March 22, 2025

Odia Express

Here, There and Everywhere

ଆଇଏଏସ ପ୍ରେରଣା ଦାୟକ କାହାଣୀ – ପଢିଲେ ଆପଣ ଆଖିରେ ଆସିଯିବ ଲୁହ..

କ ଛୋଟ ଗାଁ ର ଝିଅ ଥିଲା ନିରାଲି। ତାର ମା ଶ୍ରଦ୍ଧା ରେ ତାର ନାମ ରଖିଥିଲେ କି ତାଙ୍କର ଝିଅ ତାଙ୍କ ନାମ କୁ ଉଚରେ ପହଂଚାଇବ। ରାଜସ୍ଥାନ ର ଜୟସାଲମେର ର ଛୋଟ ଗ୍ରାମ ର ଝିଅ ନିରାଲି। ତାର ବାପା ତାର ମୁହଁ ଦେଖୁନଥିଲେ କାରଣ ସେ ଜଣେ ଝିଅ ଚାହୁଁଥିଲେ। ବାପା ହୋଟେଲ ରେ ଧୁଆ ଧୋଇ ର କାମ କରୁଥିଲେ ତ ଫେରିବା ସମୟରେ ତାଙ୍କର ଦୁର୍ଘଟଣା ହେଇଗଲା। ତାଙ୍କର ମୃତ୍ୟୁ ହେଲା। ନିରାଲି ତା ପରେ ପାଠ ପଢିବାକୁ ସ୍କୁଲ ଗଲା ଆଉ ତାର ପାଠ ପଢା ରେ ଭଲ ପ୍ରଦର୍ଶନ ଥିଲା। ସେ ପାଠ ପଢା ରେ ବହୁତ ଉତ୍ତମ ଥିଲା ଆଉ ଦଶମ ପରୀକ୍ଷା ପରେ ଝିଅ ସାଇନ୍ସ ଆଉ ମ୍ୟାଥ ରେ ପାଠ ପଡ଼ିଲା। ହେଲେନ ନାମକ ଜଣେ ଆମେରିକୀୟ ବୈଜ୍ଞାନିକ ତାଙ୍କର ଏକ ଗବେଷଣା ପାଇଁ ଜୟସାଲମେର ଆସିଥିଲେ।

ସେ ସେହି ହୋଟେଲ ରେ ରହୁଥିଲେ ଯେଉଁଠି ନିରାଲି କାମ କରୁଥିଲା। ତାଙ୍କର ନଜର ନରାଲି ଉପରେ ପଡ଼ିଲା। ତାର ସେହି ସାଧାରଣ ସ୍ଵଭାଵ ତଥା ପାଠ ପଢା ରେ ଗଭୀରତା ଦେଖି ହେଲେନା ବହୁତ ଖୁସି ହୋଇଗଲେ ଆଉ ତାକୁ ନିଜ ପାଖରେ ରଖିଲେ। ନିରାଳି କୁ ସେ ବହୁତ ଭଲ ପାଉଥିଲେ। କାରଣ ନିରାଳି ପାଠ ରେ ବହୁତ ଭଲ ଥିଲା ଆଉ କିଛି ବି ସମାଧାନ କରି ପାରୁଥିଲା।
ସେହି ସମୟରେ ହୋଟେଲ ମାଲିକ ର ପୁଅ ବିବେକ ଆସିଲା ଆଉ ତାର ନଜର ନିରାଲି ଉପରେ ପଡ଼ିଲା।

ବାପା ପାଖରେ ଅନେକ ପଇସା ଆଉ ରାଜନୈତିକ ଶକ୍ତି। ତ ପୁଅ ନିରାଲି କୁ ଡାକି ନେଇଗଲା ଏକ ଖାଲି ଜାଗା କୁ ଆଉ ସେଠାରେ ସେ ତାର ବଳାତ୍କାର କଲା। ନିରାଳି ଘରେ ଆସି ତାର ମା କୁ ଯେତେବେଳେ ଏଇ ସବୁ କଥା କହିଲା ତ ମା ତାକୁ ଘରେ ରହିବାକୁ କହିଲେ। ମା ଙ୍କର ଏହି ସମୟରେ ଦେହ ପ୍ରଚୁର ଖରାପ ହେଇଗଲା ଆଉ ସେପଟେ ହେଲେନା ନିରାଳି କୁ ଖୋଲିବାକୁ ଲାଗିଲେ।

ତା ଘରେ ପହଂଚିବା ପରେ ନିରାଳି ତାଙ୍କୁ ଦେଖି ଜୋର ଜୋର କାନ୍ଦିବାକୁ ଲାଗିଲା। ତା ପରେ ହେଲେନା ନିରାଳି ସପକ୍ଷ ରେ ପୋଲିସ ଷ୍ଟେସନ ରେ କମ୍ପ୍ଲେନ କଲେ। ମାତ୍ର ତାର ବାପା ର ଅଧିକ ପାୱାର ଥିବାରୁ କେଶ ଦବିଗଲା। ମା ତାର ପ୍ରାଣ ହରେଇଲେ।
ମାତ୍ର ହେଲେନା ହାର ମାନିଲେ ନାହିଁ। ସେ ନିରାଳି କୁ ନେଇ ଦିଲ୍ଲୀ ଗଲେ ଆଉ ସେଠାରେ କମ୍ପ୍ଲେନ କଲେ। ତା ପରେ ନିରାଳି କୁ ନ୍ୟାୟ ମିଳିଲା ଆଉ ସେହି ପୁଅ ବିବେକ କୁ ଜେଲ ହେଲା

ତାର ବାପା କୁ ବି ଜେଲ ହେଲା ଆଉ ନିରାଳି ତାର ପରୀକ୍ଷା ରେ ୯୦% ରୁ ଅଧିକା ସ୍କୋର କଲା। ତା ପରେ ସେ ଆମେରିକା ଗଲା ଆଉ ତାର ମା ର ସ୍ବପ୍ନ ପୁରା କଲା। ସେ ଆଜି ଯେଉଁଠାରେ ପହଂଚିଗଲା ସେଠାରେ ତାର କାହାଣୀ ଶୁଣିବା ପରେ ଖାଲି ତାଲି ହି ତାଲି ଶୁଭୁଛି।।

Leave a Reply

Your email address will not be published. Required fields are marked *