September 10, 2024

Odia Express

Here, There and Everywhere

କଳିଯୁଗର ସତ୍ୟ ଭବିଷ୍ୟବାଣୀ ଆପଣଙ୍କୁ ଆଚମ୍ବିତ କରି ଦେବ – ନିଶ୍ଚୟ ଜାଣିରଖନ୍ତୁ କଣ କହିଥିଲେ ଭଗବାନ..

ନମସ୍କାର ବନ୍ଧୁଗଣ, କଳିଯୁଗର ଭୟାନକ ଭବିଷ୍ୟବାଣୀ ଶୁଣି ଆପଣ ଥରି ଉଠିବେ।ବହୁତ ଅଜବ ହେବ ଆମର ଭବିଷ୍ୟତ।କିପରି ହେବ କଳିଯୁଗ ଏବଂ କଳିଯୁଗରେ ଲୋକ କିପରି କାର୍ଯ୍ୟକଳାପ କରିବେ।ଏହା ମହର୍ଷି ବ୍ୟାସ ହଜାର ଲକ୍ଷ୍ୟ ବର୍ଷ ପୂର୍ବରୁ ହିଁ କହି ଦେଇଥିଲେ।ଆପଣ ବିଶ୍ୱାସ କରିବେ ନାହିଁ କି ଯାହାବି ସେ କହିଛନ୍ତି ସେ ସମସ୍ତ କଥା ଆଜି ଆମ ଆଖପାଖରେ ଦେଖା ଯାଇପାରିବ।ଏହା ମଧ୍ୟ ଜାଣିବା କି କଳିଯୁଗର ଅନ୍ତ ସମୟରେ ଲୋକମାନେ କିପରି ବ୍ୟବହାର କରିବେ।ଏବଂ ଏହି କଥା ଆପଣଙ୍କୁ ବହୁତ ଆର୍ଶ୍ଚର୍ଯ୍ୟ କରିଦେବ।

ଯେବେ ସୃଷ୍ଟିର ରଚନା ହୋଇଥାଏ ତେବେ ଚାରିଯୁଗର ସମୟ ଏକା ସହିତ ଆସିଥାଏ।ଯେପରି ସବୁଠାରୁ ପ୍ରଥମେ ସତ୍ୟଯୁଗ,ତ୍ରେତୟା ଯୁଗ ପରେ ଦ୍ୱାପର ଯୁଗ ଏବଂ ଶେଷରେ ଆସେ କଳିଯୁଗ।ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କର ଧରିତ୍ରୀରୁ ବୈକୁଣ୍ଠ ଫେରିଯିବା ହିଁ କଳିଯୁଗର ଆରମ୍ଭ ବୋଲି କୁହାଯାଏ।କଳିଯୁଗର ସମୟ ପୁରା ହେବା ପରେ ଏହି ସୃଷ୍ଟିର ବିନାଶ ଭଗବାନ ପ୍ରଳୟ ରୂପରେ କରିଥାନ୍ତି।ଏବଂ ପୁଣି ନୂଆ ସୃଷ୍ଟିର ଶୁଭାରମ୍ଭ କରିଥାନ୍ତି ।ଯେଉଁ ସବୁ କଥା ଆଜି ଆପଣ ଜାଣିବେ ତାହା ହୁଏତ କଳିଯୁଗରେ ହେବାକୁ ଯାଉଛି ଅଥବା ଆସୁଥିବା ସମୟରେ ହେବ।

ସବୁଠାରୁ ପ୍ରଥମେ ମହର୍ଷି ବ୍ୟାସ କହିଛନ୍ତି କି କଳିଯୁଗରେ ବର୍ଣ୍ଣ ବ୍ୟବସ୍ଥା ଅର୍ଥାତ ବ୍ରାହ୍ମଣ,କ୍ଷତ୍ରିୟ, ବୈଷ୍ଣବ ଶୁଦ୍ଧ ହେବ।ଏବଂ ଏହାର ଲୋକ ଭୁଲ ଅର୍ଥ ବାହାର କରିବେ।ଏବଂ ଲୋକଙ୍କର ଶୋଷଣ କରିବେ।ଆଶ୍ରମ କିମ୍ବା ଗୁରୁକୂଳ ଭଳି କୌଣସି ଜିନିଷ ରହିବ ନାହିଁ।ଏବଂ ବେଦର କେହି ମଧ୍ୟ ପାଳନ କରିବେ ନାହିଁ।କଳିଯୁଗରେ ବିବାହକୁ ଧର୍ମ ବୋଲି ଧରାଯିବ ନାହିଁ।ଏଥିପାଇଁ ଛାଡପତ୍ରର ସଂଖ୍ୟା ମଧ୍ୟ ବୃଦ୍ଧି ହେଉଅଛି।ଶିଷ୍ୟ ମାନେ ଗୁରୁଙ୍କର ଆଦର କରିବେ ନାହିଁ।ପୁତ୍ର ନିଜ ପୁତ୍ର ଧର୍ମର ପାଳନ କରିବ ନାହିଁ।ଏହି କାରଣରୁ ଏତେ ସଂଖ୍ୟାରେ ବୃଦ୍ଧାଶ୍ରମ ଖୋଲୁ ଅଛି।କଳିଯୁଗରେ କେହି କେତେ ବି ଉଚ୍ଚ କୂଳରେ ଜନ୍ମ ହେଉ ନା କାହିଁକି ଯିଏ ବଳବାନ ହୋଇଥିବ ତାକୁ ହିଁ ରାଜା ବିବେଚିତ କରାଯିବ।ସବୁ ବର୍ଣ୍ଣର ଲୋକ ନିଜ ଝିଅକୁ ବିକ୍ରି କରି ନିଜ ଜୀବନ ଅତିବାହନ କରିବେ।କଳିଯୁଗରେ ଲୋକ ନିଜ ଶ୍ରଦ୍ଧାରେ ଅନୁଷ୍ଠାନ କରିବେ। ଉପବାସ,ଧନ ଖର୍ଚ୍ଚ କରିବା, ପରିଶ୍ରମକୁ ଧର୍ମ ବୋଲି ଧରାଯିବ ଏପରି ଲୋକ ମାନଙ୍କର ମଧ୍ୟରେ ବହୁତ ଅହଙ୍କାର ରହିବ।

ସ୍ତ୍ରୀ ଲୋକ ମାନଙ୍କର ମଧ୍ୟରେ କେଶବତୀ ହେବା କାରଣରୁ ତାଙ୍କୁ ରୂପବତୀ କୁହାଯିବ।ସ୍ବର୍ଣ୍ଣ ଏବଂ ରତ୍ନ ସରିଗଲେ ସ୍ତ୍ରୀ ମାନେ ନିଜ କେଶରେ ହିଁ ନିଜକୁ ସଜାଇବେ।କଳିଯୁଗରେ ସ୍ତ୍ରୀଲୋକ ମାନେ କେବଳ ଧନୀ ଲୋକଙ୍କୁ ହିଁ ନିଜର ସ୍ୱାମୀ ବୋଲି ମାନିବେ।ଏବଂ ଗରିବ ସ୍ୱାମୀଙ୍କୁ ତ୍ୟାଗ କରିଦେବେ।ଯିଏ ସବୁଠାରୁ ଅଧିକ ଧନ ଦେବ ତାକୁ ହିଁ ନିଜ ସ୍ୱାମୀ ଭାବରେ ସ୍ୱୀକାର କରିବେ।ଅଧିକ ଅର୍ଥ କେବଳ ଘର ତିଆରି କରିବାରେ ହିଁ ଖର୍ଚ୍ଚ ହୋଇଯିବ।ଏହି କାରଣରୁ ଦାନ କରିବାର କାର୍ଯ୍ୟ ମଧ୍ୟ ହେବ ନାହିଁ।ଏବଂ ସମ୍ପୂର୍ଣ୍ଣ ବୁଦ୍ଧି ଧନର ସଂଗ୍ରହ କରିବାରେ ହିଁ ଲାଗିଯିବ।ଉପଭୋଗ ଓ ମନୋରଞ୍ଜନରେ ହିଁ ଲାଗିଯିବ।ଧର୍ମର କର୍ମ ମଧ୍ୟ ହେବ ନାହିଁ।ସବୁ ସମୟରେ ମନୁଷ୍ୟ କେବଳ ଧନ ରୋଜଗାର କରିବା ଧନ ସଞ୍ଚୟ କରିବାରେ ହିଁ ନିଜର ସମସ୍ତ ଧ୍ୟାନ ଲଗାଇବ ସେହି କାରଣରୁ ସେ କିଛି ଧର୍ମ କାର୍ଯ୍ୟ ସମ୍ପାଦନ କରି ପାରିବ ନାହିଁ। ସବୁବେଳେ ବିଷାଦ ମଧ୍ୟରେ ଘେରି ହୋଇ ରହିବ।ଅଧିକ ଲୋଭୀ ହେବ।ଏବଂ ମନୁଷ୍ୟ ତାର ନିଜ ଲୋକ ମାନଙ୍କର ସହିତ ସମୟ ମଧ୍ୟ କଟାଇ ପାରିବ ନାହିଁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *