଆପଣ ମାନଙ୍କୁ ଏକ ସହଜ ଉପାୟ କହିବି ଯାହାଦ୍ଵାରା ଆପଣ ବିପି ରୁ ମୁକ୍ତି ପାଇପାରିବେ।ଆପଣ ଏଥିପାଇଁ ଏକ ଗ୍ରୀନ ଯୁସ ତିଆରି କରିବେ।

ଆପଣଙ୍କୁ ଗ୍ରିନ୍ ଯୁସ ପାଇଁ କେତୋଟି ଜିନିଷ ଦରକାର।ଯଥା ଗାଜର, ପାଳକ,ମେଥି ପତ୍ର,ଲକି,ଟମାଟୋ, ଗୋଟା ଲେମ୍ବୁ,ଇତ୍ୟାଦି।ଏହି ସବୁ ଜିନିଷ ମାନଙ୍କର ଗ୍ରାଇଣ୍ଡିଂ କରନ୍ତୁ।ଏହାକୁ ପ୍ରତିଦିନ ସକାଳେ ଅଳ୍ପ ଅଳ୍ପ କରି ପିଆନ୍ତୁ।ଏହାର ଏକ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ।ଏହି ଗ୍ରୀନ ଜୁସ୍ ଆପଣଙ୍କ ଶରୀରକୁ ପୁଣି ଥରେ ଫିଟ୍ କରିଦେବ।ଆପଣଙ୍କ ସ୍ବାସ୍ଥ୍ୟ ସମସ୍ୟା କୁ ପୁରା ଦୂର କରିଦେବ।ଆପଣଙ୍କ କଲେଷ୍ଟରୋଲ କୁ ପୁରା କମେଇ ଦେବ।ଆପଣଙ୍କ ବ୍ଲଡ ପ୍ରେସର୍ କମାଇଦେବ।ଆପଣଙ୍କ ଫିଟନେସ ଲେଭେଲ୍ କୁ ପୁରା ବଢ଼ାଇଦେବ।ଯଦି ଆପଣ ଏହାକୁ ପ୍ରତିଦିନ ପ୍ରାୟ ୬ ମାସ ପାଇଁ ବ୍ୟବହାର କରୁଛନ୍ତି ତ ଆପଣକଂ ହାର୍ଟ ସୁସ୍ଥ ହୋଇଯିବ।

ଆପଣ ଚାହିଁଲେ ପିଜୁଳି ପତ୍ରର ମଧ୍ୟ ବ୍ୟବହାର କରିପାରିବେ।ଆପଣ ପିଜୁଳି ପତ୍ର କୁ କିପରି ବ୍ୟବହାର କରିବେ ତାହା ମୁ ଆଜି ଆପଣକୁ କହିବି।ଆପଣ ସକାଳୁ ଉଠି ୩ ବା ୪ ଟି ପତ୍ର ଚୋବନ୍ତୁ।ଏହାକୁ ଖାଇବା ପରେ ଆପଣ ଏକ ଗିଲାସ ଗରମ ପାଣି ପିଇବେ।

ଏହା ବାଦ ଆପଣ ପିଜୁଳି ପତ୍ରର କାଢା ତିଆରି କରି ପିଇ ପାରିବେ।ଆପଣ ୩ ରୁ୪ଟି ପତ୍ର ନେଇ ତାକୁ ଦେଢ଼ ଗ୍ଲାସ୍ ପାଣିରେ ଭଲ ଭାବେ ଫୁଟାନ୍ତୁ।ଭଲ ଭାବେ ଫୁଟାଇ ସାରିବା ପରେ ଆପଣ ଏହାକୁ ଥଣ୍ଡା କରିଦେବେ।ତା ପରେ ଆପଣ ଚା ପିଇବା ଭଳି ଏହାକୁ ପିଇ ପାରିବେ।ଏହାକୁ ପ୍ରତିଦିନ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ପ୍ରେସର କଣ୍ଟ୍ରୋଲକୁ ଆସିଯିବ।

Leave a Reply

Your email address will not be published. Required fields are marked *