September 16, 2024

Odia Express

Here, There and Everywhere

ପତ୍ନୀ କରିବ ଯଦି ଏହି ଉପାୟ ତାହେଲେ ପତିର ଚମକିଯିବ ଭାଗ୍ୟ – ଏହି କାମ କରିବା ଦ୍ୱାରା ଦେଖନ୍ତୁ ଚମତ୍କାର..

1 min read

ଶାସ୍ତ୍ର ଅନୁସାରେ ପତି ଏବଂ ପତ୍ନୀଙ୍କୁ ପରସ୍ପରର ପୁରକ କୁହାଯାଏ ଅର୍ଥାତ ଏହି ଦୁଇ ଜଣ ମିଶି ଅଥବା ଏକାସହ ଯୋଡି ହି ପରସ୍ପରକୁ ପୁରା କରିଥାନ୍ତି।ଯଦି ଆମେ ସିଧା ଉପାୟରେ କହିବୁ ତାହେଲେ ପାଟି ଏବଂ ପତ୍ନୀ ପରସ୍ପର ବିନା ଅଧୁରା ଅଟନ୍ତି।ଏହି କାରଣରୁ ଯେବେ ପତ୍ନୀ କୌଣସି ଶୁଭ କାର୍ଯ୍ୟ କରିଥାଏ ତାହେଲେ ତାହାର ସିଧା ପରିଣାମ ପତିକୁ ହି ମିଳିଥାଏ।ଏହା ସହିତ ଜ୍ୟୋତିଷରେ କିଛି ଏମିତି ଉପାୟ କୁହାଯାଇଛି ଯାହାକୁ ଯଦି ଆପଣଙ୍କ ପତ୍ନୀ ଆପଣଙ୍କ ପାଇଁ କରେ ତାହେଲେ ଆପଣଙ୍କ ସବୁ ଚିନ୍ତା ଦୂର ହୋଇଯିବ।ଏହି ଉପାୟକୁ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ସହ ଯୋଡିଥିବା ଯେଉଁ ବାଧା ରହିଛି ତାହା ସହଜରେ ଦୁର ହୋଇଥାଏ।ତ ଆସନ୍ତୁ ଆମେ ଆପଣଙ୍କୁ ବିସ୍ତାରରେ କହିବୁ କି ଏହି ଉପାୟ ଗୁଡିକ କଣ ଏବଂ ଆପଣ ଏହାକୁ କିପରି କରିବେ।

ପ୍ରଥମ ଉପାୟ:-ଏହାର ପ୍ରଥମ ଉପାୟ ଅନୁସାରେ ଆପଣଙ୍କ ପତ୍ନୀକୁ ସକାଳେ ଶୀଘ୍ର ଉଠି ସ୍ନାନ କରିବାର ଅଛି ଏବଂ ଏହା ପରେ ଦେବୀ ଲଷ୍ମୀଙ୍କର ମନ୍ଦିର କିମ୍ବା ମୂର୍ତ୍ତି ଆଗରେ ଏକ ଲୋଟାରେ ହଳଦୀର ପାଣି ଭରି ରଖିଦିଅନ୍ତୁ।ଏହାପରେ ଦେବୀ ଲଷ୍ମୀଙ୍କ ମନ୍ତ୍ର ଓଁ ମହାଲଷ୍ମୟେ ନମଃ ର ଜାପ କରନ୍ତୁ।ଏହିସବୁ କାର୍ଯ୍ୟ କରିବା ପରେ ହଳଦୀ ପାଣିକୁ ସେଇଠି ରଖନ୍ତୁ ଏବଂ କିଛି ସମୟ ପରେ ଏହି ପାଣିକୁ ନିଜ ଘରର ମୁଖ୍ୟଦ୍ୱାରରେ ଛିଞ୍ଚନ୍ତୁ।ଏହା ଫଳରେ ଆପଣଙ୍କ ଘରେ ସକାରତ୍ମକ ଉର୍ଜା ବଢ଼ିଥାଏ ଏବଂ ଏହା ସହିତ ଘରେ ବହୁତ ଦୋଷ ଦୂର ହୋଇଥାଏ ଏବଂ ଦେବୀ ଦେବତା ମଧ୍ୟ ପ୍ରସନ୍ନ ହୋଇଥାନ୍ତି।ଏହାକୁ କରିବା ଦ୍ୱାରା ଆପଣଙ୍କ ପତିଙ୍କ କାର୍ଯ୍ୟରେ ଅସୁଥିବା ସବୁ ବାଧା ଦୁର ହୋଇଯିବ।

ଦ୍ୱିତୀୟ ଉପାୟ:-ଦ୍ୱିତୀୟ ଉପାୟ ଅନୁସାରେ ଯଦି ଆପଣ ମହଲଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତାହେଲେ ପ୍ରତି ଶୁକ୍ରବାର ଦିନ ଦଖିଣାବୃତି ଶଙ୍ଖରେ ଭଗବାନ ବିଷ୍ଣୁଙ୍କ ଅଭିଷେକ ନିଶ୍ଚୟ କରନ୍ତୁ।ଆପଣ ଜାଣିବା ପାଇଁ କହିଦଉଛୁ ଏହି ଉପାୟ କେବଳ ଆପଣଙ୍କ ପତ୍ନୀକୁ ନୁହଁ ପରନ୍ତୁ ପତିପତ୍ନୀ ଦୁଇଜଣଙ୍କୁ ମିଶିକରି କରିବାକୁ ହେବ।ଏହି ଉପାୟ କରିବା ଦ୍ୱାରା ମାତା ଲଷ୍ମୀଙ୍କ ବେଶେଷ କୃପା ମିଳିଥାଏ।ଏଥିପାଇଁ ନିଜ ପତ୍ନୀ ସହିତ ମିଶି ଏହି ଉପାୟ ନିଶ୍ଚୟ କରନ୍ତୁ।

ତୃତୀୟ ଉପାୟ:-ଏହି ଉପାୟ ଅନୁସାରେ ସବୁଦିନ ସକାଳେ ଉଠି ସବୁ କାର୍ଯ୍ୟ ସାରି ସ୍ନାନ କରନ୍ତୁ ଏବଂ ଏହାପରେ ଦେବୀ ଲଷ୍ମୀଙ୍କ ସାମ୍ନାରେ ବସି କମଳଗଣ୍ଠିର ମାଳକୁ ହାତରେ ନେଇ ୧୦୮ ଥର ଓଁ ଶ୍ରୀ ଶ୍ରୀ ମହଲଷ୍ମୟେ ଶ୍ରୀ ଶ୍ରୀ ଓଁ ନମଃ ମନ୍ତର ଜାପ କରନ୍ତୁ।ମନ୍ତ୍ରଟି ଅଟେ ଓଁ ଶ୍ରୀ ଶ୍ରୀ ମହଲଷ୍ମୟେ ଶ୍ରୀ ଶ୍ରୀ ଓଁ ନମଃ।ଏହି ଉପାୟକୁ କରିବା ଦ୍ୱାରା ମାତା ଲଷ୍ମୀ ବହୁତ ପ୍ରସନ୍ନ ହୁଅନ୍ତି ଏବଂ ଏହା ସହିତ ନିଜ ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ।ଏହା ଆହିତ ଯଦି ଏହି ଉପାୟ ପାଟି ଏବଂ ପତ୍ନୀ ଦୁଇ ଜଣ ସାଙ୍ଗରେ ମିଶିକରି କରିବେ ତାହେଲେ ଏହା ଅତ୍ୟନ୍ତ ଲାଭକାରୀ ହେବ କାରଣ ଏହାଦ୍ୱାରା ମା ଲଷ୍ମୀ ଅଧିକ ପ୍ରସନ୍ନ ହେବେ।ଏଥିପାଇଁ ଯଦି ଆପଣ ନିଜ ଧନ ସମ୍ବନ୍ଧୀୟ ସମସ୍ୟାରୁ ଦୂର ହେବାକୁ ଚାହୁଁଛନ୍ତି ତାହେଲେ ଏହି ଉପାୟ ନିଶ୍ଚୟ କରନ୍ତୁ ଏବଂ ଏହାର ଧ୍ୟାନ ରଖିବେ କି ଆପଣଙ୍କୁ ଏହି ଉପାୟ ସଚ୍ଚା ମନ ଏବଂ ଆସ୍ଥାରେ କରିବାର ଅଛି ତାହେଲେ ଆପଣ ଏହାର ଉଚିତ ଫଳ ପାଇ ପାରିବେ।

Leave a Reply

Your email address will not be published. Required fields are marked *