February 9, 2025

Odia Express

Here, There and Everywhere

ଦାନ୍ତରୁ ମଳିଆଦାଗ ଛଡାଇବାକୁ ଅଛି ତ ଆପଣାନ୍ତୁ ଏହି ଘରୋଇ ପ୍ରକିୟା, ୨ ମିନିଟ ରେ ଦୁର ହୋଇଯିବ ସବୁ ସମସ୍ୟା

1 min read

ଦାନ୍ତରେ ହଳଦିଆ ଦାଗ ଆସିବା ଏକ ପ୍ରମୁଖ ସମସ୍ୟା ହୋଇଛି, ଚମକୁଥିବା ଦାନ୍ତ ବା କାହାକୁ ପସନ୍ଦ ନ ଲାଗେ, ସମସ୍ତେ ଚାହଁନ୍ତି କି ତାଙ୍କ ଦାନ୍ତ ମୋତି ପରି ଚମକୁଥାଉ, କିନ୍ତୁ ଗୁଟଖା, ସିଗାରେଟ୍, ଚାହା, କଫି, ଆଦି ସେବନରେ ଦାନ୍ତଗୁଡିକ ହଳଦିଆ ହୋଇଯାଏ , ଯାହାର କାରଣରୁ ସେମାନେ ଖୋଲିକରି ହସିପାରନ୍ତି ନାହିଁ । ସେମିତି କୁହାଯାଏ କି ଖୋଲିକରି ହସିବା ବହୁତ ରୋଗରୁ ଦୁର କରିବାରେ ସହାୟକ ହୋଇଥାଏ , ଏମିତିରେ ଯଦି ଦାନ୍ତ ହଳଦିଆ ହେବା ଯୋଗୁଁ ଚିନ୍ତିତ ଅଛନ୍ତି , ଓ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ।ତେବେ ଆମେ ଆଜି ଆପଣଙ୍କୁ କିଛି ଘରୋଇ ଉପାୟ କହିବୁ, ଯାହାର ସାହାଯ୍ୟରେ ଆପଣ କିଛି ହିଁ ଦିନରେ ଦାନ୍ତରୁ ହଳଦିଆ ଦାଗରୁ ସମସ୍ୟାରୁ ମୁକ୍ତି ପାଇପାରିବେ ।

୧) ଲୁଣ- ଲୁଣ ଦାନ୍ତ ପାଇଁ ବହୁତ ଫାଇଦାଦାୟକ ହୋଇଥାଏ, ତେବେ ତ ପୁରୁଣା ସମୟର ଲୋକ ଦାନ୍ତରେ ଲୁଣ ମିଶାଇକରି ଦାନ୍ତକୁ ଘସୁଥିଲେ , ଲୁଣ ଦାନ୍ତର କିଟାଣୁକୁ ଦୁର କରିଥାଏ,  ଓ ତାହାକୁ ଚମକଦାର ବନାଇଥାଏ , ଲୁଣରେ ସୋରିଷ ତେଲ ମିଶାଇକରି ଏହାକୁ ବ୍ରଶ୍ କରନ୍ତୁ , ଏଥିରେ ଦାନ୍ତ ଚମକିବ , ଲୁଣ ଦାନ୍ତରେ ଅତ୍ୟାଧିକ ସେବନ କରିଲେ ଏହା ମାଢିକୁ କ୍ଷତି ପହଞ୍ଚାଇଥାଏ,  ଏଥିପାଇଁ ଅଧିକା ସେବନ କରିବାରୁ ନିବୃତ୍ତ ରୁହନ୍ତୁ ।

୨) ନିମ୍ବ- ନିମ୍ବ ଦାନ୍ତ ପାଇଂ ବହୁତ୍ ପ୍ରକାରର ଲାଭକାରୀ ହୋଇଥାଏ, ପୁରୁଣା ସମୟରେ ଲୋକ ନିମ୍ବ ଓ ବବୁଲ୍ ଦାନ୍ତକାଠିରେ ଦାନ୍ତ ସଫା କରୁଥିଲେ,  ଯାହାଦ୍ୱାରା ଦାନ୍ତଗୁଡିକ ମଜବୁତ୍ ହେଉଥିଲା , ବରଂ ତା ସହ ଚମକଦାର୍ ବି ହେଉଥିଲା ଏମିତିରେ ହୋଇପାରିଲେ ନିମ୍ବ ଏବଂ ବବୁଲ୍ ଦାନ୍ତକାଠିରୁ ବ୍ରଶ୍ କରନ୍ତୁ , ଏଥିରେ ଦାନ୍ତ ମଜବୁତ୍ ହେବା ସହ ଚମକଦାର୍ ହୋଇଥାଏ, ନିମ୍ବରେ ଦାନ୍ତକୁ ଆଣ୍ଟିସେପ୍ଟିକ୍ ପରି କାମ କରିଥାଏ, ଏହା ଦାନ୍ତରେ ପୋକ ଖାଇବା , ମୁହଁର ଦୁର୍ଗନ୍ଧକୁ ଦୁର କରିଥାଏ ।

୩) ବେକିଙ୍ଗ୍ ସୋଢା- ଦାନ୍ତରୁ ହଳଦିଆ ଦାଗ ଦୁର୍ କରିବାରେ ବେକିଙ୍ଗ୍ ସୋଢା ଲାଭକାରୀ ହୋଇଥାଏ, ଏହାକୁ ଚମକଦାର୍ ଦାନ୍ତ ପାଇବାକୁ ହେଲେ ବେକିଙ୍ଗ୍ ସୋଢାରେ ଲେମ୍ବୁର ରସ କିମ୍ବା କମଳାର ଚୋପାରେ ତିଆରି ପାଉଡର୍ ମିଶାଇକରି ଦାନ୍ତକୁ ଚମକଦାର୍ କରିପାରିବେ ।

୪) ଲେମ୍ବୁରେ ଭିଟାମିନ୍ ସି ଭରପୁର୍ ମାତ୍ରା ମିଳିଥାଏ,  ଯାହାଦାନ୍ତରୁ ହଳଦିଆ ଦାଗକୁ ହଟାଇବା ପାଇଁ ସହାୟକ ହୋଇଥାଏ,  ଏକ ଚାମଚ ଲେମ୍ବୁର ରସ ଏବଂ ଦୁଇ ଚାମଚ ଲୁଣ ମିଶାଇକରି ଏହାକୁ ପେଷ୍ଟ ପରି ବ୍ୟବହାର୍ କରନ୍ତୁ, ଯେଉଠି କିଛି ସମୟ ପରେ ଏହାର ପରିଣାମ ନଜର ଆସିଯୀବ , ସେମିତି ଆପଣଙ୍କୁ କହିଦେବୁ କି ଦାନ୍ତରୁ ହଳଦିଆ ଦାଗ ଦୁର କରିବାରେ ବହୁତ ପ୍ରକାରର ଘରୋଇପ୍ରକିୟା ଅଛି, ଯାହାର ଚର୍ଚ୍ଚା ଆମେ ଆଗାମୀ ପୋଷ୍ଟରେ କରିବୁ

Leave a Reply

Your email address will not be published. Required fields are marked *