September 10, 2024

Odia Express

Here, There and Everywhere

କେବଳ ଗୋଟେ ଗ୍ଲାସ୍ ପାଣି ସବୁ ଦିନ ପାଇଁ ବନ୍ଦ କରିଦେବ ଅଣ୍ଟା ଯନ୍ତ୍ରଣାର ସମସ୍ୟାକୁ..

ବନ୍ଧୁଗଣ ଆଜିକାଲି ବହୁତ୍ ଲୋକ ମାନେ ଅଫିସରେ ବହୁତ୍ ସମୟ ଧରି କେବଳ ଗୋଟେ ହିଁ ଚେୟାର ଉପରେ ବସି ରହୁଛନ୍ତି । ଅଫିସରେ ବହୁତ୍ ସମୟ ଧରି କେବଳ ଗୋଟେ କମ୍ପ୍ୟୁଟର ଆଗରେ ବସି ରହିବା ଏହା ଅଣ୍ଟା ଯନ୍ତ୍ରଣାର କାରଣ ହୋଇପାରେ । ଯଦି ଏହି ଅଣ୍ଟା ଯନ୍ତ୍ରଣାକୁ ଠିକ୍ ସମୟ ମଧ୍ୟରେ ଉପଚାର କରାନଯାଏ ତାହେଲେ ଦିନ କୁ ଦିନ ଗମ୍ଭୀର ସମସ୍ୟାର ରୂପ ନେଇଥାଏ । ଆଜିକାଲି ପ୍ରାୟତଃ ବୟସ ବଢିବା ପରେ ଏହି ଅଣ୍ଟା ଯନ୍ତ୍ରଣା ସମସ୍ୟା ଦେଖା ଦେଇଥାଏ ଅନେକ ପୁରୁଷ ଏବଂ ସ୍ତ୍ରୀ ଲୋକ ମାନଙ୍କ ଠାରେ । ସ୍ତ୍ରୀ ଲୋକ ମାନେ ମଧ୍ୟ ଘରେ ବହୁତ୍ କମିବା ଦ୍ଵାରା ସେମାନଙ୍କ ଅଣ୍ଟାରେ ବହୁତ୍ ପ୍ରକାରର ସମସ୍ୟା ଦେଖା ଦେଇଥାଏ ।


ଆପଣଙ୍କ ଅଣ୍ଟା ରେ ଯନ୍ତ୍ରଣା ଅନୁଭବ ହେଉଛି ତାହେଲେ ଆପଣ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବାକୁ ପଡିଥାଏ । କିନ୍ତୁ ଯଦି ଆପଣଙ୍କ ଅଣ୍ଟା ରେ ଏହିପରି ଯନ୍ତ୍ରଣା ଅନୁଭବ ହେଉଛି ତାହେଲେ ଆପଣ ରାସାୟନିକ ଔଷଧ ନ ଖାଇ ପ୍ରାକୃତିକ ଭାବରେ ଏହାର ଉପଚାର କରିବା ଦ୍ଵାରା ଏହା ତା ଅପେକ୍ଷା ବହୁତ୍ ଫଳପ୍ରଦ ଏବଂ ଲାଭ ଦାୟକ ହୋଇଥାଏ । ତେବେ ଆସନ୍ତୁ କିପରି କେଉଁ ଭାବରେ ଆମେ ପ୍ରାକୃତିକ ଉପାୟ କୁ ଆପଣେଇ ନିଜର ଅଣ୍ଟା ଯନ୍ତ୍ରଣା ଜନିତ ସମସ୍ୟା ରୁ ମୁକ୍ତି ପାଇ ପାରିବା । ଆଜି ଆମେ ଆପଣଙ୍କୁ ଏପରି କିଛି ଜିନିଷ ବିଷୟରେ କହିବୁ ଯାହାକି ଆପଣଙ୍କ ରୋଷେଇ ଘରେ ଉପଲବ୍ଧ ହୋଇଥାଏ କିନ୍ତୁ ଆପଣଙ୍କୁ ତାହାର ବ୍ୟବହାର ବିଷୟରେ ଜଣା ନାହିଁ ,ସେହି ଜିନିଷ ଦ୍ଵାରା ଆପଣ ନିଜର ଅଣ୍ଟା ଯନ୍ତ୍ରଣା କୁ କିପରି ଭଲ କରିବେ ଆସନ୍ତୁ ଜାଣିବା ।


ସବୁଠୁ ପ୍ରଥମ ଜିନିଷ ଟି ହେଲା ଅଦା । ଏହି ଅଦା ରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ପ୍ରଚୁର ପରିମାଣ ରେ ରହିଥାଏ । ଯାହାକି ଆମ ମାଂସପେଶୀ କୁ ଆରାମ ଦେଇଥାନ୍ତି । ଯାହା ଦ୍ଵାରା ଆମର ଅଣ୍ଟା କିମ୍ବା କୌଣସି ସ୍ଥାନରେ ଯଦି ଯନ୍ତ୍ରଣା ଅନୁଭବ ହେଉଥାଏ ତାହେଲେ ତାହା ଜଲ୍ଦୀ ଭଲ ହୋଇ ଯାଇଥାଏ । ଅଣ୍ଟା ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆପଣ ଅଦା ର କିଛି ଛୋଟ ଛୋଟ ଖଣ୍ଡ କରି ତାହାକୁ ପାଣି ରେ ପକାଇ ଦିଅନ୍ତୁ । ଏହା ପରେ ସେଥିରେ କିଛି ମହୁ ମିଶାଇ ଦିଅନ୍ତୁ । ଏହି ମିଶ୍ରଣ କୁ ଯଦି ଆପଣ କିଛି ଦିନ ପର୍ଯ୍ୟନ୍ତ ସେବନ କରିବେ ତାହେଲେ ମାଂସପେଶୀ ଉପରେ ବହୁତ୍ ପ୍ରଭାବ ପକାଇ ଥାଏ ଏବଂ ଯାହା ଦ୍ଵାରା ଅଣ୍ଟା ଯନ୍ତ୍ରଣା ରୁ ମୁକ୍ତି ମିଳିଥାଏ ।

ଦ୍ୱିତୀୟ ଜିନିଷ ଟି ହେଉଛି ରସୁଣ । ଏହି ରସୁଣ ମଧ୍ୟ ଆଣ୍ଟିଅକ୍ସିଡାଣ୍ଟ ଗୁଣ ପ୍ରଚୁର ପରିମାଣ ରେ ରହିଥାଏ । ଅଣ୍ଟା ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ତଥା ଅଣ୍ଟା ଯନ୍ତ୍ରଣା ନ ହେବା ପାଇଁ ପ୍ରତିଦିନ ସକାଳୁ ଉଠି ଦୁଇ ରୁ ତିନୋଟି ରସୁଣ ର ସେବନ କରନ୍ତୁ ଯାହାକି ଆମ ମାଂସପେଶୀ କୁ ଆରାମ ଦେଇଥାନ୍ତି ।ଏହା ସହିତ ଯଦି ବି ଆପଣ ରସୁଣ ତେଲକୁ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇବେ ତାହେଲେ ଆପଣଙ୍କ ଯନ୍ତ୍ରଣା କିଛି ସମୟ ପରେ କମିଯିବ ଏବଂ ଆପଣଙ୍କୁ ଆରାମ ଲାଗିବ । ଏହା ସହିତ ଯଦି ଆପଣ ରସୁଣ ତେଲକୁ ନଡ଼ିଆ ତେଲ କିମ୍ବା ସୋରିଷ ତେଲ ସହ ମିଶାଇ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇବେ ତାହେଲେ ଆପଣଙ୍କ ଯନ୍ତ୍ରଣା କିଛି ସମୟ ପରେ କମିଯିବ ଏବଂ ଆପଣଙ୍କୁ ଆରାମ ଲାଗିବ । ଯଦି ଆପଣ ଏହି ସବୁ ଉପାୟ କୁ ଅବଲମ୍ବନ କରିବେ ତାହେଲେ ଆପଣଙ୍କ ଅଣ୍ଟା ଯନ୍ତ୍ରଣା ଜନିତ ସମସ୍ୟା ରୁ ମୁକ୍ତି ମିଳିବ ।

Leave a Reply

Your email address will not be published. Required fields are marked *