February 9, 2025

Odia Express

Here, There and Everywhere

ମଜାଦାର ପ୍ରଶ୍ନ ଉତର – ବାପା ଝିଅକୁ ଗୋଟିଏ ଜିନିଷ ଦେଲା ଆଉ କହିଲା ଭୋକ ଲାଗିଲେ ଖାଇଦବୁ ଶୋଷ ଲାଗିଲେ ପିଇଦବୁ ଆଉ ଥଣ୍ଡା ଲାଗିଲେ ଜଳେଇ ଦବୁ କୁହନ୍ତୁ ତାହା କଣ? ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ

1 min read

ଆଜି ମୁଁ ଆପଣ ମାନଙ୍କୁ କିଛି ପ୍ରହେଳିକା ଦେବି।ଆପଣ ଏହାର ଉତ୍ତର ଦଶ ସେକେଣ୍ଡ ଭିତରେ ଦେବେ।ଯଦି ଆପଣ ଏହାର ଉତ୍ତର ଦଶ ସେକେଣ୍ଡ ଭିତରେ ଦେଉଛନ୍ତି ତ ଆପଣ ଏକ ଜିନିଅସ ଅଟନ୍ତି। ତ ଚାଲନ୍ତୁ ଆରମ୍ଭ କରିବା।

୧:- ଦୁଇଟି ସୁନ୍ଦର ଝିଅ ଦୁହିଁଙ୍କ ରଙ୍ଗ ସମାନ ଜଣେ ଅଲଗା ହୋଇଗଲେ ଅନ୍ୟଟି କାମରେ ନଆସେ।

ଉ:- ଜୋତା

୨:- ବାପା ଝିଅକୁ ଗୋଟିଏ ଜିନିଷ ଦେଲା ଆଉ କହିଲା ଭୋକ ଲାଗିଲେ ଖାଇଦବୁ ଶୋଷ ଲାଗିଲେ ପିଇଦବୁ ଆଉ ଥଣ୍ଡା ଲାଗିଲେ ଜଳେଇ ଦବୁ କୁହନ୍ତୁ କଣ?

ଉ:- ନଡ଼ିଆ

୩:- ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ବନ୍ଦ କରିପାରୁ କିନ୍ତୁ ଖୋଲିପାରି ନଥାଉ।

ଉ:- ଆଲାର୍ମ

୪:- ଲାଲ ଡବାରେ ଅଛି ହଳଦିଆ ଖଣି ଖଣିରେ ଅଛି ମୋତି ଦାନା କୁହନ୍ତୁ କଣ?

ଉ:- ଡାଳିମ୍ବ

୫:- ଚଉକି ଉପରେ ବସିଚି ରାଣୀ ମୁଣ୍ଡରେ ନିଆଁ, ଦେହରେ ପାଣି।

ଉ:- ମହମବତୀ

୬:- ହରା ଥିଲା ମନ ଭରା ଥିଲା ଲକ୍ଷେ ମୋତି ମୂଳରେ ଥିଲା ରାଜାଙ୍କ ବଗିଚାରେ ଓଢନୀ ଟାଣି ଠିଆ ହୋଇଥିଲା।

ଉ:- ମକା

୭:- ସିଏ କିଏ ଯାହାକୁ ବ୍ୟବହାର କରିବା ପୂର୍ବରୁ ଭାଙ୍ଗିବାକୁ ପଡେ।

ଉ:- ଅଣ୍ଡା

୮:- ବୁଝା ଭାଇ ଗୋଟେ ପ୍ରହେଳିକା ଯେବେ କାମୁଡିବ ତ ପୁରା ନୂଆ।

ଉ:- ପେନ୍ସିଲ

୯:- ଏହା କଣ ଯାହା ତୁମର କିନ୍ତୁ ତୁମଠୁ ଅଧିକ ଅନ୍ୟ ଲୋକ ବ୍ୟବହାର କରନ୍ତି।

ଉ:- ତୁମର ନାମ

୧୦:- ମୁଁ ବଞ୍ଚିନି ତଥାପି ମୋର ପାଞ୍ଚ ପାଞ୍ଚଟି ଆଙ୍ଗୁଠି କୁହନ୍ତୁ କିଏ ମୁଁ?

ଉ:- ଦସ୍ତାନେ

Leave a Reply

Your email address will not be published. Required fields are marked *