October 4, 2024

Odia Express

Here, There and Everywhere

ବାଛନ୍ତୁ ଏକ ଚିତ୍ର ଏବଂ ଜାଣନ୍ତୁ ନିଜ ଅନ୍ତରାତ୍ମାର କଥା – କଣ ରହିଛି ଆପଣଙ୍କ ମନର ଦ୍ଵନ୍ଦ ସେ ବିଷୟରେ ଜାଣନ୍ତୁ..

1 min read

ପରି ସମସ୍ତଙ୍କୁ ପସନ୍ଦ ହୋଇଥାଏ।ଛୋଟବେଳେ ଆଈଙ୍କ କାହାଣୀ ହି ଆମକୁ ଏହା ସହିତ ଯୋଡିଅଛି।ପରି ପ୍ରକୃତରେ ଅଛନ୍ତି କି ନାହିଁ ଏହା ଏକ ବଡ ବିଷୟ ପାଲଟି ଯାଇଛି କିନ୍ତୁ ବହୁତ କ୍ଷେତ୍ରରେ ଏହା ପ୍ରମାଣ କରାଯାଇଛି ପରିମାନଙ୍କର ଦେବତାମାନଙ୍କ ସହିତ ଗଭୀର ସମ୍ପର୍କ ରହିଥାଏ।ଏଥିପାଇଁ ଏଠି ଆମେ ଆପଣଙ୍କୁ ଚିତ୍ର ଜରିଆରେ ୪ ଟି ପରି ଦେଖାଉଛୁ।ଏହି ପରିମାନେ ଅଲଗା ଅଲଗା ରଙ୍ଗର ଅଟନ୍ତି।ଶାସ୍ତ୍ର ଅନୁସାରେ ଏହା ଆପଣଙ୍କ ସ୍ଵଭାଵ ଏବଂ ଏହି ସମୟରେ ଆପଣଙ୍କ ମନରେ କଣ ଚାଲିଛି ତାହା କହିଥାଏ।ତ ୨ ସେକେଣ୍ଡରେ ବାଛନ୍ତୁ ଏକ ପରି ଏବଂ ଜାଣନ୍ତୁ ନିଜ ଅନ୍ତରାତ୍ମାର କଥା।

ଯଦି ଆପଣ ଲାଲ ରଙ୍ଗର ପରିର ଚୟନ କରିଛନ୍ତି ତ ଆପଣ ଏକ ଉର୍ଜବାନ ବ୍ୟକ୍ତିତ୍ୱ ଭଳି ମଣିଷ ଅଟନ୍ତି।ଆପଣ ପରିସ୍ଥିତିକୁ ବହୁତ ଗମ୍ଭୀର ଆକାରରେ ରହିଥାନ୍ତି ଏବଂ ଶୀଘ୍ର ନିଷ୍ପତି ନେବା ପସନ୍ଦ କରନ୍ତି ନାହିଁ।ଆପଣଙ୍କ ବ୍ୟକ୍ତିତ୍ୱ ଏମିତି ହୋଇଥାଏ ଯାହାକୁ ଜଣେ ସହଜରେ ବୁଝିପାରିବ ନାହିଁ ଯେତେଯାଏ ସିଏ ଆପଣଙ୍କ କେହି ଆପଣାର ନ ହୋଇଥିବ କିନ୍ତୁ ଯେଉଁମାନେ ଆପଣଙ୍କ ଜୀବନରେ ଗୁରୁତ୍ବପୂର୍ଣ୍ଣ ହୋଇଥାନ୍ତି ତାଙ୍କ ପାଇଁ ଆପଣ ବହୁତ ଖାସ ଅଟନ୍ତି।ଆପଣ ଖୋଲା ବିଚାର ଏବଂ ସତ କହିଲା ଭଳି ବ୍ୟକ୍ତି ହୋଇଥାନ୍ତି।ଆପଣ ଅନ୍ୟର ତାରିଫ କରିବା ପସନ୍ଦ କରନ୍ତି କିନ୍ତୁ ସମୟ ଆସିଲେ ତାଙ୍କର ଖାମିକୁ କହି ତାଙ୍କୁ ଠିକ ରାସ୍ତା ମଧ୍ୟ ଦେଖାଇଥାନ୍ତି।

ଦ୍ୱିତୀୟ ହେଉଛି ସବୁଜ ରଙ୍ଗର ପରି:- ଏହା ପ୍ରକୃତିର ରଙ୍ଗ ହୋଇଥାଏ ଏବଂ ଠିକ ସେହି ଭଳି ସ୍ଵଭାଵ ହୋଇଥାଏ ଆପଣଙ୍କର ଯେମିତି ଶାନ୍ତ,ସୌମ୍ୟ ଏବଂ ମଧୁର।ଆପଣଙ୍କ ଆଡ଼କୁ ସମସ୍ତେ ଆକର୍ଷିତ ହୋଇଥାନ୍ତି।ଏହା ସତ କି ଆପଣ ନିଜ ଆଖପାଖ ଲୋକଙ୍କ ଠାରୁ ଦୂରରେ ରହିଥାନ୍ତି କିନ୍ତୁ କାହାକୁ ଯେମିତି ଅପଣଙ୍କ ପାଇଁ କିଛି ଅସୁବିଧା ନ ହୁଏ ତାହାର ଧ୍ୟାନ ରଖିଥାନ୍ତି।

ତୃତୀୟ ହେଉଛି ବାଇଗଣୀ ରଙ୍ଗର ପରି:-ଯଦି ଆପଣଙ୍କୁ ଏହି ପରି ସବୁଠୁ ଅଧିକ ପସନ୍ଦ ହୋଇଥଏ ତାହେଲେ ଆପଣ ତାଙ୍କ ଭିତରୁ ଅଟନ୍ତି ଯିଏ ଗହୀର ଭାବନା ନେଇ ବଞ୍ଚନ୍ତି।ଆପଣ ଭବନାରେ ଏମିତି ବୁଡିରହିଥାନ୍ତି କି ବହୁତ ସମୟରେ ଆପଣଙ୍କୁ ଜଣା ପଡେନାହିଁ କି ଆପଣଙ୍କ ଆଖପାଖରେ କଣ ଚାଲିଅଛି।ବନ୍ଧୁମାନଙ୍କ ଅସୁବିଧାକୁ ବୁଝିବା ଏବଂ ତାଙ୍କ ଦୁଃଖକୁ ନିଜର ଭାବିବା ଆପଣଙ୍କ ସ୍ୱଭାବର ଅଂଶ ହୋଇଥାଏ।ନିଜର ଏଜି ସ୍ଵଭାଵ କାରଣରୁ ଆପଣ ବହୁତ ଥର ଦୁଃଖୀ ମଧ୍ୟ ହୋଇଥାନ୍ତି କିନ୍ତୁ କିଛି ସମୟ ଏକା ରହିବାପରେ ଆପଣ ଠିକ ଅନୁଭବ କରିଥାନ୍ତି।ଯଦି ଲମ୍ବା ସମୟ ପାଇଁ ଆପଣଙ୍କୁ ନିଜ ଅନ୍ତରାତ୍ମା ସହିତ କଥା ହେବାର ଅବସର ନ ଦିଆଯାଏ ତାହେଲେ ଆପଣ ବହୁତ ଉଦାସ ହୋଇଯାଆନ୍ତି।

ଚତୁର୍ଥ ହେଉଛି ନୀଳ ରଙ୍ଗର ପରି:-ଯଦି ଆପଣଙ୍କୁ ଏହି ରଙ୍ଗର ପରି ପସନ୍ଦ ଆସିଥାଏ ତାହେଲେ ଆପଣ ଅନ୍ୟଙ୍କ ଠାରୁ କିଛି ଅଲଗା ହୋଇଥାନ୍ତି।ଆପଣ ସବୁବେଳେ ଖୁସି ରହିଥାନ୍ତି ଏବଂ ଅନ୍ୟକୁ ଖୁସି ମଧ୍ୟ ରଖିଥାନ୍ତି।ଆପଣ ଜୀବନର ସମସ୍ୟାକୁ ନେଇକି କେବେ ଡରନ୍ତି ନାହିଁ।ଆପଣ ସଂଘର୍ଷ କରିବାକୁ ପସନ୍ଦ କରିଥାନ୍ତି ଏବଂ ସବୁଠୁ ବଡ କଥା ହେଉଛି କି ଆପଣ ସମସ୍ତ ପରିସ୍ଥିତିରେ ସନ୍ତୁଷ୍ଟ ରହିଥାନ୍ତି।ଏହାହିଁ ଆପଣଙ୍କ ଖୁସିର ସବୁଠୁ ବଡ଼ ରହସ୍ୟ ହୋଇଥାଏ।

Leave a Reply

Your email address will not be published. Required fields are marked *