September 9, 2024

Odia Express

Here, There and Everywhere

ମୋଟାପଣ ଚର୍ବି ଓ ପେଟରୋଗ କମ କରିଥାଏ ଅଁଳା – କେବଳ ଖାଇବାର ଏହି ତରିକା ଜାଣିରଖନ୍ତୁ..

ଅଁଳା ଫଳ ସବୁବେଳେ ମିଳିନଥାଏ । କିନ୍ତୁ ଏହାର ଜୁସକୁ ବଜାରରୁ କିଣି ପିଇ ପାରିବେ । ଯେତିକି ଆପଣଙ୍କୁ ଅଁଳା ଖାଇବା ଦ୍ୱାରା ଫାଇଦା ହୋଇଥାଏ ତା ଠାରୁ ଅଧିକ ଅଁଳା ଜୁସ ପିଇବା ଦ୍ୱାରା ହୋଇଥାଏ । ଯଦି ଖାଲି ପେଟରେ ଅଁଳା ଜୁସ ପିଇବେ ତାହେଲେ ଓଜନ କମି ଯାଇପାରେ । ଏହା ଚୁଟିକୁ କଳା କରିଥାଏ ଏବଂ ତ୍ୱଚା ସୁନ୍ଦର ରଖିଥାଏ । ସମସ୍ତ ପ୍ରକାର ପେଟ ରୋଗ କୁ ମଧ୍ୟ ଦୂର କରିଥାଏ । ପୋକ ମଧ୍ୟ ମାରିବାରେ ଏହି ଜୁସ ସହାୟକ ହୋଇଥାଏ । ଆସନ୍ତୁ ଜାଣିବା ଅଁଳା ଯୁସର ବହୁତ ସାରା ଉପକାର ବିଷୟରେ ।

ଅଁଳା ଆମ ଶରୀରକୁ ବହୁତ ଫାଇଦା ଦେଇଥାଏ । ଏହି ଅଁଳାରେ ଜିଙ୍କ , ଆଇରନ , କ୍ୟାରେଟିନ , ଫାଇବର , ଭିଟାମିନ ବି ଓ ଆଣ୍ଟି ଅକ୍ସୀ ଡ଼ାଣ୍ଟ ରହି ଥାଏ । ଛୋଟ ରୋଗ ହେଲେ ଆମେ ଡାକ୍ତର ପାଖକୁ ଯାଇଥାଉ । ଦାମୀ ଦାମୀ ଔଷଧ ବଦଳରେ ଯଦି ଆପଣ ପ୍ରତିଦିନ ଅଁଳା ଖାଇବେ ତାହେଲେ ସବୁ ପ୍ରକାର ରୋଗରୁ ଆପଣ ରକ୍ଷା ପାଇ ପାରିବେ । ଏହା ଓଜନ କମେଇବାରେ ସାହାଯ୍ୟ କରିଥାଏ । ବହୁତ ଲୋକ ନିଜର ଯୋଜନାକୁ ନେଇ ବହୁତ ଚିନ୍ତାରେ ରହିଥାନ୍ତି ଏହାକୁ କମ କରିବା ପାଇଁ ଔଷଧ ଖାଇଥାନ୍ତି । କିନ୍ତୁ ରେଜଲ୍ଟ କିଛି ଆସି ନଥାଏ । ଯଦି ଆପଣ ଅଁଳା ରସ ପିଇବେ ବହୁତ ସହଜରେ ୨ ମାସ ଭିତରେ ଆପଣଙ୍କ ଓଜନ କମିଯିବ । ଏହା ତ୍ୱଚାକୁ ମଧ୍ୟ ସୁନ୍ଦର କରିଭାରେ ସାହାଯ୍ୟ କରିଥାଏ । ଯଦି ସବୁଦିନେ ଅଁଳା ରସ ପିଇବେ ତାହେଲେ ସବୁ ବ୍ରଣ , ଦାଗ ଭଲ ହେଇଯିବ। ରକ୍ତ ଖରାପ ହେବ କାରଣରୁ ହି ବ୍ରଣ ହୋଇଥାଏ ।

ଏହା ମୁଖ୍ୟତଃ ରକ୍ତକୁ ସଫା କରି ଦେଇ ଥାଏ । କରନା ଏଥିରେ ଭିଟାମିନ ସି ରହି ଥାଏ । ଏହା ଏସିଡିଟି , କବ୍ଜା କୁ ବହୁତ ଜଲଦି ଭଲ କରି ଦେଇଥାଏ । ପେଟରେ ସମସ୍ତ ପ୍ରକାରର ରୋଗ ଭଲ କରିଥାଏ । ପେଟ ବିନ୍ଧାକୁ ଭଲ କରି ଥାଏ । ଯଦି ପେଟରେ ଗ୍ୟାସ ହେଉଛି ତାହେଲେ ଅଁଳା ଜୁସ ସହିତ ପାଣି ମିଶେଇ ସକାଳ ସନ୍ଧ୍ୟାରେ ପିଅନ୍ତୁ । ସବୁ ସମସ୍ୟା ଦୂର ହେଇଯିବ । ପେଟରେ ପଥର ହୋଇଥିଲେ ମଧ୍ୟ ଠିକ ହେଇଯିବ । ଆଖିର ପାୱାର ବଢ଼େଇବା ପାଇଁ ମଧ୍ୟ ଅଁଳା ଜୁସ ପିଇବା ଉଚିତ । ଯଦି ଆଖିରୁ ପାଣି ବାହାରୁଛି , କୁଣ୍ଡେଇ ହଉଛି ତାହେଲେ ଅଁଳା ଜୁସ ପିଅନ୍ତୁ । ପ୍ରତିଦିନ ଏକ କପ ଅଁଳା ଜୁସ ପିଅନ୍ତୁ ଆଖି ଠିକ ହେଇଯିବ । ଅଁଳା ଗୁଣ୍ଡ କରି ଯଦି ଆପଣ ଏହାକୁ ମୁଣ୍ଡରେ ଲାଗେଇବେ ତାହେଲେ ମୁଣ୍ଡରେ ଚୁଟି ଉଠିବା ଦେଖା ଯିବ ।

ସୁଗାର ଡାଇବେଟିସ ପରି ରୋଗ କୁ ମଧ୍ୟ ଦୂର କରିଥାଏ । ସକାଳ ସଂଧ୍ୟା ରେ ଅଁଳା ଜୁସ ପିଅନ୍ତୁ ସବୁଦିନ ପାଇଁ ରୋଗରୁ ରକ୍ଷା ପାଇପାରିବେ । ସମସ୍ତ ପ୍ରକାର ପେଟ ରୋଗ କୁ ମଧ୍ୟ ଦୂର କରିଥାଏ । ପୋକ ମଧ୍ୟ ମାରିବାରେ ଏହି ଜୁସ ସହାୟକ ହୋଇଥାଏ ।ପେଟ ବିନ୍ଧାକୁ ଭଲ କରି ଥାଏ । ଯଦି ପେଟରେ ଗ୍ୟାସ ହେଉଛି ତାହେଲେ ଅଁଳା ଜୁସ ସହିତ ପାଣି ମିଶେଇ ସକାଳ ସନ୍ଧ୍ୟାରେ ପିଅନ୍ତୁ । ସବୁ ସମସ୍ୟା ଦୂର ହେଇଯିବ । ପେଟରେ ପଥର ହୋଇଥିଲେ ମଧ୍ୟ ଠିକ ହେଇଯିବ। ଅଁଳା ଶରୀର ପାଇଁ ବହୁତ ଲାଭ ଦାୟକ ଅଟେ । ଏହାକୁ ପ୍ରତିଦିନ ସେବନ କଲେ ବହୁତ ପ୍ରକାର ସମସ୍ୟା ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *