March 22, 2025

Odia Express

Here, There and Everywhere

ଆଜିର ମଜାଦାର ପ୍ରଶ୍ନ ଉତ୍ତର – ଏଠାରେ ଚାବି ଚିତ୍ର ଦେଇଛି ଓ ତାପରେ ସୂର୍ଯ୍ୟ ଚିତ୍ର ଦେଇଛି।ତେବେ ପୁଅଟିର ନାମ କଣ?ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ..

1 min read

ଈଶ୍ୱରଙ୍କ ବିରଚିତ ଏହି ସୁନ୍ଦର ସୃଷ୍ଟିରେ ମନୁଷ୍ୟ ହେଉଛି ଦୁର୍ଲଭ ପ୍ରଣୀ।ଭଗବାନ ମନୁଷ୍ୟକୁ ଐଶ୍ୱର୍ଯ୍ୟ, ଜ୍ଞାନ, ବୁଦ୍ଧିର ଆଶୀର୍ବାଦରେ ଅଭିଷିକ୍ତ କରିଛନ୍ତି।ତେଣୁ ମନୁଷ୍ୟ ଏହାର ସଦୁପଯୋଗ କଲେ ଜୀବନ ହୋଇପାରିବ ସରସ,ସୁନ୍ଦର ଓ ମଧୁମୟ।କେତେକ ଲୋକ ବହୁତ ଜ୍ଞାନର ଅଧିକାରୀ ହେଲେ ମଧ୍ୟ ସେମାନଙ୍କ ବୁଦ୍ଧିର ବିକାଶ ସାଧନ ହୋଇନଥାଏ।ଓ ସେମାନେ ବିଭିନ୍ନ କ୍ଷେତ୍ରରେ ନିଜ ଜ୍ଞାନର ସଦୁପଯୋଗ କରିପାରନ୍ତି ନାହିଁ।ତେଣୁ ଜ୍ଞାନର ପରିସୀମକୁ ବ୍ୟାପକରୁ ବ୍ୟାପକତର କରିବା ପାଇଁ ବୁଦ୍ଧିର ଯଥେଷ୍ଟ ବିକାଶ ଅନିର୍ବାର୍ଯ୍ୟ ତଥା ଅନସ୍ୱୀ କାର୍ଯ୍ୟ ଅଟେ।

ପ୍ରଥମ ପ୍ରଶ୍ନ- ପ୍ରଥମ ଚିତ୍ରରେ ଏକ ଝିଅର ଚିତ୍ର ଦେଇଛି ଓ ତାପରେ ଆଙ୍ଗୁଠି ଚିତ୍ର ଦେଇଛି।ତେବେ ଏହାର ନାମ କଣ ହେବ?

ଉତ୍ତର- ଏହା ଏକ ପରିବାର ନାମ।ଏହାର ସଠିକ ଉତ୍ତର ହେଉଛି ଭେଣ୍ଡି।କାରଣ ପ୍ରଥମେ ଝିଅ ଓ ତାପରେ ଆଙ୍ଗୁଠି ଅଛି।

ଦ୍ଵିତୀୟ ପ୍ରଶ୍ନ- ଦ୍ଵିତୀୟ ପ୍ରଶ୍ନରେ ୧ ରୁ ୧ ବିୟୋଗ କରାଯାଇଛି।ତେବେ ସିନେମାର ନାମ କଣ?

ଉତ୍ତର- ଏହା ବହୁତ ସହଜ ଅଟେ।ଏହାର ସଠିକ ଉତ୍ତର ହେଉଛି ZERO।

ତୃତୀୟ ପ୍ରଶ୍ନ- ଏଠାରେ ସୂର୍ଯ୍ୟ, କାନ ଓ T ଲେଖା ଯାଇଛି।ତେବେ ପୁଅଟିର ନାମ କଣ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ସୂର୍ଯ୍ୟକାନ୍ତ।ଏହା ସ୍ପଷ୍ଟ ଜଣା ପଡୁଛି।

ଚତୁର୍ଥ ପ୍ରଶ୍ନ- ଚତୁର୍ଥ ପ୍ରଶ୍ନରେ ସମୁଦ୍ର ଚିତ୍ର ଦେଇଛି ଓ ତାପରେ ଘୋଡା ଚିତ୍ର ଦେଇଛି।ତେବେ ଜୀବର ନାମ କଣ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ସମୁଦ୍ର ଘୋଡା।

ପଞ୍ଚମ ପ୍ରଶ୍ନ- ଏଠାରେ ମନ୍ଦିର ଚିତ୍ର ଦେଇଛି ଓ ତାପରେ ଦୌଡ଼ିବା ଚିତ୍ର ଦେଇଛି।ତେବେ ଏହା କେଉଁ ଖେଳ ଅଟେ?

ଉତ୍ତର- ଏହା ବହୁତ ସହଜ ଅଟେ।ଏହାର ସଠିକ ଉତ୍ତର ହେଉଛି temple run।

ଷଷ୍ଠ ପ୍ରଶ୍ନ- ଏଠାରେ ଚାବି ଚିତ୍ର ଦେଇଛି ଓ ତାପରେ ସୂର୍ଯ୍ୟ ଚିତ୍ର ଦେଇଛି।ତେବେ ପୁଅଟିର ନାମ କଣ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି କିସନ।କାରଣ ପ୍ରଥମେ କି ଓ ତାପରେ ସନ ଅଛି।

Leave a Reply

Your email address will not be published. Required fields are marked *