September 10, 2024

Odia Express

Here, There and Everywhere

କୃଷ୍ଣଙ୍କ ହୃଦୟ ରହିଛି ଏହି ଜାଗା ରେ – ଜାଣିଲୱେ ଆପଣ ମଧ୍ୟ ହେଇଯିବେ ଖୁସି – ଓଡିଶା ଲୋକ ନିଶ୍ଚୟ ଜାଣିରଖନ୍ତୁ ..

କଣ ଆପଣଙ୍କୁ ଜଣାଅଛି ଭଗବାନ ଶ୍ରୀକୃଷ୍ଣ ଙ୍କ ମୃତ୍ୟୁ କେମିତି ହେଲା ଆଉ ଯେବେ ତାଙ୍କ ମୃତ୍ୟୁ ପରେ ତାଙ୍କ ଦେହ ସଂସ୍କାର କରାଗଲା ତାଙ୍କ ଶରୀରର କେଉଁ ଅଙ୍ଗ ଜଳିଲା ନାହିଁ।ଆଉ ଏହି ଅଙ୍ଗ କଳିଯୁଗରେ କେଉଁଠି ରହିଛି ଆଜିବି ଆଉ ତାର କଣ ପ୍ରମାଣ ଅଛି କି ନାହିଁ।ହିନ୍ଦୁ ଧର୍ମ ରେ କେବଳ ଶ୍ରୀକୃଷ୍ଣ ଙ୍କୁ ପୁର୍ଣ ପୁରୁଷୋତ୍ତମ ର ସଂଜ୍ଞା ଦିଆଯାଇଛି।ଶ୍ରୀହରି ବିଷ୍ଣୁ ଙ୍କ ଅବତାରରେ କେବଳ ଶ୍ରୀକୃଷ୍ଣ ଙ୍କୁ ପୁର୍ଣ ଅବତାର କୁହାଯାଇଛି।ତାଙ୍କୁ ୬୪ କଳାର ସ୍ୱାମୀ ମାନିଥାଉ।ମହାଭାରତ ଯୁଦ୍ଧ ସମୟରେ ଯେତେବେଳେ ସମସ୍ତ କୌରବ ସମେତ ଦୁର୍ଯ୍ୟଧନ ଙ୍କ ଅନ୍ତ ହେଲା ତେବେ ତାଙ୍କ ମାତା ଗାନ୍ଧାରୀ ଶୋକରେ ବୁଡି ଗଲେ।ଯେବେ ରଣଭୂମିରେ ନିଜ ପୁତ୍ର ଙ୍କ ମୃତ୍ୟୁ ଦେଖି ଶୋକ ଆଉ ଦୁଃଖରେ ପହଁଚିଲେ ସେତେବେଳେ ସେ ଶ୍ରୀକୃଷ୍ଣ ଙ୍କୁ ଅଭିଶାପ ଦେଇଥିଲେ।ଯେପରି ତୋ କାରଣରୁ ଭରତ ବଂଶୀ ଆମ ସାମ୍ନାରେ ଲଢ଼ି ମରିକଟିଗଲେ ଠିକ ସେହିପରି ଆଜିଠୁ ୩୬ ବର୍ଷ ପରେ ତୋ ବଂଶର ଲୋକବି ତୋ ସାମ୍ନାରେ ନିଜ ଭିତରେ ଲଢ଼ି ମୃତ୍ୟୁ ପ୍ରାପ୍ତ ହେବେ।ଆଉ ଏହା ପରେ ତୋର ବି ମୃତ୍ୟୁ ହୋଇଯିବ।କୃଷ୍ଣ ହସି ହସି ଏହି ଅଭିସାପକୁ ସ୍ୱୀକାର କରିନେଲେ।କାହିଁକି ନା ସେତ ଅନ୍ତରାଜ୍ୟାମି।ସେ ସବୁ କିଛି ଜାଣିଛନ୍ତି।

ମହାଭାରତ ଯୁଦ୍ଧ ପରେ ଭଗବାନ ଶ୍ରୀକୃଷ୍ଣ ନିଜ ନଗର ଦ୍ଵାରିକା ପହଁଚିଲେ।ଦ୍ଵାରିକା ପହଂଚି ଭଗବାନ ଶ୍ରୀକୃଷ୍ଣ ବିଚାର କଲେ ଯେ ଯଦୁବଂଶୀ ପୃଥିବୀ ରେ ଅଛନ୍ତି।ଆଉ ପୁରାପୁରି ମୋ ଉପରେ ଆଶ୍ରିତ ଅଛନ୍ତି।ଯଦୁ ବଂଶର ଲୋକ ଧନ, ବଳ, ଘୋଡା ଆଦିରେ ବଳଶାଳୀ ଅଟନ୍ତି ଆଉ ପୃଥିବୀ ଉପରେ ନିଜ ମନ ମାନି କରୁଛନ୍ତି।ଦେବତାମାନେବି ତାଙ୍କୁ ପରାଜିତ କରିପାରିବେନାହିଁ।ସେଥିପାଇଁ ମତେ ଯଦୁବଂଶୀ ଲୋକଙ୍କ ମଧ୍ୟରେ କଳହ ଉତ୍ପନ କରିବାକୁ ହେବ।ଏହାପରେ ହି ମୁ ନିଜ ଧାମ କୁ ପୁନର୍ବାର ଯିବି।ଏହା ବିଚାର କରି ଭଗବାନ ଏକ ଲୀଳା ରଚିଲେ।ସେହି ଲୀଳା ଅନୁସାରେ କିଛି ବର୍ଷ ପରେ ଥରେ ମହର୍ଷି ବିଶ୍ଵାମିତ୍ର,ମହର୍ଷି କର୍ଣବ, ଦେବର୍ଷି ନାରଦ ଦ୍ୱାରକା ନଗରୀ ଆସିଲେ।ଦ୍ୱାରକରେ ଯୁବଙ୍କ ସ୍ଵଭାଵ ଚଞ୍ଚଳ ଓ ଉଦଣ୍ଡ ଥିଲା।

ଏକ ବାଳ ପୁତ୍ର ସାମ ସମେତ କିଛି ଯଦୁବଂଶ କୁମାରଙ୍କୁ ଥଟା କରିବାକୁ ଇଛା ହେଲା।ସାମ ମହିଳା ରୂପ ଧାରଣ କଲା ଓ ସେ ତିନି ଋଷି ଙ୍କ ପାଖକୁ ଗଲେ ଓ ସାମ୍ବା କୁ ଗର୍ଭବତୀ ମହିଳା କହି ଋଷିଙ୍କ ସହ ମଜା କରିବାର ଦୁଃସାହସ କରିଲା।ଆଉ ପଚାରିଲେ ଏହି ଗର୍ଭବତୀ ମହିଳା ପୁତ୍ର ଜନ୍ମ ଦେବେ ନା ପୁତ୍ରୀକୁ।ଋଷିମାନେ ଜାଣିପାରିଲେ ତାଙ୍କ ସହ ମଜା ହେଉଛି ସେମନେ ସେହି ସମୟରେ ଶାମ୍ବ କୁ ଅଭିଶାପ ଦେଇଦେଲେ।କୃଷ୍ଣ ପୁତ୍ର ଶାମ୍ବ ଏପରି ପୁତ୍ର ଜନ୍ମ ଦେବ ଯେପରି ତାଙ୍କ କୁଳର ନାଶ ହେବ।ଋଷିଙ୍କ ଅଭିଶାପ ଶୁଣି ସବୁ କୁମାର ଡରିଗଲେ।ସେ ଶାମ୍ବ କୁ ଗର୍ଭବତୀ ମହିଳାଙ୍କ ରୂପ ଦେଇଥିଲେ ସେ ନକଲି ପେଟକୁ ଫଟେଇ ଦେଖିଲେ ଯେ ସେଥିରେ ବାସ୍ତବରେ ମୁଷଳ ଥିଲା।ଏହା ଦେଖି ସମସ୍ତେ ପସ୍ତେଇବାକୁ ଲାଗିଲେ।

ସେମାନେ ପୁରା ଘଟଣା ବିଷୟରେ ଉଗ୍ରସେନ ଙ୍କୁ କହିଲେ।ଉଗ୍ରସେନ ମଥୁରା ର ରାଜା କଂସର ପୀତ ଥିଲେ।ସେ ସେହି ମୁଷଳ କୁ ଭାଙ୍ଗି ଓ ବଳିଥିବା ଲୁହାର ତୁକୁଡ଼ାକୁ ସମୁଦ୍ରରେ ପକେଇବକୁ ଆଦେଶ ଦେଲେ।ସେହି ଚୂର୍ଣ୍ଣ ବହିକରି ନଦୀ ତଟ କୁ ଆସିଗଲା।ଗୋଟେ ମାଛ ସେହି ଲୁହା ର ତୁକୁଡ଼ାକୁ ଖାଇଦେଲେ।ଜଣେ କେଉଟ ସେହି ମାଛକୁ ଧରିନେଲା।ସେହି ମାଛ ପେଟରୁ ବାହାରିଥିବା ଲୁହାକୁ ଜଣେ ଶିକାରୀ ନିଜ ଧନୁ ରେ ଲଗାଇଲା।ସେହି ଧନୁରେ ଶ୍ରୀକୃଷ୍ଣ ଙ୍କ ମୃତ୍ୟୁ ହେଇଥିଲା ତାଙ୍କ ହୃଦୟ ଏକ କାଠ ଗଣ୍ଡି ହୋଇ ପାଣିରେ ଭାସିଲ ଏହାକୁ ଦୃଷ୍ଟଦ୍ୟୁମ୍ନ ନେଇଗଲେ।ଏବେ ଏହା ଜଗନ୍ନାଥ ମନ୍ଦିରରେ ପୂଜା ପାଉଛି।

Leave a Reply

Your email address will not be published. Required fields are marked *