September 10, 2024

Odia Express

Here, There and Everywhere

ସାଧାରଣ ଜ୍ଞାନ ଓ ଉତ୍ତର – ଏପରି କେଉଁ ଦୁଇଟି ସଂଖ୍ୟା ଅଛି ଯାହାକୁ ଗୁଣନ କଲେ ୩୦୦ ଓ ମିଶାଣ କଲେ ୩୫ ହେବ ?ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ

1 min read

ନିଜ ଜ୍ଞାନର ପରିସୀମାକୁ ବ୍ୟାପକ କରିବାକୁ ହେଲେ ଆମକୁ ନୂତନ ତଥ୍ୟ ଅନୁସନ୍ଧାନ କରି ଜାଣିବା ଅପରିହାର୍ଯ୍ୟ।ସାଧାରଣ ଜ୍ଞାନ ସମ୍ପର୍କରେ ଅଧିକ ରୁ ଅଧିକ ଜାଣିବା ଦ୍ୱାରା ଜ୍ଞାନର ପରିସର ବୃଦ୍ଧି ପାଇବା ସହିତ ଏହା ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ବିଶେଷ ସହାୟକ ହୋଇଥାଏ।ନିମ୍ନରେ କେତେକ ସାଧାରଣ ଜ୍ଞାନ ପ୍ରଶ୍ନ ଏବଂ ଉତ୍ତର ଆଲୋଚନା କରାଯାଇଛି।ଆଶା କରୁଛି ଏହା ଆପଣଙ୍କ ପାଇଁ ବିଶେଷ ଫଳପ୍ରଦ ହେବ।ସାଧାରଣ ଜ୍ଞାନ ଓ ଉତ୍ତର ବହୁତ ଆବଶ୍ୟକୀୟ ଜାଣିବା କଥା ଅଟେ।ଏସବୁ ଜାଣିବା ଦ୍ୱାରା ଜ୍ଞାନର ପରିସୀମା ବ୍ୟାପକ ହେବା ସହିତ ଏହା ବିଭିନ୍ନ କ୍ଷେତ୍ରରେ ଆପଣଙ୍କୁ ସାହାଯ୍ୟ କରିବ।ଓ ଆପଣ ମଧ୍ୟ ସଂମାନିତ ଓ ପ୍ରଶଂସା ଯୋଗ୍ୟ ହେବେ।ବର୍ତ୍ତମାନ ଏହି ପ୍ରତିଯୋଗିତା ପରିପୂର୍ଣ୍ଣ ସମାଜରେ ନିଜର ସାଧାରଣ ଜ୍ଞାନର ପରିସରକୁ ବ୍ୟାପକ କଲେ ଆପଣମାନେ ନିଶ୍ଚିତ ସଫଳତା ହାସଲ କରିବାରେ ସମର୍ଥ ହେବ।

ଈଶ୍ୱରଙ୍କ ବିରଚିତ ଏହି ସୁନ୍ଦର ସୃଷ୍ଟିରେ ମନୁଷ୍ୟ ହେଉଛି ଦୁର୍ଲଭ ପ୍ରଣୀ।ଭଗବାନ ମନୁଷ୍ୟକୁ ଐଶ୍ୱର୍ଯ୍ୟ, ଜ୍ଞାନ, ବୁଦ୍ଧିର ଆଶୀର୍ବାଦରେ ଅଭିଷିକ୍ତ କରିଛନ୍ତି।ତେଣୁ ମନୁଷ୍ୟ ଏହାର ସଦୁପଯୋଗ କଲେ ଜୀବନ ହୋଇପାରିବ ସରସ,ସୁନ୍ଦର ଓ ମଧୁମୟ।କେତେକ ଲୋକ ବହୁତ ଜ୍ଞାନର ଅଧିକାରୀ ହେଲେ ମଧ୍ୟ ସେମାନଙ୍କ ବୁଦ୍ଧିର ବିକାଶ ସାଧନ ହୋଇନଥାଏ।ଓ ସେମାନେ ବିଭିନ୍ନ କ୍ଷେତ୍ରରେ ନିଜ ଜ୍ଞାନର ସଦୁପଯୋଗ କରିପାରନ୍ତି ନାହିଁ।ତେଣୁ ଜ୍ଞାନର ପରିସୀମକୁ ବ୍ୟାପକରୁ ବ୍ୟାପକତର କରିବା ପାଇଁ ବୁଦ୍ଧିର ଯଥେଷ୍ଟ ବିକାଶ ଅନିର୍ବାର୍ଯ୍ୟ ତଥା ଅନସ୍ୱୀ କାର୍ଯ୍ୟ ଅଟେ।

୧- ଏମିତି କେଉଁ ପ୍ରାଣୀ ଅଛି ଯିଏ ସବୁବେଳେ ବଞ୍ଚିଥାଏ।କେବେ ମରେ ନାହିଁ।

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ଜେଲି ଫିସ।

୨- ଏମିତି କେଉଁ ପକ୍ଷୀ ଅଛି ଯିଏ ପାଦରେ ଠିଆ ହୋଇପାରେ ନାହିଁ।

ଉତ୍ତର- ଟେଟୋନୀ ପକ୍ଷୀ।

୩- ପବନରେ ଯାଉଥିବା ଟାୟାରରେ କେଉଁ ଗ୍ୟାସ ଭରା ଯାଇଥାଏ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି naitrogen ଗ୍ୟାସ।

୪- ନୀଳତିମି ମାଛର ହୃତପିଣ୍ଡର ଓଜନ କେତେ ହୋଇଥାଏ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ୬୦୦କିଲୋଗ୍ରାମ।

୫- ଏମିତି କେଉଁ ଦେଶ ଅଛି ଯେଉଁ ଦେଶରେ ଆଦୋୖ ମାଛ ନାହାନ୍ତି।

ଉତ୍ତର- ଫିନଲ୍ୟାଣ୍ଡ।

୬- କେଉଁ ପ୍ରାଣୀ ୬ଦିନ ଯାଏ ଶ୍ଵାସକ୍ରିୟା ନକରି ରହିପାରେ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ବିଛା।

୭- କେଉଁ ଦେଶରେ ଲୋକ ଘଣ୍ଟା ପିନ୍ଧନ୍ତି ନାହିଁ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି କ୍ୟୁବା।

୮- ଏକ ହାତୀର ବୟସ କେତେବର୍ଷ ପର୍ଯ୍ୟନ୍ତ ହୋଇଥାଏ?

ଉତ୍ତର- ୮୦ ରୁ ୧୦୦ ବର୍ଷ।

୯- କେଉଁ ଜନ୍ତୁ ଆଘାତ ପାଇଲେ ମଣିଷ ଭଳି କାନ୍ଦେ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ଭାଲୁ।

୧୦- ଭାରତର ସବୁଠୁ ଭଲ youtuber କିଏ?

ଉତ୍ତର- ଏହାର ଉତ୍ତର ଆପଣ ଜାଣିବାକୁ ଚେଷ୍ଟା କରନ୍ତୁ।

୧୧- କେଉଁ ଜୀବର ସବୁଠୁ ଅଧିକ ଦାନ୍ତ ଅଛି?

ଉତ୍ତର- ମଗର ମାଛ।

୧୨- କେଉଁ ଦେଶରେ ସବୁଠୁ ମହଙ୍ଗା ପେଟ୍ରୋଲ ମିଳେ?

ଉତ୍ତର- ଆଇସଲ୍ୟାଣ୍ଡ।

୧୩- ଭାରତର କେଉଁ ଦେଶରେ ବହୁତ ଜଙ୍ଗଲ ଅଛି?

ଉତ୍ତର- ମଧ୍ୟପ୍ରଦେଶ।

୧୪- କେଉଁ ଦେଶରେ ସଫା କୋବି ମିଳେ?

ଉତ୍ତର- ଇଜିପ୍ଟ ଦେଶ।

୧୫- ମଣିଷର ଅଧିକ DNA କେଉଁ ପଶୁ ସହ ସମାନ?

ଉତ୍ତର- ମାଙ୍କଡ।

୧୬- ଦୁନିଆର ସବୁଠୁ ବଡ ସ୍କୁଲ କେଉଁଠି ଅଛି?

ଉତ୍ତର- lakhno ଠାରେ।

୧୭- ଭାରତରେ କେତୋଟି ଟିଭି ଚ୍ୟାନେଲ ଅଛି?

ଉତ୍ତର- ୮୯୨

୧୮- କିଡନୀକୁ ହିନ୍ଦୀରେ କଣ କୁହାଯାଏ?

ଉତ୍ତର- ବୃକକ।

୧୯- ଭାରତୀୟ ମୁଦ୍ରାର ନାମ ରୂପୀୟା କିଏ ରଖିଥିଲେ?

ଉତ୍ତର- ଶେର ସାହ ସୁରି।

୨୦- କେଉଁ ଫଳକୁ ଅମୃତ ଫଳ କୁହାଯାଏ?

ଉତ୍ତର- ଅମୃଦ କୁ

୨୧- ଭାରତୀର ପ୍ରଥମ ରଙ୍ଗୀନ ଚଳଚିତ୍ର କଣ ଅଟେ?

ଉତ୍ତର- କିଶନ କଂହେଇୟା

୨୨ – ଏପରି କେଉଁ ଦୁଇଟି ସଂଖ୍ୟା ଅଛି ଯାହାକୁ ଗୁଣନ କଲେ ୩୦୦ ଓ ମିଶନ କଲେ ୩୫ ହେବ ?

ଉତ୍ତର – ଏହାର ସଠିକ ଉତ୍ତର ହେଉଛି ୨୦ ଓ ୧୫

Leave a Reply

Your email address will not be published. Required fields are marked *