October 8, 2024

Odia Express

Here, There and Everywhere

ଯଦି ଆପଣଙ୍କ ସବୁ କାମରେ ବାଧା ଆସୁଛି ତେବେ ମଙ୍ଗଳବାର ଦିନ କରନ୍ତୁ ଏହି ଉପାୟ..

ନମସ୍କାର ସାଙ୍ଗମାନେ ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲରେ ଜଣାଇବୁ ଯଦି ଆପଣଙ୍କ ସବୁ କାମରେ ବାଧା ଆସୁଛି ତେବେ ମଙ୍ଗଳବାର ଦିନ ଏହି ଉପାୟ କରନ୍ତୁ।ଏଥିପାଇଁ ଏହି ଆର୍ଟିକିଲକୁ ସମ୍ପୂର୍ଣ୍ଣ ପଢନ୍ତୁ।ସମସ୍ତଙ୍କୁ କିଛି ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ ଯାହା ଅଧିକ ସମୟ ଯାଏ ରହିଥାଏ।ଏହି ସବୁ ସମସ୍ୟାରୁ ଆପଣଙ୍କୁ ମୁକ୍ତି ଭଗବାନ ହନୁମାନ ଦେଇପାରିବେ।କାରଣ ହନୁମାନ ବାଲ ବ୍ରହ୍ମଚାରୀ ଥିବାରୁ ତାଙ୍କର ସାଧନା ସରଳ ଏବଂ ସୁଗମ।

ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ ଏହା ମାନ୍ୟତା ଅଛି ଯେ ହନୁମାନଙ୍କ ଜନ୍ମ ମଙ୍ଗଳବାର ଦିନ ହୋଇଥିଲା।ଏଥିପାଇଁ ଏହିଦିନ ବିଶେଷ ଉପାୟ କରିବା ଦ୍ୱାରା ପ୍ରଭୁ ହନୁମାନ ଶୀଘ୍ର ପ୍ରସନ୍ନ ହୋଇଯାଇଥାନ୍ତି।ପ୍ରଭୁ ହନୁମାନଙ୍କ ପୂଜା କରିବା ସମୟରେ ଆମକୁ ଏହା ଧ୍ୟାନ ରଖିବାକୁ ପଡିଥାଏ ଯେ ଭଲ ମନ ଏବଂ ପବିତ୍ରତାର ସହିତ ପୂଜା କରିବା ଉଚିତ।ଯଦି ଆପଣଙ୍କ ଏପରି କରିନଥାନ୍ତି ତେବେ ହନୁମାନ ଆପଣଙ୍କ ଉପରେ କ୍ରୋଧିତ ହୋଇଥାନ୍ତି।ଯେଉଁ କାରଣରୁ ଆପଣଙ୍କ ସହିତ ଭୁଲ ମଧ୍ୟ ହୋଇପାରେ।

ତେବେ ଆସନ୍ତୁ ଜାଣିବା ଏପରି କେଉଁ ଉପାୟ କରିବାଦ୍ୱାରା ଆମେ ଏହିସବୁରୁ ନିଜାତ ପାଇପାରିବା।ବ୍ରହ୍ମ ମୁହୂର୍ତ୍ତରେ ଆପଣଙ୍କ ସବୁ ନିତ୍ୟ କାମ କରିସାରି ବର ଗଛର ଏକ ପତ୍ର ଆଣି ପ୍ରଭୁ ହନୁମାନଙ୍କ ପାଖରେ କିଛି ସମୟ ରଖନ୍ତୁ ଏବଂ ଏହାପରେ ଏଥିରେ କେଶର ଦ୍ୱାରା ଶ୍ରୀରାମ ଲେଖି ଏହାକୁ ନିଜ ପର୍ସ ମଧ୍ୟରେ ରଖନ୍ତୁ ଏହାଦ୍ୱାରା ଆପଣଙ୍କ ପର୍ସରେ ଧନର କମି ରାହିନଥାଏ।ଏହାଦ୍ୱାରା ଆପଣଙ୍କ ଘର ଧନରେ ପରିପୂର୍ଣ୍ଣ ରହିଥାଏ।

ପ୍ରଭୁ ହନୁମାନଙ୍କୁ ଚୋଲା ବହୁତ ପସନ୍ଦ ହୋଇଥାଏ।ଏଥିପାଇଁ ଆପଣ ସମସ୍ତ ବିଧି ବିଧାନ ସହିତ ପ୍ରଥମେ ନାଲି ରଙ୍ଗର ଧୋତି ପିନ୍ଧି ଏହାପରେ
ଚମେଲିର ଦୀପ ହନୁମାନଙ୍କ ପାଖରେ ରାଖୂ ଏହା ସହିତ ଚୋଲା ଚଢାନ୍ତୁ।ଏହା ସହିତ ନାଲି ରଙ୍ଗର କିମ୍ବା ଯେକୌଣସି ସୁଗନ୍ଧିତ ଫୁଲ ଚଢାନ୍ତୁ।ଏହାଦ୍ୱାରା ଭଗବାନ ପ୍ରସନ ହୋଇଥାନ୍ତି।ଯଦି ଆପଣ ଭଗବାନ ରାମ ଏବଂ ପ୍ରଭୁ ହନୁମାନଙ୍କୁ ପ୍ରସନ କରିବାକୁ ଚାହିଁଥାନ୍ତି ତେବେ ମଙ୍ଗଳ ବାର ଦିନ ମନ୍ଦିରକୁ ଯାଆନ୍ତୁ ଯେଉଁଠାରେ ରାମ ଏବଂ ହନୁମାନ ଦୁଇ ଜଣଙ୍କ ପ୍ରତିମା ଥିବ।ଏବଂ ସେଠାରେ ଶୁଦ୍ଧ ଘିଅର ଦୀପ ଜଳାନ୍ତୁ।

ସକାଳୁ ସବୁ କାର୍ଯ୍ୟରୁ ନିବୃତ୍ତ ହୋଇ ବର ଗଛରୁ ୧୧ଟି ପତ୍ର ଆଣନ୍ତୁ।ଧ୍ୟାନ ରଖନ୍ତୁ ଏହି ପତ୍ର ସଫା ହୋଇଥିବ।ଏହାକୁ ସଫା ପାଣିରେ ଧୋଇ ଚନ୍ଦନରେ ଭଗବାନ ଶ୍ରୀରାମଙ୍କ ନାମ ଲେଖନ୍ତୁ ଏବଂ ଏହାପରେ ଏହି ପତ୍ରର ମାଳ ତିଆରି କରନ୍ତୁ ଏଥିପାଇଁ ରଙ୍ଗୀନ ସୁତାର ବ୍ୟବହାର କରନ୍ତୁ।ଏହାପରେ କୌଣସି ହନୁମାନ ମନ୍ଦିର ଯାଇ ସେଠାରେ ଏହି ମାଳ ହନୁମାନଙ୍କ ପ୍ରତିମାରେ ପିନ୍ଧାନ୍ତୁ।ଏହାଦ୍ୱାରା ପ୍ରଭୁ ହନୁମାନ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି ଏବଂ ଏହାଦ୍ୱାରା ଆପଣଙ୍କ ମନସ୍କାମନା ମଧ୍ୟ ପୁରଣ ହୋଇଥାଏ।

Leave a Reply

Your email address will not be published. Required fields are marked *