March 20, 2025

Odia Express

Here, There and Everywhere

ଆପଣ ବି ହେଇଯିବେ ଖଜୁରୀର ଦିୱାନା ଜାଣିଲା ପରେ ଏହାର ଅନେକ ଉପକାର…

ଥଣ୍ଡା ଋତୁ ଯେପରି ଆସି ଥାଏ ସେହି ପରି ବହୁତ ସାରା ରୋଗ ହେବାର ସମ୍ଭାବନା ରହିଥାଏ। କୁହାଯାଏ ଯେ ଲୋକ ମାନେ ଥଣ୍ଡା ରେ ଆଣ୍ଠୁ ବିନ୍ଧା , ଥଣ୍ଡା ହୋଇଥାଏ । ଏହା ଦ୍ୱାରା ଖଜୁରୀ ଖାଇବା ଦ୍ୱାରା ସବୁ ରୋଗ ରୁ ରକ୍ଷା ପାଇଁ ପାରିବ।ଏହା ଶରୀରକୁ ତାଜା ରଖି ଥାଏ।ଖଜୁରୀ ଖାଇବା ସମସ୍ତଙ୍କୁ ପସନ୍ଦ ହୋଇ ନଥାଏ କିନ୍ତୁ କିଛି ଲୋକ ଏହାର ରଙ୍ଗ ଦେଖିକି ଏହାକୁ ଖାଇବାକୁ ମନ କରି ଦେଇ ଥାନ୍ତି । ଆସନ୍ତୁ ଜାଣିବା ଖଜୁରୀ ଖାଇବାର ଫାଇଦା କଣ ହୋଇ ପାରେ। ଏହା ଜାଣିବା ପରେ ଆପଣ ନିଜକୁ ଖଜୁରୀ ଖାଇବା ଠାରୁ ରୋକି ପାରିବେନି।ଏହାର ଫାଇଦା ହେଉଛି ପୋଷକ ତତ୍ୱରେ ଭରିକି ରହିଥାଏ ଖଜୁରୀ।ଖଜୁରୀରେ ଆଇରନ , ମିନେରାଲ ଆଦି ରହିଥାଏ।

ଏଥିରେ ଭିଟାମିନ ବି ରହିଥାଏ ଏବଂ ଏ ବି ରହିଥାଏ।ଏଥିରେ ଭିଟାମିନ ସି ବି ରହି ଥାଏ।ଥଣ୍ଡାରେ ସବୁ ଦିନେ ଦୁଇ ରୁ ୩ ଖଜୁରୀ ଖାଇବା ଦ୍ୱାରା ଶରୀରର ବହୁତ ଫାଇଦା ହୋଇ ଥାଏ। ହୃତ୍ପିଣ୍ଡର ଯତ୍ନ ନେବା ପାଇଁ ଖଜୁରୀ ବହୁତ ଭଲ ହୋଇ ଥାଏ।ଏଥିରେ ୫୪% ଚିନି ଏବଂ ୬୦% ପ୍ରୋଟିନ ରହି ଥାଏ।ଏହା ସେମାନଙ୍କ ପାଇଁ ବହୁତ ଫାଇଦା ଅଟେ ।ଯେଉଁ ମାନେ ହୃତ ରୋଗରେ ଅଛନ୍ତି ଏହାକୁ ସବୁ ବେଳେ ତିନି କି ଚାରି ଖଜୁରୀ ଖାଇବା ଆବଶ୍ୟକ।କାରଣ ଖଜୁରୀ ହୃତ ରୋଗରୁ ବଞ୍ଚାଇ ଥାଏ।ରୋଗ ପ୍ରତି ରିଧକ କ୍ଷମତାକୁ ବଢ଼ାଇ ଥାଏ। ଏଥିରେ ଥିବା ଗ୍ଲୁକୋଜ ଆଉ ଫରୁକ୍ଟୋଜ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ।

ଶରୀରକୁ ଉର୍ଯ ମିଳି ଥାଏ ଖଜୁରୀ ଠାରୁ । ଏଥିରେ ଥିବା ପ୍ରାକୃତିକ ଶର୍କରା ଶରୀରରେ ବହୁତ ଫାଇଦା କରିଥାଏ। ପାଚନ କ୍ରିୟା ଠିକ ଭାବେ ହୋଇଥାଏ। ଖଜୁରୀରେ ବହୁତ ମାତ୍ରାରେ କାର୍ବୋହାଇଡ୍ରେଟ ଆଉ ଫାଇବର ପାଇଥାଉ। ଏହା ପାଚନ କ୍ରିୟାକୁ ଠିକ କରିବାରେ ସାହାଯ୍ୟ କରି ଥାଏ।ଭୋକ ବଢ଼େଇ ଥାଏ ।ଏହା ସହିତ ପେଟ ଜଡିତ ସବୁ ରୋଗକୁ ଦୂର କରିବାରେ ଖଜୁରୀରେ ସେବନ କରିବା ଉଚିତ ବୋଲି କୁହ ଯାଇଛି।ଶରୀରରେ ଆଇରନ ର କମ କୁ ପୁରା କରିଥାଏ ।ଖଜୁରୀରେ ଥିବା ପ୍ରୋଟିନ , ମିନେରାଲ , ଭିଟାମି ନ ରୁ ଶରୀରକୁ ଶକ୍ତି ମିଳିଥାଏ।

ଏହା ସହିତ ଯେଉଁ ଲୋକ ଅଧିକ ଥକା ପଣ ଅନୁଭବ କରନ୍ତି ସେମାନେ ଏହା ଖାଇ ପାରିବେ ।ଏହା ହାଡକୁ ମଜବୁତ କରି ଥାଏ। ଏହା ମଧ୍ୟ ଆମକୁ ସଂକ୍ରମଣ ରୁ ବଞ୍ଚାଇ ଥାଏ। ଏହା ପୁରୁଷ ଶକ୍ତି ବଢ଼ାଇଥାଏ।ଏହାକୁ ରାତିରେ କ୍ଷୀରରେ ପକେଇ ତାପର ଦିନ ସକାଳେ ଖାଇଲେ। ପୁରୁଷଙ୍କ ଥରେ ପୁରୁସ୍ୱତ ବଢିଥାଏ। ଖଜୁରୀ ମଧ୍ୟ ଓଜନ ବଢେଇବାର ସାହାଯ୍ୟ କରିଥାଏ।ଯେଉଁ ଲୋକ ବହୁତ ପତଳା ହୋଇ ଥାନ୍ତି ଏହି ଖଜୁରୀ ଏମାନଙ୍କର ଓଜନ ବଢ଼େଇଥାଏ। ଖଜୁରୀ କ୍ୟାନ୍ସର ରେ ଲଢ଼ିଥାଏ।ଏହା ବହୁତ ଫାଇଦା ଦେଇଥାଏ।ଏହା ସହିତ ପେଟ ଜଡିତ ସବୁ ରୋଗକୁ ଦୂର କରିବାରେ ଖଜୁରୀରେ ସେବନ କରିବା ଉଚିତ ବୋଲି କୁହ ଯାଇଛି।ଶରୀରରେ ଆଇରନ ର କମ କୁ ପୁରା କରି ଥାଏ।ଖଜୁରୀରେ ଥିବା ପ୍ରୋଟିନ , ମିନେରାଲ , ଭିଟାମି ନ ରୁ ଶରୀରକୁ ଶକ୍ତି ମିଳିଥାଏ। ଖଜୁରୀ ଆମ ଶରୀରରେ ବହୁତ ଉପକାର କରିଥାଏ।

Leave a Reply

Your email address will not be published. Required fields are marked *