December 21, 2024

Odia Express

Here, There and Everywhere

୩ ଥର ଖାଆନ୍ତୁ ସବୁ ପ୍ରକାରର ଥକା ପଣ ହାତ, ଗୋଡ, ଅଣ୍ଟା ବିନ୍ଧା , ରକ୍ତର କମକୁ ଦୂର କରିଦେବ ୯୦ ବର୍ଷ ଯାଏ

ରାଗ ଖାଇବା ପୂର୍ବରୁ ଆମେ ଭାବିଥାଉ କି ରାଗ ଖାଇବା ଦେହ ପାଇଁ ଭଲ ନୁହଁ ଏଥିପାଇଁ ଅନକୁ ଲାଗିଥାଏ ଆମକୁ ଲଙ୍କା ଖାଇବା ଉଚିତ ନୁହେଁ । କିନ୍ତୁ ଲଙ୍କା ୩ ପ୍ରକାରର ହୋଇଥାଏ ଯଥା କଳା ଲଙ୍କା, ନାଲି ଲଙ୍କା , ସବୁଜ ଲଙ୍କା । ନାଲି ଲଙ୍କା ଦେହ ପାଇଁ ଭଲ ନୁହଁ । ଏହା ଆମ ଶରୀରରେ ପିତ କୁ ବଢ଼ାଇ ଥାଏ । ନାଲି ଲଙ୍କା ଖାଇବା ଉଚିତ ନୁହେଁ କିନ୍ତୁ ଏହା ମନେ ନୁହଁ ଯେ ସବୁ ପ୍ରକାର ରାଗ ଲଙ୍କାରେ ରୋଗ ହୋଇଥାଏ । ଆୟୁର୍ବେଦିକ ମହା ଋଷି ବାବର୍ଜି ଲେଖିଥିଲେ କଳା ଲଙ୍କା ଦେହ ପାଇଁ ବହୁତ ଭଲ ।ଆମ ଭାରତରେ ହଜାର ବର୍ଷ ପୂର୍ବରୁ କଲା ଲଙ୍କାର ବ୍ୟବହାର ହୋଇ ଆସୁଛି । ଅୟୁର୍ବେଦରେ କଳା ମରିଚକୁ ଔଷଧ ବୋଲି ମାନିଥାନ୍ତି । ଆସନରୁ ଜାଣିବା କଳା ମରିଚର କିପରି ଫାଇଦା ଉଠେଇବା ।


କଳା ମରିଚ ଆମ ପ୍ରତିରକ୍ଷା କ୍ଷମତା ବଢ଼ାଇ ଥାଏ । ଆଖିର ପାୱାର ବଢ଼ିଥାଏ । ମଧୁମେହ ରୋଗ ପାଇଁ ମଧ୍ୟ ବହୁତ ଭଲ । ଏହା କ୍ୟାନ୍ସରକୁ ମଧ୍ୟ ଠିକ କରିଥାଏ । କଲା ମରିଚର କିଛି ଭଲ ଫାଇଦା ଆସନ୍ତୁ ଜାଣିବା । କଳା ମରିଚ ଦ୍ୱାରା ମଣିଷ ସୁସ୍ଥ ରହିଥାଏ । ପୁରୁଣା କାଳରେ ଲୋକ ଏମିତି ସୁସ୍ଥ ହୋଇଥାନ୍ତି । ଯଦି ଆପଣ ଏହାସକୁ ଠିକ ଭାବରେ ବ୍ୟବହାର କରିବା ଶିଖିଯିବେ ତାହେଲେ ଆପଣ ସମସ୍ତ ରିଗ ଠାରୁ ବହୁତ ଦୂରରେ ରହିବେ । କକ ମରିଚକୁ ସକାଳୁ ଖାଲି ପେଟରେ ୪ ଟି ଖାଆନ୍ତୁ । ଏହା ପରେ ଏହାର ଅଭ୍ୟାସ ହୋଇଯିବ । ଖାଇବା ଦ୍ୱାରା ଏହା ଆପଣଙ୍କ ଦେହରେ ବହୁତ ଭଲ ଭାବରେ କାମ କରିବା । ପାଚନ କ୍ରିୟା କୁ ଠିକ କରିଥାଏ । ଏଥିରୁ ଏନର୍ଜୀ ମିଳିଥାଏ । ପାଚନ ପ୍ରକ୍ରିୟାକୁ ଠିକ କରିଥାଏ ।


ସକାଳୁ ଖାଲି ପେଟରେ କଳା ମରିଚ ଖାଇବା ଦ୍ୱାରା ପାଚନ କ୍ରିୟା ଭଲ ହେଇଥାଏ । ଏହା ବ୍ୟତୀତ କଲା ମରିଚ ଆଖିର ପାୱାର ବଢ଼ାଇ ଥାଏ । ଏହା ବଢାଇବାକୁ ହେଲେ ଦେଶୀ ଟମାଟର ଆଣନ୍ତୁ । ଏହା ଉପରେ କଳା ମରିଚ ଲାଗେଇକି ସକାଳୁ ଖାଆନ୍ତୁ ଆଖିର ପାୱାର ଭଲ ହେଇଯିବ । କୌଣସି ସାଇଡ ଇଫେକ୍ଟ ଦେଖାଇ ନଥାଏ । ୨ ମାସରେ ଆଖି ଭଲ ହେଇଯିବ । ଏହାର ସେବନ ଦ୍ୱାରା ମଧୁମେହ ଭଲ ହୋଇ ଯାଇଥାଏ । କଲା ମରିଚର ୪ଟି ସକାଳୁ ଖାଇଲେ ଚାରି ମାସରେ ଏହା ଭଲ ହେଇ ଯିବ । ଏହା ଦ୍ୱାରା ଇନ୍ସୁଲିଂ ବଢିଯିବା ଦେହ ସୁସ୍ଥ ରହିବ ଆଉ ଔଷଧ ଖାଇବାକୁ ପଡିବନି ।

ଏହା ସବୁ ଠିକ ହେଇଯିବ ଯଦି ଆପଣ କଳା ମରିଚ ସକାଳୁ ଖାଲି ପେଟରେ ଖାଇବେ । ଏହା ସହିତ ଦେହର ପ୍ରତିରକ୍ଷା କ୍ଷମତା ବଢ଼ିଥାଏ । ଆଜିକାଲି ସମସ୍ତେ ନିଜ ଦେହ ପ୍ରତିରକ୍ଷା କ୍ଷମତା ବଢାଇବାକୁ ଚଂହୁଛନ୍ତି । ରକ୍ତ ଚାପ ହୋଇଥିଲେ ମଧ୍ୟ ସକାଳୁ ଖାଲି ପେଟରେ କଲା ମରିଚ ଖାଆନ୍ତୁ ୩ ମାସରେ ଭଲ ହେଇଯିବ। ଗ୍ୟାସ ହଉଥିଲେ ମଧ୍ୟ ଏହା ଖାଇବା ଦ୍ୱାରା ଭଲ ହେଇ ଯାଇଥାଏ । ବିନ୍ଧାରୁ ବଞ୍ଚିବାକୁ ଚନହୁଥିଲେ ଏହା ନିଶ୍ଚୟ ଖାଆନ୍ତୁ । ଏହା କ୍ୟାନ୍ସର ଭଲ କରିଥାଏ । ୩ ମାସ ଖାଇଲେ ଏଥିରୁ ଆପଣ ରକ୍ଷା ପାଇବେ । କଫରୁ ରକ୍ଷା ପାଇବା ପାଇଁ ମଧ୍ୟ କଳା ମରିଚ ବହୁତ ଲାଭ ଦାୟକ । ସବୁ ପ୍ରକାର ରୋଗକୁ ଏହା ଭଲ କରିଥାଏ ।

Leave a Reply

Your email address will not be published. Required fields are marked *