October 25, 2024

Odia Express

Here, There and Everywhere

A ଠାରୁ ଆରମ୍ଭ କରି Z ନାମର ପୁର୍ବର ଅକ୍ଷରରୁ ଜାଣନ୍ତୁ ମହିଳା ଓ ପୁରୁଷଙ୍କ ସ୍ୱଭାବ, ଏହି ଖବରରେ ଅଛି ସବୁ ସିକ୍ରେଟ୍ କଥା ତାଙ୍କ ବିଷୟରେ – ନିଶ୍ଚୟ ଆପଣଙ୍କ ବିଷୟରେ ଓ ଆପଣଙ୍କ ସାଥି ବିଷୟରେ ପଢି ନିୟନ୍ତୁ…

1 min read

କେଉଁ ବି ବ୍ୟକ୍ତିର ନାଁ ଜୀବନ ପାଇଁ ବହୁତ ମହତ୍ତ୍ୱ ରଖିଥାଏ , ଆପଣଙ୍କ ନାଁ ପ୍ରଥମ ଅକ୍ଷର ଆପଣଙ୍କ ସ୍ୱଭାବର ସ୍ୱାମୀ ହୋଇଥାଏ , ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ବ୍ୟକ୍ତି ପ୍ରଥମ ଅକ୍ଷରକୁ ଜାଣିକରି ତାହାର ବ୍ୟକ୍ତିତ୍ୱ ବିଷୟରେ ଜଣାପଡିପାରିବ,  କାହାକୁ ଜାଣିବା ଓ ବୁଝିବାପାଇଁ ସାକ୍ଷାତ କରିବା ଜରୁରୀ ହୋଇଥାଏ , କିନ୍ତୁ ଯଦି ତାହାର ନାଁ ଜଣାଥିବ ତେବେ ଆପଣ ତାହାର ସ୍ୱଭାବ ବିଷୟରେ ଜାଣିପାରିବେ । ୮୦ ପ୍ରତିଶତ ଲୋକଙ୍କ ଜ୍ୟୋତିଷ୍ୟଶାସ୍ତ୍ର କାମ କରିଥାଏ, ଯଦି କାହା ଉପରେ ଜ୍ୟୋତିଷ୍ୟଶାସ୍ତ୍ର କାମ କରିନଥାଏ ତେବେ ବୁଝିନେବେ କି ଘରରେ ଅନ୍ୟ ଲୋକ କେଉଁ ଅନ୍ୟ ନାଁରେ ଡକାଇଥାନ୍ତି , ତାପରେ ଆପଣଙ୍କୁ ସେ କହତୁ ନାଁ ଜାଣିକରି ପ୍ରଥମ ଅକ୍ଷର ଅନୁସାରେ ତାଙ୍କର ସ୍ୱଭାବ ଜାଣିବାରେ ସାହାଯ୍ୟ ମିଳିବ ।

A : ଏହି ଅକ୍ଷର ଲୋକ ବହୁତ ପରିଶ୍ରମୀ ହୋଇଥାନ୍ତି ଓ ଧୈର୍ଯ୍ୟବାନ ବି ହୋଇଥାନ୍ତି , ଏମାନେ ଯେ କୌଣସି ପରିସ୍ଥିତିରେ ନିଜକୁ ସମାହିତ କରିନିଅନ୍ତି, ଏମାନଙ୍କୁ ନୁଆ ଜିନିଷ ପସନ୍ଦ ଆସିଥାଏ, ଏମାନେ ଭିଡରେ ଅଲଗା ଦେଖାଯିବାକୁ ପସନ୍ଦ୍ କରନ୍ତି, ଏମାନେ କୌଣସି କାମକୁ ଶେଷ ପର୍ଯ୍ୟନ୍ତ କରିବାରେ ଯଥା ସଂମ୍ଭବ ପ୍ରୟାସ କରନ୍ତି  ରୋମାନ୍ସରୁ ଦୁରତା ରଖନ୍ତି , ଏମାନେ ବହୁତ ସାହାସୀ ହୋଇଥାନ୍ତି , ଯଦି ଏମାନଙ୍କ ଦୁର୍ବଳତା କଥା ଜାଣିବା ଏମାନେ କ୍ରୋଧୀ ସ୍ୱଭାବର ହୋଇଥାନ୍ତି ।

B : ଏମାନେ ଜୀବନରେ ନୁଆ ନୁଆ ରାସ୍ତା ଖୋଜିବାରେ ବିଶ୍ୱାସ ରଖନ୍ତି, ନିଜ ଲକ୍ଷ୍ୟକୁ ବାଛିକରି ଆଗକୁ ବଢିବାରେ ଏମାନଙ୍କୁ ଇଚ୍ଛା ଲାଗେନାହିଁ , ଏମାନେ ସଙ୍କୋଚୀ ସ୍ୱଭାବର ହୋଇଥାନ୍ତି, ଜଲଦି କାହାସହ ମିଳାମିଶା କରନ୍ତି ନାହିଁ  ଏମାନଙ୍କ ଜୀବନରେ ଏମିତି ରହସ୍ୟ ହୋଇଥାଏ, ଯାହା ତାଙ୍କ ସଂମ୍ପର୍କୀୟଙ୍କୁ ଜଣାନଥାଏ,  ଏମାନେ ଅଧିକା ବନ୍ଧୁ ବନାନ୍ତି ନାହିଁ କିନ୍ତୁ ଯାହାକୁ ବନାନ୍ତି ତାଙ୍କ ସହ ମିଶିଥାନ୍ତି , ରୋମାନ୍ସର ମାମଲାରେ ଟିକିଏ ଖୋଲା ହୋଇଥାନ୍ତି , ପ୍ରେମର ନିବେଦନ କରିଦିଅନ୍ତି , ପ୍ରେମକୁ ନେଇକରି ଧୋକା ବି ଖାଇଥାନ୍ତି , ଏମାନେ ନିଜକୁ କଣ୍ଟ୍ରୋଲ୍ ରଖିବା ଜଣାଥାଏ, ସୁନ୍ଦର ଜିନିଷର ଏମାନେ ଦିୱାନା ହୋଇଥାନ୍ତି

C : ଏମାନଙ୍କୁ ସବୁ କ୍ଷେତ୍ରରେ ବହୁତ ସାରା ସଫଳତା ମିଳିଥାଏ , ଏମାନଙ୍କ ଚେହେରା ବହୁତ ଆକର୍ଷକ ହୋଇଥାଏ, ଓ ଏମାନଙ୍କ ଭାଗ୍ୟର ସାଥ୍ ସବୁବେଳେ ରହିଥାଏ, ଏମାନଙ୍କୁ ଆଗକୁ ବଢିବାରେ କେହି ଅଟକାଇପାରିବେ ନାହିଁ,  ଏମାନେ ଦୁଃଖ କଷ୍ଟକୁ ସାଥିରେ ନେଇ ଚଳନ୍ତି , ପ୍ରେମର ମହତ୍ତ୍ୱ କଥା କହିଲେ ଏମାନେ ଯାହାଙ୍କୁ ପସନ୍ଦ କରନ୍ତି , ତାଙ୍କ ସହ ବହୁତ ଘନିଷ୍ଠ ହୋଇଯାଆନ୍ତି, ତାଙ୍କୁ ଯଦି ନିଜ ହିସାବରେ କେହି ନ ମିଳନ୍ତି ତେବେ ସେ ମସ୍ତ ହୋଇକରି ଏକେଲା ରହିଯାଇଥାନ୍ତି , ସେମିତି ସ୍ୱଭାବରୁ ଭାବୁକ ହୋଇଥାନ୍ତି ।

D : ଏମାନଙ୍କୁ ସବୁ ମାମଲାରେ ଅପାର ସଫଳତା ହାତରେ ଲାଗିଥାଏ,  ଲୋକଙ୍କ କଥାକୁ ଧ୍ୟାନ ନଦେଇ ନିଜ କଥାରେ ଆଗକୁ ଯିବା ଏମାନଙ୍କୁ ଭଲ ଭାବରେ ଜଣା , ଯାହା କରିବାକୁ ମନ ବଳାଇନିଅନ୍ତି ତାକୁ କରି ଦେଖାଇଥାନ୍ତି , ଏମାନେ ଜନ୍ମରୁ ସ୍ମାର୍ଟ ହୋଇଥାନ୍ତି, କାହାକୁ ସାହାଯ୍ୟ କରିବାରେ ପଛଘୁଞ୍ଚା ଦିଅନ୍ତି ନାହିଁ , ଏମାନେ ସାହାଯ୍ୟ ପାଇଁ କେଉଁ ଶତ୍ରୁ ମିତ୍ର ଦେଖନ୍ତି ଖାଲି ସାହାଯ୍ୟ କରିଥାନ୍ତି । ଏମାନେ ପ୍ରେମକୁ ନେଇକରି ଜିଦ୍ଦି ହୋଇଥାନ୍ତି , ସଂମ୍ପର୍କ ନିଭାଇବାରେ ବହୁତ୍ ବିଶ୍ୱାସ ରଖନ୍ତି ।

E : ଏମାନେ ଟିକିଏ ଖୋଲା ମିଜାଜ୍ ର ହୋଇଥାନ୍ତି, ଏମାନଙ୍କୁ ଜୀବନରେ ହସି ମଜାକ୍ ସହ ଚଳିବାରେ ପସନ୍ଦ ଲାଗିଥାଏ, ଏମାନଙ୍କୁ ଜୀବନରେ ସବୁ ଜିନିଷ ସୁବ୍ୟବସ୍ଥିତ ରହିବା ପସନ୍ଦ ହୋଇଥାଏ । ପ୍ରେମକୁ ନେଇକରି ଏହି ଲୋକ ଟିକିଏ ସିରିୟସ୍ ହୋଇଥାନ୍ତି , ଏମାନଙ୍କ ପାଇଁ ସଂମ୍ପର୍କକୁ ପଛରେ ଛାଡିବା କଥା ଲାଗି ରହିଥାଏ, ଏମାନେ କାହାକୁ ହୃଦୟରୁ ଭଲ ପାଇବସିଲେ ତାଙ୍କୁ ନିଜ ଜୀବନରେ ସବୁଦିନ ପାଇଁ ଆପଣାର କରିଦିଅନ୍ତି , ଏମାନେ ସଚ୍ଚା ପ୍ରେମୀ ହୋଇଥାନ୍ତି ।

F : ଏମାନେ ବହୁତ ଦାୟିତ୍ୱବାନ ବ୍ୟକ୍ତିତ୍ୱ ହୋଇଥାନ୍ତି ,ଏମାନଙ୍କୁ ଏକେଲା ରହିବାକୁ ପସନ୍ଦ ଲାଗେ , ଏମାନେ ସ୍ୱଭାବରୁ ଭାବୁକ ହୋଇଥାନ୍ତି , ଓ ସବୁ ଜିନିଷକୁ ନେଇକରି ବହୁତ କନଫିଡେଣ୍ଟ ହୋଇଥାନ୍ତି , ଏମାନେ ବୁଝିବିଚାରି ଖର୍ଚ୍ଚ କରିଥାନ୍ତି , ଏମାନେ ପ୍ରେମକୁ ବହୁତ ଗୁରୁତ୍ୱ ଦେଇଥାନ୍ତି , ଏମାନେ ନିଜେ ସେକ୍ସି ଓ ଆକର୍ଷକ ହୋଇଥାନ୍ତି , ଓ ଏମିତିରେ ଲୋକ ପସନ୍ଦ ବି କରନ୍ତି , ରୋମାନ୍ସ ଏମାନଙ୍କ ମଧ୍ୟରେ ଭରି ରହିଥାଏ ।

G :ଏମାନେ ଅନ୍ୟଙ୍କୁ ସାହାଯ୍ୟ କରିବାରେ ଆଗୁଆ ରୁହନ୍ତି,  ଏମାନେ କୌଣସି ଜିନିଷକୁ ଗୋଳମାଳିକା କରି ପେଶ୍ କରିବା ପସନ୍ଦ ହୋଇନଥାଏ, କାରଣ ଏମାନଙ୍କ ମନ ବହୁତ ସଫା ହୋଇଥାଏ,  ଏମାନେ ପ୍ରେମର ମାମଲାରେ ଇମାନଦାର୍ ହୋଇଥାନ୍ତି , ଏମାନେ ପ୍ରେମର ମାମଲାରେ ବୁଝାମଣା ଓ ଧୈର୍ଯ୍ୟର ସହ କାମକରନ୍ତି , କମିଟମେଣ୍ଟ୍ ପୁର୍ବରୁ କାହା ଉପରେ ବିନା କାରଣରେ ଖର୍ଚ୍ଚ କରିବା ବେକାର୍ କାମ ଏମାନଙ୍କୁ ଲାଗିଥାଏ ।

H : ଏମାନଙ୍କ ପାଇଁ ପଇସା ବହୁତ୍ ମାଇନା ରଖିଥା, ଏମାନେ ସ୍ୱଭାବରୁ ହସମୁଖ ହୋଇଥାନ୍ତି , ଏମାନେ ଲୋକଙ୍କ ପାଈଁ ସଚ୍ଚା ହୋଇଥାନ୍ତି , ରୋୟାଲ୍ ନେଚରର ହୋଇଥାନ୍ତି , ଝଟପଟ ନିର୍ଣ୍ଣୟ ନେବା ଏମାନଙ୍କ ଦକ୍ଷତା ହୋଇଥାଏ , ଏମାନେ ଅନ୍ୟଙ୍କୁ ସାହାଯ୍ୟ କରିବାରେ ଅଧାରାତିରେ ବି ପ୍ରସ୍ତୁତ ହୋଇଯାଆନ୍ତି , ପ୍ରେମକୁ ନିବେଦନ କରିବା ଏମାନଙ୍କୁ ଆସେ ନାହିଁ ,ଯେବେ ସେମାନେ ପ୍ରେମରେ ପଡନ୍ତି ତେବେ ସାଥୀର ମାନ ସମ୍ମାନକୁ ନେଇ ବହୁତ ଚିନ୍ତିତ ରୁହନ୍ତି ।

I : ଏହି ଅକ୍ଷର ଲୋକ କଳାକାର ପ୍ରବୃତିର ହୋଇଥାନ୍ତି , ନ ଚାହିଁଲେ ବି ଏମାନେ ଲୋକଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର ହୋଇଯାଆନ୍ତି ,ମଉକା ମିଳିଲେ ଏମାନେ କଥାକୁ ଓଲଟାଇବାରେ ସମୟ ଲଗାନ୍ତି ନାହିଁ, ଏମାନେ ପରେ ଦେଖନ୍ତି ନାହିଁ କି ସେମାନେ ସଠିକ୍ ଲୋକର ସାଥ୍ ଦେଉଛନ୍ତି କି ଭୁଲର ଏମାନଙ୍କ ହାତରେ କିଛି ଲାଗେନାହିଁ , କିନ୍ତୁ ସେହି ଜିନିଷଗୁଡିକ ହାତରୁ ଖସିବାରେ ଡେରି ବି ଲାଗେ ନାହିଁ , ଏମାନେ ପ୍ରେମପାଗଳ ହୋଇଥାନ୍ତି , ସେମାନେ ସେମିତି ଲୋକଙ୍କୁ ନିଜ ଆଡକୁ ଆକର୍ଷିତ୍ କରିଦିଅନ୍ତି , ସବୁ କାମକୁ ଭାବିଚିନ୍ତି କରି କରନ୍ତି , ସ୍ୱଭାବରୁ ସଂମ୍ବେଦନଶୀଳ୍ ଓ ଦେଖିବାକୁ ସେକ୍ସି ହୋଇଥାନ୍ତି ।

J : ଏହି ଲୋକ ଚଞ୍ଚଳ ସ୍ୱଭାବର ହୋଇଥାନ୍ତି , ଲୋକେ ଏମାନଙ୍କୁ ବହୁତ ଚିଡନ୍ତି , କାରଣ ଏମାନଙ୍କ ମଧ୍ୟରେ ଭଲ ଗୁଣ ସହ ସୁନ୍ଦରତା ଓ ସାମଞ୍ଜସ୍ୟ ହୋଇଥାଏ , ଯାହା କରିବାକୁ ନିଷ୍ପତି ନେଇଯାଆନ୍ତି , ତାହାକୁ କରିଦେଖାଇଥାନ୍ତି , କିନ୍ତୁ ଦାୟିତ୍ୱ କଥା କହିଲେ ଆଗୁଆ ରୁହନ୍ତି  ପାଠପଢାରେ ବି ଭଲ କରନ୍ତି , ଜୀବନସାଥୀ ଜୀବନରେ ମିଳିଗଲେ ନିଜକୁ ଭାଗ୍ୟବାନ ମନେ କରନ୍ତି ,

K : ଏମାନଙ୍କୁ ସବୁ କାମରେ ପରଫେକ୍ସନ୍ ଦରକାର ହୋଇଥାଏ,  ସେ କାମ ବିଛଣା ବିଛାଇବାର ହେଉ କିମ୍ବା ଅଫିସ୍ ଫାଇଲ୍ ର , ସବୁ ଜିନିଷ ସେଟ୍ ହୋଇଥିବା ଦରକାର୍,ଅ ଅନ୍ୟଙ୍କ ଠାରୁ ଅଲଗା କରିବାର ନେଇ ଏମାନେ ଆଗକୁ ବଢନ୍ତି , ପଇସା କମାଇବା ମାମଳାରେ ଏମାନେ ଆଗୁଆ ରୁହନ୍ତି , ସ୍ୱଭାବରୁ ବହୁତ ରୋମାଣ୍ଟିକ୍ ହୋଇଥାନ୍ତି , ଏମାନେ ପ୍ରେମ ନିବେଦନରେ ଆଗୁଆ ରୁହନ୍ତି, ଏମାନଙ୍କୁ ସ୍ମାର୍ଟ ଓ ବୁଦ୍ଧିମାନ ସାଥୀ ଦରକାର ହୋଇଥାଏ ।

L: ଏହି ଲୋକ ବହୁତ ଚାର୍ମିଙ୍ଗ୍ ହୋଇଥାନ୍ତି , ଏମାନଙ୍କର ବହୁତ ସାରା ଜିନିଷ ପାଇବାର ଆକାଂକ୍ଷା ରହିଥାଏ, ବରଂ ଛୋଟ ମୋଟ ଖୁସିରେ ଖୁସ୍ ରୁହନ୍ତି , ପଇସାକୁ ନେଇକରି ସମସ୍ୟା ଆସେ କିନ୍ତୁ ସେ କୌଣସି ଭାବେ ତାହାର ସମାଧାନ କରିଦିଅନ୍ତି, ଲୋକଙ୍କ ସହ ଭଲରେ ପେଶ୍ ଆସନ୍ତି , କଳ୍ପନାରେ ବଞ୍ଚନ୍ତି, ଓ ନିଜ ପରିବାରକୁ ନିଜ ଜୀବନର ଗୁରୁତ୍ୱପୁର୍ଣ୍ଣ ଭାଗ ବୋଲି ମାନନ୍ତି , ସ୍ୱଭାବରୁ ରୋମାଣ୍ଟିକ୍ ହୋଇଥାନ୍ତି , ସେମାନେ କାଳ୍ପନିକ ଦୁନିଆଁରେ ହଜି ଜୀବନସାଥୀ ପାଇବା ଉପରେ ବିଶ୍ୱାସ କରନ୍ତି ନାହିଁ, ପ୍ରେମର ମାମଲାରେ ଏମାନେ ଆଦର୍ଶବାଦୀ ହୋଇଥାନ୍ତି ।

M :ଏହି ଅକ୍ଷରର ନାଁ ବାଲା ଲୋକ ମନର କଥା ଦବାଇକରି ରଖିବାର ପ୍ରବୃତି ହୋଇଥାନ୍ତି , କୁହନ୍ତି ଏମିତି ନେଚର୍ ତାଙ୍କୁ ଅନ୍ୟଙ୍କ ଠାରୁ ଖତରନାକ୍ କରିଥାଏ , ସେମିତି ତାଙ୍କ କଥା କଡା ହୋଇଥାଉ, ଯଦି ଖୋଲିକରି କହିବେ ତେବେ ସେଠାରେ କଥା ଶେଷ ହୋଇଯାଏ , କିନ୍ତୁ କଥାକୁ ମନରେ ରଖିକରି ତାକୁ ଚଲାଇବାରେ ଫଳାଫଳ ଭଲ ରହିନଥାଏ, ଏମିତି ଲୋକଙ୍କର ଉଚିତ୍ ଦୁରତା ରଖିବା ଭଲ ହୋଇଥାଏ, ଏମାନଙ୍କ ଜିଦ୍ଦି ସ୍ୱଭାବ କେବେ କେବେ ଏମାନଙ୍କ ଉପରେ ଭାରିପଡିପାରେ । ସେମିତି ନିଜ ଫ୍ୟାମିଲିକୁ ବହୁତ ଭଲ ପାଆନ୍ତି , ଖର୍ଚ୍ଚ କରିବାପୁର୍ବରୁ ଅଧିକା ଭାବନ୍ତି ନାହିଁ , ସବୁଠାରୁ ଭଲ ଓ ଅଧିକା ଆକର୍ଷିତ ହୋଇଥାନ୍ତି । ପ୍ରେମର କଥା କହିଲେ ଏମାନେ ସଂବେଦନଶୀଳ ହୋଇଥାନ୍ତି ,

N : ଏହି ଲୋକ ବହୁତ ଖୋଲା ବିଚାରର ହୋଇଥାନ୍ତି । ଏମାନେ କେବେ କଣ କରିବେ ନିଜେ ଜାଣିନଥାନ୍ତି , ଏମାନେ ମହତ୍ତ୍ୱକାଂକ୍ଷୀ ହୋଇଥାନ୍ତି , କାମର ମାମଲାରେ ଏମାନେ ପରଫେକ୍ସନ୍ ଚାହିଁଥାନ୍ତି , ଆପଣଙ୍କ ବ୍ୟକ୍ତିତ୍ୱରେ ଏମିତି ଆକର୍ଷଣ ହୋଇଥାଏ ଯାହା ସାମ୍ନା ବାଲାକୁ ଟାଣିଆଣିଥାଏ । ଏମାନେ ଅନ୍ୟଙ୍କ ସହ ପଙ୍ଗା ନେବାରେ ଡେରି କରନ୍ତି ନାଇଁ , ଏମାନେ ଆର୍ଥିକ ଦୃଷ୍ଟିରୁ ସଂପନ୍ନ ହୋଇଥାନ୍ତି , କିନ୍ତୁ ପ୍ରେମରେ ଇମାନଦାରୀ ରଖନ୍ତି , ଓସ୍ୱଭାବରୁ ରୋମାଣ୍ଟିକ୍ ଓ ସଂମ୍ପର୍କକୁ ନେଇ ସଂମ୍ବେଦନଶୀଳ ରୁହନ୍ତି ।

O : ଏହି ଅକ୍ଷରର ନାଁ ବାଲା ଲୋକଙ୍କ ସ୍ୱଭାବ କଥା କହିଲେ ଏମାନଙ୍କ ଦିମାଗ୍ ବହୁତ୍ ତେଜ୍ ହୋଇଥାଏ, ଏମାନେ କଥାବାର୍ତ୍ତା କମ୍ କରିଥାନ୍ତି , ବୋଧେ ଏହି କାରଣରୁ ଜଲଦି ସଫଳତା ପାଇପାରନ୍ତି , ଯାହାଙ୍କ ପାଇଁ ଏମାନେ ସ୍ୱପ୍ନ ଦେଖନ୍ତି , ଜୀବନରେ ସବୁକ୍ଷେତ୍ରରେ ସଫଳ ହୁଅନ୍ତି । ପ୍ରେମରେ ଏମାନେ ଇମାନଦାର୍ ହୋଇଥାନ୍ତି , ଧୋକା ଦେବା ଏମାନଙ୍କୁ ପସନ୍ଦ ହୋଇନଥାଏ,

P : ଏମାନେ ସବୁବେଳେ ଛନ୍ଦି ହୋଇରହିଥାନ୍ତି , କାମରେ ଏମାନେ ପୁରା ନିଖୁଣ କରିଥାନ୍ତି , ଏମାନଙ୍କ ମନରେ ଖୋଲା ବିଚାର ଭାବନା ରହିଥାଏ,  ଏମାନେ ନିଜ ଆଖପାଖ ଲୋକଙ୍କର ଧ୍ୟାନ ରଖନ୍ତି , ଓ ସମସ୍ତଙ୍କୁ ସାଥିରେ ନେଇକରି ଚାଲିବାକୁ ପସନ୍ଦ କରନ୍ତି , କେବେ କେବେ ନିଜ ବିଚାର ଅନ୍ୟଙ୍କୁ ଥୋପିବା କାରଣରୁ କ୍ଷତି ପହଞ୍ଚାଇଥାଏ , ପ୍ରେମର କଥା କହିଲେ ସବୁଠାରୁ ଭଲ ଛବି ଦେଇଥାନ୍ତି , ଏମାନଙ୍କୁ ବହୁତ ଭଲ ଲାଗିଥାଏ ,

Q: ଏହି ଲୋକଙ୍କର ଜୀବନରେ କିଛି ଅଧିକା ପାଇବାର ଇଚ୍ଛା ନଥାଏ ଏମାନେ ସ୍ୱଭାବରୁ ସଚ୍ଚା ଓ ଇମାନଦାର୍ ହୋଇଥାନ୍ତି , ଏମାନେ ନିଜ ଦୁନିଆଁରେ ହଜି ରୁହନ୍ତି , ପ୍ରେମର କଥା କହିଲେ ଏମାନେ ନିଜ ସାଥିଙ୍କ ସହ ଚାଲିପାରନ୍ତି ନାହିଁ , ସେମିତି ଆପଣଙ୍କ ପ୍ରତି ଆକର୍ଷଣ ସହଜରେ ହୋଇଯାଆନ୍ତି ।

R:  ଏହି ଅକ୍ଷରର ବାଲାଙ୍କ ଅଧିକା ସୋସିଆଲ୍ ଲାଇଫ୍ ରେ ବଞ୍ଚିବାକୁ ପସନ୍ଦ କରନ୍ତି ନାହିଁ , ଫ୍ୟାମିଲି ଏମାନଙ୍କ ପାଇଁ ମାଇନା ରଖିଥାଏ , ଓ ପଢିବା ଲେଖିବା ଭଲ ଲାଗିନଥାଏ, ଏମାନେ ସେ କାମ କରିବାକୁ ଚାହଁନ୍ତି ଯିଏ କିଏ କରି ନପାରେ, ଏହି ନାଁର ଅକ୍ଷର ବାଲାଙ୍କ ବହୁତ ଆଗକୁ ବଢିଥାନ୍ତି , ଧନ ଦୌଲତରେ କିଛି କମି ନଥାଏ, ଏମାନଙ୍କ ବୈବାହିକ ଜୀବନରେ ଉତଥାନ ପତ୍ତନ ଆସିଥାଏ ।

S: ଏହି ଲୋକ ପରିଶ୍ରମୀ ହୋଇଥାନ୍ତି , ଏମାନେ ଏତେ  ଧନୀ ହୋଇଥାନ୍ତି କି ସାମ୍ନା ବାଲା ଏମାନଙ୍କ ପାଇଁ ଆକର୍ଷିତ ହୋଇଯାଏ , ଦିମାଗ ତେଜ୍ ଓ ବୁଦ୍ଧି ବିଚାରି କାମ କରନ୍ତି , ଏମାନେ ଜିନିଷକୁ ସେୟାର୍ କରିବା ପସନ୍ଦ କରନ୍ତି ନାହିଁ< କିନ୍ତୁ କଥାବାର୍ତ୍ତା କରିବାର ତରିକା ଏମାନଙ୍କୁ ଅନ୍ୟଙ୍କ ଆଗରେ ଖରାପ କରିଦିଏ , ପ୍ରେମର ମାମଲାରେ ଏମାନେ ଅଧିକା ଗଂମ୍ଭିର ହୋଇଥାନ୍ତି ।

T: ଏମାନେ ଖର୍ଚ୍ଚର ମାମଲାରେ ଖୋଲା ହାତ ବାଲା ହୋଇଥାନ୍ତି , ଏମାନେ ସବୁବେଳେ ଖୁସିମିଜାଜ୍ ହୋଇଥାନ୍ତି , ପରିଶ୍ରମ କରିବା ଏତେ ତାଙ୍କୁ ଭଲ ଲାଗେ ନାହିଁ , କିନ୍ତୁ ପଇସାର କେବେ କମି ହୋଇନଥାଏ , ନିଜ ହୃଦୟର କଥା ଜଲଦି କାହାକୁ ସେୟାର୍ କରନ୍ତି ନାହିଂ ନିଜ କଥାକୁ ଲୁଚାଇବାକୁ ଏମାନେ ପସନ୍ଦ କରନ୍ତି ।

U:  ଏହି ଅକ୍ଷର ବାଲାଙ୍କ ଚେଷ୍ଟା ବହୁତ୍ କିଛି କରିବାର ହୋଇଥାଏ , କିନ୍ତୁ ଏମାନଙ୍କ କାମ ବିଗଡିବାରେ ଡେରି ହୋଇନଥା,ଏ କାହାର ହୃଦୟ କିପରି ବଞ୍ଚିବା ତାଙ୍କ ଠାରୁ ଶିଖିବା ଉଚିତ୍ , ଏମାନେ ବହୁତ ଚାଲାକ୍ ହୋଇଥାନ୍ତି , କେବେ ପଛକୁ ବୁଲିକରି ଦେଖନ୍ତି ନାହିଁ,  ନିଜ ଖୁସି ଠାରୁ ଅନ୍ୟଙ୍କ ଖୁସିକୁ ବେଶୀ ଧ୍ୟାନ ଦିଅନ୍ତି ।

V : ଏହି ଲୋକ ସ୍ୱଭାବରେ ଟିକିଏ ଢିଲା ହୋଇଥାନ୍ତି , ଏମାନଙ୍କ ମନରେ ଯାହା ଆସିଥାଏ ସେମାନେ କରିଥାନ୍ତି , ଏମାନେ ହୃଦୟ ସଫା ବ୍ୟକ୍ତି ହୋଇଥାନ୍ତି , କେଉଁ କଥାକୁ ସେୟାର୍ କରିବା ଏମାନଙ୍କୁ ପସନ୍ଦ ହୋଇନଥାଏ, କଥା ପ୍ରେମର୍ କରିଲେ ଏମାନେ ନିଜ ପ୍ରେମର ନିବେଦନ କେବେ କରନ୍ତି ନାହିଁ< ଯେଉଁ କଥାର କିଛି ଅର୍ଥ ହୋଇନଥାଏ ଏମାନେ ହସିକରି ସେ କଥାରୁ ଅନ୍ତ ବାହାର କରିଦିଅନ୍ତି , କେବେ କେବେ ଏମାନଙ୍କ ଗଂମ୍ଭିର କଥା ଅସୁବିଧା ଆଣିଦେଇଥାଏ ।

W: ଏହି ଲୋକ ଟିକିଏ ସଂକୁଚିତ ପ୍ରବୃତିର ହୋଇଥାନ୍ତି , ଇଗୋବାଲି ଭାବନା ଏମାନଙ୍କ ମଧ୍ୟରେ ଭରି ରହିଥାଏ, ସବୁ ମାମଲାରେ ଏମାନଙ୍କ ହାତ ମୁଠାରେ ଆସିଯାଏ,  ପ୍ରେମର କଥା କହିଲେ ଏମାନେ ନାଇଁ ନାଇଁ କରି ବି ଆଗକୁ ମାଡିଯାଆନ୍ତି , ଏମାନଙ୍କୁ ଦେଖେଇ ହେବା ପସନ୍ଦ ହୋଇନଥାଏ, ନିଜ ସାଥୀଙ୍କୁ ସେହି ରୁପରେ ସ୍ୱିକାର କରନ୍ତି ଯେପରି ସେ ବାସ୍ତବରେ ଅଟନ୍ତି ।

X: ଏହି ଅକ୍ଷରର ଲୋକ ଟିକିଏ ଅଲଗା ସ୍ୱଭାବର ହୋଇଥାନ୍ତି , ଏମାନେ ସବୁ ମାମଲାରେ ପରଫେକ୍ଟ ହୋଇଥାନ୍ତି, କିନ୍ତୁ ନ ଚାହିଁବି କ୍ରୋଧର ଶିକାର ହୋଇଜାନ୍ତି , ଏମାନଙ୍କୁ କାମକୁ ସ୍ଲୋ କରିବା ପସନ୍ଦ ହୋଇନଥାଏ,  ଫଟାଫଟ୍ କାମ କରିବାରେ ଏମାନେ ବିଶ୍ୱାସ କରନ୍ତି , ବହୁତ ଜଲଦି କଥାକୁ ସିରିୟସ୍ ହୋଇଯାଆନ୍ତି , ପ୍ରେମର୍ ମାମଲାରେ ଏମାନେ ଫ୍ଲର୍ଟ୍ କରିବା ପସନ୍ଦ୍ ଲାଗେ,

Y:  ଏହି ଅକ୍ଷର ବାଲା ଲୋକଙ୍କ ଠାରୁ କେବେ ବି ଉପଦେଶ ନେବେ ତେବେ ଏମାନେ ସଠିକ୍ ରାସ୍ତା ଦେଖାଇବେ , ଖାଇବା ପିଇବାରେ ଏମାନେ ଖର୍ଚ୍ଚ ଉପରେ କେବେ ଭାବନ୍ତି ନାହିଁ , ଖାଲି ଖାଇବା ମିଳିଗଲେ ଖୁସି ରହିବେ , ଭଲ ପର୍ସନାଲିଟି ମେଣ୍ଟଟେଣ୍ଟ୍କ କରନ୍ତି , ଏମାନଙ୍କୁ ଅଧିକା କଥାବାର୍ତ୍ତା କରିବା ପସନ୍ଦ ହୋଇନଥାଏ, ଧନ ଦୌଲତ ଏମାନଙ୍କ ଭାଗ୍ୟରେ ଥିଲେ ବି ଲୋଭି ପ୍ରବୃତିତ ହୋଇଥାନ୍ତି , ପ୍ରେମର୍ କଥା କହିଲେ ଏମାନଙ୍କୁ କୌଣସି କଥା ମନେ ରୁହେନି, ସଚ୍ଚା,ରୋମାଣ୍ଟିକ୍ ନେଚର୍ ହୋଇଥିବା ହେତୁ ଏମାନଙ୍କ୍ ସବୁ ଭୁଲ୍ ମାଫ କରିଦିଆଯାଏ

Z :  ଏହି ଅକ୍ଷରର୍ ଲୋକେ ଅନ୍ୟଙ୍କ ସହ ଜଲଦି ମିଶିଯାଆନ୍ତି , ଗଂମ୍ଭୀରତା ଏମାନଙ୍କ ସ୍ୱଭାବରେ ଅଛି ,କିନ୍ତୁ ବଡ କୁଲ୍ ଅନ୍ଦାଜରେ ଏମାନେ ସବୁ କାମ କରନ୍ତି , ଯାହା କହନ୍ତି ସଫା କହିଦିଅନ୍ତି , ଓ ଜୀବନକୁ ଖୁସିରେ ଏନଜୟ୍ କରନ୍ତି , ନ ମିଳୁଥିବା ଜିନିଷରେ କାନ୍ଦିବା ପରିବର୍ତ୍ତେ ଏମାନେ ସେହି ଜିନିଷକୁ ଛାଡି ଆଗକୁ ବଢିବାରେ ପସନ୍ଦ କରନ୍ତି । ଏମାନଙ୍କୁ ଦେଖେଇବା ପସନ୍ଦ ହୋଇନଥାଏ,  ଏମାନେ ନିଜ ପ୍ରେମର ସାମ୍ନାରେ କାହାକୁ ଅହମିୟତ୍ ରଖନ୍ତି ନାହିଁ ।

Leave a Reply

Your email address will not be published. Required fields are marked *