ଆଜିର ସବୁଠାରୁ ଚତୁର ପ୍ରଶ୍ନ – ତିନି ଅକ୍ଷର ମୋର ନାମ ଓଲଟା ସିଧା ଏକ ସମାନ ମୁଁ ଓଡ଼ିଶାର ଏକ ବଡ ସହର – କୁହନ୍ତୁ ମୋ ନାମ କଣ?ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ..
1 min readଆଜି ମୁଁ ଆପଣ ମାନଙ୍କୁ କିଛି ପ୍ରହେଳିକା ଦେଇଛି।ଆପଣଙ୍କୁ ଏହାର ଉତ୍ତର ଦଶ ସେକେଣ୍ଡ ଭିତରେ ଦେବାକୁ ହେବ।ଯଦି ଆପଣ ଏହାର ଉତ୍ତର ଦଶ ସେକେଣ୍ଡ ଭିତରେ ଦେଉଛନ୍ତି ତ ଆପଣ ଏକ ଜିନିଅସ ଅଟନ୍ତି। ତ ଆସନ୍ତୁ ଆରମ୍ଭ କରିବା|ତେବେ ଯଦି ଆପଣାକୁ ଭଲ ଲାଗୁଚି ତେବେ ନିଶ୍ଚୟ ନିଜ ସାଙ୍ଗ ସାଥି ଓ ପରିବାର ବର୍ଗ ପାଇଁ ସେୟାର କରନ୍ତୁ ଓ ସେ କେତେ ସାଥୀଙ୍କ ଉତ୍ତର ଦେଇ ପାରୁଛନ୍ତି ଦେଖନ୍ତୁ
୧- କଳା ମୁଁହ ଲାଲ ଶରୀର | କାଗଜକୁ ସେ ଖାଇଥାଏ | ସବୁଦିନ ସନ୍ଧ୍ୟାରେ, | ପେଟ ଫାଡ଼ିକରି କିଏ ତାଙ୍କୁ ନେଇଯାଏ।
ଉ:- ଲେଟର ବକ୍ସ
୨- ନିଜ ଘରକୁ ଇଏ ଯାଇଥାଏ ତିନି ଅକ୍ଷରର ନାମ କୁହନ୍ତୁ। ଆରମ୍ଭ ଦୁଇ ଅତି ହୋଇଥାଏ ଶେଷ ଦୁଇ ତିଥି।
ଉ:- ଅତିଥି
୩- ଏମିତି କିଏ ଅଛି ଯାହାକୁ ଆମେ ଛୁଇଁ ପାରୁନା କିନ୍ତୁ ଦେଖିପାରୁ।
ଉ:- ସ୍ବପ୍ନ
୪- ଖାଆନ୍ତି ନାହିଁ ଚୋବାନ୍ତି ଲୋକ କାମୁଡ଼ିଲେ କଡ଼ା ରସ ବାହାରେ, ଦାନ୍ତ ଓ ଜିଭର କରେ ସଫେଇ, କୁହନ୍ତୁ ସେ କିଏ?
ଉ:- ଦାନ୍ତକାଠି
୫- ତିନି ଅକ୍ଷର ମୋର ନାମ ଓଲଟା ସିଧା ଏକ ସମାନ ମୁଁ ଓଡ଼ିଶାର ଏକ ବଡ ସହର କୁହନ୍ତୁ ମୋ ନାମ କଣ?
ଉ:- କଟକ
୬- ଇଏ ଆମକୁ ଦେଇଥାଏ ଆରାମ ଇଏ ଉଁଚା ତ ନାମ ଉଞ୍ଚା। ବଡ ବଡ ଲୋକଙ୍କୁ ଦେଖିଲି ୟା ପାଇଁ ହୁଏ ସଂଗ୍ରାମ।
ଉ:- ଚଉକି
୭- କଳା କିନ୍ତୁ କାଗ ନୁହଁ ଲମ୍ବା କିନ୍ତୁ ନାଗ ନୁହଁ ବଳ ଖାଏ କିନ୍ତୁ ଡୋର ନୁହଁ ବାନ୍ଧନ୍ତି କିନ୍ତୁ ଡୋର ନାହିଁ।
ଉ:- ଚୁଟି
୮- ବିନା ଧୋଇକି ସମସ୍ତେ ଖାଆନ୍ତି ଖାଇକରି ଅନୁତାପ କରନ୍ତି। କୁହନ୍ତୁ ଏମିତି ଜିନିଷ ଅଛି କଣ କୁହନ୍ତି ସମୟ ବି ଲାଜ କରେ।
ଉ:- ଧୋକା
୯- ଖାଇବା କେବେ ଖାଇ ନଥାଏ ସେ ନା ପାଣି ପିଏ ତା ବୁଦ୍ଧି ଆଗରେ ହାର ମାନନ୍ତି ସବୁ ଜ୍ଞାନୀ।
ଉ:- କମ୍ପ୍ୟୁଟର
୧୦- ଏମିତି କେଉଁ ଜିନିଷ ଅଛି ଯାହା ଆପଣ କେଉଁଠି ନା କେଉଁଠି ଛାଡି ଦିଅନ୍ତି ପୁଣି ବି ସିଏ ଆପଣଙ୍କ ସାଥିରେ ରହିଥାଏ।
ଉ:- ଫିଙ୍ଗରପ୍ରିଣ୍ଟ