September 11, 2024

Odia Express

Here, There and Everywhere

ମଜାଦାର ଓଡ଼ିଆ ପ୍ରଶ୍ନ ଉତ୍ତର – ତାହା କେଉଁ ବର୍ଷ ଯାହା ସିଧା ଲେଖନ୍ତୁ କିମ୍ବା ଓଲଟା ଲେଖନ୍ତୁ ତାହା ସମାନ ହେବ ? ବୁଦ୍ଧିମାନ ଲୋକ ଉତ୍ତର ଦିୟନ୍ତୁ..

ନମସ୍କାର ଆମର ପ୍ରିୟ ପାଠକ ବନ୍ଧୁ | ଅନେକ ସମୟରେ ଆମେ ଅନେକ ନୂଆ ନୂଆ କଥା ଶିଖୁ ଓ ସେହି ଶିଖା କଥା ଗୁଡିକ ଆଗାମୀ ଦିନରେ ଆମକୁ କିଛି ନୂଆ ନୂଆ ଜାଗାରେ ଲଗେଇବା ପାଇଁ ସହାୟକ ହେଇଥାଏ |ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ନୂଆ ପ୍ରଶ୍ନ ଉତ୍ତର ନେଇକି ଅଶିଚୁ |ଚାଲନ୍ତୁ ଜାଣିବା ଏହି କଥା

୧: ପ୍ରଶ୍ନ: ଏମିତି କେଉଁ ଜିନିଷ ଯାହା ଆପଣଙ୍କର କିନ୍ତୁ ଅନ୍ୟ ମାନେ ବ୍ୟବହାର କରିଥାନ୍ତି?

ଉତ୍ତର:ଆମ ନାମ।

୨: ପ୍ରଶ୍ନ:ସେଇଟା କେଉଁ ଜିନିଷ ଯାହା ଝିଅମାନେ ଦେଖେଇ ଚାଲନ୍ତି ଓ ପୁଅ ମାନେ ଲୁଚେଇ?

ଉତ୍ତର: ପର୍ସ।

୩:ପ୍ରଶ୍ନ:ମୁଁ ସମୁଦ୍ରରେ ଜନ୍ମ ହୁଏ କିନ୍ତୁ ଆପଣଙ୍କ ଘରେ ରହିଥାଏ କୁହନ୍ତୁ ମୁ କିଏ?

ଉତ୍ତର: ଲୁଣ।

୪:ପ୍ରଶ୍ନ:ଭାରତରେ କେଉଁ ରାଜ୍ୟରେ କେବଳ ଦୁଇଟି ପିଲା ଜନ୍ମ କରିପାରିବେ?

ଉତ୍ତର:କେରଳ ରାଜ୍ୟରେ।

୫:ପ୍ରଶ୍ନ:ଏହା କେଉଁ ଜିନିଷ ଯାହାକୁ କିଏ ଚୋରାଇ ପାରିବେ ନାହିଁ?

ଉତ୍ତର:ଜ୍ଞାନ।

୬:ପ୍ରଶ୍ନ:କେଉଁ ଦେଶରେ ରାତିରେ ଗାଧୁଆଘରକୁ ଗଲେ ଜୋରିମାନା ଦେବାକୁ ପଡିଥାଏ?

ଉତ୍ତର:ସ୍ୱିଜର୍ଲ୍ୟାଣ୍ଡ।

୭:ପ୍ରଶ୍ନ: ଏହା କିଏ ଯେ ଅନ୍ୟକୁ ଖୋଇଥାଏ କିନ୍ତୁ ନିଜେ ଖାଇନଥାଏ?

ଉତ୍ତର:ଚାମଚ।

୮:ପ୍ରଶ୍ନ:ଏହା କିଏ ଯିଏ ପାଣି ପିଇଲେ ମରିଯାଇଥାଏ?

ଉତ୍ତର:ଶୋଷ।

୯:ପ୍ରଶ୍ନ:ଏହା କେଉଁ ଜିନିଷ ଯାହାକୁ ଧୋଇଲାପରେ ମଇଳା ହେଇଯାଇଥାଏ?

ଉତ୍ତର:ପାଣି।

୧୦:ପ୍ରଶ୍ନ: ବିଶ୍ୱରେ ସବୁଠୁ ଅଧିକ କର୍ମଚରୀ କେଉଁ ଜାଗାରେ କାମ କରିଥାନ୍ତି?

ଉତ୍ତର:ଭାରତୀୟ ରେଳ ରେ।

୧୧:ପ୍ରଶ୍ନ:ବିହାର ର ରାଜଧାନୀ କଁ ଅଟେ ?

ଉତ୍ତର:ପାଟଣା।

୧୨:ପ୍ରଶ୍ନ:କେଉଁ ଦେଶରେ କୁକୁରକୁ ଲୋଭ ଦେଖାଇଲେ ଜେଲ ହେଇଥାଏ?

ଉତ୍ତର: ଓକଳାହାମ ରେ

୧୩:ପ୍ରଶ୍ନ:ଭାରତରେ ନାଲି ଚନ୍ଦନର କାଠ କେଉଁଠି ଅଧିକ ମିଳିଥାଏ?

ଉତ୍ତର:ତାମିଲନାଡୁ ରେ

୧୪:ପ୍ରଶ୍ନ:କେଉଁ ଦେଶରେ କେବଳ ବିବାହିତା ମହିଳା ଡ୍ରାଇଭିଂ କରିପାରିବେ?

ଉତ୍ତର:ଫ୍ଲୋରିଡା ରେ

୧୫:ପ୍ରଶ୍ନ:ଚନ୍ଦ୍ରରେ ସବୁଠୁ ଅଧିକ କେଉଁ ପରମାଣୁ ମିଳିଥାଏ?

ଉତ୍ତର:ଅମ୍ଳଜାନ।

୧୬:ପ୍ରଶ୍ନ:ଭାରତରେ କେଉଁ ନଦୀରେ ହୀରା ମିଳିଥାଏ?

ଉତ୍ତର:କୃଷ୍ଣ ନଦୀ।

୧୭:ପ୍ରଶ୍ନ:ତାଜମହଲ କେଉଁ ସହରରେ ସ୍ଥିତ?

ଉତ୍ତର:ଆଗ୍ରା ସହର।

୧୮:ପ୍ରଶ୍ନ:ସବୁଠୁ ଅଧିକ ଟମାଟୋ ଉତ୍ପାଦନ କେଉଁ ଦେଶରେ ଅଧିକ ହେଇଥାଏ?

ଉତ୍ତର:ଭାରତରେ

୧୯:ପ୍ରଶ୍ନ:କେଉଁ ଦେଶର ଲୋକ କୁକୁର ପାଳିବାକୁ ଡରିଥାନ୍ତି

ଉତ୍ତର:ବ୍ରାଜିଲ ଦେଶ ର ଲୋକ

୨୦:ପ୍ରଶ୍ନ:ଫଟୋ କୁ ଓଡ଼ିଆ ରେ କଣ କୁହନ୍ତି?

ଉତ୍ତର:ଚିତ୍ର।

୨୧:ପ୍ରଶ୍ନ:ଭାରତରେ କେଉଁ ରାଜ୍ୟ କୁ ଫଳ ର ଡାଲିଆ କୁହାଯାଏ?

ଉତ୍ତର:ହିମାଚଳ ପ୍ରଦେଶ ରେ

୨୨:ପ୍ରଶ୍ନ:ଲକ୍ସ ସାବୁନ କେଉଁ ଦେଶର କମ୍ପାନୀ ଅଟେ?

ଉତ୍ତର: ବ୍ରିଟେନ ଦେଶ

୨୩:ପ୍ରଶ୍ନ:ଭାରତରେ ଅଯନ୍ତା ଗୁମ୍ଫା କେଉଁ ରାଜ୍ୟରେ ଅଛି?

ଉତ୍ତର:ମହାରାଷ୍ଟ୍ର ରେ।

୨୪:ପ୍ରଶ୍ନ: କେଉଁ ମହାନ ନେତା ଙ୍କ ଜନ୍ମ ୨ ଅକ୍ଟୋବର ରେ ହେଇଥିଲା?

ଉତ୍ତର:ଲାଲ ବାହାଦୂର ଶାସ୍ତ୍ରୀ

୨୫:ପ୍ରଶ୍ନ:ଏଣ୍ଡୁଅ ରଙ୍ଗ କାହିଁକି ବଦଳାଇଥାଏ ?

ଉତ୍ତର: ଗରମ ପ୍ରବନ୍ଧନ ପାଇଁ

୨୬:ପ୍ରଶ୍ନ:କେଉଁ ଜୀବ ନିଜ ମା କୁ କେବେ ଦେଖିନଥାଏ?

ଉତ୍ତର’:ବିଛା

୨୭:ପ୍ରଶ୍ନ: କେଉଁ ଗଛରେ ଆମେ ଚଢିପାରିବା ନାହିଁ?

ଉତ୍ତର:କଦଳୀ ଗଛ

୨୮:ପ୍ରଶ୍ନ:ସବୁଠୁ ବଡ଼ ଅଣ୍ଡା କେଉଁ ପକ୍ଷୀ ର ହେଇଥାଏ?

ଉତ୍ତର:ସୁତୁରର୍ମୁର୍ଗ

୨୯:ପ୍ରଶ୍ନ:କେଉଁ ପକ୍ଷୀ କେବେ ଗଛ ଉପରେ ବସେନାହିଁ?

ଉତ୍ତର:ଟିଟୋନି ନାମକ ପକ୍ଷୀ

୩୦:ପ୍ରଶ୍ନ:କେଉଁ ଜୀବ କେଵ ଶୁଏ ନାହିଁ?

ଉତ୍ତର:ବୁଲଫ୍ରଗ

୩୧:ପ୍ରଶ୍ନ:ମନୁଷ୍ୟ ୨୪ ଘଣ୍ଟା ରେ କେତେ ଥର ଶ୍ୱାସ ନେଇଥାଏ?

ଉତ୍ତର:୧୭ ରୁ ୩୦ ହଜାର ଥର।

୩୨: ପ୍ରଶ୍ନ:ବିଶ୍ୱରେ କେଉଁ ଦେଶରେ ଗୋଟେ ବି ନଦୀ ନାହିଁ?

ଉତ୍ତର:ସାଉଦି ଆରବ

୩୩:ପ୍ରଶ୍ନ:ଏହା କଣ ଯାହା ଖାଇଲେ ଲାଲ ହୋଇଯାନ୍ତି ଓ ପିଇଲେ ଶାନ୍ତ??

ଉତ୍ତର:କ୍ରୋଧ

୩୪:ପ୍ରଶ୍ନ:ତାହା କେଉଁ ବର୍ଷ ଯାହା ସିଧା ଲେଖନ୍ତୁ କିମ୍ବା ଓଲଟା ଲେଖନ୍ତୁ ତାହା ସମାନ ହେବ ?

ଉତ୍ତର:୧୯୯୧

Leave a Reply

Your email address will not be published. Required fields are marked *