March 20, 2025

Odia Express

Here, There and Everywhere

ମୋଟା ପଣ ଦୂର କରିବାର ଉପାୟ – ଏହି ଉପାୟ କଲେ ମୋଟାପଣ ରୁ ମୁକ୍ତି ପାଏ ପାରିବେ..

1 min read

ମୋଟା ପଣ ସମସ୍ୟା ବହୁତ ଲୋକଙ୍କର ଚିନ୍ତାର ବିଷୟ ହୋଇଥାଏ।ଏହାର ଦୂରୀକରଣ ସମସ୍ତଙ୍କ ପ୍ରୟୋଜନ।ତେଣୁ ଏଥିପାଇଁ ତିଲସ ମଞ୍ଜି ବହୁତ ଦରକାରୀ ହୋଇଥାଏ।ଏହାକୁ ରାତିରେ ପାଣିରେ ଭିଜେଇକି ରଖିଦେବ ଓ ସକାଳୁ ଏହି ପାଣି ପାନ କରିବ।ଏହା ମୋଟାପଣ ଦୂର କରିବା ସହିତ joint pain ରୁ ଉପଶମ ଦେଇଥାଏ।ଏଥିରେ ଫାଇବର କ୍ୟାଲସିୟମ ମ୍ୟାଗନେସିୟମ ଓ ଫାଇବର ବହୁତ ମାତ୍ରାରେ ଥାଏ।ଓ ଏହା ବହୁତ ଉପକାରୀ ହୋଇଥାଏ।

ଏକ ସୁସ୍ଥ ସ୍ୱାସ୍ଥ୍ୟ ଏକ ସୁସ୍ଥ ପରିବେଶ ତଥା ସୁସ୍ଥ ସମାଜ ଗଠନ ଅଭିମୁଖେ ପ୍ରୋତ୍ସାହିତ କରିଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ଏକ ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରିବାର ପ୍ରୟୋଜନ ରଖିଥାନ୍ତି।ତେଣୁ ଏହାର ସଠିକ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ।ବିଳାସ ବ୍ୟସନ ପୂର୍ଣ୍ଣ ଜୀବନ ବର୍ତ୍ତମାନ ଯୁଗରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର କାରଣ ହୋଇଥାଏ।ତେଣୁ ଏହାର ଠିକ ଭାବରେ ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।

ବର୍ତ୍ତମାନ ଅଧିକ ବାୟୁ ପ୍ରଦୂଷଣ ଶ୍ଵାସକ୍ରିୟା ଜନିତ ସ୍ୱାସ୍ଥ୍ୟ ସମସ୍ୟାକୁ ବିଶେଷ ପ୍ରଭାବିତ କରିଛି।ଛୋଟ ଠାରୁ ବୃଦ୍ଧ ଲୋକଙ୍କ ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଏଥିରେ ପୀଡିତ ହେଉଛନ୍ତି।ସକାଳୁ ଉଠିବା ପରେ ବହୁତ ଛିଙ୍କ ହେବା, ଛାତିରେ କଫ ଜମି ଯନ୍ତ୍ରଣା ହେବା ଓ ଶ୍ଵାସକ୍ରିୟା ରେ କଷ୍ଟ ଅନୁଭବ ହେବା ଆଦି ସମସ୍ୟା ସାଧାରଣତଃ ଅଧିକ ଦେଖା ଦେଇଛି।ତେଣୁ ଏହାର ଉପଚାର ପାଇଁ ନିମ୍ନରେ ଏକ ଘରୋଇ ଉପଚାର ବର୍ଣ୍ଣନା କରା

Leave a Reply

Your email address will not be published. Required fields are marked *