September 10, 2024

Odia Express

Here, There and Everywhere

ଛାତି ଓ ଗଳାରେ ଜମି ରହିଥିବା କଫକୁ ଗୋଟିଏ ହିଁ ଦିନରେ ଦୂର କରିଦେବ ଏହି ଘରୋଇ ଉପଚାର…

ନମସ୍କାର ବନ୍ଧୁଗଣ, ଯେପରିକି ଆପଣ ସମସ୍ତେ ଜାଣିଛନ୍ତି କି ଏହି ସମୟରେ ଶୀତ ଋତୁ ଚାଲୁଅଛି।ଏମିତିରେ ଆମେ ସମସ୍ତେ କିମ୍ବା ଆମ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ମଧ୍ୟରେ ଥଣ୍ଡା, କାଶ ଏବଂ କଫ ଭଳି ସମସ୍ୟାର ସମ୍ମୁଖୀନ ହେବା ସାଧାରଣ କଥା ଅଟେ।ଆପଣଙ୍କୁ କହିଦେଉଛୁ କି ଯଦି କାହାକୁବି ଏପରି ସମସ୍ୟା ହେଉଛି ତେବେ ଏହି ସମୟରେ ଲୋକଙ୍କୁ ନିଶ୍ୱାସ ନେବାରେ ମଧ୍ୟ କଷ୍ଟ ହୁଏ ଓ ବାରମ୍ବାର ଛିଙ୍କ ମଧ୍ୟ ହୁଏ।ଏସବୁ ସମସ୍ୟା ସେତେବେଳେ ହୋଇଥାଏ ଯେବେ ଆପଣଙ୍କ ଛାତିରେ କଫ ଜମା ହୋଇଯାଏ।ତେବେ ଏପରି ସମସ୍ୟା ହୋଇଥାଏ।ଏହି ସମୟରେ ନାକ ବହିବା ଓ ଜ୍ୱର ଆସିବା ମଧ୍ୟ ସାଧାରଣ ହୋଇଥାଏ।କଫ ଜମିବାର ବହୁତ ସାରା କାରଣ ହୋଇପାରେ ଯେପରିକି ଥଣ୍ଡା,କାଶ,ଫ୍ଲୁ, ଭାଇରଲ ସଂକ୍ରମଣ,ଓ ଅତ୍ୟଧିକ ଧୂମ୍ରପାନ।ଆଜି ଆମେ ଆପଣଙ୍କୁ କଫର ସମସ୍ୟାକୁ ଦୂର କରିବା ପାଇଁ ଘରୋଇ ଉପଚାର କହିବାକୁ ଯାଉଅଛୁ।

ଯାହାକୁ ଆପଣେଇ ଆପଣ ଏହା କବଳରୁ ତୁରନ୍ତ ମୁକ୍ତି ପାଇପାରିବେ।ଯଦିଓ କେତେ ଲୋକ ଏହା କବଳରୁ ମୁକ୍ତି ପାଇବା ପାଇଁ ଔଷଧର ସାହାଯ୍ୟ ନେଇଥାନ୍ତି।କିନ୍ତୁ ତାହା ଅଧିକାଂଶ ପ୍ରଭାବିତ ପ୍ରମାଣିତ ହୋଇ ନଥାଏ।ଏହା ସହିତ ଆପଣଙ୍କୁ ନିଶ୍ୱାସ ନେବାରେ କଷ୍ଟ ମଧ୍ୟ ହୋଇଥାଏ ଏବଂ ଏହା ସାଧାରଣତଃ ସଂକ୍ରମଣର ଚିହ୍ନ ଅଟେ।ଏମିତିରେ ଆପଣ ଦେଶୀ ଉପାୟ ଆପଣେଇ ଶୀଘ୍ରରୁ ଅତି ଶୀଘ୍ର କଫକୁ ଦୂର କରିପାରିବେ।ଆପଣଙ୍କୁ ବିଶ୍ୱାସ ମଧ୍ୟ ହେବ ନାହିଁ କି ଏହାର ପ୍ରୟୋଗ ଦ୍ଵାରା କେବଳ ଗୋଟିଏ ଦିନରେ କଫ ଦୂର ହୋଇପାରେ।

ଏଥିପାଇଁ ଆପଣ ଦୁଇ କପ ପାଣିରେ ୩୦ଟି ଗୋଲମରିଚକୁ ଭଲ ଭାବରେ ଗୁଣ୍ଡ କରି ଫୁଟାଇ ଦିଅନ୍ତୁ।ଏବଂ ଯେବେ ପାଣି ଏକ ଚର୍ତୁର୍ଥାଂଶ ରହି ଯିବ ତେବେ ଏହାକୁ ଛାଣି କରି ଏଥିରେ କେବଳ ଗୋଟିଏ ଚାମଚ ମହୁ ମିଶାନ୍ତୁ।ଏବଂ ଆପଣ ଏହି ମିଶ୍ରଣର ସେବନ ସକାଳେ ଓ ସନ୍ଧ୍ୟାରେ ଦୁଇଥର କରନ୍ତୁ।

ଏପରି କରିବା ଦ୍ଵାରା ଆପଣଙ୍କ କାଶ ଓ କଫ ଦୁହିଁଙ୍କ କବଳରୁ ରକ୍ଷା ମିଳିଯିବ।ଏହା ଛଡା ଆପଣଙ୍କୁ ଏହା ମଧ୍ୟ କହିଦେଉଛୁ କି ରସୁଣ ଖାଇବା ଦ୍ଵାରା ଗଳାରେ ଦୀର୍ଘ ଦିନ ଧରି ଜମି ରହିଥିବା କଫ ବାହାର ହୋଇଯାଏ।

ଏହି ଦେଶୀ ଘରୋଇ ଉପଚାର ସାହାର୍ଯ୍ୟରେ ଟି.ବି. ଭଳି ଗମ୍ଭୀର ରୋଗ କବଳରୁ ମଧ୍ୟ ମୁକ୍ତି ମିଳିଥାଏ।ଛୋଟ ପିଲାଙ୍କର ଛାତିରେ ଜମି ଯାଇଥିବା କଫ କାଢ଼ିବା ପାଇଁ ଗାଈର ଘିଅକୁ ଛୋଟ ପିଲାର ଛାତିରେ ରଗଡନ୍ତୁ ଏହି ଉପାୟରେ ଜମି ରହିଥିବା କଫ ବାହାରି ଯାଇଥାଏ।ସେହିପରି ରସୁଣରେ ଫୁଲା ଦୂର କରିବାର ତତ୍ୱ ଉପସ୍ଥିତ ଥାଏ।ଏବଂ ଲେମ୍ବୁରେ ସିଟ୍ରିକ ଅମ୍ଳ ଉପସ୍ଥିତ ଥାଏ।ଯାହା ଫଳରେ ଆପଣଙ୍କୁ କଫର ସମସ୍ୟାରୁ ତୁରନ୍ତ ହିଁ ମୁକ୍ତି ମିଳିଯିବ।

ତେବେ ଏହି ସମସ୍ତ ଉପଚାରର ଉପାୟକୁ ଆପଣେଇ ଆପଣ ଥଣ୍ଡା, ଜ୍ୱର, କାଶ, କଫ ଭଳି ବିପଦପୁର୍ଣ୍ଣ ରୋଗ କବଳରୁ ନିଜକୁ ରକ୍ଷା କରି ପାରିବେ।ଏବଂ ଏହି ଶୀତ ଋତୁ ଅବସରରେ ମଧ୍ୟ ଆପଣ ନିଜକୁ ସୁସ୍ଥ ରଖିବାରେ ସକ୍ଷମ ହୋଇ ପାରିବେ।ଯଦି ଆପଣଙ୍କୁ ଏହି ଖାସ ଦେଶୀ ଓ ଘରୋଇ ଉପଚାରର ଉପାୟ ଭଲ ଲାଗିଲା ଏବଂ ଏହା ଅନୁଭବ ହୁଏ କି ଏହାର ବ୍ୟବହାର ଦ୍ଵାରା ଆପଣଙ୍କୁ ଏସବୁ ସ୍ୱାସ୍ଥ୍ୟ ସମସ୍ୟାରୁ ଟିକିଏବି ମୁକ୍ତି ମିଳିଛି ତେବେ ଏହି ଉପାୟକୁ ଆପଣ ନିଜ ବନ୍ଧୁ ଓ ପ୍ରିୟଜନ ମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ।ଏହା ଅତି ସହଜ ଓ ସରଳ ଉପାୟ ଅଟେ।ଏହାର ଭଲ ପ୍ରଭାବ ବାସ ଗୋଟିଏ ଦିନରେ ହିଁ ଦେଖିବାକୁ ମିଳିବ।

Leave a Reply

Your email address will not be published. Required fields are marked *