September 10, 2024

Odia Express

Here, There and Everywhere

ମଜାଦାର ତଥା କୌତୁହଳପୂର୍ଣ ପ୍ରଶ୍ନ ଉତ୍ତର – ତାହା କେଉଁ ଜିନିଷ ଯାହା ଗାଧୋଇଲା ପରେ ଛୋଟ ହେଇଯାଏ? ଉତ୍ତର ବୁଦ୍ଧିମାନ ହେଇଥିଲେ ଦିୟନ୍ତୁ..

1 min read

ସାଧାରଣଜ୍ଞାନ ଏପରିଏକ ଜ୍ଞାନ ଯାହାକୁ ପ୍ରତ୍ୟେକ ମନୁଷ୍ୟ ପ୍ରତ୍ୟକ ସମୟରେ ଲୋଡିଥାଏ।ଏହାଦ୍ଵାରା ଆପଣଙ୍କ ମସ୍ତିଷ୍କ ବିକଶିତ ହେବା ସହ କୌଣସି ଏକ ନିର୍ଦ୍ଦିଷ୍ଟ ବିଷୟରେ ଆପଣଙ୍କର ସବିଶେଷ ଜ୍ଞାନ ବଢିଥାଏ।ଏହା ଆପଣଙ୍କ ଜୀବନରେ ଅନେକ ମାତ୍ରାରେ ସହାୟକ ହେଇଥାଏ।ଆମେ ଆପଣଙ୍କୁ କିଛି ପ୍ରଶ୍ନ ପଚାରିବୁ।ଏଗୁଡିକ ମଜାଦାର ପ୍ରଶ୍ନ ଆପଣଙ୍କ ଜ୍ଞାନ ବଢ଼େଇବା ସହ ଆପଣଙ୍କର ମନୋରଞ୍ଜନ ମଧ୍ୟ କରେଇବ।ତେଣୁ ଆପଣ ଯଦି ପ୍ରଶ୍ନର ସଠିକ ଉତ୍ତର ଦେଇପାରୁଛନ୍ତି ତେବେ ଆପଣ ଜାଣିପାରିବେ ଯେ ଆପଣ କେତେ ମାତ୍ରାରେ ବୁଦ୍ଧିମାନ ଅଟନ୍ତି।ତେବେ। ଆଉ ଡେରି ନକରି ଆସନ୍ତୁ ପ୍ରଶ୍ନଗୁଡିକ ବିଷୟରେ ଜାଣିବା।

ପ୍ରଶ୍ନ:ମନ୍ୟୁଷ ନିଜ ହାତ ସାହାଯ୍ୟରେ ଅଧିକରୁ ଅଧିକ କେତେ ଓଜନର ଜିନିଷ ଉଠାଇ ପାରିବ?

ଉତ୍ତର:ଶରୀରର ଓଜନ ଠାରୁ ଦୁଇଗୁଣ ଅଧିକ ଓଜନର ଜିନିଷ ସେ ଉଠାଇ ପାରିବ।ଯେପରିକି ଯଦି ଏକ ବ୍ୟକ୍ତିର ଓଜନ ୫୦ କେଜି ହେଇଥିବ ତେବେ ସେ ସର୍ବାଧିକ ୧୦୦ କେଜିର ଜିନିଷ ଉଠାଇ ପାରିବ।

ପ୍ରଶ୍ନ:କେଉଁ ଜୀଵର ଜିଭର ଓଜନ ହାତୀର ଓଜନ ସହ ସମାନ ହେଇଥାଏ?

ଉତ୍ତର-ନୀଳତିମି।ଏହା ଏତେ ପୃଥୁଳାକାୟ ହେଇଥାଏ ଯେ ଏହାର ଏକ ଜିଭର ଓଜନ ଏକ ବିଶାଳକାୟ ହାତୀର ଓଜନ ସହ ସମାନ ହେଇଥାଏ।

ପ୍ରଶ୍ନ:ଭାରତର କେଉଁ ପ୍ରାଧନମନ୍ତ୍ରୀ ଜଣେ ଚାଷୀ ଥିଲେ?

ଉତ୍ତର:ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ ଅର୍ଥାତ ଚୌଧୁରୀ ଚରଣ ସିଂହ।ତାଙ୍କର ଜୀବନ ଅତ୍ୟନ୍ତ ନିରଳସ ଥିଲା।ସେ ଜଣେ ଚାଷୀ ଥିଲେ।

ପ୍ରଶ୍ନ:କେଉଁ ଭିଟାମିନ୍ ର ଅଭାବ ଯୋଗୁଁ ମୁଣ୍ଡର ବାଳ ଧଳା ହେଇଥାଏ?

ଉତ୍ତର:ଭିଟାମିନ୍ ବି ୬ଏବଂ ୧୨।ଏହା ଅଭାବରୁ ଆମ ମୁଣ୍ଡ ବାଳ ଯାହାକି ଧଳା ହେଇଯାଏ।ଏହା ଅତ୍ୟନ୍ତ ଉପାଦେୟ।ଏହାର ସେବନ ଦ୍ଵାରା ଅନେକ ବିପଦ ଦୁର ହେଇଥାଏ।

ପ୍ରଶ୍ନ:ଏପରି ଏକ ଇଂରାଜୀ ଶବ୍ଦ କୁହ ଯାହାର ଆରମ୍ଭରେ ଟି ଏବଂ ଶେଷରେ ମଧ୍ୟ ଟି ଥିବ?

ଉତ୍ତର-ଟାବଲେଟ୍।ଏହାକୁ ଆପଣ ଯେତେବେଳେ ଇଂରାଜୀ ଅକ୍ଷରରେ ଲେଖିବେ ଆପଣ ଦେଖିପାରିବେ ଯେ ଏହାର ପ୍ରଥମ ଅକ୍ଷର ଟିରୁ ଆରମ୍ଭ ଏହାର ଶେଷରେ ମଧ୍ୟ ଟି ରହିଛି।ଏହା ସହ ଅନ୍ୟ ଏକ ଶବ୍ଦ ଟ୍ରିଟମେଣ୍ଟ ମଧ୍ୟ ହେବ।

ପ୍ରଶ୍ନ:ଶରୀରର କେଉଁ ଅଙ୍ଗରେ ଆଦୌ ହାଡ଼ ନଥାଏ?

ଉତ୍ତର:ଏହାର ସଠିକ ଉତ୍ତର ହେଉଛି ଜିଭ।ଏହା ଏପରି ଏକ ଅଙ୍ଗ ଯେଉଁଥିରେ ଆଦୌ ହାଡ଼ ନାହିଁ।

ପ୍ରଶ୍ନ:ଦୁନିଆଁରେ କେଉଁ ଜିନିଷ ଯାହା ତଳେ ପଡିଲେ ଆଦୌ ଭାଙ୍ଗେ ନାଁହିଁ?

ଉତ୍ତର-ବର୍ଷା।ଏହା ଏପରି ଏକ ଜିନିଷ ଯାହା ଆକାଶରୁ ତଳକୁ ପଡିଥାଏ।ଏହା ତଳେ ପଡିବା ପରେ ଭାଙ୍ଗି ନଥାଏ।

ପ୍ରଶ୍ନ:ତାହା କେଉଁ ଜିନିଷ ଯାହା ଗାଧୋଇଲା ପରେ ଛୋଟ ହେଇଯାଏ?

ଉତ୍ତର:ଏହାର ସଠିକ ଉତ୍ତର ହେଉଛି ସାବୁନ।ଆପଣ ଏହାକୁ ଦେହରେ ଲଗେଇ ସାରିଲା ପରେ ଏହା କ୍ରମଶଃ ଆହୁରି ଛୋଟ ହେଇଯାଏ।

ପ୍ରଶ୍ନ:”ଉପରୁ ପଡିଲା ବୁଢା ବ୍ରାହ୍ମଣ,ତା ଦେହସାରା ପଇତା ବଡ଼।”ଏହି ଢଗର ମାନେ କଣ?

ଉତ୍ତର:ମସିଣା।ଏହାକୁ ସାଧାରଣତଃ ଅନେକ ଦିନ ପର୍ଯ୍ୟନ୍ତ ବ୍ୟବହାର କରାଯାଇଥାଏ।ଏହାର ଦେହସାରା ଅନେକ ସୂତା ରହିଥାଏ।

ପ୍ରଶ୍ନ:ସଚିନ ତେନ୍ଦୁଲକର ନିଜ ଜୀବନର ପ୍ରଥମ ଶତକ କେଉଁ ଦଳ ବିପକ୍ଷରେ ମାରିଥିଲେ?

ଉତ୍ତର:ଏହାର ସଠିକ ଉତ୍ତର ହେଉଛି ଅଷ୍ଟ୍ରେଲିଆ।ଏହା ବିରୁଦ୍ଧରେ ସେ ଶତକ ମାରି ସେହି ଦଳକୁ ଧୂଳିସାତ୍ କରିଦେଇଥିଲେ।

Leave a Reply

Your email address will not be published. Required fields are marked *