୩ ଦିନ ପିଦିଅନ୍ତୁ ଜୀବନସାରା ମଧୁମେହ,କୋଲେଷ୍ଟ୍ରୋଲ, ପେଟ ରୋଗ,ମୋଟା ହେବା, ହୃଦୟ ରୋଗ କେବେ ହେବ ନାହିଁ
1 min readଯଦି ଆପଣ ଏହାର ଗୋଟେ ମୁଠା ପାଣିରେ ସିଝାଇ ସବୁଦିନ ସେବନ କରିନେବେ ତୃତୀୟ ଦିନ ହିଁ ଆପଣଙ୍କ ଶରୀରରେ ଚମତ୍କାର ଦେଖାଯିବ।ଆପଣଙ୍କ ରୋଗପ୍ରତିରୋଧକ ଶକ୍ତି ବଢିଯିବ।ଆପଣ ନିରୋଗୀ ହୋଇଯିବେ।ଆପଣଙ୍କ ସବୁ ରୋଗରେ ଏହାର ପ୍ରଭାବ ଦେଖାଯିବ।ଆପଣନ୍କ ଶରୀରର କମଜୋରି ବିଲକୁଲ ସରିଯିବ।ଯଦି ଆପଣଙ୍କୁ ପ୍ରଥମରୁ ମଧୁମେହ ର ରୋଗ ଅଛି ଏହା ନିୟନ୍ତ୍ରଣ ରେ ରହିବ।ଜଣେ ବ୍ୟକ୍ତି ଜୀବନସାରା ପାଇଁ ମଧୁମେହ ରୋଗରୁ ବଞ୍ଚିତ ରହିବ।
ଯଦି ଆପଣଙ୍କ ପେଟରେ ରୋଗ ଅଛି।ଯେପରିକି ଗ୍ୟାସ, କବଚ, ଏସିଡିଟି ର ସମସ୍ୟା ଅଛି କିମ୍ବା ଆପଣଙ୍କ ପାଚନ ତନ୍ତ୍ର କମଜୋର ଅଛି ଏହାର ଏକ ମୁଠା ବରଦାନ ଭଳି କାମ କରିବ।ଆପଣଙ୍କୁ ପେଟର ସବୁ ପ୍ରକାର ରୋଗରୁ ବଞ୍ଚାଇବ।ଏ ପେଟ ରୋଗ ଆମ ଶରୀରର ବିଭିନ୍ନ ପ୍ରକାର ରୋଗର କାରଣ ହେଇଥାଏ।
ଯଦି ଆପଣ ମୋଟା ଅଟନ୍ତି ଏହା ଅପଣଙ୍କ ପାଇଁ ବରଦାନ ଭଳି କାମ କରିଥାଏ।ଆପଣଙ୍କ ମେଟବଲିସମ କୁ ବୁସ୍ଟ କରିବ ।ଅପଣନ୍କ ପେଟର ଚର୍ବି ତରଲିଯିବା ଓ ଆପଣ ପତଳା ହେଇଯିବେ।
ଯଦି ଆପଣଙ୍କୁ କୋଲେଷ୍ଟ୍ରୋଲ ର ସମସ୍ୟା ଅଛି ଏହା ପାଇଁ ମଧ୍ୟ ଏହା ବରଦାନ ଅଟେ।ଏହା ଅପଣନ୍କ ଶରୀରରେ ଖରାପ କୋଲେଷ୍ଟ୍ରୋଲ ର ମାତ୍ରା କୁ କମ କରିବ ଓ ଭଲ କୋଲେଷ୍ଟ୍ରୋଲ କୁ ବଢାଇବ।ଯାହାଦ୍ୱାରା ନା ଆପଣଙ୍କୁ କେବେ ହୃଦୟ ରୋକ ହେବ ନା ହୃଦୟ ଆକ୍ରମଣ ରୋଗ ହେବ।ଆପଣନ୍କ ହୃତପିଣ୍ଡ ମଜବୁତ ହେଇଯିବ।ଆପଣ ସବୁବେଳେ ହୃତପିଣ୍ଡ ରୋଗରୁ ବଞ୍ଚି ରହିବେ।
କଖାରୁ ମଞ୍ଜି:- ଏହା ବହୁତ ଅଧିକ ଚମତକାରୀ ଜିନିଷ ଅଟେ।ଆପଣନ୍କ ଶରୀର ପାଇଁ ଏକ ବରଦାନ ଭଳି କାମ କରିଥାଏ।ଯେଉଁ କାମ ଲକ୍ଷେ ଟଙ୍କା ର ଔଷଧ କାମ କରିନଥାଏ ଏହା କଖାରୁ ମଞ୍ଜି କରିଦେଇଥାଏ।ଆମେ ଛୋଟ ପିଲା ଙ୍କୁ ସ୍ନେହରେ କଖାରୁ କହିଦେଇଥାନ୍ତି ଏହା ହେଲା ସ୍ନେହର ଭାଷା।କିନ୍ତୁ ଏହି କଖାରୁ ଆପଣନ୍କ ପାଇଁ ବରଦାନ ଭଳି କାମ କରିଥାଏ।
ଆପଣ ଏହାକୁ ଦୁଇ ପ୍ରକାର ରେ ଖାଇପାରିବେ।ଆଜିକାଲି ଏହା ରୋଷ୍ଟେଡ଼ ମଞ୍ଜି ଆସିଥାଏ ଆପଣ ଏହାକୁ ଚୋବାଇ ଖାଇପାରିବେ।ଆପଣ ଏହାକୁ ପାଣିରେ ସିଝାଇ ସେବନ କରିପାରିବେ।ଏକ ମୁଠା କଖାରୁ ମଞ୍ଜି ନେଇ ଏହାକୁ ଏକ ଗ୍ଲାସ ପାଣିରେ ସିଝାଇ ଏହାର ପାଣିକୁ ସକାଳେ ଖାଳିପେଟରେ ପିଅନ୍ତୁ ଓ ଏହାର ମଞ୍ଜି କୁ ଚୋବାଇ ଚୋବାଇ ଖାଆନ୍ତୁ।ଯଦି ଆପଣ ଏହା କରିବେ ଆପଣନ୍କ ପୁରା ଶରୀର ନିରୋଗୀ ହୋଇଯିବ।ଆପଣନ୍କ ଶରୀରର ସବୁପ୍ରକାର ରୋଗର ଚିକିତ୍ସା ହୋଇଯିବ।ଆପଣନ୍କ ମୁଖରେ ନୂଆ ଚମକ ଆସିଯିବ।ଆପଣଙ୍କ ମୁହଁରେ ତେଜ ଦେଖାଯିବ।ଆପଣନ୍କ ଶରୀର ର କମଜୋରି ର ଚିକିତ୍ସା ହୋଇଯିବ।୩ ଦିନରେ ହିଁ ଆପଣଙ୍କ ଶରୀରରେ ଫରକ ଦେଖାଯିବ।
ଏହାକୁ ଘରେ ବନାଇ ପିଅନ୍ତୁ ଓ ଏହାର ପ୍ରୟୋଗ କରନ୍ତୁ ଓ ଆପଣନ୍କ ଶରୀରକୁ ନିରୋଗୀ ବନାନ୍ତୁ।ଶରୀର ଅଛି ତ ରୋଗ ଅଛି।ରୋଗ ହେଲେ ବାହାରୁ ଔଷଧ ନ କିଣି ଏହାର ପ୍ରୟୋଗ କରନ୍ତୁ।କିମ୍ବା କୌଣସି ଘରୋଇ ଉପଚାର ପ୍ରଥମେ କରନ୍ତୁ।ଏହା ଆପଣଙ୍କୁ ସମ୍ପୂର୍ଣ ନିରୋଗୀ କରାଇଦେଵ ଓ ଏହା ସହ ରୋଗପ୍ରତିରୋଧକ ଶକ୍ତି ବଢାଇବ ଯାହାଫଳରେ ଆପଣଙ୍କୁ କୌଣସି ରୋଗ ଜୀବନସାରା ହେବ ନାହିଁ।